NIBEDITA MOHAPATRA
Literary Colonel
AUTHOR OF THE YEAR 2019 - NOMINEE

140
Posts
205
Followers
10
Following

Share with friends
Earned badges
See all

କର୍ମଫଳ ପାପ-ପୂଣ୍ୟ ଶୁଭ ଅଶୁଭେ ବୁଡି ରହିଛି କର୍ମ ସେ କର୍ମଫଳ ତ ଅକାଟ୍ୟ ଜାଣି ରଖ ସୁଜନ॥

ବନ୍ଦ ଆଖିରେ ଦେଖିଥିବା ସ୍ବପ୍ନକୁ ପୁରା କରିବାକୁ ଆଖି ଖୋଲିବାକୁ ପଡିଥାଏ॥

ଜୀବନ ଗୋଟିଏ ଏମିତି ରଙ୍ଗମଞ୍ଚ ଯେଉଁଠି ବେଳେବେଳେ ଦୁଃଖରେ ହସିବାକୁ ଆଉ ସୁଖରେ କାନ୍ଦିବାକୁ ପଡିଥାଏ॥

ରାଷ୍ଟ୍ର ନାୟକ ଯୋଗଜନ୍ମା ତୁମେ ହେ ରାଷ୍ଟ୍ର ନାୟକ ଭାରତ ମାତାର ଯୋଗ୍ୟତମ ସୂତ କରିବାକୁ ଏହି ଦେଶକୁ ସ୍ବାଧିନ ଦେଇଗଲ ନିଜ ପ୍ରାଣ ବଳିଦାନ॥

ଭାଇ/ଭଉଣୀ ଧରା ବକ୍ଷେ ରହିଛି କେତେ ସଂପର୍କ ଅନେକ ତା ପରିଭାଷା ସବୁଠୁ ମଧୁର ଲାଗଇ ନିଜର ଭାଇ ଭଉଣୀ ମମତା। ସୂକ୍ଷ୍ମ ସୂତାର ରେଶମୀ ଡୋରିଟିଏ ବାନ୍ଧି ଦେଲେ ଭାଇ ହାତେ ସୁରକ୍ଷା କବଚ ହୋଇ ସବୁଦିନ ରହେ ଭଉଣୀର ସାଥେ॥👫

ଭାଇ/ଭଉଣୀ ଧରା ବକ୍ଷେ ରହିଛି କେତେ ସଂପର୍କ ଅନେକ ତା ପରିଭାଷା ସବୁଠୁ ମଧୁର ଲାଗଇ ନିଜର ଭାଇ ଭଉଣୀ ମମତା। ସୂକ୍ଷ୍ମ ସୂତାର ରେଶମୀ ଡୋରିଟିଏ ବାନ୍ଧି ଦେଲେ ଭାଇ ହାତେ ସୁରକ୍ଷା କବଚ ହୋଇ ସବୁଦିନ ରହେ ଭଉଣୀର ସାଥେ॥👭

ଈଶ୍ବର... ଖୋଜିଲି ତୁମକୁ ମନ୍ଦିରେ ମନ୍ଦିରେ ପୁଣି କେବେ ପାଷାଣ ମୂର୍ତ୍ତି ମଧ୍ୟରେ କଲି ଧର୍ମ କର୍ମ ତୁମ ଉଦ୍ଦେଶ୍ୟରେ ଗଲି ତୀର୍ଥାଟନ ଭକତି ଅନ୍ତରେ ହେଲେ ନ ପାଇଲି ଦେଖା ବିରାଜି ଥିଲ ମୋ ହୃଦୟ କନ୍ଦରେ ଲୀଳାମୟ ତୁମେ ସଖା।🕉

ପ୍ରେମ ହୃଦୟର ଆବେଗରୁ ସୃଷ୍ଟି ସିଏ ନାହିଁ ତାର ଅନ୍ତ ଆତ୍ମାର ମିଳନେ ପରିପୃଷ୍ଟ ଯିଏ ସେହି ଏକା ପ୍ରେମ॥❤

ବନ୍ଧୁତା ବିଶ୍ବାସର ମୂଳଦୁଆ ଉପରେ ଗଢିଛି ସଂପର୍କର ସୌଧଟିଏ ସ୍ନେହ ପ୍ରୀତିକୁ ଆଶ୍ରା କରି ତୁମ ପାଇଛି ଜିଇଁବାର ରାହାଟିଏ ଜୀବନ ଆକାଶରେ ମୋର ସାଜି ପୂର୍ଣ୍ଣିମାର ଉଜ୍ଜ୍ବଳ ଇନ୍ଦୁଟିଏ ଦୁଃଖ ତମସା ଦୂରେଇ ଦେଇଛ ତୁମେତ ମୋର ପ୍ରିୟ ବନ୍ଧୁଟିଏ॥👭


Feed

Library

Write

Notification
Profile