Quotes New

Audio

Forum

Read

Contests


Write

Sign in
Wohoo!,
Dear user,



Amulya Kumar Panda

poet

  Literary Colonel

ମୌସୁମୀଗୋ

Others

ମୌସୁମୀଗୋ ତୁମେ କୁନି ପିଲାଙ୍କର କାଗଜର ଭସା ନାଆ ମନ୍ଦ ମନ୍ଦ ହସ ଖରାର ଡହକେ ଜୀବନ ଶୀତଳ ବାଆ

1    57 2

ମୌସୁମୀ ଗୋ

Others

ମୌସୁମୀଗୋ ତୁମେ ବେଙ୍ଗୁଲୀ ରାଜ୍ୟର କୋଳାହଳ ଭରା ହାଟ ମଖମଲି ଘାସ ଗାଲିଚା ଉପରେ ସାଧବ ବୋହୂର ପାଟ

1    64 1

ପ୍ରେମ

Others

ଫୁଲ ଫଗୁଣକୁ ଭଲ ପାଏ ବୋଲି ଫଗୁଣ ଅପେକ୍ଷା କରେ ବର୍ଷରେ ଥରେ ଫୁଲର ମହକ ପାଇଁ l

1    30 0

ବର୍ଷା

Others

ତୁମ ବିରହରେ ଧୀରେ ଧୀରେ ମୋର ହୃଦୟେ ବଢୁଛି ଦୁଃଖ ତୁମ ବିରହରେ ଭୁଲି ଯାଇଅଛି ଅଭୁଲା ସ୍ମୃତିର ସୁଖ

1    397 2

ସତ୍ କର୍ମ

Others

ସମ୍ମାନ ଆସଇ ଛାଏଁ ମଜଭୁତ ଥିଲେ ଜଡ ବୁଦ୍ଧି ଓ ବିବେକ ପାଖେ ନଇଁ ଯାଏ ଜୀବନ ବାତ୍ୟାର ଝଡ଼ l

1    291 14

ବାର ମାସର ବାର କଥା

Others

ବାର ମାସର କଥା ଏହି ଭୁଲି ଯିବାନି ଆମେ କେହି ଏତକ କଥା ଧ୍ୟାନ ଦେବା ଦୀନ ଦୁଃଖୀଙ୍କୁ କରି ସେବା l

1    222 4

ବାର ମାସର ବାର କଥା

Others

ବାର ମାସର କଥା ଏହି ଭୁଲି ଯିବାନି ଆମେ କେହି ଏତକ କଥା ଧ୍ୟାନ ଦେବା ଦୀନ ଦୁଃଖୀଙ୍କୁ କରି ସେବା l

1    32 1

ବାର ମାସର ବାର କଥା

Others

ବାର ମାସର କଥା ଏହି ଭୁଲି ଯିବାନି ଆମେ କେହି ଏତକ କଥା ଧ୍ୟାନ ଦେବା ଦୀନ ଦୁଃଖୀଙ୍କୁ କରି ସେବା l

1    148 3

ମାର ନାହିଁ ପର ପେଟକୁ

Others

ଅନ୍ୟର ପେଟକୁ ଲାତ ମାର ନାହିଁ ଅବା ପୋଡ ନାହିଁ ମନଟା ମନ ଥରେ ଯଦି ପୋଡିଯାଏ ଜାଣ ତୁଚ୍ଛ ସେଠି ଧନ ତନଟା

1    186 21

ନାରୀ

Others

ନାରୀ ତୁମେ ସ୍ନେହର ଧାରା ନାରୀ ତୁମେ ଶତାବ୍ଦୀ ତାରା

1    318 37

ନାରୀ

Inspirational

ପ୍ରକୃତ ନାରୀ ସେ ସୀମାର ମଧ୍ୟରେ ରହି ଆଲୋକ ସେ ଦିଏ ସେଇ ଆଲୋକରେ ଦୁଇକୁଳ ପାଇଁ ସମ୍ମାନ ଆଗେଇ ନିଏ

1    325 37

ପ୍ରକୃତ ଶ୍ରଦ୍ଧାଞ୍ଜଳି

Others

ବିଛା ମନ୍ତ୍ର ସେ' ନଜାଣି ହାତ ପୁରାଇଲା ସାପର ଗାତରେ ସାପ ଦେଲା ଚୋଟ ହାଣି

1    82 2

ମୌସୁମୀ ଗୋ

Others

ମୌସୁମୀଗୋ ତୁମେ କୁନି ପିଲାଙ୍କର କାଗଜର ଭସା ନାଆ ମନ୍ଦ ମନ୍ଦ ହସ ଖରାର ଡହକେ ଜୀବନ ଶୀତଳ ବାହା

1    7.1K 4

ସ୍ବାର୍ଥପର ମଣିଷ

Inspirational

ଏହିପରି ଯଦି ହିଂସା ଦ୍ବେଷ ରାଗ ମଣିଷ ମନରେ ରହିବ ମଣିଷ ଜାତିଟି ସାଣ୍ଡୁକା ଭଳିଆ ଧରାରୁ ବିଲୋପ ହୋଇବ

1    6.7K 9

ଅନା ବନା ଧାଡ଼ି , ଆଗକୁ ଯାଆ ମାଡ଼ି

Inspirational

ବାଟରେ ମୋଟରୁ ମାରନି ଡିଆଁ ହୁସିଆର ହୋଇଯିବ ,ଧିରେ ଧିରେ ପୁଣି ରାସ୍ତାକୁ ଅନାଇ ବାମ ପଟେ ଚାଲୁଥିବ....

1    7.0K 5

ପାଞ୍ଚ ବର୍ଷିଆ ବେପାର

Comedy

ଖଟା କରି ନିଜ ଦହି ପାଞ୍ଚ ବର୍ଷ ପାଇଁ ପାଷାଣ୍ଡ କର୍ମକୁ ଯାଆନ୍ତି ଭୋଟର ସହି ।

1    6.8K 10

ନେତାଙ୍କ ସଜ୍ଞା

Inspirational

ମାଣ ମାଣ ଜମି ମୋର ଗାଡି ଗୋଟା ଗୋଟା ନଥିବେ ଏ ସଂସାରରେ ମୋ'ପରି କେ ଚୋଠା ସଭାଟିରେ ତାଳି....

1    6.7K 6

ଅଜଣା

Others

ଯୁଆଡେ ଚାହିଁଲେ ଖାଁ ...... ଖାଁ ପ୍ରାନ୍ତର କେବଳ ପ୍ରାନ୍ତର ସତରେ ମୁଁ ........ କେଉଁଠି ଅଛି ?

1    6.6K 5

ନାରୀ

Inspirational

ନାରୀ ତୁମେ ଶକ୍ତିର ସ୍ତୁପ ନାରୀ ତୁମେ ସ୍ନେହର ଧାରା....

1    7.0K 7

ଶିଶୁ ଦିବସ

Inspirational

ଗୋପ ଗାନ୍ଧୀ ନେହୁରୁଙ୍କ ଆଦର୍ଶକୁ ପାଳିବୁ ସତ୍ ଭାବନାରେ ଆମେ ମିଥ୍ୟା ଦ୍ବେଷ ଜାଳିବୁ....

1    6.8K 4

ଶାଶ୍ୱତ ପ୍ରେମ

Romance

ଭଲ ପାଇବାର ଶାଶ୍ବତ ଭାବନା ତୁମଠୁ ଶିଖିଛି ସଖୀ ଯେତେ ଦୂରେ ଥାଅ ମହତ ରଖିବି ଜୀବନ ମୋ ବାଜି ରଖି

1    6.6K 8

ଆମ ଗାଆଁର ପ୍ରଭାତ ବର୍ଣ୍ଣନା

Inspirational

ସରସେ ପ୍ରସ୍ଫୁଟି ପାଖୁଡା ବିସ୍ତାରି କମଳିନୀ ହସି ଉଠେ...

1    6.9K 6

ସୁପୁତ୍ର

Inspirational

ଜନ୍ମି ଯେଉଁ ପୁତ୍ର ଗୁଣରେ ନୋହିଲା ନୀଚରେ ହୁଅଇ ବୁଝା...

1    6.6K 7

ସଭିଙ୍କ ପ୍ରିୟ କ୍ରିକେଟ

Abstract Inspirational Others

କ୍ରିକେଟ ଖେଳ...

3    13.5K 2

ଦୂର ହେବେ ଭଣ୍ଡ

Inspirational

ଦୂର ହେବେ ଭଣ୍ଡ  ସବୁ ଚକ୍ରାନ୍ତ ତାଙ୍କର

6    6.7K 6

ବୟସର ଅପରାହ୍ନେ

Romance

"ଏବେ ଆସୁନା ....... ଏ ବୟସର ଅପରାହ୍ନେ ପରସ୍ପରକୁ ବରିନେବା ବହୁଦିନର ଇଛାକୁ ପୂର୍ଣ୍ଣ କରିନେବା ...

3    1.3K 9

" ଭଲ ପାଇବାର ଶକ୍ତି "

Inspirational Fantasy Others

ଏହି କବିତାଟି ନିସ୍ବାର୍ଥପର ଭାବରେ ବିଶ୍ବକୁ ଭଲପାଇବା ଉପରେ ଆଧାରିତ....

2    13.1K 3

"ବର୍ଷା ଓ ପ୍ରିୟା"

Others

"ବର୍ଷା ଓ ପ୍ରିୟା"

1    7.0K 1

" ଆସିଲା ବରଷା କାଳ "

Others

  " ଆସିଲା ବରଷା କାଳ " 

1    20.1K 6