ମୁଁ ଉଡାଣଖୋର ମଣିଷଟେ
ମୋ ଚାହେଁ ବହୁତ ଉପର ଯିବାକୁ
କେବେ ଉଡେ ତ କେବେ ଖସେ
ଏହି ନୀଳ ଆକାଶ ବକ୍ଷରେ
ଜୀବନ ଗୋଟେ ପାଣିଫୋଟକା ପରି
କ୍ଷଣିକ ତା ସମୟ,
କେତେବେଳେ ଚାଲିଯାଏ
ସରିଯାଏ ଅଭିନୟ।
ଶୀତର ଅନୂଭୂତି ତାକୁ ପଚାର, ଯିଏ ନିତି ପିଉଥିବ ଶୀତର ଶୀତଳ ଚା ଆଉ ଶୋଉଥିବ ରାତିର ଖୋଲା ଚଦରରେ
ଜୀବନଟା ଏକ ନଈଟେ ପରି
ଚାଲୁଥାଏ ସଦା ଅଙ୍କାବଙ୍କା,
କେବେ ସେ ଅଟକି ଯାଏନି
ଆସୁ ଯେତେ ଝଡ଼ ଆଶଙ୍କା।
@ତ୍ରିଲୋଚନ