Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,



Pramod Kumar Jena   Author of the Year 2018 - Nominee

ଲେଖକ ପରିଚୟ ନାମ : ପ୍ରମୋଦ କୁମାର ଜେନା ଠିକଣା : ଏ/2, 404, ଅନନ୍ତ ଭିଲ୍ଲା, ରେତଙ୍ଗ ଷ୍ଟେସନ୍ ରୋଡ୍, ଭୁବନେଶ୍ୱର – 752054 ଜନ୍ମ ତାରିଖ : 04/04/1957 ବୃତ୍ତି : ଅବସର ପ୍ରାପ୍ତ ବରିଷ୍ଠ ଲେଖା ଅଧିକାରୀ ସଫଳତା : 1. ଓଡିଶାର ବିଭିନ୍ନ ସ୍ୱନାମଧନ୍ୟ ପତ୍ର ପତ୍ରିକା ଓ ସମ୍ବାଦପତ୍ରରେ ଗଳ୍ପ ଓ କବିତା ସ୍ଥାନିତ . 2. ଷ୍ଟୋରୀମିରର୍ ସିଜନ୍ – 3 (2017) ସ୍ୱତନ୍ତ୍ର ସମ୍ମାନ ପ୍ରାପ୍ତ 3. ବ୍ରହ୍ମପୁର ସାହିତ୍ୟ ପରିଷଦ 2017 ସର୍ବୋଚ୍ଚ ସମ୍ମାନ 4. ବ୍ରହ୍ମପୁର ସାହିତ୍ୟ ପରିଷଦ 2017 ଦ୍ୱାରା ଆୟୋଜିତ ଉପନ୍ୟାସ ପ୍ରତିଯୋଗିତାରେ ପ୍ରଥମ ପୁରସ୍କାର ପ୍ରାପ୍ତ . 5. ଷ୍ଟୋରୀମିରର ଆନୁକୂଲ୍ୟରେ ପ୍ରଥମ ଓଡିଆ ଇ-ବୁକ୍ ସିଂହାସନ ବତିଶି ପ୍ରକାଶିତ 6. ବ୍ରହ୍ମପୁର ପୁସ୍ତକ ମେଳା କମିଟି ଦ୍ୱାରା ପ୍ରଥମ ଉପନ୍ୟାସ ବିରଳ ବାତ୍ସଲ୍ୟ ପ୍ରକାଶିତ 7. ବେଳାଧ୍ୱନି ତରଫରୁ ଗଳ୍ପ ସଙ୍କଳନ ଅଠରନଳା ପାଇଁ ବିରଞ୍ଚିନାରାୟଣ – ମଣିଦେବୀ ସ୍ମୃତି ସମ୍ମାନ 2017 ପୁରସ୍କାର ପ୍ରାପ୍ତ 8. ବ୍ରହ୍ମପୁର ପୁସ୍ତକ ମେଳା କମିଟି ଦ୍ୱାରା ପ୍ରଥମ ଗଳ୍ପ ସଙ୍କଳନ ଅଠରନଳା ପ୍ରକାଶିତ 9. ବ୍ରହ୍ମପୁର ସାହିତ୍ୟ ପରିଷଦ 2018 ଦ୍ୱାରା ଆୟୋଜିତ ଉପନ୍ୟାସ ପ୍ରତିଯୋଗିତାରେ ପ୍ରଥମ ପୁରସ୍କାର ପ୍ରାପ୍ତ . 10. ବ୍ରହ୍ମପୁର ସାହିତ୍ୟ ପରିଷଦ 2018 ଦ୍ୱାରା ଆୟୋଜିତ ନାଟକ ପ୍ରତିଯୋଗିତାରେ ପ୍ରଥମ ପୁରସ୍କାର ପ୍ରାପ୍ତ . ବିଶେଷ ଗୁଣ : ନାଟକ, ଅଭିନୟ ଓ ସଙ୍ଗୀତରେ ରୁଚି l କଲେଜ୍ ସମୟରେ ବେଷ୍ଟ୍ ଆକ୍ଟର୍ ଓ ବେଷ୍ଟ୍ ସିଙ୍ଗର୍ ପୁରସ୍କାର ପ୍ରାପ୍ତ l ଷ୍ଟେଜ୍ ସିଙ୍ଗର୍ l ଦୂରଭାଷ : 9437542409 ପ୍ରକାଶ ପାଇଥିବା ପୁସ୍ତକ 1. ବିରଳ ବାତ୍ସଲ୍ୟ (ଉପନ୍ୟାସ) 2. ଅଠରନଳା (ଗଳ୍ପ ସଙ୍କଳନ) 3. ଅଳ୍ପ ଖଟ୍ଟା (କ୍ଷୁଦ୍ର କବିତା ସଙ୍କଳନ) 4. ଅନ୍ୟ ଏକ ସଚ୍ଚିନ୍ (ଉପନ୍ୟାସ) read more

  Literary Brigadier

ପ୍ରଜାପତି

Tragedy

ଭାଙ୍ଗି ଡେଣା ମୋର ଫିଙ୍ଗି ଦେଲ ତଳେ ଆଦର ସୁହାଗ କାହିଁ କାହା ପାଦ ତଳେ ପ୍ରାଣ ଗଲା ମୋର ଥରେ ତ ଦେଖ...

1    317 47

ଏମିତି ସୁଖ କାହିଁ

Others

ଘୁରିବି ଯଦି ଚକା ଭଉଁରୀ ସ୍ତ୍ରୀ ଦେଖାଣାହାରୀ ଦୁଇ ପାଖରେ ମୋ ପୁଅ ଝିଅ ହାତକୁ ଥିବେ ଧରି

1    178 26

ପ୍ରଦର୍ଶନୀ

Comedy

ସେଲଫି ନେବାରେ ଇଏ ବଡ ଉସ୍ତାଦ ନଦୀ ନାଳ ଘାଟ ସମୁଦ୍ର ତଟ ରେଳ ଉପରେ ହୋଇଣ ଠିଆ ସେଲଫି ନେଉଥିଲେ ଏକ ହାତିଆ

1    258 30

ଈର୍ଷା

Others

ଯହିଁ ପ୍ରବାହିତ ପ୍ରେମ ବାରିଧି ଶୀତଳ ସମୀରେ ଭରିଛି ପ୍ରୀତି ନିର୍ମଳ ଆକାଶେ ଖୋଲା ପବନ ବଞ୍ଚିବାକୁ ଚାହେଁ ମୁଁ କିଛି...

1    314 39

ଆମେ ଗାଆଁବାଲା

Others

ସାଇ ପଡିଶାଙ୍କ ହସ କଉତୁକେ ଦିନ ଯାଏ ଆମ ଗଡି ବେଳ ଗଡିଗଲେ ମନ୍ଦିର ଆଗରେ ବସିଯାଉ ହାତ ଯୋଡି

1    27 1

ଆଜି ମୋ କଲେଜ୍ କହୁଛି ମୋତେ

Others

ସଂସାର ଜଞ୍ଜାଳ ବନ୍ଧନ କାଟି ତୋ ପାଖକୁ ଏବେ ଆସନ୍ତି ଛୁଟି ମନ ହୁଏ ଖାତା କଲମଟେ ଧରି ବାକି ଜୀବନଟା ଦିଅନ୍ତି କାଟି (...

1    69 2

ଆଗେ-ଏବେ

Others

ନିର୍ଦ୍ଧନ ସାଙ୍ଗକୁ ଦେଖିଲେ ସଜାଗ ଆଗରୁ କାଟନ୍ତି ବାଟ ଉଧାର ମାଗିବେ କାଳେ ବନ୍ଧୁ ବର ହୋଇଗଲେ ଭେଟ ଭା...

1    136 7

ଶସ୍ତା କବିତା

Others

ଅଠର ବରଷେ ପୁତ୍ର ହୁଏ ମିତ୍ର ସଭିଏଁ ମନେ ଭାବନ୍ତି ମନ ରହିଯାଏ ସପନ ଭିତରେ ଛୋଟ ପଡିଯାଏ ରାତି

1    264 45

ଅଙ୍କା ବଙ୍କା

Others

ଅଙ୍କା ବଙ୍କା କଥା ଲେଖିକି କୀଳା କୁଆଡର ପାଣି କୁଆଡେ ଗଲା ଅଧାରୁ ଅଧିକା ଓଲଟା ବୁଝିଲେ ସମ୍ପର୍କରେ ଏବେ ପଡୁଛି ତାଲା

1    198 7

ଏତିକି ମୋହର ଅଳି

Others

ଗଡି ଯାଉଥାଏ ବାଇଶି ପାହାଚେ ଲାଗୁ ଭକତଙ୍କ ଧୂଳି ଧନ୍ୟ ହେଉ ମୋର ମାନବ ଜୀବନ ଏତିକି ମୋହର ଅଳି

1    84 4

କି କାଳ ହେଲା

Tragedy

ରୋଷେଇଘରରେ କି କଟକଣା ନାଗିଲେ ବାସନ ହେବ ଅସନା

1    13.2K 3

ଶସ୍ତା କବିତା - 11

Comedy

ଫୁଲ ଗଛ କହେ କଢ ରହୁନାହିଁ ଭାଙ୍ଗୁଛନ୍ତି ଡାଳ ଓଗେର ଆମ ପରିଚୟ ଜାଣିଲୁନି ଆମେ କିଏ ଗେଣ୍ଡୁ...

1    1.2K 5

ଶସ୍ତା କବିତା - 141

Comedy

ପୁଅର ଦରମା ଝିଅର ବୟସ ପଚାରି ବୁଝନା ଶାସ୍ତ୍ର କହୁଛି

1    6.8K 5

ଶସ୍ତା କବିତା - 13

Comedy

ପୁଅର ଚାକିରି ଝିଅର ଦରମା ଇଚ୍ଛା ନ ଥିଲେ ବି ଶୁଣ ସବୁ ବାପା ମାଆ କାନରେ ଠୁସିବେ ଅଖଣ୍ଡ ବ୍ରହ୍ମ ପୁ...

1    1.3K 3

ଶସ୍ତା କବିତା - 18

Comedy

ଢୋଓ ଢାଆ ଯେବେ ବାପା ପିଟୁଥିଲେ ମାଗିଲେନି କିଆଁ ସମାନ ଭାଗ

1    6.8K 5

ପ୍ରେମ

Comedy

ପ୍ରେମର ପ୍ରଚାର ପ୍ରସାରଣ ପାଇଁ ସମସ୍ତେ ହେଲେଣି ବାଇ ପାରକ ଉଦ୍ୟାନ ଟେସନ ମୈଦାନ ଗଛମୂଳ ଖାଲି ନାହିଁ

1    1.3K 9

ଶସ୍ତା କବିତା - 8

Comedy

ପ୍ରେମ ବଜାରରେ ମାଟ୍ରିକ୍ ଫେଲ୍ ବୋଲାଏ ଇଞ୍ଜିନିୟର୍ କାମବାଲି କହେ ଡିପ୍ଲୋମା ହୋଲ୍ଡର୍ ବେଳହୁଁ ଖ...

1    1.2K 3

ଶସ୍ତା କବିତା - 69

Others

ପରିଚୟ ପାଇଁ ମାଆ କୋଳେ ଦିନେ କାନ୍ଦୁଥିଲ କୁଆଁ କୁଆଁ ପରିଚୟ ନେଇ କି ସାର୍ଥକ କଲ ପଚାରେ ଆଜ...

1    1.3K 7

ପତ୍ନୀ – 2

Comedy

ହୋଇଥାଉ ପଛେ ତାଲା ଯେତେ ବଡ ଚାବି ତ ତା ଠାରୁ ଛୋଟ ମହାବଳ ବାଘ ବାହାରେ ହୋଇଲେ ସ୍ତ୍ରୀ ହାତେ ଥାଏ ଛାଟ

1    1.2K 6

ପତ୍ନୀ -1

Comedy

ମାନନ୍ତିନି କେହି ଅନ୍ୟ ସମ୍ମୁଖରେ ପତ୍ନୀଙ୍କୁ ସଭିଙ୍କ ଡର ପରିବା ପତର ରାସନ ମୁଣ୍ଡେଇ ବେଳହ...

1    1.2K 4

ଶସ୍ତା କବିତା - 96

Others

ନିନ୍ଦା ଅପବାଦ ନିଜର ହେଲେ ବି କିଏ ବା ମୁଣ୍ଡକୁ ନେଉଛି ଆଉ ଜଣେ କିଏ କଳା ମୁହଁ ଦେଖି ଆଇନାକ...

1    1.4K 5

ଶସ୍ତା କବିତା - 56

Inspirational

ପେଟର ମଇଳା ପେଟରେ ରଖିଲେ ଶରୀର କଷ୍ଟ ପାଇବ

1    6.6K 2

ଶସ୍ତା କବିତା - ୧୬

Comedy

ଧେଣ୍ଡୁରା ପିଟୁଛି ବାଇ ଚଢେଇ ହିମାଳୟ ଯିବି ଡେଣା ମେଲାଇ...

1    1.1K 6

ଅଙ୍କା ବଙ୍କା - 62

Tragedy

ଦିନେ ଭଲ ହେଲେ ଦି ଦିନ ଖରାପ ଗାଡି ହେଲାଣି ପୁରୁଣା

1    6.5K 2

ଶସ୍ତା କବିତା - ୩୯

Comedy

‘ଘରକୁ ଫେରିଲେ ତୁମର...

1    1.4K 6

ଝିଅର ପିତା

Comedy

ପୁଅ ବୋହୁ ଦେଲେ ଦୁଇ ଗୋଇଠା ମନେ ପଡିଯିବ ନିଜ ଦୁହିତା

1    6.6K 3

ଶସ୍ତା କବିତା - 10

Comedy

ଦରମା ସାଙ୍ଗରେ ଉପୁରିଟା କେତେ ପଚାରିଲେ ପିଠି ଆଉଁସି

1    6.7K 5

ଶସ୍ତା କବିତା - 60

Others

ପ୍ରେମୀଙ୍କ କବ୍ଜାରେ ସହରୀ ଉଦ୍ୟାନ ମାଫିଆ କାଠ କୋଇଲା ବାଲି ଗୋଡି ମାଟି କେହି ନାହିଁ ବାକି ଆହା କି ଯୁଗ ଆସିଲ...

1    6.6K 3

ଶସ୍ତା କବିତା - 15

Comedy

କେତେ ରାଜନୀତି କରୁଥାଅ ପଢି ଚାହା ପାନ ଚାଖି ଚାଖି

1    1.2K 4

ଅଙ୍କା ବଙ୍କା - 121

Comedy

ଚାକିରିଆ ବର କାଟତି ବହୁତ ଦରମା ଦଶ ହଜାର ବେପାରିଆ ବର ନାହିଁଟି ଆଦର ଲକ୍ଷେ ଥାଉ ରୋଜଗାର

1    1.2K 7

ଶସ୍ତା କବିତା - 201

Comedy

ଚାକିରି ଜୀବନେ ସତ ମିଛ କରି କଳାଧନ କଲି ଠୁଳ ସରକାରଙ୍କର ଡିମନିଟାଇଜେସନ୍ କରିଲା ମୋତେ କାଙ୍ଗାଳ

1    1.1K 5

ଶସ୍ତା କବିତା - 34

Comedy

ଚକୁଳି ଲଢିବ ଯଦି ପିଜା ସାଥେ ବର୍ଗର୍ ସାଙ୍ଗେ ଏଣ୍ଡୁରି ମୁଢି ମିକଶ୍ଚରରେ ଲଙ୍କା ଖଣ୍ଡେ ଥିଲେ ପପକର୍...

1    6.7K 6

ଅଙ୍କାବଙ୍କା - 122

Comedy

ଘରେ ପଛେ ଖାଅ ବାଇଗଣ ପୋଡା ଶ୍ୱଶୁର ଘରେ ଓଲଟା ବିନା ମାଉଁସରେ ଭୋଜନ ହବନି ଖାଣ୍ଟି ଘିଅରେ ପରଟା

1    1.3K 5

ଅଙ୍କାବଙ୍କା - 140

Others

ଘରୁ ଟଙ୍କା ନେଇ ପଢା ବହି ନୁହେଁ ଡ୍ରେସ୍ କପଡା ହେଉଛି କିଣା ବଡ ହେଲେ ସବୁ କଅଣ ବନିବେ କାଳିଆ ଠାକୁରେ ତମକ...

1    7.0K 1

ଶସ୍ତା କବିତା - 14

Comedy

ଘର ଖଣ୍ଡେ ଯଦି ସହରରେ ଅଛି ହାବ ଭାବ ବଡବଡିଆ ଭଡାଟିଆ ହେଲେ କଥା ସରିଗଲା ଅଜାତିଆ ଉଠା ଚୁଲିଆ ପ୍ରମୋଦ କୁମା...

1    1.2K 5

ଅଙ୍କା ବଙ୍କା - 143

Others

ଘର କୁତ୍ତା ସାଙ୍ଗେ ଚଟା ଚଟି କଲେ ନ ଲାଗଇ ମନେ ଭୀତି ଜେଜେ ଜେଜୀ ସାଙ୍ଗେ ପୀରତି ବାନ୍ଧିଲେ...

1    6.6K 5

ଶସ୍ତା କବିତା 19

Comedy

ଗାଳି ମନ୍ଦ ଆଉ ପିଠି ଜଳଖିଆ ପୁଅମାନଙ୍କର ଲିଜ୍ ସୁଉଁ ସୁଉଁ ହୋଇ କହିଦେଲେ ଝିଅ ମାଆ ପାଖେ ଟିକେ ପ୍ଲିଜ...

1    1.5K 5

ଶସ୍ତା କବିତା 92

Comedy

ଗାଧୁଆ ଗାୟକ ଅଡୁଆ ଶୁଭିଲେ ଅଙ୍ଗେରେଜୀ ତାର ଭଲ....

1    1.3K 5

ଶସ୍ତା କବିତା ୧୦୩

Inspirational

ବୁଢୀ ଅସୁରୁଣୀ ଆଉ ବୁଢା ଅସୁର ଦିଶନ୍ତାନି ମୁହଁ ଅବା ଛାଇ କାହାର...

1    1.0K 5

ଅଙ୍କା ବଙ୍କା -୮୪

Inspirational

କେତେ ଗୁରୁଜନ ଛାଡି ଚାଲିଗଲେ...

1    1.2K 4

ଶସ୍ତା କବିତା - 98

Others

କେତେ ରଙ୍ଗ ଦେଲେ ଶୁଖିଲା ନଡିଆ ଆଉ କି ପଇଡ ହୋଇବ

1    6.9K 5

ଅଙ୍କା ବଙ୍କା - 151

Inspirational

ଦିନ ଥିଲା ଖରା ବରଷା ତୋଫାନ ମାନୁ ତ ନଥିଲୁ କେବେ ବୟସ ସରିଲେ କାନର ମଇଳା କ୍ୟାନ୍ସର୍ ଭଳିଆ ଲାଗେ

1    6.6K 3

ଅଙ୍କା ବଙ୍କା - ୧୦୮

Inspirational

ମାଆ ସାଆନ୍ତାଣୀ ସାହା ନ ହୋଇଲେ...

1    1.3K 1

ଅଙ୍କାବଙ୍କା - 83

Others

କିଏ ଶାଳୀ କିଏ ଶାଶୁମା ଚିହ୍ନିବା ହେଲାଣି ଏବେ କଠିନ

1    6.5K 4

ଶସ୍ତା କବିତା - 40

Others

କଳା ବସନରେ ଯେତେ ରଙ୍ଗ ଦେଲେ ଅନ୍ୟ ରଙ୍ଗ କାହୁଁ ନେବ କଳା ମନ ଥିଲେ ଅବିର ମହତ୍ତ୍ୱ ଆପେ ଆପେ ହଜ...

1    1.1K 6

ଦିନ ରାତି

Inspirational

ଦିନ ଯାଇଥାଏ ସରି...

1    1.1K 6

ଅଙ୍କା ବଙ୍କା - 131

Others

କଲମରେ ସିନା କାଳି ଶୋଭା ପାଏ କଳଙ୍କ ବୋଳିବ ନାହିଁ

1    7.0K 5

ସମ୍ପତ୍ତି

Inspirational

ପାଠକ ମୁହଁରେ ହସଲ ଲହରୀ ଆମର ବଡ ସମ୍ପତ୍ତି କାଲି ଚାଲିଯିବ ସଂସାରରୁ ଯଦି କବିତା ପାଇବ ଖ୍ୟାତି

1    13.4K 4

ଅଙ୍କା ବଙ୍କା - ୧୩୧

Romance

କବିତା ଲେଖିଲେ ରଣଚଣ୍ଡୀ ରୂପ...

1    6.6K 0

ଅଙ୍କା ବଙ୍କା - 112

Others

ସରକାରୀ ଆଉ ଭଡା ଘର ଠାରୁ ନିଜ ଘର ଲାଗେ ସ୍ୱର୍ଗ ଚଟାଣରେ ତାର ଶୋଇଗଲେ ଥରେ ଛାଡି ଚାଲିଯାଏ ରୋଗ

1    7.2K 7

ଶସ୍ତା କବିତା - 114

Comedy

ଆସେମ୍ବ୍ଲିଙ୍ଗ୍ କରି କମ୍ପାନୀ ବାଲାଏ ଲେଖିଦେଲେ ମେଡ୍ ଇନ୍ ଇଣ୍ଡିଆ ଚୋରି କରି ଯଦି ଲେଖିଲେ ନିଜ ନାଁ ଅସ...

1    6.8K 6

ଶସ୍ତା କବିତା ୪୯

Inspirational

ଆରେ ବାଟ କଟା ବିଲେଇ...

1    6.5K 5

ଅଙ୍କା ବଙ୍କା - 104

Comedy

ସୁଖ ଦୁଃଖ ମୋର ବାଣ୍ଟିବା ପାଇଁ (ପ୍ରଭୁ) ରଖିଥିବେ ପାଖେ ସାଙ୍ଗ ଦୁଇଟା

1    6.6K 4

ଶସ୍ତା କବିତା - ୬୧

Inspirational

ଆମ ଗାଆଁ ପରା ସରଗ ସମାନ....

1    1.2K 3

ଆମ ପ୍ରେମ

Romance

ବୁଡି ଯାଉଥିଲେ ପ୍ରେମର ସାଗରେ ହଜାଇ ନିଜ ଅସ୍ତିତ୍ତ୍ୱ ନ ଥିଲା ଶୋଚନା ନ ଥିଲା ଭାବନା ବର୍ତ୍ତମାନ ଭବିଷ୍...

1    6.6K 4

ବାପା ମୁଁ ଭଲରେ ଅଛି

Inspirational

" (କଥା ହେଲେ) ସମୁଦୁଣୀ ଆହା କି ହୁସିଆର ହାର ମାନିଯିବେ ବଡ ଡାକ୍ତର ମିଠା ଖାଇ ହେବ ଡାଇବେଟିସି ଚୁଡା, ମୁଢି, ଖଇ ଆଣିଛ...

5    19.8K 5

ପ୍ରେମ

Romance

ପ୍ରେମ ହିଁ ଶାଶ୍ୱତ ଏକ ଅମୃତର ଧାରା ବିଦଗ୍ଧ ପ୍ରାଣର ବିନ୍ଦୁ ରଙ୍କୁଣୀ ପସରା

11    6.5K 4

ନୂଆ ଖେଳ

Others Inspirational Abstract

ଏହି କବିତାଟି ଆଜି କାଲିର ରାଜନିତି ବ୍ୟବସ୍ଥା ଉପରେ ଆଧାରିତ

2    6.5K 3

କବି ପତ୍ନୀଙ୍କ ବିଳାପ

Comedy Tragedy

"ଟଙ୍କାଟେ ଆଣିଲେ ଦି ଟଙ୍କା ଫିଙ୍ଗିବେ ସଭା ସମ୍ମିଳନୀ କରି, ଅଖିଆ ଅପିଆ ଘରକୁ ଫେରିବେ ମାନପତ୍ର ଖଣ୍ଡେ ଧରି "

6    13.3K 5

ପ୍ରଦର୍ଶନୀ

Fantasy Inspirational

ଉଡି ଉଡି ଗଲି ସରଗ ଦେଶେ ଯାଇ ପହଞ୍ଚିଲି ଯମ ଉଆସେ

17    6.6K 3

ସାଙ୍ଗକୁ ପଦେ

Inspirational Abstract Others

ଜଣେ ଉତ୍ତମ ବନ୍ଧୁ କିପରି ଦରକାର ପଡିଲେ କାମରେ ଆସିପାରେ ସେ ବିଷୟରେ ବର୍ଣ୍ଣନା କରାହୋଇଛି

1    6.7K 1

ଶୁଆ କହେ ଶାରୀ ଲୋ

Comedy

"ପଶୁ ପକ୍ଷୀଙ୍କଠୁ ବୁଦ୍ଧି ଚୋରି କରି କରନ୍ତି ତାଙ୍କ ଶିକାର, ଯାହାଠୁ ପାଇବେ ତାଙ୍କୁ ବୁଡେଇବେ ଦି ଗୋଡିଆ ସ୍ୱାର୍ଥ...

7    13.2K 4

କି କାଳ ହେଲା

Inspirational

ଆଣିଛନ୍ତି ନୂଆ ବୋହୁ ସରସା ଖାଇବେ ବୋହୁର ହାତ ପରସା

10    6.7K 4

ଈର୍ଷା

Abstract Tragedy

ଶୀତଳ ସମୀରେ ଭରିଛି ପ୍ରୀତି ନିର୍ମଳ ଆକାଶେ ଖୋଲା ପବନ

8    6.3K 2

ଏତିକି ମାଗୁଣି

Comedy

ଏହା ଏକ ବ୍ୟଙ୍ଗ ଧର୍ମୀ କବିତା

1    20.1K 6

ବାପା ମୁଁ ଭଲରେ ଅଛି

Others

ଏହା ଏକ ବ୍ୟଙ୍ଗ ଧର୍ମୀ କବିତା

1    20.0K 11