@oyc6jx1x

Kadambari Mohakhud
Literary Captain
92
Posts
47
Followers
2
Following

ପେସାରେ ମୁଁ ଏକ ନିଯୁକ୍ତି ଭିତିକ କର୍ମଚାରୀ, ପ୍ରକୃତିର ଉପଭୋଗ ଓ ବାସ୍ତବ କବିତା ଏକ ପ୍ରକାର ରୁଚି ||

Share with friends
Earned badges
See all

Submitted on 09 May, 2021 at 17:15 PM

ସ୍ନେହମୟୀ " ମା " 🙏 ( କାଦମ୍ବରୀ ମହାଖୁଡ଼ ) ==========!!!!! କୋମଳ, ସରଳ ମମତାର ବଳ ଚିର ବନ୍ଦୟନୀ ମା .... ଅମାପର ରାସ୍ତା ହୃଦୟ ତାହାର ସର୍ବଦା ତା ସ୍ନେହ ସାହା .... ସେ ସର୍ବଦା ହୁଏ ସାହା ||

Submitted on 09 May, 2021 at 06:18 AM

" ମା " 🙏 ( କାଦମ୍ବରୀ ମହାଖୁଡ଼ ) ମୁଁହରେ ହସଟିଏ ଦେବା ପାଇଁ ପ୍ରତିବନ୍ଧକର ଧୂଳି ଦେହରେ ନଲାଗିବା ପାଇଁ ଯିଏ ଦୃଢ ସଂକଳ୍ପରେ କଷ୍ଟକୁ ନିଜ ଭିତରେ ଚାପି ରଖିଥାଏ ସେ ହେଉଛି ଆମ.... "ମା" ଯିଏ ଗଭୀର ଯନ୍ତ୍ରଣାରେ ବି ଅଭିନୟକରି ଆମ ମୁଁହରେ ହସ ଫୁଟାଇ ଥାଏ ସେ ହେଉଛି ଆମ....... " ମା " 🙏

Submitted on 07 May, 2021 at 16:27 PM

" ମା " 🙏 ( କାଦମ୍ବରୀ ମହାଖୁଡ଼ ) ================ ସୃଷ୍ଟିର ସୂତ୍ରଧର ତୁ ଜୀବନ୍ତ ପ୍ରତିମା ଟିଏ ତୋ ହାତ ରନ୍ଧା ଅମୃତ ସମାନ ତୋ କୋଳ ସରଗର ସୁଖ ତୁ ଅତୀତ , ତୁ ବର୍ତ୍ତମାନ ତୁ ଭବିଷ୍ୟତର ପଥ ||

Submitted on 06 May, 2021 at 14:57 PM

ଯନ୍ତ୍ରଣା ହେଉ ଅବା ସୁଖ ଯିଏ ଆଖି ଦେଖି ବୁଝିପାରେ ସେ ହେଉଛି "ମା" ଯିଏ ନିରାଶ ରେ ଥାଇବୀ ସମ୍ଭାବନାର ଆଶା ଦେଖାଇ ଥାଏ ସେ ହେଉଛି || " ମା " || 🙏 ( କାଦମ୍ବରୀ ମହାଖୁଡ଼ )

Submitted on 04 May, 2021 at 17:59 PM

ମା .... ଶବ୍ଦ କୋଷରେ ମୁ ଶବ୍ଦ ପାଉନାହିଁ କିପରି ବର୍ଣ୍ଣନା କରିବି ତୋର ତୋ ଶବ୍ଦ ଠାରୁ ଆଉ ଶବ୍ଦ କିଛି ନାହିଁ ଭାଷା ର ତୁ ଅଟୁ ଶ୍ରେଷ୍ଠ ଅଳଙ୍କାର 🙏 ( କାଦମ୍ବରୀ ମହାଖୁଡ଼ )

Submitted on 03 May, 2021 at 16:48 PM

ଆମ ଭୋକ, ଶୋଷ, ମନର କଷ୍ଟ ଯିଏ କହିବା ଆଗରୁ ବୁଝି ଯାଏ ସେ ହେଉଛି "ମା" ଓ ଘର ଯଦି ଶରୀର ହୁଏ "ମା" ଅଟେ ତାର ହୃଦୟ || ( କାଦମ୍ବରୀ ମହାଖୁଡ଼ )

Submitted on 02 May, 2021 at 16:54 PM

ସଶକ୍ତି ନାରୀ =========== ( କାଦମ୍ବରୀ ମହାଖୁଡ଼ ) ସନ୍ତାନ ପାଇଁ ସବୁଠାରୁ ସାହସୀ ଓ ସଶକ୍ତି ନାରୀ ଅଟେ " ମା " ସର୍ବଦା ସନ୍ତାନର କଠିନ କାର୍ଯ୍ୟ ଆରମ୍ଭରେ ସନ୍ତାନ ଅପେକ୍ଷା ନିଜକୁ ଅଧିକ ପ୍ରସ୍ତୁତ କରିଥାଏ ||

Submitted on 01 May, 2021 at 17:07 PM

ଶବ୍ଦର ଉର୍ଦ୍ଧ, ବାକ୍ୟର ଉର୍ଦ୍ଧ , ସମ୍ପର୍କର ଉର୍ଦ୍ଧ, ସ୍ନେହରେ ଉର୍ଦ୍ଧ, ସେ ରକ୍ଷା କବଚ ...... ସେ ଆଉ କେହି ନୁହେଁ ସେ ଆମ ମା ଯିଏ ବୁଝି ଥାଏ ପେଟର ଭୋକ || 🙏 ( କାଦମ୍ବରୀ ମହାଖୁଡ଼ )

Submitted on 30 Apr, 2021 at 17:30 PM

"ମା .... ଆରମ୍ଭ ତୋଠାରୁ " ============== ( କାଦମ୍ବରୀ ମହାଖୁଡ଼ ) ପ୍ରଥମ ସୃଷ୍ଟି ଯେ....... ମା ତୋ ଗର୍ଭରୁ ପ୍ରଥମ ତୃଷ୍ଣା ବି ମେଣ୍ଟିଛି...... ମା ତୋ ବକ୍ଷରୁ ସଂସାର ର ତ୍ୟାଗ କଣ ..... ମା ଦେଖିଛି ତୋ ଠାରୁ ଜୀବନର ପ୍ରଥମ ସ୍ପର୍ଶ ବି ..... ମା ତୋ କୋଳରୁ ଜନ୍ମର ପ୍ରଥମ ଖେଳ ବି ....ମା ତୋ କୋଳ ଝୁଲଣାରୁ || 🙏


Feed

Library

Write

Notification

Profile