Quotes New

Audio

Forum

Read

Contests


Write

Sign in
Wohoo!,
Dear user,



Prasanna Kumar Madala   Author of the Year 2018 - Nominee

  Literary Brigadier

ମାଣବସା ଗୁରୁବାର

Abstract

ଅନ୍ନର ସଂସ୍ଥାନ ଯୋଗାଇ ସଭିଙ୍କୁ ଦିଅ ବସ୍ତ୍ର ବାସସ୍ଥାନ ମାର୍ଗଶିର ମାସ ଗୁରୁବାର ଆଜି ଓ

1    204 3

କି ଲାଭ ପାରିବି ପାଇ

Inspirational

କେଡ଼େ ଅଲାଜୁକ ହେଲ କଳାମୁଖ ଶ୍ରୀମତୀ-ମନ୍ଦିରେ ଥାଇ ତାଙ୍କୁ ରଖି ଦୂରେ ସଙ୍ଗତେ ସେ' ପୁରେ ରଖିଛ ଭଉଣୀ ଭାଇ

1    192 38

ବିତାନେ ଏ ତାନ

Abstract

ନିର୍ମାଣ ସନ୍ଦେଶ ପାଇଛି କି ମୁଠେ ମାଟିରେ ଗଳିତ ଭସ୍ମ ଭଗ୍ନ ସାହସର ସଉଧେ ଯା' ଉଠେ ସ୍ଖଳିତ ଖଣ୍ଡିତ

1    200 12

ହୃଦୟ

Classics

ତୁଟିଗଲେ ଘୃଣା ଲାଗେ ଯେହ୍ନେ ଝୁଣା ଚେତନା ବି ଫେରି ଆସେ । ଦେବତ୍ବ ସକାଶେ ଚେତନା ପ୍ରକାଶେ ହୃଦୟ

1    178 9

ଗଣେଶ ବନ୍ଦନା

Others

ବିଘ୍ନବିନାଶନ କୁମତିଭଞ୍ଜନ ବିତରିଛ ବରାଭୟ ସୁର ମୁନିଗଣ କରନ୍ତି ବନ୍ଦନ

1    221 20

ଝିଅ

Fantasy

କାଶ ଶରବନେ ନଦୀରେ କେଉଁଠି ଦିଶଇ ପତଳା ଧାରା ପଲକ ଝୁଙ୍କାଇ ଛୋଟ ତୁ କରିବୁ ନିଦର ସପନ ସାରା ନହେ..

1    204 34

ମଧୁଶାଳାର ଆସର

Others

କମି ନଯାଉ ହେ ପାନୀୟ ତୁମର ମନ ଭରି ଯାଅ ପିଇ ଚେତନା ସମ୍ଭାଳି ଆଶାରେ ମୁଁ ଆସି ଆସରେ ଯାଇଛି ଜୀଇଁ ।

1    227 27

ମନ ଯାଉଥାଏ ପୋଡ଼ି

Abstract Tragedy

ଦୂର ଲକ୍ଷ୍ୟ ଯାଏଁ ଚାଲୁ ଚାଲୁ ବାଟ ବାରମ୍ବାର ଯାଏ ମୋଡି କଦବା କେଉଁଠି ନୂଆ ବାଟ ଆସି ହୋଇ ଯାଉଥାଏ ଯୋଡ଼...

1    264 12

ଜଗବନ୍ଧୁ ଦୟାନିଧି

Tragedy Others

ଶ୍ରମଦାନ କରି ଅର୍ପେ ଥରି ଥରି ନିଜର ବଳକା ଆୟୁ ଦେଖ ପ୍ରତିଦାନେ ମିଳିଛି ଏ ସ୍ଥାନେ

1    163 25

ଅସ୍ତିତ୍ବର ଅର୍ଥ

Others

ଉଚ୍ଚା ଯେତେ ଏକାକୀ ବି ସେତେ ନିଜ ଭାର ନିଜ ମଥାରେ ଟେକି ଭିତରେ କାନ୍ଦେ ବାହାରେ ହସେ ମନକୁ ମନ ଦଣ୍ଡେ ନିମିଷ...

1    276 19

ଭାରତ ମାଆର ବାହାଦୁର ଲାଲ୍

Classics Inspirational

ବିଫଳ ଅହିଂସା ନୀତି ପ୍ରତିଶୋଧ ନିଆଁ ପଡୋଶୀର ହୃଦ ଜଳେ , ସଶସ୍ତ୍ର ଦୁନିଆ । ଦାରିଦ୍ର୍ୟର ପୀଡା ଯେଣୁ...

1    199 27

ସନ୍ତାପ

Abstract Others

ଯାହାକୁ ତାହାକୁ ନକହି କାହାକୁ ନିଜକୁ ନିଜେ ହିଁ ଟୋକେ ନହୁଏ ସମର୍ଥ ଜୀବନର ଅର୍ଥ

1    273 37

ହେ ବିଶ୍ବକର୍ମା

Others

ଦକ୍ଷ ପ୍ରଜାପତି ସହିତ ମନୁ ମନାବୀ ସୂତ୍ରେ ସୃଜିଲ ସଂସାର ବିହିତ ତାଙ୍କ ବଂଶଜ ପୁତ୍ରେ , ରଚିଅଛ ପ୍ରାଣ...

1    20 2

ରଦି କାଗଜ

Others

ଭାବିଥିଲି କେହି ଶୁଣିବେ କି ମୋତେ ଯେହ୍ନେ ଅନାହତ ଧ୍ବନି ନୂଆ ଭାଷା ପ୍ରାୟେ ବୁଝିବେ ଭଲରେ ଭାବରେ କରାଇ ଧନ...

1    194 20

ଗୀତିଫୁଲ

Others

ଶହେ ଫଗୁଣ ବି ଆସୁ ଅବା ଯାଉ ଋତୁଚକ୍ର ହେଉ ବନ୍ଦ ବିକିଯାଉ ସବୁ ବଗିଚାର ଫୁଲ ବିକିବିନି ମୋର ଗନ୍ଧ ।

1    354 43

ଜନଗଙ୍ଗା ଧାରା

Inspirational

ପଥ ଅବରୋଧ ଥିବା ଯାଏଁ କ୍ରୋଧ ରଖିବ ପ୍ରବାହ ଏହି ପ୍ରଖର ବି ଦିନେ ହେବ ଧୈର୍ଯ୍ୟ ବିନେ ରଖି କି ପାରିବେ କ...

1    292 50

ବୟସ

Inspirational

ବନ୍ୟା ଓ ଭଉଁରୀ ହୃଦୟେ ଖେଳିଛି ଅନଳ ଜଳିଛି ଚିତ୍ତରେ ଶବ୍ଦରେ ଆବଦ୍ଧ ରହିଛି ଅନେକ ଛନ୍ଦ ତୋଳିବା...

1    158 33

ଗାଆଁ ମଶାଣି

Abstract

ଗାଆଁଟିର ଶେଷେ ନୁଖୁରା ଏ ବେଶେ ଶୋଇଛି ମଶାଣି ପଦା କିଏ ମଲେ ପୋଡ଼ା ହେବା ପାଇଁ ଲୋଡ଼ା ସ୍ବର୍ଗଦ୍ୱାର ଇଏ ସଦା

1    231 32

ପାଳଭୂତ

Horror Inspirational

କ୍ରୋଡଗତ ଆଖି, ନାହିଁ ଜୀବନର ରାହା ଶୋଇଯାଏ ତୁନି ହୋଇ ବୁଭୁକ୍ଷୁର ପେଟ

1    243 48

ହାତ ଓ ମୋ ଭୂତ

Others

ପାଣିର ଉପରେ ହାତଟେ ରୂପରେ ସାକ୍ଷାତେ ଦିଶିଲା କ୍ଷଣେ ଆହା ବୋଲି କହି ଯାଉଯାଉ ରହି ଡରିଥିଲି ମନେ ମନେ ।

1    243 51

ଡାହାଣୀ

Horror

ଶୁଣ ଆରେ ନାତି ସଞ୍ଜ ଗଡି ରାତି ହୁଅନ୍ତେ ଧରିଣ ପିଲା ନିଆଁ ହୁଳା କାଢି....

1    309 33

ସ୍ମୃତି ଏକ ଜନ୍ମାନ୍ତରର

Horror

ହାୟ ପୁଣି ବିତିଗଲା କେତେ କାଳ ଉଡି ଉଡି ଶେଷରେ ମାଗିବାକୁ ଆଉ ଏକ ମୃତ୍ୟୁ ଚିରକାଳକୁ

1    137 16

ଆସ ପ୍ରିୟ ଅଂଶୀ

Tragedy

ସେ ଧ୍ବନିଦର୍ପଣ କର ହେ ଅର୍ପଣ ସ୍ବରୂପେ ଦିଅ ହେ ଦେଖା ତୁମ ସ୍ପର୍ଶ ବିନା ତୃଷାତୁର ସିନା

1    237 6

ରମଣୀରତନ

Romance

ଆସି ସନ୍ନିଧାନେ ନମଜ୍ଜି ନିଦାନେ ଅପସରି ଯାଅ ଛଳେ ରତିନତି ଟାଳି କେତେ ଆଉ ଜାଳି ମାରିବ ବିରହାନଳେ ?

1    169 9

ଫଟା ଜୋତା

Others

ପ୍ରାଚୀନ କାଳର ଲୋକଙ୍କୁ ଭେଟିଲେ କହିଦେବି ସବୁତକ ଯୁଗ ବଦଳିଛି ଏ ସଂସାରେ ଏବେ ମିଳିବେ ସମସ୍ତ ଠକ । ...

1    253 31

ଉଧାର

Inspirational Fantasy

କହୁଥିଲା ଶୁଣ ଦେବି ଶତଗୁଣ ହୃଦୟେ ସଦ୍ଭାବ ଭର ସୁଧ ସାଥେ ମୂଳ କରିଦେବି ଠୁଳ ତୁମ ପାଇଁ ପ୍ରତିଥର ।

1    232 0

ମାଆ

Inspirational

ନିଜ ଦୁଃଖ ଚାପି ସନ୍ତାନର ପାଇଁ କାମନା କରେ ଯେ ସୁଖ ପଣତ କାନିରେ କୋହ ପୋଛିଦେଇ ସାଜିପାରେ ପୂରା ମୂକ ...

1    215 0

ଝୁରେବା କାହିଁକି ନିତି

Others

ପୂର୍ଣ୍ଣମାସୀ ଶଶୀ ପାରେ କାହୁଁ ହସି ରାହୁଛାୟା ଯେବେ ଗ୍ରାସେ ମୁକୁଳିଲେ ପୁଣି ଜ୍ୟୋତ୍ସ୍ନା ଦିଏ ବୁଣି ...

1    258 1

ସୁନାବେଶ ଦେଖି

Others

ଶ୍ରୀଚରଣେ ମାଥ ଥାଉ ଜଗନ୍ନାଥ ଜୟ ଜୟ ଲକ୍ଷ୍ମୀପତି ପତିତ ତାରଣେ ସୁଦୟା କାରଣେ ତୁମ୍ଭେ ତ ବତ୍ସଳ ଅତି ...

1    109 5

ସଙ୍ଗୀତ ଆସର

Abstract

କିନ୍ତୁ ଏକ କାଉ ଛନ୍ଦହୀନ ଆଉ ବେସୁରା ଗୀତରୁ ଗୋଟେ ଭାବପୂର୍ଣ୍ଣ କହି ଗାଏ ରହି ରହି ବୁଝି ହେଲାନାହିଁ...

1    186 0

ଶାନ୍ତିଦୂତ

Others

ସଦା ନୁହେଁ ବକ୍ର କାହା ଭାଗ୍ୟଚକ୍ର ଦୋଷାଦୋଷ ଅଙ୍କକଷା ସୁଖ ଦୁଃଖ ରାଶି ପାରିଲେ ତରାସି ବଦଳେ ସଭିଙ୍କ ...

1    148 4

ସ୍ନାନ ପୂର୍ଣ୍ଣିମା

Others

ହେ ବାଙ୍କବିହାରୀ ଲୋତକର ବାରି ଦେଇଛ ତ ଜାଣି ଏତେ କେତେ ଆଶା ଧରି ଆସି ଅଛି ପୁରୀ ରଖିବ କି...

1    85 4

ବର୍ଷାରେ ସ୍ମୃତି

Others

ପାଦପ ପତରେ ନାହିଁ ଗୋ ସତରେ ସବୁଜ ରଙ୍ଗର ଭରସା ବନାନୀ ବଳୟ ଖୋଜଇ ମଳୟ ମେଘ ମାଗିଲାଣି ବର...

1    63 3

ଗ୍ରାମ୍ୟ ପ୍ରଭାତ

Others

ନୂଆବୋହୂ କିଏ ସରସୀର କୂଳେ ଭିଜା ଭିଜା ତନୁ ସରମ ଆକୁଳେ ବୁକୁକୁ ନିଜର ଘୋଡେ଼ଇ ଦୁକୂଳେ ମଥା...

1    84 4

ଅଝଟିଆ ପିଲାଦିନ

Others

ବାପା ସିନା ତାଙ୍କ କଠୋର ଶାସନେ ଦେଖାନ୍ତି ନାଲିଆ ଆଖି ଅଭିମାନ କଲେ ବୁଝାଇ ଶୁଝାଇ ପ୍ରେରଣା ଦିଅନ୍ତି...

1    169 0

ଜୀବନରେ ଥିଲେ ଭଲା

Others

ମୋ ଜୀବନ ଏକ ଫାଳେ ଏବେ ପଛେ ଥାଉ ଘୋର ଅନ୍ଧକାର ପୂର୍ଣ୍ଣ ପ୍ରାପ୍ତି ଆନ ଦିଗେ କାଳେ ପୂରାଇବ ଆଶା ମୋର ହେବନାହ...

1    24 0

ସାବିତ୍ରୀ ଯେସନ ନାରୀ

Others

ଖୋଜୁଥାଏ ମନ ସଙ୍ଗତିର ଧନ ପସନ୍ଦର ସାଥୀ ଜଣେ ବାହି ଦେହ ରଥ ଚଳେ କିଛି ପଥ ମନେ ଥୋଇ ଆଶା ...

1    23 1

ବିଶ୍ବଗୁରୁ ଆମେ

Inspirational

ଖଳ କି ପଚାରେ ଅସତ୍ୟ ପ୍ରଚାରେ କାହା ପୁତ୍ର ପଡେ ବଳି ଧର୍ମଭୀରୁ ଜାତି ରକ୍ତପାତେ ମାତି ସଦା ହେଉଥାଏ କଳ...

1    260 1

ଜନପ୍ରିୟ କ୍ରିକେଟ

Inspirational

ମିଥ୍ୟାର ଆଚାର ରଜ୍ଜୁରେ ନାଚାର ସମ୍ପର୍କର ସେତୁ ଏବେ ହୃଦୟକୁ ଜୟ ନକରିଲେ ଭୟ ଆତ୍ମୀୟତା ...

1    51 1

ଶିକ୍ଷା ବ୍ୟବସ୍ଥା

Tragedy

ବ୍ୟବସ୍ଥା ଯେମିତି ଚାଲିଛି ଆଗକୁ ବଢି ପ୍ରସ୍ତୁତି ନଥାଇ କିଏ ବା ପାରିବ ପଢି ତାଲିମ ନାଆଁରେ ଶୋଷଣ ଚାଲିଛି ଅନ...

1    72 2

ବାଜେ ମାଙ୍ଗଳିକ ବାଦ୍ୟ

Others

ନିଜ ଇଚ୍ଛା ମତେ ଆମ ଚଲାପଥେ ଯାହା କିଛି ହେବ ସାଧ୍ୟ ସଂସାରଟେ ଗଢି ଯିବା ଆଗେ ବଢି ବାଜେ ମାଙ୍ଗଳିକ ବାଦ...

1    66 2

ଉଡନ୍ତା ପଲଙ୍କ

Others

ଗଭୀର ନିଦରେ ଶୋଇଗଲି ଶେଷେ ନଥିଲା ଉଠିବା ଚିନ୍ତା ଅବଶ୍ୟ କେତେକ ଦେଖି ଏହି ବେଶେ ଭାବିଲେ ଜାଳିବେ ଚିତା ।

1    142 2

ଉଡନ୍ତା ପଲଙ୍କ

Others

ପାଇଲି ଝଲକ ଉଡନ୍ତା ପଲଙ୍କ ଦିବ୍ୟଲୋକେ ଗଲା ଭାସି ନିଦ୍ରା ମଗନରେ ଉଚ୍ଚ ଗଗନରେ ଦେଖାଦେଲ ତୁମେ ଆସି...

1    110 2

ପୋତିବା ବିଭିନ୍ନ ଚାରା

Action

ମିଳିମିଶି ଆମେ ଏହି ଭଲ କାମେ ଖଟାଇବା ବଳ ସାରା ଏଥର ତ ଚାଲ ଖୋଳି କିଛି ଖାଲ ପୋତିବା ବିଭିନ୍ନ...

1    71 3

ଅନ୍ୟଥା ନୁହଁଇ ଲେଶେ

Others

ଉଦେ ହୋଇ ଅସ୍ତ ହେବାପାଇଁ ଗସ୍ତ ପୁନରପି ନଭଦେଶେ ଏହିମତେ ହସି ନିଶାମଣି ଶଶୀ ବିହରେ ସିତାଂଶୁ ବେଶେ ...

1    85 3

ଦେଇଥିଲେ ପାଇ

Inspirational

ପିତାମାତା ପୁଣି ଭାଇ କି ଭଉଣୀ ପରିଜନ କକା ଖୁଡି କେବେ କାହା ହିତ ଥିଲା ଯା' ବିହିତ ନକଲୁ ସ୍ବାର୍ଥରେ ବୁ...

1    75 1

ମୋହର ଦାସ

Inspirational

ସାଧନାରେ ସିଦ୍ଧି ସହଜେ ମିଳେନି ଫଳରେ ଆସକ୍ତି ବଢିଲେ ଅତି ମୋହାନ୍ଧ ମଣିଷ ଫଳ ପଛେ ଧାଇଁ ଜାଣେନାହିଁ କେବ...

1    106 5

କର୍ତ୍ତବ୍ୟ ଏ ମତଦାନ

Action

ହେବାନାହିଁ ସ୍ବାର୍ଥୀ ସର୍ବୋତ୍ତମ ପ୍ରାର୍ଥୀ ବାଛି ନିରପେକ୍ଷ ଭାବେ ଟାଳି ପ୍ରତିଘାତ ବଢାଇବା ହାତ ସମ...

1    264 2

ଖେଳ ବନାମ ଜୁଆଖେଳ

Others

ରାଜ୍ୟଯାକ ପିଲା ସାହି ଗ୍ରାମ ଜିଲ୍ଲା ସ୍ତରରେ ହୁଅନ୍ତି ଦଳ ଜୟ ପରାଜୟ ପାଇଁ ନାହିଁ ଭୟ ଖେଳନ୍ତି ଖଟାଇ ବ...

1    63 2

ଅପ୍ରାପ୍ତିର ପରବାସ

Horror Others

ଏଠି ତ ପାତାଳରୁ ଅନ୍ତରୀକ୍ଷ ପୂର୍ବରୁ ପଶ୍ଚିମ ଆଉ ପ୍ରାପ୍ତିରୁ ଅପ୍ରାପ୍ତି ଯାଏଁ ନିରାଶାର ଲାଞ୍ଜ ଲମ୍ବେ ...

1    202 2

ଅଶାନ୍ତ ସୀମାନ୍ତ

Others

ଦେଖିନିଅନ୍ତୁ ପରିବାରର ସୁଖଦୁଃଖ ଜନ୍ମ ଦେଲା ମାଆର ମମତା , ଆଉ ଦଣ୍ଡେ ମୁହୂର୍ତ୍ତକରେ ମୁଠା କରି ସାରା ବ୍ରହ୍...

1    128 5

ହରିଭକ୍ତ ପ୍ରହଲ୍ଲାଦ

Classics

ପ୍ରହଲ୍ଲାଦ ସୁତ କୋଳେ ଦାନବ ଔରସେ ସମ୍ଭୂତ ହରଷେ ତୋଷଇ ଶୈଶବ ରୋଳେ ଆହ୍ଲାଦେ ତନୟେ ତୋଳେ ପ୍ରହଲ୍ଲାଦ ପୁ...

1    67 1

ପରିଜନ ପ୍ରୀତି ମିଳଇ କାହୁଁ

Others

ଯୌଥ ପରିବାରେ ସେବା କରିବାରେ ପରସ୍ପରେ ଥାଏ ଅପାର ପ୍ରୀତି ସଭିଙ୍କୁ ଆଦରି ହୋଇ ଧରାଧରି ଜୀବନ ...

1    228 1

ଓଜୋନ୍ ସ୍ତରରେ କଣା

Others

ପ୍ରଦୂଷଣ ଏବେ ବଢିଲାଣି ଯେବେ କଳ କାରଖାନା ପାଇଁ ଗଛବୃକ୍ଷ ବିନେ ନାଶ ହେବା ଦିନେ ଉପାୟ ବି ଆଉ କାହିଁ ?

1    53 1

ସୂକ୍ଷ୍ମ ଦେହେ ହେବ ଦେଖା

Others

ଦ୍ବିଧା ସଙ୍କଟରେ ମଳିନ ଗୋଧୂଳି ମାନସେ ମୋ ଥିଲା ଘୋଟି, ଆସ ସଖୀ ଆସ ବ୍ୟାକୁଳ ମୁଁ ତୁମ ବାହୁରେ ଯିବାକୁ...

1    111 4

ଲକ୍ଷ୍ୟଭେଦ

Others

ଯୁଝିବାର ଧର୍ମ ବୀର ଯୋଦ୍ଧା କର୍ମ ସହଜେ ନଯିବା ହାରି ବିଫଳତା ଥିଲେ ସଫଳତା ମିଳେ ସମସ୍ୟା ହେଲେ ବି ଭାରି...

1    49 1

ଅଦେଖା ହାତ

Classics

ଶ୍ରମିକ ସର୍ବଦା ନିର୍ଯ୍ୟାତନା ଭୋଗେ ଅତ୍ୟାଚାର ଯାଏ ବଢି ନେତାଏ ଭାବନ୍ତି ଦେଶ ଆଗେଇଛି ବିକାଶ ପାହାଚ ଚଢି...

1    8 0

ନିଷ୍କଣ୍ଟକ ଛତ୍ରପତି

Others

କୌଶଳ ନଥିଲେ ବିଜୟ କି ମିଳେ ଜୀବନ ଯୁଦ୍ଧରେ କାହୁଁ ସମସ୍ୟା ବିଭ୍ରାଟ ସମାଧାନେ ବାଟ ଫିଟିଯାଏ ଚାହୁଁ ଚାହୁଁ...

1    124 3

ଅଟକି ଯାଇଛି କଣ୍ଟା

Others

ଚେତନା ଜାଗିଲେ ବିଚ୍ଛିନ୍ନ ସମ୍ପର୍କ ଯୋଡା ଯାଇପାରେ ଭାଳି ସମୟ ସାଥିରେ ତାଳ ଦେଇ ଆମେ ସଭିଏଁ ପାରନ୍ତେ ଚାଲ...

1    104 4

ନିୟତି ଏହାକୁ କହି

Others

ଜନାକୀର୍ଣ୍ଣ ପଥେ ନିରୀହ ମଣିଷ କର୍ତ୍ତବ୍ୟେ ଜଡ଼ିତ ଯହିଁ ହୁଅନ୍ତେ ସ୍ଖଳିତ ସ୍ବଭାବେ ଦଂଶଇ ଆକ୍ରୋଶେ ଜିଗ...

1    48 0

ନୁହେଁ କି ସତରେ ଭାରୀ

Inspirational

ଝଡଝଞ୍ଜା ତ୍ରାସେ କେଉଁ ମାଆ ପାଶେ ଥିଲେ ଥାଉ ଅବଗୁଣ ଯେତେ ଯାହା କଲେ ସନ୍ତାନ କି ଭଲେ ଶୁଝେ କେବେ ମାତୃଋଣ ?

1    84 2

ମମତାର ରୂପରେଖ

Inspirational

ନିର୍ବାକ ପଶୁର ଭଲଗୁଣ ଯେତେ ଶିଖେନି ମଣିଷ ମୂଢ ଶୃଙ୍ଖଳିତ ପ୍ରତି ପରିବାର ଦ୍ଵାରା ସମାଜ ହୁଅନ୍ତା ଦୃଢ ...

1    47 2

ଭୁଲି ହୁଏନି ସେ ରଙ୍ଗ

Others

ବାଛୁରୀଙ୍କ ସଙ୍ଗେ ଖେଳୁ ଖେଳୁ ରଙ୍ଗେ ସଞ୍ଜ କେବେ ନଇଁ ଆସେ ଖେଳକୁଦ ପରେ ଫେରିଯାଇ ଖରେ ଗପ ଶୁଣୁ ଜେଜେ ପା...

1    64 3

ବିବଶ ଗରିଲା

Fantasy Others

ହସନ୍ତି କ୍ରୁର ଅଥର୍ବ ନର ବର୍ବର କ୍ଳୀବ ତାଳେ ସଂସ୍କାର ଶୀର୍ଣ୍ଣ ହୃଦୟ ଦୀର୍ଣ୍ଣ ...

1    47 1

ଡାକ୍ତର ହେଲେବି ନଥିବ ଓଷ

Others

ଏତେକଥା ପରେ ମଦ ଛାଡିବାକୁ ମନରେ ଯଦିଓ ନପଶେ ହୋସ ଛାତି ଭିତରଟା ଜଳିଗଲେ ଶେଷେ ଡାକ୍ତର ହେଲେବି ନଥିବ ଓଷ ...

1    92 0

ସ୍ବଚ୍ଛତା ଆମ ଭୂଷଣ

Inspirational

କି କାରଣେ ତୁମେ ଆମ ଏହି ଭୂମେ ପକାଇଛ ନିଜ ପାଦ କାହା ଅନୁମତି ନେଇଛ କୁମତି ଲାଗୁଅଛି ପରମାଦ ।

1    33 1

ଭକ୍ତ ପଦରଜ

Others

ବିଷ୍ଣୁଯାନେ ବସି ଗ୍ରାହ ପାଏ ହସି ମୁକ୍ତିପଥ ପରସାଦ କି ଲାଗି କରନ୍ତି ବାଦ ହରି ହରି ଭଜ ଭକ୍ତ ପଦରଜ...

1    24 0

ପ୍ରକୃତିର ଜୀବନ

Thriller Others

ମାନବତା ହିତେ ଆସରେ ସନ୍ତାନ ବୀର ଅଧୋଗତି ବାରି ଓଗାଳି ରଖ ହେ ପଥ, ଦୁଃଖରେ ମେଦିନୀ ହୃଦୟୁ ବୁହାଏ ନୀର ସବୁଜି...

1    62 2

ଭକ୍ତ ପଦରଜ

Others

ଚଳାଇଲ ଚକ୍ର ନାଶିବାକୁ ନକ୍ର ଧରିଥିଲା ବୋଲି ପାଦ ଉଦ୍ଧାରିଲ ବୋଲି ପଦ୍ମ ଏକ ତୋଳି କରୀ କରେ ଧନ୍ୟବାଦ

1    125 4

ଜ୍ବଳନ୍ତ ଜୀବନ

Inspirational Others

ଦଣ୍ଡେ ନିମିଷେ ପାଇଁ ଅଧିକ ରହିପାରିବନି ଆଉ କାହାକୁ ଏଠି ଛାଡି ଚାଲିବାକୁ ହେବ ପ୍ରୀତି କଳହ ପ୍ରତାରଣା ଯ...

1    128 2

ଅନ୍ଧାରେ ଆଲୁଅ ଭଳି

Fantasy Others

ବାପା ଯାଇଛନ୍ତି ମାଟି ଆଣିବାକୁ ଚକଟିବେ ପାଦେ ଦଳି ତୋର ଭବିଷ୍ୟତ ସପନ ଦେଖୁଛୁ ଅନ୍ଧାରେ ଆଲୁଅ ଭଳି ।

1    157 4

ଊର୍ଦ୍ଧ୍ବମୁଖ

Thriller Others

ତିଳେ ନାହିଁ ମନା ଯେତେ ଦୂର ଅନା ଯୋଜନା ନହେଉ ପଣ୍ଡ ନିଜ ମୂଳସ୍ଥିତି ଭୁଲିଗଲେ ଭୀତି ଭୋଗିବାକୁ ହେବ ଦ...

1    439 48

ବନ୍ଧନ

Others

ସେଥରର ଅଗ୍ନିପରୀକ୍ଷା ସତ ଥିଲା କିନ୍ତୁ ପ୍ରଥମ ଥର ପରେ ବାକି ଥର ଯାକ ପତଙ୍ଗ ପ୍ରାୟ ଆତ୍ମାହୂତି ଦେବାକୁ ତି...

1    94 1

ପାହାଚ ପାହାଚ

Others

ସ୍ନେହ ପ୍ରେମ ଆଉ ନୀରୋଗ ଜୀବନ ପରିବାରେ ସୁଖମନ୍ତ୍ର ଉତ୍ତମ ଚରିତ୍ର ସାଥେ ଭକ୍ତି ଭାବ ଦେଇ କି ପାରିବ ଯ...

1    47 1

ନିବେଦନ

Romance Others

ପୁଷ୍ପ କୁଞ୍ଜେ ଚଳି ଯାଆନ୍ତି ତ ଅଳି ମଧୁରସ ଆଶରେ ଆଗୋ ଥୁଳ ସ୍ତନା କରୁ କେତେ ମନା ଆ...

1    30 0

ଗାଆଁର କଥା

Others

ସୁଦାମ ଗୁଡିଆ ଉତାରି କୁଡିଆ ଉପର ଚାଳ ଛପର କେବେଠାରୁ ପରା ଛାଣୁନାହିଁ ବରା କଲାଣି କଂକ୍ରିଟ ଘର ।

1    255 23

ଜହ୍ନ ଯେମିତି ମରେ

Others Tragedy

ସୂରୁଯ ଥାଉଁଣୁ ଆକାଶେ ଉଇଁଲେ ଜହ୍ନ ଯେମିତି ମରେ ଜୀଇଁଛି ସେଭଳି ଆସିବ ନାହିଁ ହେ ଆଉ କେବେ ପୁଣି ଥରେ ।

1    68 2

ଏ ଧରାନିବାସ

Others

ହେୟଜ୍ଞାନ କଲେ ଖସିବେନି କେହି ବିଚାର ନୁହେଁ ଏ ନୂଆ ପ୍ରକୃତିର ଋଣ ପରିଶୋଧ ବିନା ଦଣ୍ଡବିଧାନ ବି ଥୁଆ ।

1    223 45

କହଇ ମନ ଆରେ

Others

କିଏ ଶିଖାଇଲା ସେଦିନ ଏ ଦେହ ଖଣ୍ଡିକ ମୁଁ ବୋଲି ଆଉ ପରିପାର୍ଶ୍ବର ଲୋକଙ୍କୁ ମୋର ବୋଲି ?

1    280 36

ଶୀତରେ ଗରିବୀ

Tragedy

ଆଣିଦେବି ରହ ସେଥିପାଇଁ ଆଉ ମନ ନକରିବୁ ଊଣା । ଖାଇବା ପାଇଁ ତୋ' ଥିବ କିଛି ଯଦି ପଚାରି ବୁଝିବି ଘରେ ସାମାନ୍ୟ ଲୋକ ...

1    106 3

ଛିଣ୍ଡା କମ୍ବଳ

Others

କାହା ଲାଗି ବିଧି ଖଞ୍ଜିଅଛି ନିଧି ନହେଉ ପଛକେ ଲୋଡା ମରୁଥାଇ ଥରି ଫଟାଭାଗ୍ୟ ଧରି ଆମରି କରମ ପୋଡା ।

1    86 2

ଆଆଲୋ ଖେଳିବା ହୋଲି

Others

ଆଢୁଆଳେ ରଖି ସାଇତିଛୁ ସଖୀ ରୂପ ଅନ୍ତରୀକ୍ଷ ଭଳି ଝଲସିବ ଆସି ଦୋଳେ ପୂର୍ଣ୍ଣମାସୀ ଦିହୁଡି ସମାନ ଜଳ...

1    96 0

ମହିଳା ଦିବସର ଅନୁଚିନ୍ତା

Inspirational

କି ପାଠ ପଢିଛ ମାଷ୍ଟରକୁ ଜଣା କେମିତି ଏଯାଏଁ ଉତ୍ତୀର୍ଣ୍ଣ ହେଲ ପଚାରିଲେ କିଛି ମୁହଁ ମୋଡି କୁହ ଏସବୁ ପାଇଁକି ଅଛି କ...

1    107 2

ପ୍ରତୀକ୍ଷିତ

Others

ପ୍ରଳୟ କାଳରେ ସୂର୍ଯ୍ୟ କି ହୋଇଛି ବିଭାଜନେ ଖଣ୍ଡ ଖଣ୍ଡ ନତୁବା ବ୍ରହ୍ମାଣ୍ଡେ ସୃଜନେ ଉଦ୍ୟତ ହିରଣ୍ମୟ ସେହି ଅଣ୍ଡ...

1    268 20

ବସନ୍ତ ମଳୟ

Others

ବନେ ଉପବନେ ଡାଳେ ଡାଳେ ଚହଟିବେ ଫୁଟି କୁସୁମ ମହକେ , ସଙ୍ଗମର ସୁରେ ତାଳେ ତାଳେ ହୃଦୟ ମୋ ଜଳେ ତତଲା ଡହକେ ।

1    89 2

ଅଭିନନ୍ଦନ ଅପେକ୍ଷାରେ

Others

ନଦୀ ତୁମ ହଜିଯିବ ମରୁବାଲି ଭେଦି ଲୋଡା ହେଲେ ପିଇବ ସେ ଲହୁ ତୁମ ଜେହାଦୀଙ୍କ ଶିର ଛେଦି ,

1    72 0

ମଧୁମେହ

Inspirational Others

ଅଧିକାଂଶ ଲୋକ ଆଜିକାଲି ପରା ଟିଭି ଆଗେ ବସି ବିତାନ୍ତି କାଳ ଭେଜାଲ ଖାଇବା ପଚେଇ ନପାରି ଭୋଗୁଛନ୍ତି ରୋଗ ମାଳକୁ ମା...

1    70 1

ରାକ୍ଷୀ ଉପହାର

Others

ଲକ୍ଷ୍ମୀନାରାୟଣ ମୋର ପୁରେ ଥାଉଁ ସମ୍ପଦେ କି ଆଉ କାର୍ଯ୍ୟ !

1    73 1

ବେଙ୍ଗ ବେଙ୍ଗୁଲୀ

Tragedy

କୂଅ ତଡାଗରୁ ପାଣି ତ ଆଗରୁ ଗଲାଣି ପାତାଳ ତଳେ ଦୁର୍ଦ୍ଦଶା ଏମିତି ସହିବା କେମିତି ଅକାଳେ ମରିବେ ଶଳେ ।

1    108 4

ସ୍ବାକ୍ଷରିତ ପଥର

Inspirational Others

ଶିଳାଲେଖ ପରି ସୂଚାଏ କିପରି ପ୍ରେମମୟ ଯତ୍ନ ମାନ ଋଣ ପରିଶୋଧ ବଳେ ସତ୍ୟବୋଧ ରହିଲେ ସିନା ଏକାନ୍ନ ।

1    85 1

ସ୍ବାକ୍ଷରିତ ପଥର

Others

ଝାଳରେ ଆସକ୍ତ କେଇ ବୁନ୍ଦା ରକ୍ତ ଶରୀରୁ ନିଗାଡ଼ି ମଧ୍ୟ ବୋଝକୁ ନଚାହିଁ ଚିହ୍ନା ଦେବା ପାଇଁ ଥିଲେ ସେ ସଂକଳ...

1    152 6

ସ୍ବାକ୍ଷରିତ ପଥର

Others

ଶୁଭାଶିଷ ପାତି ନାତି ଅଣନାତି ଜୀବନେ ଅଭୟ ଆଶେ ଆଶ୍ରା ଦେବା ଅର୍ଥେ ସଂକଳ୍ପର ପଥେ ଅଦ୍ୟାବଧି ଛନ୍ତି ପାଶେ ।

1    110 1

କର୍କଟ

Tragedy

ଅବସର ପରେ ଏଠିକି ଆସିବା ହେଲାଣି ହେ ମାସ ଚାରି ଘରଦ୍ୱାର ସବୁ ସଜାଡି ଦେବାରେ ବ୍ୟସ୍ତ ରହିଗଲି ଭାରି ,

1    73 1

ସ୍ମୃତି ଏକ ଯୁଗାନ୍ତରର

Tragedy

ଧାଇଁ ଯାଇ ପଚାରିଲି ପଛର ଜଣକୁ ଆଣ୍ଟ ବାନ୍ଧି କହି କି ପାରିବ ଏଠି ଅନ୍ଧାର କାହିଁକି ମୃତ୍ୟୁର ଏହି ଅବବାହିକାରେ ?

2    168 7

ମା'ଗୋ ସରସ୍ୱତୀ

Others

କରୁଣା ହେଲେ ଛାର ଅନ୍ଧକାର ହେବ ଦୂର ଫୁଟିବ କଣ୍ଠେ ମୋର ସୁମଧୁର ଭାବଗୀର ।

1    162 4

ଘର , ମାଟି ଓ ପଥର

Others

ଚାଲିବା ପଥର ଯେତେକ ପଥର ଉଠାଇଛି କାହା ମଥା ମାଟିଠୁ ଦୂରେଇ ଚିତ୍ତରେ ପୂରେଇ ଭାବୁଅଛି ସେହି କଥା ।

1    50 2

ଆମ ଘରର ମଝିକାନ୍ଥ

Others

ଛାଇ ଦେଇ ପଛ ପଟେ ଥିବା ଗଛ ପୁରୁଷ ପୁରୁଷ ଧରି ଝଡ଼କୁ ଖାତର ନକରି ମାତର ଛିଡ଼ା ଅଛି ଆଗ ପରି ।

1    86 3

ଗଣତନ୍ତ୍ର

Others

ଜନନୀ ନିଳୟେ ଶତ୍ରୁଙ୍କ ବିଲୟେ ଗଲେ ଯାଉ ଆମ ପ୍ରାଣ ମାନସେ ବଚନେ ତା' ପୂଜା ଅର୍ଚ୍ଚନେ ଲଭିବା ତ ପରିତ୍ରାଣ ।

1    89 4

ଶୀତ ଲାଗେ ହିତ

Others

ଯାନିଯାତ୍ରା ଥାଟ ପରିବାର ହାଟ ଗାଆଁଦାଣ୍ଡେ ଯେବେ ଶୋହେ ଋତୁ ମଧ୍ୟେ ଶୀତ ମନେହୁଏ ହିତ ସର୍ବଜନ ମନ ମୋହେ ।

1    123 5

ଶୀତ ଲାଗେ ହିତ

Others

କୁହୁକ ପରଶେ ଅତୀବ ହରଷେ ଶିହରେ କୁସୁମ ଦଳ ଛୁଇଁ ଡିମ୍ବକୋଷେ ମଧୁ ପିଇ ପୋଷେ ପତଙ୍ଗେ ବି ଟଳମଳ ।

1    133 5

ବକୁଳ ଅମାବାସ୍ୟାରେ

Others

ମଧୁର ଲଗନେ ମଗନ କିଶୋରୀ ବିରାଜ ହୋଇଲେ ଯେଣୁ କନ୍ଦର ଶିଳାରେ କିଏ ସେ ନାଗର ବଜାଏ ମୋହନ ବେଣୁ । ନିତ୍ୟରାସ କିବା ନି...

1    168 6

ବହି

Others

ନାନା ବିଦ୍ୟା ଭରା ଆମର ଏ ଧରା ଅନୁଭବେ ଅନୁସରି ଭିନ୍ନ ଭିନ୍ନ ଭାଷା ଦେଇପାରେ ଆଶା ଜୀବିକା ସୁଗମ କରି । କ...

1    224 6

ଇଂରାଜୀ ନବବର୍ଷର ବାର୍ତ୍ତା

Others

ଜଗତ ସେବାରେ ପରମାର୍ଥେ ଆମ ଲାଗି ରହୁ ମନ ପ୍ରାଣ ଶୁଭ ଅବସରେ କଲେ ଶୁଭ କାମ ସଙ୍କଟୁ ପାଇ...

1    111 3

ସଜାଅ ଜୀବନ ପଥ

Others

ଅଥୟ ସେ କିଏ ବଳାଏ ଲୋଲୁପ କାମ କେଉଁ ପିଶାଚିନୀ ହାତରେ ପଡିଲା ଝରି, ଗଳାଇ ଲୋତକ ନିରୀହ ନେତ୍ରରୁ ଆମ ତାର ଅନ୍ବେଷଣେ ...

1    566 7

ପ୍ରାକୃତିକ ଦୁର୍ଦ୍ଦଶାରେ ଜୀବନ

Others

ମାଆ ହୃଦୟରୁ ମମତାର ଜଳ ପାତାଳକୁ ଯାଏ ଝରି ସୁକୋମଳ ତା'ର ଭାବ ପ୍ରବଣତା ସତେ କି ଯାଇଛି ମରି ।

1    786 4

ଜୀବନରେ ଦୁର୍ଘଟଣା

Others

ନାଲି ଆଖି କାଢ଼ି ଧରି ବେତବାଡି ପହଞ୍ଚି ପୋଲିସ ବାଲା ଛାଡିବାକୁ ବାଟ ଦେଖାଇଲେ ଆଣ୍ଟ କହିଲେ ନକର ହାଲ୍ଲା ...

1    527 6

ଜୀବନର ପାହାଚ

Others

ଭୋଗ ବିଳାସରେ କେବେ କାହା ବୁଦ୍ଧି ହୋଇଯାଏ ବାଟବଣା ଉପରକୁ ପୁଣି କେତେ ବାଟ ବାକି ପଡେନାହିଁ ତାକୁ ଜଣା ।

1    814 1

ଅନାଥ

Others

କୁନିକୁନି ହାତେ ତାର ଶାବକଙ୍କୁ ଧରି କଉଶଳେ ଆସ୍ତେ ଆସ୍ତେ ଛାଡୁଥିଲା ଢେଉମୟ ସମୁଦ୍ରର ଜଳେ

3    1.8K 4

ଅନାଥ

Others

ଥର ଜୀବନକୁ ନିକଟରୁ ଦେଖିଅଛି ନିଜେ ଧୂଳିଘର ଖେଳ ଛାଡି ସେଥିପାଇଁ ହୋଇଅଛି ବିଜେ । କୁନିକୁନି ବେସାହାରା କଇଁଛ ଏ ବେ...

3    2.0K 5

ଅଧୁରା ସପନ

Others

ଯେଣୁ ମୋର ବକ୍ଷେ ଦଂଶିଗଲ ଦକ୍ଷେ ସପନରେ କରି ବଶ ଆସି ମୋ ସଦନେ ଉନ୍ମାଦ ବଦନେ ଆଙ୍କି ଯାଅ ଧାରେ ହସ ।

1    2.5K 4

ସ୍ବପ୍ନ

Fantasy Others

ନିଦ୍ରାରେ ଅବା ଅଧାନିଦ୍ରାରେ ସ୍ବପ୍ନ ଜମା ଭଲ ନୁହେଁ, ତୃପ୍ତି ମାନ ହରିନିଏ ଜାଗୃତିର ସ୍ବପ୍ନ ଜମା ଭଲ ନୁହେଁ ।

1    4.6K 6

ବିଦଗ୍ଧ ସ୍ଵପ୍ନ

Fantasy

ହଳଦୀ ମାଖିଣ କରେ ବୋଲି ଋତୁସ୍ନାନ କିଛିକ୍ଷଣେ ଭାବ ରକ୍ତଧାରେ ଗଲା ଲେଖି ରୁଧିର ନିଗାଡି ନିସ୍ପନ୍ଦେ ହୋଇଲା ମ୍ଳାନ ପ...

1    5.2K 8

ଫେରନ୍ତା କି ପିଲାବେଳ

Fantasy Others

ଦେଉଳ ପଛରେ ଅଶ୍ବତ୍ଥ ଗଛରେ ଝଙ୍କାଳିଆ ଡାଳେ ଚଢ଼ି ବାଳକାଳେ ଧରୁ ଧରୁ ଗୋଟେ ପେଚା , ପଡିଯାନ୍ତେ ତଳେ ହସୁଥ...

2    9.2K 7

ଗାଆଁର କଥା

Inspirational Others

ଆମେ ଟୋକା ଦଳ ହୋଇଛୁ ସ୍ବଚ୍ଛଳ ସହରୀଠୁ ଦୁଇ ଗୁଣା ଛାଡ଼ ସବୁ ଭୟ ହୁଅ ଏବେ ଥୟ ନକର ହେ ମନ ଊଣା ।

1    9.9K 6

ମୋ ଗାଆଁ

ମାଟି ପବନ ଓ ତାହାରି ଜଳ ଗଢିଛି ଏ ଦେହ ମନ ନିର୍ମଳ ମିଛ ଘର କରି ଚାକୁଣ୍ଡା ମୂଳ ନିତି ବିଭାଘର ବାଳୁତ କାଳ

1    5.3K 4

ମାଟିର ମମତା

Others

ଚାଷ ବିଲ କିଛି ପଡିଆ ପଡିଛି ଯାଇଛି କେତେ ବଦଳି , ସହର ଫେରନ୍ତା ବେକାରର ଚିନ୍ତା ବିଲ...

1    5.0K 4

ଆମ ଗାଆଁ ସଞ୍ଜ

Others

କି ସୁନ୍ଦର ଥିଲା ଆମ ପରିବେଶ ଧୀରେ ଧୀରେ ଯାଏ ହଜି ପରସ୍ପରେ ସିନା ଚାଲିବ ଏ ଦେଶ ସୁଖଦୁଃଖେ ଥିଲେ ମଜି ।

1    4.8K 3

ଗାଆଁ ମାଟିର ମୋହ

Others

ଶୀତୁଆ ସକାଳ ଆରତି ବେଳାରେ ଶୁଭେ ଯେବେ ଘଣ୍ଟି ବାଜା ଦେଉଳ ମୁହଁରେ ଦେଖା ହୋଇଯାଏ ଦିଶୁଥାଏ କେଡ଼େ ତାଜା ।

1    8.9K 4

ଆମ ଗାଆଁ ଝିଅ

Others

ବଦଳିଲେ ଦିନବାର କେତେ ଯାଇ ଆସି ଘଟଣା ବି ଘଟେ ସିନା ହୋଇଯାଏ ବାସି ।

1    9.1K 5

କଳାକାର ସ୍ମରଣେ

Inspirational Others

ପରଳ ତଳର ଧର୍ମପଦ ଆଖି ରଖି ଆତ୍ମନିୟନ୍ତ୍ରଣ ଦସ୍ତଖତ ପାଇଁ ସାଗରକୁ କାହିଁ ଦେଇନି ତ ନିମନ୍ତ୍ରଣ !!

1    13.6K 8

ସ୍ମୃତି ଏକ ଜନ୍ମାନ୍ତରର

Tragedy

ଯଦିବା ଥାଆନ୍ତି ରକ୍ତମାଂସ ଶରୀରରେ ନୂତନ ଦେହରେ ସଂସର୍ଗର ସୁଖରେ ଅତୀବ ଆପଣାର ସମ୍ପର୍କୀୟଟେ ହୋଇ ପାରନ୍ତେ କି ଆପଣ...

1    11.3K 2

ଆସ ଆସ ସାଥୀ

Romance

ଯୋଚିଥିଲି ଶର ହୋଇ ତରବର ବାଜୁ ନ ବାଜୁଣୁ ବୁକେ ହେଲାନି ତ ଡେରି ତୁରିତ ସେ ଫେରି ମୋ ନିଜ ହୃଦୟେ ଢୁକେ ।

1    12.9K 6

ଅଝଟିଆ ପିଲାଦିନ

Others

ଚପଳାମି ଭରା ସରସ ଜୀବନେ ଯେତେ ହୋଇଥିଲେ ମେଳ ଗୋଟି ଗୋଟି କଥା ମନେ ପଡିଯାଏ ସୁନ୍ଦର ସେ ପିଲାବେଳ ।

1    6.8K 6

ଶିଳାର ସ୍ମୃତି

Others

ଭାବନାହିଁ ଶିଳା ମୁଁ ତାଙ୍କ ସୁଶୀଳା ପ୍ରାଚୀନ ପ୍ରସ୍ତର ମୂର୍ତ୍ତି ବିଧିର ବିଧାନ ହୋଇଛି ବିନ୍ଧାଣ ନିପୁଣ ଭା...

1    7.0K 4

ଅରୂପ ରୂପ

Others

ଅବାଟରେ ଯାଇ ଥକି ତ ସାରିଛି ପାରୁନାହିଁ ଆଉ ଚାଲି ହେବି କି ଭାଜନ ଭାବସିନ୍ଧୁ ତଟେ ସାଜିବାକୁ କଣେ ବାଲ...

1    7.3K 5

ଘରଣୀର ଦୀପାବଳୀ

Comedy

ଦିନେ ଗଲେ ଚଳି ହେବ ଦୀପାବଳୀ ଟିକେ ହେଲେ ନିଘା ନାହିଁ ଆଣି ତ ନଦେଲ ଦୀପ ଜଡ଼ାତେଲ ସେଥିକୁ ରହିଛି ଚାହିଁ । କି...

1    13.3K 3

ଦୀପାବଳୀ ପର୍ବ

Others

ପତଙ୍ଗ ଓ କୀଟ ହୁଅନ୍ତି ପ୍ରକଟ ବର୍ଷା ଦିନେ ହୋଇ ଜାତ ବଢନ୍ତି ଜୀବାଣୁ ରୋଗର ଭୂତାଣୁ ବ୍ୟ...

1    6.7K 5

ଦୀପାବଳି ଓ ବାଣ

Others

ଅଧୀର ଏ ଜୋର ଶବ୍ଦ ଘନ ଘୋର ଫଟାଏ କ୍ଷଣିକେ କାନ ରଜନୀ ଦିବସ ନିରୀହ ବିବଶ ପକ୍ଷୀଙ୍...

1    6.8K 14

ମହାକାଳୀ ବନ୍ଦନା

Abstract Others

ସର୍ବ ଦୁଃଖ ବିନାଶିନୀ ଜୀବନ ଶକ୍ତିଦାୟିନୀ ସନ୍ତାନ ସନ୍ତତି ଆମ୍ଭେ ଚିତ୍ତେ ହରଷ ବାତ୍ସଲ୍ୟ ମମତା ସରସ ...

1    13.4K 6

ମାଆର ବେଦନା

Others

ନାହିଁ ମୋର ପଣ କରିବାକୁ ରଣ ଆନମନା ହୋଇ ପୁଣି ଶାନ୍ତିର ଦେଶରେ ଜନନୀ ବେଶରେ ରହିବି ଗୁହାରି ଶୁଣି ।

1    6.7K 6

ଦନୁଜ ମନୁଜ

Others

ଏ କୁଳଲଙ୍ଘିନୀ ଆଜି ଜାଣିଶୁଣି କରେ ଅଙ୍ଗ ପ୍ରଦର୍ଶନ ବିନ୍ଧି ପୁଷ୍ପବାଣ ଉତ୍ଶୃଙ୍ଖଳ ମନ ...

1    13.3K 7

ଆବାହନୀ

Abstract Others

ଦୈତ୍ୟ କୁଳେ ଡରି ପାରୁନାହୁଁ ତରି ନାନାଦି ଲାଞ୍ଛନା କ୍ଳେଶ ତୁମ କର ଧରି ଭବଭୟ ହରି ଯାତନା ...

1    13.6K 5

ମହାମାୟା

Others

ମମତା ସମତା ବଳେ ମା କ୍ଷମତା ପାଆନ୍ତୁ ଜଗତପ୍ରାଣୀ ହିମାଦ୍ରି-ବାସିନୀ ବିପଦ-ନାଶିନୀ ଯୋଡୁଅଛି ବେନି ପାଣି ।

1    7.2K 6

ଅଗ୍ନିସମ୍ଭୁତା

Others

ଉଗ୍ର ରୂପେ ଚଳି ମାଗିଲେ ମା' ବଳି ଶୀର୍ଷ ମୋ ବଢାଇ ଦେବି ସଙ୍କଟ ତାରିଣୀ ଅଭୟ ଦାୟିନୀ ନଇଁଛି ଚରଣେ ସେବି ।

1    13.5K 4

ନବଦୁର୍ଗା

Others

ମା'ଗୋ ମହାମାୟୀ ପାଦୋଦକ ପାଇ ମହିମା ମଣ୍ଡନେ କହି କଷଣ କୃତ କରତଳ ପ୍ରସାରି ପ୍ରବଳ ଆଶିଷ ଆ...

1    13.5K 7

ବିକର୍ଷିତ ଚିତ୍ତ

Inspirational Others

ପୂରୁବ ଆକାଶ ସମ ସଦା ଅନାବିଳ ରହିଥାଅ ଦୂରେ ତୁମେ ହାସ୍ୟଉଜ୍ଜଳ ଲଭୁଥିବି ତୃପ୍ତି ପଢି ଜୀବନ ଦଲିଲ ଜନ୍ମେ ଜନ୍ମେ ଅଶ୍...

1    6.8K 7

ଅସହ୍ୟ ରିକ୍ତତା

Others Tragedy

ଆସି ଦେଖ କାନ୍ତି ନବଯୌବନର ସୁବର୍ଣ୍ଣ ଚମକ ଓ ନବୀନ ପ୍ରଭାର ସଂକଳ୍ପ ନ କରୁ ଅଧୀର କା'ର ପଦ୍ମତୋଳା ରାଗ ଅସହ୍ୟ ଏ ର...

1    7.0K 7

ଅନାଥ

Inspirational Others

ସବୁ ଶୁଣି କହିଲେ ସେ ନାତି ହୋଇ ଥାଉ ଆମ ଘରେ ଭାର୍ଯ୍ୟା ମୋର ଧାଇଁ ଆସି କୋଳାଇଲା ତାକୁ ସ୍ନେହ ଭରେ ।

3    6.8K 8

ଗଣିକା

Others

ମୋ ନିଜ ହାତେ ପସରା ପାତେ ବିକଇ ନିତି ଦେହ ସକାଳ ସଞ୍ଜେ ମନକୁ ରଞ୍ଜେ ପାରୁଛ ଯେତେ ଲେହ ।

3    13.1K 6

ଆବାହନୀ

Others

ନବୀନ ମହ୍ଲାର ଉତ୍ପଳ କହ୍ଲାର ସରସୀ ଜଳେ ହରଷି ଅଳିପେ ପ୍ରଚାର କରେ କି ପ୍ରସାର ସୁବାସ ନିଜ ପରଷି ।

1    6.7K 5

ଅଗ୍ନି ସମ୍ଭୁତା

Others

ଶୁମ୍ଭ ଓ ନିଶୁମ୍ଭ ଭିଡିଛନ୍ତି ଦମ୍ଭ ଭାରତ ଭୂମିରେ ଆଜି ରକ୍ତବୀଜ ଭଣ୍ଡ ସାଥେ ଚଣ୍ଡମୁଣ୍ଡ ପୀଡନ୍ତି ବିଧର୍ମୀ ସାଜି ।

1    6.7K 6

ନବଦୁର୍ଗା

Others

ମା'ଗୋ ମହାମାୟୀ ପାଦୋଦକ ପାଇ ମହିମା ମଣ୍ଡନେ କହି କଷଣ କୃତ କରତଳ ପ୍ରସାରି ପ୍ରବଳ ଆଶିଷ ଆଶାରେ ପାତେ ପ୍ରସନ୍ନ

1    7.1K 8

ଲେଖନୀ

Inspirational

ସମାଜ ଚଳଣି କୁସଂସ୍କାର ଆଉ ବିଧି ବିଧାନର ଦୃଷ୍ଟି ପ୍ରସାରିତ କର ସ୍ଵକୀୟ ଛନ୍ଦରେ ନବୀନ ନିଖିଳ ସୃଷ୍ଟି , ଅଜ...

1    14.2K 8

ମୋ କଲମ

Others

ଶୀତଳ ଚନ୍ଦନ ଭରି ଶବଦ ରତନେ ସଜାଏ ଯତନେ ନବ କଳେବର କରି , ଶବଦର ଶାଳଗ୍ରାମ ପୂଜି ନିଜ ଘରେ ଆଭୂଷଣ କରେ ଜପି ମୁଁ କ...

1    6.7K 7

ଉଚିତ ବନ୍ଧୁ

Inspirational

ଜଟିଳ ସମସ୍ୟା ଘେରରେ ରହିଲେ ବନ୍ଧୁ ହିଁ ଦେଖାଏ ବାଟ ଉଚିତ ବନ୍ଧୁଙ୍କୁ ଜାଣିବା ବି ଏତେ ନୁହଁଇ ସହଜ ପାଠ...

1    14.2K 8

ବନ୍ଧୁତା

Inspirational

ଅପ୍ରାପ୍ତ ସଂଜ୍ଞାକୁ ମୁହୂର୍ତ୍ତକ ପାଇଁ ଅବଜ୍ଞା କରିବା ଚାଲ ଦୁହେଁ ସାଥେ ଥାଇ ଅତିକ୍ରମି ଯିବା ପଥେ ଯ...

1    13.4K 8

ବାପା

Inspirational

ସ୍ମୃତି ଦୋହରାଇ ମରମ ଘାଣ୍ଟିଲେ ବୁଝିଲିଣି ତାଙ୍କ କଥା । ବାପା ମାଆଙ୍କର ମହତ୍ତ୍ଵ ବୁଝିବା ସହଜ ନୁହ...

1    13.5K 3

ସଞ୍ଜବତୀ

Others

ପରିବାର ହିତେ ସିନା ନିଯୋଗିଲେ ମତି ଦଲକାଏ ବାତେ ଦିନେ ଲିଭେ ସଞ୍ଜବତୀ , ଧୂଆଁ ଗନ୍ଧ ପଶେ ଯେବେ ଛନକାଏ ଛାତି ଶେଷନିଦ୍ର...

1    6.6K 3

ନନାଙ୍କ ଆଖିଆ

Others

ତତ୍ତ୍ଵାବଧାନ ସାଥେ ଚାଷ ହଳିଆଙ୍କ ହାତେ ଦି'ହଳ ବଳଦ ଗୋଠେ ଗାଈ ଥାଉ ବୋଉର ଅପାର ଯତନ ଭିତରେ

1    6.9K 3

ବୋଉର ସ୍ମୃତି

Others

ରୋଗ ଶୋକ କହିବାକୁ ଖୋଲିନାହିଁ ମୁହଁ ପିଲାଙ୍କ କଷ୍ଟରେ ଯାହା ଉଛୁଳେ ତା ଲୁହ , ଗୁପ୍ତ ଗଙ୍ଗା ଥିଲେ ଥିବ ବେନି ଆଖି ତଳେ ...

1    14.1K 6

ସୁଧାମୟୀ ବୋଉ ମୋର

Inspirational

କିଛି ବି ନଥାଇ ଥିବା ଅନୁଭବ ଆଶ୍ବାସନା କେତେ ଦେଇ ଦୁଃଖର ବଳୟ ଆଡେ଼ଇ ସେ ପାରେ ପଣତ ଛାଇରେ ନେଇ ।

1    13.7K 6

ମାଆ

Inspirational Others

ପ୍ରଥମ ଗୁରୁ ସେ ପ୍ରଥମ ଈଶ୍ବର ଭକ୍ତି ରଖିଥିଲେ ତିଳେ ସରସ ସୁନ୍ଦର ହୁଅଇ ଜୀବନ ଶକ୍ତି ନ...

1    6.7K 5

ଅବଳା

Others

ଅଶନି ପଡିଲା ବେଗେ ବୁଦ୍ଧିଶୁଦ୍ଧି ହୋଇଗଲା ବଣା ତ୍ରାହି ତ୍ରାହି ଡାକ ଛାଡି ଗଛଡାଳୁ ପକ୍ଷୀ ଗଲେ ଉ...

1    6.5K 2

ଗୋଲକ ଧନ୍ଦା

Comedy

ପୋଷାକ ପସନ୍ଦେ ପିନ୍ଧୁ ? ଟାଇଟ୍ ଫିଇଟ୍ ବାନ୍ଧୁ ହାୟରେ ଦଇବ ଲୁଚି କି ରହିବ ...

1    6.7K 7

ଏହି ସେ ଶ୍ରାବଣ

Tragedy

ନବବଧୂ ବେଶେ ଆସିବ କି ଶେଷେ ଆନ ସାଥେ ହୋଇ ବିଭା ଆଶ୍ବାସି ସଧୀରେ ଫେରିଲେ ଅଧୀରେ ମରି ଜୀଉଁଥିବି କିବା !

2    6.2K 8

ନିର୍ବିକାର ଶବ୍ଦ

Others

ଆକାଶର ରଙ୍ଗ ଯେତେ ଏବେ ପାର ନିରେଖି ସେ ରୂପରେଖ ନିର୍ଗୁଣ ଆତ୍ମାର ଏହି ନିର୍ବିକାର ଶବ୍ଦ ଖଞ୍ଜି ଚିତ୍ର...

1    6.8K 5

ଅବହେଳିତଙ୍କ ସ୍ତବ

Inspirational

ଜାତୀୟ ସଙ୍ଗୀତ ନିନାଦରେ ସିନା ଗାଅ ଦେଶ ଗଉରବ ହୃଦୟ ମୋହର ଗାଇ ଲେଖୁଥିବ ଅବହେଳିତଙ୍କ ସ୍ତବ ।

1    6.7K 10

ତପ୍ତପାଣି

Others

ଆଜି ସେଠାବେ ପହଞ୍ଚି ଭାବେ ଝୁରଇ କେତେ ପୁଣି ଏତେ ବି ବୁଲି ପାରୁନି ଭୁଲି ହେଉଛି ଖାଲି ଗୁଣି ।

1    6.4K 1

ଝଡ଼ଝଞ୍ଜା

Inspirational

ଏଡ଼େ ମନଲୋଭା ପ୍ରକୃତିର ଶୋଭା କାହା ଲାଗି କହ ଖଞ୍ଜା ଜୀବନ ତ ନୁହେଁ ଜଞ୍ଜାଳର ଲୁହେ ଭରା ଦୁଃଖ ଝଡ଼ଝଞ୍ଜା ।

1    6.8K 6

ଈଶ୍ବରୀୟ ସତ୍ତା

Others

ଦେଖିଶୁଣି ମିଥ୍ୟାପଥେ ଈଶ୍ବର ବି ନିର୍ବିକାର ହେଲେଣି କି ସତେ !! ଭକ୍ତିରସ ଉଛୁଳୁଛି କବିଙ୍କ ଆସରେ ଶବ୍ଦ କିନ୍ତୁ ଗଲେଣି...

2    12.9K 4

ଆସ ଆସ ସାଥୀ

Romance

ବିତୁ କାଳରାତି ଆସ ଆସ ସାଥୀ ପୀୟୂଷ କଳସ ଧରି ପ୍ରେମ ଭାବରସ ହୋଇ ଗୋ ହରଷ ଅଧରେ ମୋ ଦିଅ ଭରି ।

1    7.0K 7

ଖଳତନ୍ତ୍ର

Others

ସ୍ବାର୍ଥବାଦୀଙ୍କର ଲାଭଖୋର ଏହି ବେଉସା ତ ରାଜନୀତି ଆଖି ପାଟି କାନ ବନ୍ଦ ଥିବା ଯାଏଁ ଖଳତନ୍ତ୍ରେ ଯିବେ ଜି...

1    6.6K 9

ସଜାଅ ଜୀବନ ପଥ

Inspirational

ଯେତେ ଯହିଁ ଅଛ ଆସ ଭାରତୀୟ ବୀର ଓଗାଳି ରଖ ହେ ଚୋର ଚଣ୍ଡାଳଙ୍କ ପଥ, ମାଟି ମାଆ ଦୁଃଖେ ହୃଦୟୁ ବୁହାଏ ନୀର ପାରିଜାତେ ଏବେ...

1    6.5K 5

ଆହ୍ବାନ ମାଟି ମାଆର

Inspirational Others

ବର୍ଷକୁ ବର୍ଷ ଚାଲିଛି ମପା ଯୋଜନା ଖାଲି ଦଫାକୁ ଦଫା ବନ ସମ୍ପଦ ହେଉଛି ସଫା ଏଥିକୁ ନିଘା କା'ର , ଭାବ ...

1    6.7K 7

ପୋତିବା ବିଭିନ୍ନ ଚାରା

ମିଳିମିଶି ଆମେ ଏହି ଭଲ କାମେ ଖଟାଇବା ବଳ ସାରା ଏଥର ତ ଚାଲ ଖୋଳି କିଛି ଖାଲ ପୋତିବା ବିଭିନ୍ନ ଚାରା...

1    13.7K 7

ହେ ବୃକ୍ଷ , ତୁ ବ୍ରହ୍ମଦାରୁ

Others Tragedy

କେତେ ପଶୁପକ୍ଷୀ ସରୀସୃପ ରଖି ଆଦରେ ପାଳନ କରୁ ନାନାଦି କଷଣ ସହି ତୁ ଅଶନ ପ୍ରାଣୀଙ୍କ ଉଦରେ ଭରୁ ।

1    13.1K 4

ଠାକୁରେ ଯାଉଛ କାହିଁ

Others

ରଖିଅଛ ପରା ଖଣ୍ଡା ବାରହାତ କେବେ ଆଉ ହେବ ଦୈତ୍ଯଙ୍କ ନିପାତ କରୁଣାନିଧାନ କର ହେ ବିଧାନ ...

2    6.8K 7

ଦ୍ବାପର ଯୁଗର ବଂଶୀ

Others

ଢଳି ଢଳି ଆସ ଅଧାବାଟ ଯାଏଁ ଆଗୋ ମୋର ରାଜହଂସୀ ତୁମ ଲାଗି ଏଇ ମୁଖସ୍ଥ କଲିଣି ଦ୍ଵାପର ଯୁଗର ବଂ...

1    12.9K 6

ଏହି ସେ ଶ୍ରାବଣ

Inspirational

ନଥିଲା ଭରସା ଅସରା ବରଷା ଗରଜେ ତ ସାଇଁ ସାଇଁ ମାଡୁଥିଲା ଜଳ କୂଳକୁ ପ୍ରବଳ ମାଟିରୁ ଅତଡା ଖା...

1    6.5K 6

ନନାଙ୍କ ଆଖିଆ

Others

ଅନୁଭବି ବାରବାର ଅଜ୍ଞାତସାର ସେ କେବେ ଆଖିଆ ତଳରେ ଏତେସାରା ଲୁହ ବହଳ କାଚର ଭିତରୁ ଦେଖିଲେ ଝାପସା ଦିଶୁଛି ଏବେ ।

1    13.4K 6

ବିଜୟ ମନ୍ତ୍ର

Inspirational

ମୋ ଦେଶ ଯୋଦ୍ଧା ଆଜି ବି ସୁଦ୍ଧା ହୋଇଛି ବନ୍ଧା ଭାଙ୍ଗିବୁ ଫନ୍ଦା ଶୁଣିବୁନି କାନ୍ଦ ଶୁଣିବୁନି...

1    6.8K 5

ଅମର ଶହିଦ୍

Inspirational

ଦର୍ପରେ ତୁହାଇ ରୁଧିର ବୁହାଇ ଟୋପାଏ ବି ଲୁହ ଢାଳିନାହିଁ , ଭୀରୁ ସମ କାହିଁ ଡରିନାହିଁ ତା' ଚରଣ ତଳେ ପୂଜଇ ମୁଁ ବଳେ ମର...

1    14.0K 3

ସ୍ମୃତି ଏକ ଅତୀତର

Others

ସବୁ ପାଇ ସୁଦ୍ଧା ପାଇବାର କ୍ଷୁଧା ଏଯାଏଁ ଦେଇନି ବଳି ଥିଲେ ଅବକାଶ ହୁଏ ପରକାଶ ଅନ୍ତରେ କାମନା ଜ...

2    14.1K 5

ଦ୍ବାପର ଯୁଗର ବଂଶୀ

Romance

ନାହିଁ ମୋର ଭାଗ୍ୟେ ହେମାଳ ମଣ୍ଡଳେ ଝରା ପର୍ଣ୍ଣଟିଏ ସିନା କେମିତି ବୁଝିବ ଗଭୀର ବେଦନା ତହିଁ ବିସ୍ଫୋରଣ ବିନା ...

1    6.9K 9

ଠାକୁରେ ଯାଉଛ କାହିଁ

Inspirational

ଲହୁ ଆଉ ଲୁହ ଝରିଯାଏ ଯେତେ ସେଥିପାଇଁ କୁହ ଦୋଷ କା'ର କେତେ ହୁଏ କା' ହରଣ କେ ବରେ ମରଣ କୁହ ତେବେ କା...

1    13.4K 9

ଦ୍ଵାପର ଯୁଗର ବଂଶୀ

Others

ଢଳି ଢଳି ଆସ ଅଧାବାଟ ଯାଏଁ ଆଗୋ ମୋର ରାଜହଂସୀ ତୁମ ଲାଗି ଏଇ ମୁଖସ୍ଥ କଲିଣି ଦ୍ଵାପର ଯୁଗର ବଂଶୀ ।

1    7.1K 13

ଗଣିକା

Others

ସଦନେ ଡାକି ସେ ସୁନାନାକୀ କରିଲା ଭାଇ ଚର୍ଚ୍ଚା ବାନ୍ଧିଲା ଡୋର ହୃଦୟେ ମୋର ଭାବନା କରି ଫର୍ଚା ।

3    12.9K 6

ବର୍ଷା ଆସିଲା ପରେ

Inspirational

ଆତୁର ପରାଣେ ଥିଲା କେଉଁ କାଳୁ ବିଚ୍ଛେଦର ଅଭିମାନ ଅଧରେ ଅଧର ଛୁଉଁ ଛୁଉଁ କେତେ ଉଠିଛି ପ୍ରଣୟ ତାନ ।

1    12.7K 6

ମଉସୁମୀ

Others

ପଶୁପକ୍ଷୀ ଚାଷୀକୁଳ ହେଲେଣି ଅଥୟ ଢାଳିବାରେ କୃପାଦୃଷ୍ଟି କି କାରଣେ ହେଳା ମଉସୁମୀ ପ୍ରବାହରେ ଦୂର ଯେବେ ଭୟ ସଂସାର ହ...

1    6.5K 8

ଆଦିମ ମଣିଷ

Inspirational

ସ୍ବୀକୃତିର ଭୟ ଛାଡି ପରିଚୟ ଖୋଜୁନି ଜାରଜ ଶିଶୁ ଅନ୍ଧାରୁଆ ପାପ ଦେଉନାହିଁ ତାପ ଯାହା ସଙ୍ଗେ ଯିଏ ମିଶୁ.....

1    7.0K 12

ମୋ ଦୃଷ୍ଟି

Others

ନିରନ୍ନା ମାଆର ଛାତିରୁ ନିଗିଡା ଅଣସୁଆଦିଆ ଲହୁଧାର ଫାଟିଯାଏ ବୁକୁ ବିକାଶ ଭେଳିକି ଧରମକୁ ସିନା ଆଖିଠାର ।

1    6.8K 11

ନରକ ଲୋକ

Others

ଦୀନ ଦୁଃଖୀ କଥା ପାଇଁ କେବେ ମଥା ପୂରାଏନି ସୁଖୀ ଲୋକ କେମିତି ଭଲରେ ନିଦାନ କଲରେ ଥାଉଁ ଏ ନରକ ଲୋକ ?

1    6.4K 4

ସନ୍ଧ୍ୟାର ଭାବନା

Inspirational

ସାନ୍ଧ୍ୟ ଅର୍ଘ୍ୟ ନେଇ କୁଳବଧୂ ସେଇ ଦୀପ ଜ୍ୟୋତିଟିଏ ବାଢେ.....

1    6.7K 8

ଆହ୍ୱାନ ମାଟି ମା'ର

Inspirational

ଯେଉଁଠି ଦେଖ ପକାଇ ନଳ ଶୋଷିଲା ଯହିଁ ଉଦ୍ଯୋଗ କଳ ପାତାଳେ ଗଲା ଭୂମିର ଜଳ ଚାଷୀର ହାହାକାର , ଶୁଣ ହେ ସରକାର ...

1    6.7K 13

ଅନାଥ

Inspirational Others

ସବୁ ଶୁଣି କହିଲେ ସେ ନାତି ହୋଇ ଥାଉ ଆମ ଘରେ ଭାର୍ଯ୍ୟା ମୋର ଧାଇଁ ଆସି କୋଳାଇଲା ତାକୁ ସ୍ନେହ ଭରେ ।

3    6.7K 7

ପତିତରକ୍ଷଣ

Inspirational

ଦୁଃଖୀ ଦୁଃଖହାରୀ ନିଳାଦ୍ରିବିହାରୀ ତୁମ୍ଭେ ତ ଜଗତ ଆଧାର.....

1    7.1K 13

ଯୁଗଳ ସଙ୍ଗୀତ

Romance

ରଷା ଯେ ଝିପି ଝିପି ଝରେ ଖେଳର ନିଶାରେ ଦେଖ ମରେ , ଲଳନା ଗୋ ଛଳନା ତ ଜାଣେ କେତେ ଆଉ ବିନ୍ଧ କାମ ବାଣେ ।

1    6.7K 7

ଖୋଜୁଛି ଚାତକ

Others

କଲି କି ପାତକ ଖୋଜୁଛି ଚାତକ ପରାୟେ ବରଷା ପରଶ ଆଜି ଆଉ କିଛି ପାରୁନାହିଁ ଇଚ୍ଛି ସରିଯାଇଛି ମୋ ହରଷ ।

1    6.9K 10

ପହଲି ରଜ

Inspirational

ଶୀତଳ ହେଲେ ତତଲା ଭୂଇଁ ଖେଳିବା ଆମେ ସଭିଙ୍କୁ ଛୁଇଁ.....

1    7.0K 14

ପ୍ରାର୍ଥନା

Inspirational Others

ଶ୍ରୀପଦେ ସାଷ୍ଟାଙ୍ଗ ଶୟନ କଲି ଘେନ ପ୍ରଣତି ଶୁଣ ଆହେ ଚକାନୟନ ମୋର ଭାବ ଭଣତି ।

1    6.9K 13

ଆଜି ବି ଭାରତ

Inspirational Others

ହୋଇ ଯାଅ ସାବଧାନ ମୁନିଋଷି ଦେଶେ ଭେଦର ବିଦ୍ବେଷେ ଗରିବର ଜୟ ଗାନ ।

1    6.9K 2

ଅରକ୍ଷ ରକ୍ଷଣ

Others

ସୁନ୍ଦର ଦିଶୁଛ ଅତି ତୁମ ରୂପେ ଚିତ୍ତ ମୋହି ବସିଛନ୍ତି କେତେ ଯତୀ ସେ ରୂପ ଦର୍ଶନେ ମୋର ପ୍ରସନ୍ନ ହୋଇଛି ମତି ।

1    13.2K 3

ପାଗଳ ମଦନ

Others

ବନ୍ଧୁର ଗୋଚର ପଥେ ମୋ ଚରଣ କ୍ଷଣେ ଗଲା ଅଧା ରହି

1    6.6K 6

ଜୀବନର ରଙ୍ଗ

Inspirational Abstract Others

ମଲେ ମଶାଣିରେ...ମିଶଇ ମାଟିରେ...

1    6.4K 5

ପରମ ସାକ୍ଷାତ

Inspirational

ଧର୍ମେ ଅନୁରକ୍ତି ଦୟା ଦାନ ଭକ୍ତି କର୍ତ୍ତବ୍ୟ ଆମ ପରମ ପରମ ସାକ୍ଷାତ ହୁଏ ତ ପ୍ରତୀତ ...

1    19.9K 6

ଆସ ଆଗୋ ସଖୀ

Others

ଆସ ଆଗୋ ସଖୀ ସ୍ନେହଭାବ ରଖି ବାହାରେ ବସିବା ଆଜି ବହୁଦିନ ହେଲା ଆଉ ସଞ୍ଜବେଳା ବସିନାହେ...

1    6.6K 4

ସମ୍ଭୋଗ

Inspirational Abstract Others

ଫଗୁଣକୁ ଗୋଳି ଗୀତି ପ୍ରୀତେ ବୋଲି ବାଢେ କାହିଁ ଥଣ୍ଟ ରଙ୍ଗରେ ଥାଇ...

1    6.7K 1

ମନପବନ ଘୋଡ଼ା

Tragedy

ଚାଲିଛି ତ ବେଗେ ବିବର୍ତ୍ତନ ଧାରା ମନପବନର ଘୋଡ଼ା ବାଣୀର ଭବନେ ପ୍ରଦୂଷଣ ସାରା ସଂସ୍କୃ...

1    12.4K 3

ଛଦ୍ମବେଶ

Abstract Others

ପାଞ୍ଚୋଟି ମୁଦ୍ରାରେ ମିଳୁଛି ଭୋଜନ କିଏ ବା କରିବ କାମ ଦାଦନର ପାଇଁ ଯୋଜନ ଯୋଜନ ଲମ୍ବିଛି ଓଡ଼ିଆ ନାମ ।

1    7.0K 6

ଭଗିଆ ବୋଉ

Inspirational Abstract Others

ଆମ ତାଳବଣ ତୁମ ଗାଁ ଖଳା...

1    6.7K 3

ପ୍ରଣାମର ମାହାତ୍ମ୍ୟ

Inspirational

ଭୀଷ୍ମ ପାଦ ତଳେ ପ୍ରଣାମର ବଳେ କୌନ୍ତେୟଙ୍କ ମୃତ୍ୟୁଭୟ ହେଲା ବୋଲି ଦୂର ଅନ୍ତେ ସେହି ଶୂର ସଂଘର୍ଷେ ...

1    20.1K 8

ଟିକିଏ ବିନତି

Others

ଅନ୍ତରୀକ୍ଷେ ଥାନ କରିଲ ବିଧାନ ସତ୍ୟପଣେ ତାର ଢଳି ।

1    6.6K 11

ଜୀଇଁବାର ମୂଲ୍ୟ

Inspirational Abstract Others

ଫୁଟି ହୁଅ ଦିନେ ଫୁଲ....

1    6.8K 8

ମକର ମୁକୁର

Tragedy

ଶ୍ୟାମଳିମା ମେଳା ଶୀର୍ଣ୍ଣ କିବା ହେଲା ଦୃଶ୍ୟମାନ ଦୃଶ୍ୟ ମାନ ଉତ୍ତରାର୍ଦ୍ଧେ ପୁଣି ଏତେକଥା ଗୁଣି ପରିମ୍...

1    6.4K 6

ପୀୟୂଷ ଦାନ

Others

ଛୁଅନ୍ତେ ଜୋଛନା ଧବଳ ମୋର ପରାଣ ଧନ ଆଶ୍ଳେଷି ନେବ କି ପ୍ରବଳ ଚୁମି ଆସନ୍ତେ ସନ୍ନ ।

1    6.8K 1

ସୁନ୍ଦର ମୋ ଗାଆଁ

Inspirational Abstract Others

ସରସୀର କୂଳେ... ଓସ୍ତ ଗଛ ମୂଳେ...ସୁଲୁସୁଲୁ ବହେ ବାଆ...

2    6.9K 4

ଧର୍ମଶାଳା

Others

ଲୋଭ ମୋହ ବହି ଯେତେ କାଳ ରହି ଥିବୁ ଏ ସଂସାରେ ବଞ୍ଚି ମୋର ବୋଲି କହି ଦୁଃଖକଷ୍ଟ ସହି ...

1    6.9K 5

ବନବାସିନୀର କଥା

Inspirational

କନ୍ଧମାଳ ଝିଅ ସାହା ଟିକେ ଦିଅ କେତେ ବା କହିବି ଆଉ

1    13.3K 8

ସୁନ୍ଦର ମୋ ଗାଆଁ

Fantasy Others

ସୂରୁଯ ବି ଆସେ ପୂରୁବ ଆକାଶେ ସୁଦୂର ଗିରି ବଳୟେ

1    6.8K 6

ଗୃହଲକ୍ଷ୍ମୀ

Others

କାହିଁ ସତ୍ୟବ୍ରତ ଦଶରଥ ସୁତ ଏକପତ୍ନୀ ବ୍ରତଚାରୀ

1    6.8K 2

ସଇନିକଟେ ହେବି ( ଶିଶୁକବିତା )

Inspirational

ଭାରତ ମାଆର ଉଚ୍ଚାରି ନାଆଁର କରୁଥିବି ଜୟ ଜୟ

1    6.7K 5

ସ୍ରୋତସ୍ଵିନୀ

Abstract

ମୋ କୂଳ ଧାରରେ କାହାର ଠାରରେ...

1    6.8K 4

ଦୟାନିଧି

Abstract Others

ଆତ୍ମବନ୍ଦୀ ହେଲି ନିଜର ନିବାସେ ଦେଖୁଛି ମୋତେ ବା କିଏ....

1    6.6K 3

ଦେଇଦିଅ ବେଳ ଥାଉ

Abstract

ଗାନ୍ଧାରୀ ବିଚାରୀ ନ ପାରିଲା ବାରି ଧର୍ମଯୁଦ୍ଧେ ସୁତ ମରେ ,

1    7.0K 2

ଚରମ ସତ

Abstract Inspirational

ବିଭା କାଳେ ବର ପଛରେ ଶୁଭ ବରଯାତ୍ରୀ ଆଗେ ଥିବ... ଲୋ ସଜନୀ

1    6.6K 5

ଭେଦଭାବ ହରା

Others

କର୍ମ ତ ନଚଳେ ଜାତି ଧର୍ମ ବଳେ ଏକଥା ନୁହେଁ କି ସତ

1    6.7K 6

ବିଶେଷ ସଂଗ୍ରାମ

Inspirational

କାଢିବା କଳୁଷ କି ସୁନ୍ଦର ଦେଶ କୁସଂସ୍କାରେ ଅଛି ଭରି ।

1    6.8K 8

କବିର କଥା

Inspirational

ଅନୁଭବି ଧାର ଶୋକର ଭଣ୍ଡାର ଫେଡାଇ କଲମ ଚାଳେ

1    6.6K 3

ସୁନ୍ଦର ଜୀବନ

Inspirational Abstract Others

ସେବା ହିଁ ପରମ ଧର୍ମ...

1    6.9K 3

ଭକ୍ତି ନିବେଦନ

Others

ରହି ବିଯୋଗୀ ଥାଇ ତୁମ୍ଭ ସାନ୍ନିଧ୍ୟ ବିନା ରହିବି ଯୋଗୀ ହୋଇ ଧ୍ୟାୟି ଚରଣ ସିନା ।

1    12.9K 10

ସେବା ପରମ ଧର୍ମ ( ଶିଶୁକବିତା )

Inspirational

ଡାକ୍ତରଙ୍କ ଦେବା ଔଷଧରେ ସେବା କରି ରୋଗୀ ପାଶେ ରହେ ।

1    7.0K 8

ରଙ୍ଗମଞ୍ଚ

Inspirational

ଲୋକାରଣ୍ୟ ବଡ ଘଞ୍ଚ ବନ୍ଧୁର ଏ ପଥେ ଦୁନିଆଁ ଯେ ରଙ୍ଗମଞ୍ଚ ଜୀବନ ନାଟକେ ,

1    6.6K 6

ତୁମ୍ଭେ ଦୀନନାଥ

Inspirational Abstract Others

ଏକ ପାର୍ଥନା...

1    12.8K 3

ଅବରୁଦ୍ଧ

Others

ସାଧନାର ଉତ୍କର୍ଷରେ ନ ହେଲେ ତଲ୍ଲୀନ ଆରଣ୍ୟକ ବାସନାରେ ବିବେକ ମଳିନ । ରଜୋଗୁଣ ରୁନ୍ଧିଦେଇ ସତ୍ତ୍ୱର ଆବେଗ ତାମିସ୍ର ଘୋଟ...

1    20.0K 7

ଅଜଣା ଋତୁ

Inspirational Others Abstract

ଭବ୍ୟ ବାଲିଘର ଲାଗେନା ସତ ଲୋଡାନାହିଁ ଆଉ ମିଛ ଅମୃତ...

1    12.4K 6

ବିଶେଷ ସଂଗ୍ରାମ

Tragedy Inspirational

କରୁଛି ଆହ୍ଵାନ କ୍ରାନ୍ତିକାରୀ ଶୁଣ କାଳ ଯାଏ ଦୁଃଖେ ସରି କାଢିବା କଳୁଷ କି ସୁନ୍ଦର ଦେଶ ...

1    13.5K 7

ଘର

Inspirational

ମମତା ଭରା ବନ୍ଧନ ସାରା ଯାହାର ପରିବାର ମନ୍ଦିର ସମ ଭାବ ଓ ପ୍ରେମ ସହିତେ ସେହି ସାର ।

1    13.2K 7

ତତ୍ତ୍ୱସାର

Inspirational

ସଂସ୍କାରରେ ଢଳି ଯୋନିଚକ୍ରେ ଚଳି ବିଚରି ଜନ୍ମାନ୍ତେ ଶରୀରେ ରହେ ଆସି ଏ ମରତେ ବିହରିଲେ ସାଥେ କ୍ରମ ବିକଶ...

1    6.8K 2

ଅସୁମାରୀ ସ୍ୱପ୍ନ

Tragedy Romance

ଝରିଲା ପତରେ ବସି ଅବସାଦ ଆସେ ଖସି ଛାତି ଭିତରକୁ ଧସି ପଶଇ ଅନ୍ତର ଚଷି ଉଡାଣ ପଥେ ଯାଏ ଭାବନା ସରି

1    6.8K 3

ପ୍ରେମ ଯାଗ

Romance

ରାଜି ହେଲେ ତୁହି ଯିବି ପଛେ ମୁହିଁ ରାସ ରଚି ପ୍ରେମ ଯାଗରେ ଭାଜି ଯିବ ହିୟା ନ ମିଳନ୍ତେ ପ୍ରିୟା ...

1    1.1K 6

ଊର୍ଦ୍ଧ୍ୱରେତା

Tragedy Inspirational

କଳୁଷ କାଳିମା ରଖିଛି ଧିକ୍କାରି ଶକ୍ତି କରେ ସାମଭଗ୍ନ ଊର୍ଦ୍ଧ୍ୱଗ ଆତ୍ମାର ହୁଅ ଅଧିକାରୀ ଋ...

1    19.7K 6

ପ୍ରିୟ ଭାଜନ ( ଶିଶୁକବିତା )

Inspirational

ବିଦ୍ୟା ଓ ବୁଦ୍ଧି ହୁଅଇ ବୃଦ୍ଧି କଲେ ସଂସାର ସେବା ସେଇଥି ପାଇଁ ଜଗତେ ଯାଇ ପ୍ରିୟ ...

1    13.4K 5

ବନବାସିନୀର କଥା

Tragedy

କନ୍ଧମାଳ ଝିଅ ସାହା ଟିକେ ଦିଅ କେତେ ବା କହିବି ଆଉ ଘରେ ନାହିଁ ଜାଉ କୋଇଲିକି ଖାଉ ମରେନି ଭୋକର ଦା...

1    20.3K 16

ଦେହାହୁତି

Romance Abstract

ଏଥିପାଇଁ ଏ ଜୀବନ ପ୍ରଦୀପର ଶିଖା ଗୋଟେ ଜଳିଲିଣି ଯେବେଠାରୁ ଲିଭୁନାହିଁ ଆଉ ମୋଟେ କେତେ ଆଉ ବାକି ଅଛି ବଞ୍ଚିବାର ପାଇଁ...

1    6.5K 3

ମହାବାହୁ

Others

ପ୍ରାଣୀଙ୍କ ସକାଶ ଦେଇଛ ପ୍ରକାଶ ଯତନେ ତପନ ଖଞ୍ଜି, ଦିଶେ ନାହିଁ ଦିଶା ଶଶି ବିନେ ନିଶା ତାରକା ରଚିଛ ରଞ୍ଜି, ପ୍ରଭ...

1    13.7K 3

ହାତ ଓ ମୋ ଭୂତ

Abstract

ଦେଖିଲି ପଠାରେ ବସି ମୁଁ ଛଟାରେ ନିଜକୁ ହିଁ ଦେଖୁଥିଲି, ପାଣି ନେଲା ଟାଣି ନପାରିଲି ଜାଣି ହସେ କିଏ ଖିଲିଖିଲି

1    7.0K 8

ବେସୁରା ଗୀତ

Tragedy

ହେଉନାହିଁ ଘୋଷା ଚଷା ଅବା ଯୋଷା ଦୁଃଖୀ ମୂଲିଆଙ୍କ ସୁରେ, ଭାବାବେଶ ଆଉ ଖୋଜିଲେ କି ପାଉ ହଜିଲାଣି କାହିଁ ଦୂରେ ।

1    20.0K 13

ପଉଷ ମାସ

Others

ଶିଶିର ସମୀରେ ବରଷେ ଜମିରେ ରଜତ ମୋତି ଶୀକର, ବିଭାବରୀ ପରେ ଦିନକର କରେ ଝଲସେ ଶାଖୀ ନିକର ...

1    20.1K 13

ଅଦନ୍ତା

Romance Tragedy

ଦର୍ଶନ ନକରେ ଦଶନ ନିକରେ ଦୁର୍ବହ ଦେହ ସେ ପୀନ ଭାବରେ ଭାବିନୀ ସୁଭଙ୍ଗୀ ଭାବିନି ଭାବୀ ଶିଶୁ ଦନ୍ତହ...

1    13.2K 6

ତାରକାର ମୃତ୍ୟୁ

Others

ନିଖିଳ ଜଗତ ସୂତ୍ରେ ତ ପ୍ରଗତ ( ବିଯୁକ୍ତ ) ଅନ୍ତରାଳେ ଯେଉଁ ଶକ୍ତି ଭାଗବତ ଜ୍ଞାନେ ଚିନ୍ତା କଲେ ଧ୍ୟାନ...

1    19.9K 5

ଡାହାଣୀ ( ଶିଶୁକବିତା )

Children Abstract

ଶୁଣ ଆରେ ନାତି ସଞ୍ଜ ଗଡି ରାତି ହୁଅନ୍ତେ ଧରିଣ ପିଲା

1    6.6K 8

ନୂତନ ହତାଶା

Inspirational Abstract Others

ପରଜୀବୀ ବ୍ୟଭିଚାରୀ ଏହି ଲମ୍ପଟ ନବ ସଭ୍ୟତା...

1    13.0K 3

କଥା ଓ ବ୍ୟଥା

Inspirational

ଓଡ଼ିଆ ମୋ ଭାଷା ଉଚ୍ଚ ଶିକ୍ଷା ଆଶା ପୂରଣ ହୋଇନି ବୋଲି, ଭାଷା ଅନୁରାଗ ଊଣା ନାହିଁ ଆଗ ...

1    12.9K 2

ପୟସ୍ୱିନୀ ଅଞ୍ଜନା

Others

ମନେ ରଖି ଆଶ କଲେ ଅଭିଳାଷ ଅଞ୍ଜନାଙ୍କ ଦରଶନ ବାନର ମାନସ ହରଷେ ଉଲ୍ଲାସ ପ୍ରଭୁ ହେଲେ...

2    19.9K 10

ଗହନ ରହସ୍ୟ

Abstract Inspirational

ଚଢେଇଟି ବାଇ ଦିନ ସାରା ଧାଇଁ ଖୋଜଇ ଆହାର ଉଡି

1    6.4K 5

କୌମୁଦୀ

Fantasy Others Abstract

ଜଳଧି ଜଳରେ ପ୍ରଣୟ କାଳରେ ପ୍ରବାଳେ ପ୍ରବଳ ସୁହାଗେ ଭାତି...

1    1.3K 8

ଚିତ୍ତ ଚୋରି

Romance

ସେହି ଗାଆଁ ଗାଈ ବାର ମାସ ଧାଇଁ ଘାସ ଚରେ ଆମ ଗାଆଁରେ କେହିଜଣେ ଗୋରୀ କରେ ଚିତ୍ତ ଚୋରି ଝାସ ଦେଇ ପ୍ରୀ...

1    1.1K 3

ତତ୍ତ୍ଵସାର

Abstract Inspirational

ସମସ୍ତେ ଆମ୍ଭର ନିଜ ସହୋଦର ପିତା ପରଂବ୍ରହ୍ମ ସେ ଚତୁର୍ଭୁଜ ।

1    6.4K 4

ଅସରା ତାତି

Romance

ସଜନୀ ସହରେ ରଜନୀ ପ୍ରହରେ ଦୁଲୁକି ଉଠଇ ଛାତି ଯାମିନୀ ରୁହରେ କାମିନୀ କୁହରେ ଭରିଛି ଅସରା ତାତି...

1    1.2K 6

ଆଖିର ନଗିରେ

Others

କି ପାଇଁ କେଜାଣି ଯାଉଛ କି ଭାବି ଦୂରେଇଛି ତୁମ କୋଳୁ, ଆଖିର ନଗିରେ ତୋଳି ତ ଆଣିବି ଲୁଚିଥିଲେ ମେଘ ତଳୁ ।

1    1.3K 7

ସମ୍ପର୍କ

Inspirational Romance

ହାରେ ଯେ ହରଷେ ବିମୋହନ ବଶେ ନିରତେ ନିବେଦି ନିୟତି ନୀତି ସମ୍ପର୍କରେ ସେହି ସଂଯମନ ସହି ଜୀବନ ଜୀଇଁଛି ଜଗତ ...

1    6.7K 6

ଅଦନ୍ତା

Romance

ଦର୍ଶନ ନ କରେ ଦଶନ ନିକରେ ଦୁର୍ବହ ଦେହ ସେ ପୀନ ଭାବରେ ଭାବିନୀ ସୁଭଙ୍ଗୀ ଭାବିନି ଭାବୀ ଶିଶୁ ଦନ୍ତହୀନ...

1    13.3K 4

ଘଷାପଥର

Tragedy

ଗାଧୁଆ ତୁଠର ମୁଁ ଘଷା ପଥର ନିତି ଓଦା ସରସର କପାଳେ ମୋହର ଯେତେକ ପୟର କାହାକୁ ବୋଲିବି ପର ?

1    1.1K 3

ବର୍ଷା ଆଗମନେ

Others

ବର୍ଷା ଆଗମନେ

1    14.0K 7

ପୁରୁଣା ରାଗରେ

Others

ପୁରୁଣା ରାଗରେ

1    6.6K 8

ବର୍ଷାରେ ବିଳାପ

Others

ବର୍ଷାରେ ବିଳାପ

1    13.5K 7

ମେଘନାଦ

Others

ମେଘନାଦ

2    19.9K 5

ସନ୍ୟାସ ନେଇଯିବି

Drama Abstract

ଚାଲିଲି ମୁଁ ଆଚରି ସନ୍ୟାସ ଧରମ

1    12.7K 6

ଅସହ୍ୟ ରିକ୍ତତା

Romance

ଅସହ୍ୟ ଏ ରିକ୍ତତା ସୁହାଗ ସରାଗର

1    6.8K 5

ଛଳନାର ତୁମ ଇନ୍ଦ୍ରଜାଲ

Others

ଭାବ ବନ୍ଧନରେ ରଖିଥିବ

1    13.1K 5

ପାଦ ପକାଉ ଥା' ଥିରିଥିରି

Romance

ପାଦ ପକାଉ ଥା' ଥିରିଥିରି 

1    12.7K 6

ଶରାହତ

Romance

ଆମେ ତ ଥିଲୁ ପକ୍ଷୀ

1    6.4K 5

ଘୂର୍ଣ୍ଣିଝଡ଼

Abstract

ଘୂର୍ଣ୍ଣିଝଡ଼

1    6.5K 6

ନବବର୍ଷର ସଂଦେଶ

Abstract

ପାଳି ନିଅ ରକ୍ତମୁଖା ନୂତନ ବରଷ

1    6.5K 3

ମନ ବନେ ତନୁ ଲତା

Others

ଛାତି ଖୋଲି ଖେଳିଯିବ ମଳୟ ବସନ୍ତ

1    13.0K 2

ନିଆଁ ଖେଳ

Abstract

ଶୋଇ ଯିବାକୁ ହେବ ଚୁପଚାପ୍ଛାତ ତଳ ପଂଖାକୁ ଅନେଇ

1    6.6K 7

ଗାଁ କନିଆଁ

Romance

ଆଜିଦିନେ ମହୁ ଆଉ ଭଲ ମିଳୁନାହିଁ କଡା ବାଘମହୁ ଟିକେ ରଖିଥିବୁ ମୋପାଇଁ ।  

1    6.8K 3

ନୀଳ ମାନସ

Others

ନୀଳ ମାନସ 

1    13.6K 8

ଈପ଼୍ପସିତ ବିଗ୍ରହ

Romance

ଈପ଼୍ପସିତ ବିଗ୍ରହ 

1    6.6K 4

ପାଦପ ପ୍ରବାଳ

Romance

ପାଦ ନାହିଁ ବୋଲି   

1    6.7K 10

କ୍ଷଣ କ୍ଷଣ

Others

କ୍ଷଣ କ୍ଷଣ     

1    6.8K 5

ଅବହେଳିତା

Abstract

ଅବହେଳିତା    

1    6.3K 6

ଭାଉଜଙ୍କୁ ଜଣା

Romance

ଭାଉଜଙ୍କୁ ଜଣା    

1    12.9K 4

ପ୍ରଣୟିନୀ

Romance

ପ୍ରଣୟିନୀ     

1    6.5K 5

ବର୍ଗ ବନ୍ଧନୀ

Romance

ବର୍ଗ ବନ୍ଧନୀ     

1    6.6K 5

ପରଜାପତି

Abstract

ପରଜାପତି     

1    6.6K 1

ନିରୁପମା

Romance

ନିରୁପମା     

1    6.8K 3

ବଣ ମଲ୍ଲୀ

Romance

ବଣ ମଲ୍ଲୀ    

1    6.9K 7

ଦଶାନନର ଭିକ୍ଷା

Abstract

ଦଶାନନର ଭିକ୍ଷା     

1    6.7K 11

ଅପୂର୍ବ

Romance

ନାରୀ ରୂପ ବର୍ଣ୍ଣନା    

1    13.0K 6

ଚିନ୍ତାମଣି

Abstract

ଜୀବନ ଯାତ୍ରା    

1    13.5K 6

ଶୀତ ଅଇଲା

Others

ଶୀତ ଋତୁ ବର୍ଣ୍ଣନା    

1    13.4K 2

ରୂପ

Romance

ରୂପ    

1    6.8K 3

ମନ ମନ୍ଥନ

Romance

ମନ  ମନ୍ଥନ     

1    13.1K 7

ପ୍ରତିଭା

Others

ଉତ୍କଳ ମାତାର ସନ୍ତାନ ମୁଁ ଅଟେ   

1    13.2K 9

ରସ ରହସ୍ଯ

Romance

ରସ  ରହସ୍ୟ     

1    13.6K 5

ପ୍ରୀତିଭାବ

Romance

ପ୍ରୀତିଭାବ     

1    13.4K 8

ମାନସୀ

Inspirational

ମାନସୀ    ଏଇ କଥାକୁ  ନାଆ... ପେଲିଦେଲି କଲିକତାକୁ   

1    6.9K 5

ବିପ୍ଳବ

Abstract

ବିପ୍ଳବ     

1    12.9K 5

ନୂତନ ପୃଥିବୀ

Drama

ନୂତନ ପୃଥିବୀ     

1    13.0K 3

ରତି ବିନତି

Romance

ରତି ବିନତି     

1    7.1K 6