Quotes New

Audio

Forum

Read

Contests


Write

Sign in
Wohoo!,
Dear user,



Jagabandhu Sahu

  Literary Colonel

ଆଜିର ବନ୍ଧୁତା

Others

ବନ୍ଧୁତାର ମାନେ ପଚାରିବ ଯଦି କହିବ ସେ କିମ୍ବଦନ୍ତୀ ବନ୍ଧୁତାର କଥା କୃଷ୍ଣ ସୁଦାମାଙ୍କ ପୁରାଣ ରଖି...

1    178 1

ଭୋକ

Tragedy Others

ପେଟ ପାଇଁ ନାଟ ଏ ମାୟା ସଂସାରେ ଭୋକ ମେଣ୍ଟାଇବା ପାଇଁ ଅଳପେ ସନ୍ତୁଷ୍ଟ ନୁହେଁ ଏ ମଣିଷ କୁକର୍ମ କରନ...

1    150 1

ମୁଁଁ ତୁମର ଶିବ ତୁମେ ପାରବତି

Others

ବାଇକିଟା ମୋର ବୃଷଭ ସମାନ ସେଥିରେ ଯିବା ଗୋ ବସି ସାରା ତ୍ରିଭୁବନ ବୁଲେଇ ଆଣିବି ଦେଇ ଯେ ସରଗ ଖୁସି

1    22 1

ତୋ ସାଥେ ବନ୍ଧା ମୋ ଜୀବନ ଡୋରି

Romance

ସେ ଚିଠିରେ ଲେଖା ପ୍ରତ୍ୟକ ଅକ୍ଷର ଛୁଇଁ ହୃଦୟକୁ ମୋର ଫେରିଯାଏ ପୁଣି ମୋ ପ୍ରିୟା ପାଖକୁ ଦେଇ ବାରତାକୁ ତାର ।

1    83 2

ପ୍ରିୟା ତୁମ ପାଦ ଚିହ୍ନ

Romance

ଫେରି ଆସିବାକୁ କଥା ଦେଇଥିଲ ଫେରିତ ଆସିଲ ନାହିଁ ତୁମ ରୂପ ଛବି ହୃଦୟେ ମୋ ଆଙ୍କି ରହିଛି ତୁମକୁ ଚାହ...

1    21 0

ମୁଁଁ ତୁମକୁ ଭଲପାଏ

Others

ଖେଳୁ ଥାଏ ସଦା ସେ ଫୁଲ ସାଥିରେ କରି ତା ସଙ୍ଗାତ ମିତ ଏମିତି ଗେହ୍ଲେଇ ମୋ ପ୍ରିୟା ଫୁଲେଇ ଦେଖି ହେ...

1    172 2

ପିଲା ଦିନ ସ୍ମୃୃତି

Others

ଫେରିବନି ଆଉ ସେଇ ପିଲା ବେଳ ଯାହାତ ଯାଇଛି ଚାଲି ଶୁଭ ସକାଳର ଘେନ ମୋ ଶୁଭେଚ୍ଛା କହୁଛି ହୃଦୟ ଖୋଲି

1    3 0

ଏଇ ମୋର ପରିବାର

Inspirational

ପାଞ୍ଚ ଜଣଙ୍କର ଗୋଟିଏ ଯେ ମନ ଦେହ ଖାଲି ଭିନ୍ନ ଭିନ୍ନ ସବୁ ଜନମରେ ଏଇ ପରିବାରେ ହେଉଥାଉ ମୋର ଜନ୍ମ

1    238 2

ଆସିଛି ପହିଲି ରଜ

Romance

ନାନା ପୁଷ୍ପ ଆଣି ସଜେଇ ତୁମକୁ କରି ମୋ ହୃଦୟ ରାଣୀ ଦୁହେଁ ଝୁଲୁଥିବା ସେ ପ୍ରେମ ଦୋଳିରେ ଲେଖିବା ପ୍...

1    191 2

ଶପଥ

Others

ମାତୃଭୂମି ପାଇଁ ଏ ଜୀବନ ଗଲେ ନାହିଁ ତିଳେ ମାତ୍ର ଦୁଃଖ ଶପଥ ନାବରେ ଏ ଦେଶର କୋଳେ ମିଳିବ ଅନେକ ସୁଖ

1    70 3

ପାକିସ୍ତାନ ଏବେ ମିଶିବ ମାଟିରେ

Others

ଯେଉଁଠି ତିରଙ୍ଗା ସେଇଠି ସୁରକ୍ଷା ଭାବିବ ଏ ସାରା ବିଶ୍ବ ବୋଇମାନ ଶଳା ପାକିସ୍ତାନ ଟିର ହେବ ଏବେ ସର୍ବନାଶ

1    365 27

ପ୍ରେମ ଦିବସର ଅଭିନନ୍ଦନ

Others

ହୃଦୟକୁ ମୋର ଦେବି ଉପହାର ରଖିବ ତୁମେ ସାଇତି ଏ ପ୍ରେମ ଦିବସେ ପ୍ରେମ ଉପହାର ଦେଉଛି ତୁମକୁ ସଖି

1    385 30

ଆଲିଙ୍ଗନ ଦିବସ

Others

ତୁମ ପ୍ରେମ ପ୍ରିୟା କରିଛି ପାଗଳ ତୁମେ ମୋ ହୃଦ ସ୍ପନ୍ଦନ

1    342 27

ଫେରୁଛି ଆଜି ମୁଁଁ ଜନ୍ମ ଭୂମିକୁ

Others

ମାଆ ହାତ ରନ୍ଧା ଖାଇବି ଆନନ୍ଦେ ଲାଗିବ ଅମୃତ ସମ ଅଭାବି ସଂସାରେ ସବୁ ପାଇଯିବି ଖୁସିରେ କାଟିବି ଦିନ

1    416 51

କଥା ଦେଉଛି ମୁଁଁ ତୁମକୁ

Romance

ତୁମ ଖୁସି ପାଇଁ ଆଣିଦେଇ ପାରେ ଆକାଶରୁ ତୋଳି ଜହ୍ନ ତୁମ ପାଇଁ ପ୍ରିୟା ସାଇତି ରଖିଛି କୁଆଁରା ମୋ ଯୌଉବନ

1    360 39

କଣ୍ଢେଇ ଦିବସ

Others

ତୁମେ ମୋର ପ୍ରିୟା ହୃଦୟର ରାଣୀ ମୁଁ ତୁମ ହୃଦୟ ରାଜା କଣ୍ଢେଇ ଦିବସେ ଦୁହେଁ ମିଶି ଆଜି ଖାଇବା ପ୍ରେମର ଖଜା

1    251 10

ବିଶ୍ବ ଦେଖିବ ଭାରତ ସାହାସୀ ବୀର

Others

ଘରେ ଘରେ ପସି ନିଶ୍ଚିନ୍ନ କରିବୁ ରକତେ ଖେଳିବୁ ହୋଲି ଭାବିବୁରେ ଶଳା ମୁର୍ଖ ପାକିସ୍ତାନ ମୁଁ କେଡେ କୁକର୍ମ ...

1    48 1

କୁମାର ପୂର୍ଣ୍ଣିମା ଶୁଭେଚ୍ଛା

Others

ଲିଆ ଭୁଜା ସାଥେ ପିଜୁଳି କାକୁଡି ଜହ୍ନି ଫୁଲ ଦୀପ ଦୂପ ପୂଜନ୍ତି କୁଆଁରୀ ମାଆ ବୃନ୍ଦାବତି ମନ ଦୃଢ କରି ଏକ

1    128 2

ପ୍ରିୟା ପାଇଁ ଚିଠିଟିଏ

Romance

ଟିକିଏ ଫୁଲେଇ ଟିକିଏ ଗେହ୍ଲେଇ ଏମିତିକା ଝିଅଟିଏ ପ୍ରଥମ ଦେଖାରେ ମନ କଣି ଥିଲା ଚଉଁରା ମୂଳରେ ହାଏ....

1    127 6

ଜୟ ମାଗୋ ମହାଗୌରୀ

Others

ବାଢେ ପୁଷ୍ପାଞ୍ଜଳି ତୁମରି ପୟରେ ଏତିକି କରୁଛି ଅଳି ତୁମ ଦରଶନେ ମୋ ମନ ହୃଦୟୁ ହିଂସା କ୍ରୋଧ ଯାଉ ଜଳି

1    33 1

ଉତ୍କଳୀୟ ଯଶ

Others

ଆମରି ଗୌରବ ବିଶ୍ବେ ପରିଚିତ ଉତ୍କଳ ଆମ ଜନନୀ ଆମେରେ ଓଡିଆ ସବୁଠୁ ବଢିଆ ଅଟୁ ଭାରି ସ୍ବାଭିମାନୀ

1    169 5

ନୂତନ ସକାଳ

Others

ବିଧିର ବୈଭବେ ଧରା ପୁଲକିତ ଦେଖି ମନ ଆନମନା ସୁନ୍ଦର ପ୍ରଭାତେ ଘେନ ହୃଦୟରୁ ଏଇ ମୋ ଶୁଭକାମନା

1    99 3

ପ୍ରିୟା ମୋର ପରଦେଶୀ

Tragedy

ଭୁଲି ପାରିବିନି ତୁମ ସ୍ନେହ ପ୍ରେମ ଚେଷ୍ଟା କରିଲେବି ଯେତେ ତାର କଥା ଶୁଣି ହସି ଦେଇ ଟିକେ ଆଖି ଲୁହ ଦେଲି ପୋ...

1    116 5

ଦୀପାବଳୀ ଶୁଭେଚ୍ଛା

Others

ଛୋଟ ଠାରୁ ବଡ ପାଳନ ଯେ କର ଏଇ ଶୁଭ ଦୀପାବଳୀ ମାଆଙ୍କ ଆଶିଷେ ଦୀପର ପ୍ରକାଶେ ଦୁଃଖ ଶୋକ ଯାଉ ଜଳି ଛୋଟ ଠାରୁ ବଡ...

1    106 4

ମନ ଆଇନା

Others

ମନ ଆଇନାରେ ରହିଥାଅ ସଦା ହୋଇ ମୋ ମନର ମିତ ହୃଦୟରେ ମୋର ଦେଖି ଯେ ତୁମକୁ ଲେଖୁଥିବି ନିତି ଗୀତ

1    65 3

ବହି

Inspirational

ଶିଶୁ ଠାରୁ ବୃଦ୍ଦ ସବୁରୀ ସେ ପ୍ରିୟ ଶିକ୍ଷାଏ ଯେ ମାତୃ ଭାଷା ତା ପାଇଁ ମଣିଷ ସବୁ କିଛି ଜାଣେ ବାନ୍ଧେ ପୁଣି...

1    53 2

ସମ୍ପର୍କ

Others

ଏଇ ପୃଥିବୀରେ ଭିନ୍ନ ଭିନ୍ନ ରୂପେ ସମ୍ପର୍କର ଜନ୍ମ ହୁଏ କେବେ ସେ ବନ୍ଧୁତା କେବେ ସିଏ ପ୍ରେମ ହୃଦୟରେ ରହ...

1    143 3

ରହିଥା ସଦା ଖୁସିରେ

Others

ଚୁନା ହେଲା ସିନା ମୋ ମନ ଆଇନା ଭୁଲି ନପାରିଲି ତୋତେ କେଉଁ ଜନମର ପ୍ରତିଶୋଧ ନେଲୁ କହିବୁକି ଥରେ ମୋତେ

1    144 6

ଅମର ପ୍ରେମ

Others

ଏଇ ଦୁନିଆଁର ଇତିହାସ ପୃଷ୍ଟାରେ ଲେଖି ଦେଇ ଯିବା ନାମ ଯିଏତ ପଢିବ ସିଏତ କହିବ ଏ ଥିଲା ଅମର ପ୍ରେମ

1    122 5

ନାହିଁ ମୋର ଚାଳ ଛପର

Others

କେଉଁ ଜନମର କେଉଁ କର୍ମ ପାଇଁ ଏତେବଡ ଶାସ୍ତି ଦେଲ ଯାତନା ସବୁକୁ ମୋ ଭାଗ୍ଯରେ ଲଦି ସୁଖ ମୋ ଛଡେଇ ନେଲ

1    127 5

ଦୋସ୍ତି

Others

ଆହେ ଶିବଶମ୍ଭୁ ଚରଣରେ ତୁମ ଘେନ ଆମ ନମସ୍କାର ଆମରି ଦୋସ୍ତିକୁ ସମର୍ପିତ କଲୁ ଆଶିଷ ଦିଅ ତୁମର

1    150 7

ସଂସାରୁ କାଟିଲି ମୋହ

Tragedy

ସ୍ବାମୀ ସୁଖ ସାଥେ ବନ୍ଧା ତୋ ଜୀବନ ସୁଖରେ କରେ ତୁ ଘର ଗାଆଁ ସେ ମୁଣ୍ତରେ ମଶାଣୀ ଭୂଇଁରେ ଜଳିବ ଯୁଇଟା ମୋର...

1    66 3

ଉଆଁସୀ ଜହ୍ନ

Tragedy

କେତେ ହସ ଖୁସି ବାଣ୍ଟୁଥିଲୁ ମିଶି କରୁଥିଲୁ କେତେ ମଜା କେଉଁ ଅପରାଧ ପାଇଁ ସେଇ ପ୍ରିୟା ଦେଲା ଏତେ ବଡ ସଜା

1    114 6

ଚରଣେ ଦିଅ ଶରଣ

Others

ମନ ମୋର ଦେଖି ହୁଅଇ ପାଗଳ କେତେ ଯେ ସୁନ୍ଦର ଦୃଶ୍ଯ

1    88 4

ହାଏ ହାଏ ଲୋ କଲେଜ ବାଲି

Romance

ସ୍ମାର୍ଟ ପିଲା ଗୋଟେ ପଟିଗଲା ଯଦି ଖୁସି ନ କହିଲେ ସରେ ତୁମକୁ ଖୁଆଇ ପିଆଇ ବୁଲାଇ ରୁପେୟାଟା ତାର ସରେ ।

1    72 3

ରହିଛି ତୋ ବାଟ ଚାହିଁ

Others

ଗୋଲାପି ପାଖୁଡା ଓଠ ଯେ ତୁମର ଆଖି ପୁଣି ନୀଳକଇଁ ପାଗଳ କରୁଚ ମୋତେ ଗୋ ସଜନୀ କଣେଇଁ କଣେଇଁ ଚାହିଁ

1    149 7

ପ୍ରିୟା ତୁ କଲୁ ଛଳନା

Tragedy

ସମାଧିରେ ରହି ଦେଖୁଥିବି ମୁହିଁ ତୁମ ଖୁସିର ସଂସାର ସର୍ବଦା ରହିଥ ହସ ଖୁସିରେ ଗୋ ଦେଲି ଆଶୀର୍ବାଦ ମ...

1    544 8

ନୂତନ ବର୍ଷର ଅଭିନନ୍ଦନ

Others

ନୂତନ ବରଷ ହେଉ ସୁଖମୟ ଏ ସାରା ସଂସାର ପାଇଁ ଏ ନୂତନ ବରଷ ଅଭିନନ୍ଦନଟି ଆପଣମାନଙ୍କ ପାଇଁ

1    983 5

ବିଦାୟ ନେଉଛି ଆଜି ଅଠର

Others

ପୁରୁଣା ବର୍ଷଟି କହୁଛି ହେ ବନ୍ଧୁ ଯିବ ନାହିଁ ମୋତେ ଭୁଲି ନୂତନ ସକାଳ ହୋଇ ତୁମ ପାଇଁ ଆସିବି ପୁଣି ମୁଁ ଚ...

1    259 2

ଜୀବନ

Others

ହସ ଲୁହର ଏ ସଂସାର ଭିତରେ କରିବା ଏମିତି କାମ ମଲା ପରେ ମଧ୍ୟ ଏଇ ଦୁନିଆଁରେ ରହିଥିବ ଆମ ନାମ

1    388 6

ସିନ୍ଦୂର

Others

ଟୋପାଏ ସିନ୍ଦୂର ବଦଳାଇ ଦିଏ ରୂପ ରଙ୍ଗ ନାରୀଙ୍କର ଟୋପାଏ ସିନ୍ଦୂର ପାଇଁ ପରା ନାରୀ ଛାଡେ ନିଜ ପରିବାର

1    1.1K 6

ଶିଶୁ ଦିବସ

Children Inspirational

ଶିକ୍ଷିତ ହୋଇଲେ ମଣିଷ ସମାଜ ଶିକ୍ଷିତ ହୋଇବ ଦେଶ ହେ ପାଠକ ଗଣ ଏ ଶିଶୁ ଦିବସେ ଶିଶୁଙ୍କୁ ଦିଅ ଆଶିଷ

1    1.2K 5

ଶେଷ ଇଛା ମୋର ତୋର ସ୍ବର୍ଗ ଦ୍ବାର

Others

ସ୍ବର୍ଗ ଦ୍ବାରେ ତୋର ଜଳିଲେ ମୋ ଯୁଇ ଶେଷ ଆଶା ହେବ ପୂର୍ଣ୍ଣ ସ୍ବର୍ଗ ଦ୍ବାରେ ରହି ମୁକ୍ତି ଲାଭିବାକୁ ଭଜୁଥ...

1    1.2K 6

ଦରଦୀ ମନର ବ୍ୟଥା

Tragedy

ଦେଖୁଥାଏ ମୁହିଁ ପାଇପି ମୂଳରୁ ବାସନ ଧୋଇଲା ବେଳେ ଥରିଉଠେ ଛାତି ମାଲିକ ଡାକରେ ଆଶାଟି ଆଶାରେ ମିଳେ

1    3.1K 3

ପ୍ରେମ ପ୍ରତାରଣା

Others

ମନ ଥିଲା ମୋର ସାଧା କାଗଜ ଲୋ ଲେଖି ଥିଲି ତୋର ନାମ ସେଥି ପାଇଁ ବୋଧେ ଛଳନା ଯୁଇରେ ହଜିଲା ପ୍ରଥମ ପ୍ରେମ

1    1.3K 4

ଗାଁଟିର ନାଁ ଛଞ୍ଚାଣିଆ ପଲ୍ଲୀ

Others

ବଡ ବଡ ଯେବେ ହୁଏ ଫସଲ ସବୁଜ ବର୍ଣ୍ଣଯେ ଲାଗେ ସୁନ୍ଦର ସ୍ବର୍ଗ ପୁର ଭଳି ଲାଗଇ ଗାଁ ଜହ୍ନ ମାମୁଁ ଦେଖି ହୁଏ...

1    1.6K 7

ହଜିଲା ପ୍ରଥମ ପ୍ରେମ

Tragedy

ଏଇ ଜନମରେ କରି ପାରିଲିନି ତୋତେ ମୋ ହୃଦୟ ରାଣୀ କଥା ଦେଇ ତୋତେ ଯାଉଛି ସଜନୀ ଆସିବି ତୋ ପାଖେ ପୁଣି

1    2.3K 6

ଷୋଳ ବୟସୀ ପ୍ରିୟା

Romance

କାଲି ଥିଲି ପରା ଯାଯାବରଟିଏ ଠିକଣା ଦେଲୁଯେ ତୋର ସାଥି ହୋଇ ଦୁହେଁ ଚାଲୋ ଗଢିବା ଆମେ ଗୋଟେ ପ୍ରେମ ଘର

1    2.3K 0

ଗାଆଁ ଶ୍ମଶାନ

Others

ଅଭିନୟ କେତେ କରୁଥାଉ ଆମେ ଏଇ ରଙ୍ଗମଞ୍ଚ ପରେ ସବୁ ରଙ୍ଗ ଢଙ୍ଗ ଛାଡି ଏ ସଂସାରେ ଫେରନ୍ତି ଶ୍ମଶାନ କୋଳେ

1    5.4K 10

ସ୍ବପ୍ନ

Fantasy Romance

ସପନର ଦେଖା ହେଲେ ବାସ୍ତବରେ ପାଇଲେ ତୁମକୁ ପାଖେ ଅଜାଡି ଦେବି ମୁଁ ତୁମ ପାଦ ତଳେ ଦୁନିଆଁର ଖୁସି ଯେତେ

1    2.4K 8

ତୁମ ଅପେକ୍ଷାରେ

Others

ତୁମେ ନାହଁ ବୋଲି ସକାଳ ସୁରୁଜ ମୁହଁ ମୋଡି ଦେଇ ଯାଏ ସକାଳରୁ ସଞ୍ଜ ନଈ କୂଳେ ବସି ତୁମ କଥା ଭାବୁଥାଏ

1    2.5K 2

କୃଷ୍ଣ ପ୍ରେମେ ହେଲି ବାଇ

Classics Others

କିଏ କହେ ମିରା ଆଉ ଫେରିବନି ନାଟୁଆ ନାଗର ସିଏ ଯୋଶଦା ମାଆକୁ ମଥୁରାକୁ କହି ଦ୍ବାରିକା ଯାଇଛି ଯିଏ

1    2.9K 7

ପଶିଲି ତୋର ଶରଣ

Others

ସହିବାର ଶକ୍ତି ଶେଷ ହେଲା ଏଠୁ ପଶିଲି ତୋର ଶରଣ ଶେଷ ଇଛା ମୋର ତୋ ସିଂହଦ୍ବାରେ ଦେବୁରେ ମୋତେ ମରଣ

1    4.1K 7

ଜୟ ମା' ଗୋ ମହାଲକ୍ଷ୍ମୀ

Others

ବଞ୍ଚିଥିଲା ଯାକ ତୁମରି ଚରଣେ ଥାଉ ସଦା ମୋର ଧ୍ୟାନ ଉଭା ହୁଅ ମାଗୋ ମୋ ଭଙ୍ଗା କୁଟିରେ ଦିଅ ବାରେ ଦରଶନ।

1    4.0K 5

ଛାଡଖାଇ

Others

ସଂସାର ନାବରେ ଜୀବନ ନଉକା ସରି ସରି ଆସେ ବେଳ ଶେଷ ବେଳେ ସାହା ହେବେ ହର ହରି ପାଇ ଯିବ ଥାଳ କୂଳ

1    919 2

ମୋ ଗାଆଁ

Others

ଦୂର ତାଳ-ବଣ ସେ ବିଲ ଜଙ୍ଗଲ କେତେ ମିଠା ତାର ନାଆଁ କଳା ସଂସ୍କୃତିରେ ଭରା ପୂର୍ଣ୍ଣ ସେଇ ଅଟେ ଛୋଟ ମୋର ଗାଆଁ

1    4.9K 5

ମୋ ଗାଆଁ

Fantasy Others

ଗଉଡ ଭାଇ ମୋ ବଇଁଶି ବଜାଇ ନେଇ ଯାଏ ଗାଈଗୋଠ କୁନା କୁନି ମୋର ଭାଇ ଭଉଣୀଏ ପଢୁଥାନ୍ତି ବସି ପାଠ...

1    4.4K 5

କାର୍ତ୍ତିକ ପୂର୍ଣ୍ଣିମାର ଶୁଭେଚ୍ଛା

Others

ଦୂର ଦୂରାନ୍ତର ବିପଦ ପଥକୁ ସହଜ ସୁବିଧା ପାଇଁ ଭରଷା ହୋଇବେ ମଙ୍ଗଳା ମାଆଟି ଉତ୍କଳ ଜନନୀ ସେଇ.

1    4.4K 2

କାର୍ତ୍ତିକ ପୂର୍ଣ୍ଣିମାର ଶୁଭେଚ୍ଛା

Others

ଶୁଭେଛା ଜଣାଏ ମୁହିଁ କାର୍ତ୍ତିକ ପୂର୍ଣ୍ଣିମା ଶୁଭ ଅବସରେ ବନ୍ଧୁହୃଦେ ମନ ଥୋଇ....

1    5.9K 3