Quotes New

Audio

Forum

Read

Contests


Write

Sign in
Wohoo!,
Dear user,



Deepak Sarangi

ମୁଁ ଦୀପକ ଷଡଙ୍ଗୀ । ପିତା : ଶ୍ରୀ ଧୀରେନ୍ଦ୍ର ନାଥ ଷଡଙ୍ଗୀ, ମାତା : ଶ୍ରୀମତୀ ଗୀତାଞ୍ଜଳି ଷଡଙ୍ଗୀ, ଜନ୍ମ:୨୫ଡିସେମ୍ବର୧୯୮୪, ବାସସ୍ଥାନ: କଟକ, ଶିକ୍ଷାଗତ ଯୋଗ୍ୟତା: ଔଷଧ ବିଜ୍ଞାନରେ ସ୍ନାତକୋତ୍ତର(M.Pharmacy) । ବର୍ତମାନ ମୁଁ ଓଡିଶାର ସ୍ଵନାମ ଧନ୍ୟ ଫାର୍ମାସୀ ମହାବିଦ୍ୟାଳୟ ବ୍ରହ୍ମପୁର ର ରୋଲାଣ୍ଡ୍ ଫାର୍ମାସୀ କଲେଜ୍ ରେ ସହକାରୀ ଅଧ୍ୟାପକ ରୂପେ କାର୍ଯ୍ୟରତ । ଲେଖାଲେଖିର ଆଗ୍ରହ ଆରମ୍ଭ ହୋଇଥିଲା ୨୦୦୨ ମସିହାରୁ ମୁଁ ଉତ୍କଳ ବିଶ୍ୱବିଦ୍ୟାଳୟ ରେ ସ୍ନାତକ ପଢୁଥିବା ସମୟରୁ । ବିଭାଗ ତରଫରୁ ବହରୁଥିବା ବାର୍ଷିକ ପତ୍ରିକାରେ ମୋର ଲେଖା ପ୍ରକାଶିତ ହେଉଥିଲା । ସେବେ ଠାରୁ ଲେଖି ଚାଲିଛି । କିଛି ଲେଖା ଦୈନିକ ଖବରକାଗଜ ଯେପରି ସମାଜ ଓ ସମ୍ବାଦରେ ମଧ୍ୟ ବାହାରିଛି । ଓଡିଶାର ପ୍ରଥମ ଇ-ପତ୍ରିକା ଆହ୍ଵାନ ଏବଂ ବେଦାନ୍ତୀ ରେ ମୋର ଲେଖା ପ୍ରାୟତଃ ପ୍ରକାଶିତ ହୋଇଥାଏ । ଲେଖାଲେଖି ବ୍ୟତୀତ ମୁଁ ଜଣେ ସଙ୍ଗୀତକାର(ଗୀଟାରିଷ୍ଟ୍) ମଧ୍ୟ । ମୋର ନିଜସ୍ଵ ଏକ ୟୁ ଟିଉବ୍(You Tube) ଚ୍ୟାନେଲ୍ ମଧ୍ୟ ଅଛି । ଯେଉଁଥିରେ ମୋର ୧୦୦ ରୁ ଉର୍ଦ୍ଧ ହିନ୍ଦୀ,ଓଡିଆ,ବେଙ୍ଗଲୀ ଆଦି ସିନେମା ଏବଂ ଆଲବମ୍ ର Guitar Instrumental ରହିଛି । ଯାହାର ଲିଙ୍କ୍ ମୁଁ ଏଠାରେ ଦେଉଛି https://www.youtube.com/user/sarangidipu/videos?view_as=subscriber ଷ୍ଟୋରୀମିରର୍ ମୋ ଭଳି ଅନାମଧ୍ୟେୟ ପ୍ରତିଭା ମାନଙ୍କୁ ସେମାନଙ୍କର ଲେଖାକୁ ବିଶ୍ଵ ଦରବାରରେ ପହଞ୍ଚାଇ ଥିବାରୁ , ମୁଁ ଷ୍ଟୋରୀମିରର୍ ର ସମ୍ପାଦକ/admin ଙ୍କ ପାଖେ ଚିର କୃତଜ୍ଞ । ଈଶ୍ବରଙ୍କ ପାଖେ ଏତିକି କାମନା ଯେ ଷ୍ଟୋରୀମିରର୍ ଏହି ପରି ନୂତନ ପ୍ରତିଭା ମାନଙ୍କୁ ଖୋଜି ଆଣି ଓଡିଆ ସାହିତ୍ୟକୁ ଏକ ନୂତନ ଦିଗ୍ ଦର୍ଶନ ଦେଉ ଏବଂ ଆଗାମୀ ଦିନରେ ଏହାର ଉତ୍ତୋରତ୍ତର ଉନ୍ନତି ସାଧନ ହେଉ । ଜୟ ଜଗନ୍ନାଥ !!! read more

  Literary Colonel

That Hundred Rupees Note

Inspirational

After the train left, I put my luggage under my seat. I was feeling somehow relaxed.

8    320 45

It’s Raining

Children Stories Abstract

Rain gives us life and helps things to grow. Without rain, we would have no trees, no spring season,...

2    297 3

My True Love

Drama Romance

A story of love, betrayal, and wounds that heal with a new found life and love

9    414 5

Celine’s Humanity

Drama

On the other hand that giant Gorilla took Celine into a cave where one mother Gorilla along with two...

3    166 6

A Broken Love Story

Romance

Anil swims over the past and can see the college days when he and Sonali are became lovebirds during...

4    320 45

कसम

Drama

उसको ये भी पता चल गया था की रमेश बाबू ने उसे बेटा क्यों कहा था ?

8    314 26

मिलन की ऋतु

Others

छोटे बच्चे को भीगते देखा तो गोद में उठा लिया, कोई आया नहीं उसे लीं तो घर ले गया और पुलिस स्टेशन में ...

3    301 6

ଶେଷ ଚିଠି

Tragedy Inspirational

ମନୀଷା ଚିଠି ପଢି ସାରି କି ସେମିତି ଛିଡା ହୋଇଥାଏ । ସେପଟୁ ବଣ୍ଟି ଦଉଡି ଆସି ମନୀଷାକୁ ଆଣ୍ଟି ଆଣ୍ଟି କହି କୁଣ୍ଢେଇ ପକେ...

9    256 6

କାମିନୀ

Horror

ଯଦି ଆପଣ ମୋ କଥା ଶୁଣି ୧୦୮ ମହା ମୃତ୍ୟୁଞ୍ଜୟ ମନ୍ତ୍ର ଜପ କରି ଏ କୁଡିଆରେ ନିଆଁ ଲଗେଇ ଦେଇ ପାରିବେ ତେବେ ଯାଇଁ କାମିନୀ...

8    289 37

ଅଣୁ ଭୌତିକ କାହାଣୀ

Tragedy

ଗୋଟେ ଭଙ୍ଗା କେବିନ ପଛପଟୁ ବାହାରି ଆସିଲା ଗୋଟେ ଜୀର୍ଣ୍ଣକାୟ ବୃଦ୍ଧ । ଷ୍ଟ୍ରୀଟଲାଇଟ୍ ରେ ତା’ର ମୁହଁଟା ସ୍ପଷ୍ଟ ଜଣା ପ...

3    267 7

ସ୍ପଟଲାଇଟ୍

Others

ଶଙ୍କର ମାମୁଁ ଛେପ ଢୋକି କି ଆଖି ତରାଟି ପଚାରିଲେ “କଣ ୧୨୬ ବର୍ଷ” ? ଗୋପେନ ବାବୁ କହିଲେ “କାଳୀ ବାବୁଙ୍କ ଜନ୍ମ ୧୮୫୬...

6    428 5

ବିଶ୍ଵାସେ ମିଳଇ ହରି

Others

ପଥିକଟି ବଡ ଚିନ୍ତାରେ ପଡିଗଲା ଭବିଲା ଯଦି ମୁଁ ଏ ବୋତଲଟି ଯାକ ପାଣିକୁ ନଳକୂପରେ ଭର୍ତି କରିବା ପରେ ଯଦି ପାଣି ନ ବାହାର...

2    445 7

ବାଘ ମାତିଛି

Others

ମାତ୍ର ମୁଁ ତାଙ୍କର କଥା ପ୍ରତି ଧ୍ୟାନ ନ ଦେଇ ବରଂ ଭାବି ଚାଲିଥିଲି ସ୍ଵାଧୀନତା ସମୟର ସେହି ଜାଲିଆନାୱାଲାବାଗର ଘଟଣାକୁ ...

7    415 6

ଶଙ୍କରର ପ୍ରିୟା

Romance Others

ପ୍ରିୟା କଥା ସିନା ସରିଗଲା ହେଲେ ଶଙ୍କରର ପ୍ରିୟା କିଏ ଥିଲା ? ଆପଣ ମାନେ ଜାଣିବାକୁ ନିଶ୍ଚିତ ଉତ୍ସୁକ ଥିବେ ।

2    139 4

ଫନି

Inspirational

ରିଙ୍କୁ ଏ ସବୁକୁ ମନ ଧ୍ୟାନ ଦେଇ ଶୁଣୁଥାଏ । ଟିକେ ରହି ଯାଇ ରିଙ୍କୁ ପୁଣି ପଚାରିଲା “ଆମେ କଣ ଏ ସବୁଥିରୁ କେବେ ବି ରକ୍...

3    254 8

ଛାୟା

Horror Tragedy

ରାତିରେ ଶୋଇ ବାକୁ ଗଲା ବେଳକୁ ସେ ଦେଖିଲା ଗୋଟେ ଛାୟା ଯେପରି ତା ଘରୁ ବାହାରିଗଲା ।

6    540 17

ଛାୟା

Tragedy

“ମୁଁ ଡାକ୍ତର ଙ୍କ ପାଖ କୁ ଆସିନି । ମୁଁ ତୁମ ପାଖ କୁ ଆସିଛି” ।

6    556 19

ଛାୟା

Tragedy Others

ରାତିରେ ଶୋଇ ବାକୁ ଗଲା ବେଳକୁ ସେ ଦେଖିଲା ଗୋଟେ ଛାୟା ଯେପରି ତା ଘରୁ ବାହାରିଗଲା । ପର ମାସର ସଂଖ୍ୟାରେ ଅଜୟର ଗପ “ଛାୟ...

6    194 3

ଛାୟା

Crime Fantasy

ରାତିରେ ଶୋଇବାକୁ ଗଲା ବେଳକୁ ସେ ଦେଖିଲା ଗୋଟେ ଛାୟା ଯେପରି ତା ଘରୁ ବାହାରିଗଲା । ପର ମାସର ସଂଖ୍ୟାରେ ଅଜୟର ଗପ “ଛାୟା...

6    447 21

ତାବିଜ

Others

ସେ ଆଜି ହିଁ ତାବିଜ କୁ ତା’ର ଡାହାଣ ହାତ ବାହୁରେ ୨୧ ଥର ମହା ମୃତ୍ୟୁଞ୍ଜୟ ମନ୍ତ୍ର ଜପ କରି ବାନ୍ଧି ଦେବ । ଆଉ କୌଣସି କ...

10    679 35

ପୁପୁ ଓ ବେଲୁନ ବାଲା

Others

ମୋ ପାଖରେ ଆଉ ପଇସା ନ ଥିଲା ସେଥିପାଇଁ ମୁଁ ମାଲଗୋଦାମ ରେ ଆଜି ମୋ ବାପା ସହ ଅଖା ବୋଝ ଉଠେଇଲି ଆଉ ୫୦ ଟଙ୍କା ପାଇଲି ।

3    286 14

ଦୁଇଟି ଅଣୁଗଳ୍ପ

Others

ତମେ ମାନେ ଫେଲ୍ ହୁଅ କି ପାସ୍ ହୁଅ ଆମେ କିଆଁ ଏତେ ରିସ୍କ ନବୁ ଯେ...

1    507 23

ଅଭିଶପ୍ତ ଆଇନା

Crime Horror

ଚାଉଁକିନା ଭାଙ୍ଗିଗଲା ବିଶ୍ଵଜିତର ନିଦ । ଫୁଲ୍ ଏ ସି ରେ ବି ସେ ପୁରା ଝାଳରେ ଭିଜି ଯାଇଥିଲା । ପରଦିନ ବିଶ୍ଵଜିତ ଦୋକାନ...

9    403 12

ଭଙ୍ଗା ନୀଡ

Inspirational Others Romance

ମା ଜାଣିଛୁ ଆଜି ସ୍କୁଲର କ୍ରିକେଟ ଟୀମ୍ ରେ ମୋତେ କ୍ୟାପଟେନ୍ ବଛା ହେଇଛି । ଦଉଡି ଦଉଡି ଆସି ବଣ୍ଟି ରାଜଶ୍ରୀ କୁ କୁଣ୍ଢ...

7    2.6K 20

ପୁନଶ୍ଚ ଇନ୍ଦ୍ରଧନୁ

Inspirational Tragedy

ବୁଢା ବସି ହାତରେ ପଇସା ଧରି ଭାବୁଥାଏ ଏ ମିଶ୍ର ବଇଦ ଝିଅ ପିଙ୍କି ମୋର ସବୁ କାଚ କଣ ପାଇଁ କିଣି ନେଲା ?

4    14.6K 15

ଅବୁଝା ପ୍ରେମ

Others

ଶୁଭେନ୍ଦୁକୁ ପାଇ ମିନାକ୍ଷୀକୁ ଲାଗୁଥିଲା ସତେ ଯେପରି ତାର ଦୁଇଟି ଡେଣା ଲାଗି ଯାଇଛି ଓ ସେ ନୀଳ ଆକାଶ ରେ ମୁକ୍ତ ବିହଙ୍ଗ...

14    14.9K 25

ଅନ୍ତିମ ସଂସ୍କାର

Tragedy

ତା’ପରେ ଘିଶୁ ଓ ମାଧିଆ ଅବଶିଷ୍ଟ ପଇସାରେ ଆଉ ଦୁଇ ବୋତଲ ମଦ କିଣି ପିଇକି ନିଶାରେ ଟଳମଳ ହେଇ ସେଇ ମଦ ଦୋକାନ ଆଗରେ ଥିବା ...

4    14.6K 18

ଗୋଲାମଗିରି

Inspirational Tragedy

ପ୍ରଶାନ୍ତର ଆଖିରେ ମୁଁ ଦେଖି ପାରୁଥିଲି ଗୋଟେ ଅଫୁରନ୍ତ ଶାନ୍ତି ଓ ଆନନ୍ଦ ।

8    13.3K 13

ଶିଖିବାର ନିଶା

Inspirational

ସେଥିପାଇଁ ପରା କଥାରେ ଅଛି “ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ” ।

9    7.3K 22

ଆନନ୍ଦ ମଠ- ୬

Classics

ଜୀବାନନ୍ଦ ଭବାନନ୍ଦଙ୍କୁ କହିଲେ ଆମେ ଯଦି ତାଙ୍କ ସହ ମୁହଁ ମୁହିଁ ଯୁଦ୍ଧ କରିବା ଆମେ ସମସ୍ତେ ଅକାରଣରେ ମୃତ୍ୟୁ ମୁଖରେ ପ...

4    7.7K 15

ଆନନ୍ଦ ମଠ - 5

Classics

“ଆପଣ କାହିଁକି ମୋତେ ବଞ୍ଚାଉ ଥିଲେ? ମୁଁ ତ ମରିବାକୁ ଚାହୁଁଥିଲି”।

7    8.0K 26

ଆନନ୍ଦ ମଠ - ୪

Inspirational Others

ମହେନ୍ଦ୍ର କ’ଣ ତାଙ୍କ କନ୍ୟାକୁ ଆଉ ଦେଖାକରି ପାରିବେ ନାହିଁ? ଶାନ୍ତିର ବୀରତ୍ଵ କ’ଣ ସତରେ ସନ୍ତାନମାନଙ୍କ କାମରେ ଆସିବ...

5    7.3K 17

ଆନନ୍ଦ ମଠ- ୩

Classics

ଜ୍ଞାନାନନ୍ଦଙ୍କ ଆଦେଶ ପାଇ ସନ୍ତାନ ମାନେ “ହରେ ମୁରାରୀ ମଧୁ କୈଟଭ ହାରି” ଧ୍ୱନି ସୃଷ୍ଟି କରି ମାଡି ଚାଲିଲେ ନଗର ଆଡକୁ ...

7    7.3K 13

ଆନନ୍ଦ ମଠ - 2

Classics

ମୁଁ ମଧ୍ୟ ମାତାର ସନ୍ତାନ ହେବି ଓ ମା କୁ ବନ୍ଧନରୁ ମୁକ୍ତ କରିବି । କିନ୍ତୁ ମୋ ସ୍ତ୍ରୀ ଓ କନ୍ୟାର କଣ ହେବ?

5    7.4K 13

ଆନନ୍ଦ ମଠ - ୧

Inspirational Others

ମହେନ୍ଦ୍ର ତାଙ୍କ ପଛେ ପଛେ ଚାଲିଲେ । ମହେନ୍ଦ୍ର ଭବାନନ୍ଦଙ୍କୁ ଆଉ କିଛି ପଚାରିବାକୁ ଉଦ୍ୟତ ହୁଅନ୍ତେ ଭବାନନ୍ଦ ଗାଇ ଉଠି...

8    7.4K 15

ଦିବାସ୍ଵପ୍ନ

Others

ଆଉ ଭାବି ଚାଲି ଥିଲା ଏମିତି ସ୍ଵପ୍ନ ଯେମିତି ତା’ର ଆଉ କେବେ ନ ଆସୁ ...

2    7.1K 16

ଗୋଲାମଗିରି

Inspirational

ମୋ ଆଡକୁ ଟିକେ ଅନେଇ ହସି ଦେଇ ଦେଇ ଚାଲି ଗଲା ପ୍ରଶାନ୍ତ ୱାର୍ଡ ବୁଲିବା ପାଇଁ , ଆଉ ମୁଁ ତା ପଛରେ ହସିହସି ଚାଲୁଥାଏ ।

8    14.5K 20

ପୁଅ ପାଇଁ ଗୀଟାର୍

Horror Thriller

ଚାରିପଟକୁ ନଜର ବୁଲେଇ ଦେଖେ ତ ମୁଁ କାଳୀ ମନ୍ଦିର ମଶାଣି ପାଖରେ ଛିଡା ହୋଇଛି । ରାସ୍ତାର ବାମ ପଟେ ମଶାଣି ଆଉ ଡାହାଣ ପା...

6    7.4K 19

ପ୍ରେମ ବର୍ଷା ଓ ଫେବିକଲ

Romance

କୈଶୋର ବୟସର ପ୍ରଥମ ପ୍ରେମ ରୋହନକୁ ଲାଗୁଥାଏ ଯେମିତି ସେ ଏକ ନୂଆ ଦୁନିଆର ପ୍ରେମର ମତୁଆଲା ବିହଙ୍ଗ ....

5    7.4K 23

ଭୈରବର ଅମୋକ୍ଷ ଆତ୍ମା

Inspirational

ମହିତୋଷ ବାବୁ ଥିଲେ ଜଣେ ପୁଲିସ ଅଫିସର୍......

10    7.1K 16