Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,



Dambarudhar Bag  

Teaching and writing

"Literary Colonel"


Duty

Inspirational

Whatever that may be the situation. We the human beings should do our own duties what the nature proceed us to do...



1    6.9K 5

You Are Unique

Abstract

You have made the earth in beautiful heaven You are a beautiful fountain in the earth



1    6.9K 5

The Sun

Others

Without you all will disappear. Without all will not exist. Without you all will be unfit.



1    6.5K 8

ଦୃଷ୍ଟି କୋଣ

Others

ଯାହାକୁ ଭାବୁଛୁ ଆତ୍ମୀୟ ସ୍ବଜନ ସିଏ ଭୁଲିଯିବେ କାଲି । ପାଇଛୁ ଦୁର୍ଲଭ ମଣିଷ ଜନମ ରଖିଥା ମନରେ ସଦା ।



1    4 0

ତୋ ହୃଦୟରେ ମୁଁ

Romance

ଜାଣିଛି ଜୀବନ ସୁଖ ଦୁଃଖ ସାଥେ ସଦା ହୋଇଥାଏ ଛନ୍ଦି ଦୁଃଖ ଯେ ମୋହର ସାଥୀ ।



1    3 0

ଫନି

Others

ଫାଇଲିନ ହୁଡହୁଡ ତିତିଲି ମିଶି ଭାଙ୍ଗିଲେ ଚାଷୀର ଅଣ୍ଟା । ଅଣ୍ଟା ନ ସଲଖୁ ଫନି ଆସି ପୁଣି ମାରି ଦେଇଗଲା କଣ୍ଟା।



1    195 17

ଦଦରା ନାଆ

Tragedy

ଛାଇ ଆଲୁଅ ର ଜୀବନ ମଧ୍ଯେ ଘଟିଥାଏ କେତେ ଅକୁହା କଥା । କହି ତ ହୁଏନା କାହାରି ଆଗେ ଭାବି ଭାବି ଖାଲି ଘୁରୁଛି ମଥା ।



1    6 0

ଦଦରା ନାଆ

Romance Tragedy

ଆସିବକି ସାଥୀ ହେବ ସହାୟ ଦଦରା ନାଆରେ ନାବିକ ହୋଇ । ଭଲରେ ଭଲରେ ମାରିଦେଲେ କାତ ନାଆ ଟା ଫେରିବ ଆଶ୍ବସ୍ତ ହୋଇ।



1    226 16

କୁପଥରୁ ଫେରିଛି ପୁଅ

Others

ଚାଲିଛି ବାପା ଚାଲିଛି ସ୍ମାଟ ଯୁଗରେ ସ୍ମାଟ କ୍ଲାସ ୟୁଟୁବ୍ରେ ପାଠ ପଢୁଛି।



1    0 0

ଗ୍ରୀଷ୍ମ ପ୍ରବାହ

Fantasy Others

ଖରା ଓ ଧରାର ଭୀଷଣ ଯୁଦ୍ଧରେ ଜନ କରନ୍ତି ଚିତ୍କାର । ଆର୍ତ୍ତ ଚିତ୍କାରରେ ପ୍ରକମ୍ପିତ ହୁଏ ହୃଦୟ ସମସ୍ତଙ୍କର ।



1    0 0

ମନେ ପଡ

Romance

ଖୋଜୁଛି ଅନ୍ତରେ ସ୍ମୃତି କୁ ମୋହର ଭିଜୁଛି ନୟନ ନୀରେ । ମନକୁ ଆନନ୍ଦ କରିବାରେ ବ୍ୟସ୍ତ ଦିଅ ହେଲେ ଦେଖା ଥରେ ।



1    167 4

ଦେଖରେ ଦେଖ

Others

ଦେଖରେ ଦେଖ କେଡେ ସୁନ୍ଦର ଆକାଶେ ଉଇଁଛି ଜହ୍ନ । ତାରା ମେଳରେ ତାହାକୁ ଦେଖି ନାଚି ଉଠୁଥାଏ ମନ।



1    21 0

ଗ୍ରୀଷ୍ମ

Others

ସାବଧାନ ସାବଧାନ । ଅଂଶୁଘାତ ପାଇଁ ଅବହେଳା ହେଲେ ଚାଲିଯାଇ ପାରେ ପ୍ରାଣ।



1    335 18

ଶୀତ

Others Tragedy

ଗରିବର ଡାକ ଶୁଣିଯା ଟିକେ ଯାଆ ତୁ ସହଳେ ଚାଲି । ପୁଅ ମୋର ପାଖେ ଶୀତ ବସ୍ତ୍ର ପାଇଁ କରିବନି ଆଉ ଅଳି ।



1    256 14

ହେ ପ୍ରଭୁ

Others

ଭଲ ଲୋକ ଏଠି ଚଳିବାକୁ ଭିଡ ମିଳେ ନାହିଁ ତାକୁ ଭଲ ବାଟ।



1    90 2

ନାରୀ

Others

ସେ ସୃଷ୍ଟିକାରିଣୀ ସେ ପାଳନକାରିଣୀ ସେ ସଂହାରକାରିଣୀ ସେ ଜନନୀ ସେ ଜାୟା ସେ ଭଗିନୀ ।



1    207 48

ସୂର୍ଯ୍ୟ ଦେବତା

Others

ତୁମ ଉପସ୍ଥିତି ବିନା ଏ ପୃଥିବୀ ହୋଇଯିବ ଛାରଖାର । ସାତ ଦିନ ଧରି ଉଦୟ ନ ହେଲେ ମୋଟେ ମିଳିବନି ଆହାର



1    160 27

ତୁମ ବିନା

Tragedy

ଜୀବନ ପ୍ରଦୀପ ଲିଭି ଲିଭି ଯିବ ତୁମ ଉପସ୍ଥିତି ବିନା । ଉପସ୍ଥିତି ତୁମ ଜୀବନ ସଞ୍ଚାର ମୃତ୍ୟୁ ହୁଏ ତୁମ ବିନା ।



1    66 3

ମୁକ୍ତ ବିହଙ୍ଗ

Others

କେତେ ନଈ ନାଳ କେତେ ତରୁଲତା କେତେଯେ ଗହନ ବନ । ଉଡି ଉଡି ବୁଲି ନିତି ଦେଖୁଅଛୁ ଖାଉଛୁ ଖୋଲା ପବନ ।



1    309 34

ଆ କା ମା ବୈ

Others

ବୈଶାଖ ମାସରେ ପ୍ରଭୁ ବିରାଜନ୍ତି ଦିଅନ୍ତି ଭକ୍ତ ଦର୍ଶନ । ସର୍ବ ଭକ୍ତ ଜନ କରିଣ ଦର୍ଶନ ଲଭିଥାନ୍ତି କୋଟି ପୁଣ୍ୟ ।



1    248 18

ପ୍ରତିଶୋଧ

Others

ବୀର ତୁମେ ଆମ ଏହି ଉତ୍କଳର ତୁମେ ହେ ଦିବ୍ୟ ଆତ୍ମା । ସର୍ବ ସୁଖ ତେଜି ହୋଇଲ ଅମର ଭୁଲିବୁନି ଆମେ ଜମା ।



2    333 24

ଏମିତି ତ ବଞ୍ଚିବାକୁ ହେବ

Others

ତା'କୁ କିନ୍ତୁ ମୁଠାଏ ଭଲ ଖାଇବା ମିଳୁ ଖୁସିରେ ଭାରତ ମାତାର ସୁରକ୍ଷା କରିବ ଦେଶ ପାଇଁକା ଲଢିବ ।



2    227 38

ଗୁରୁ ହିଁ ମହାନ

Others

ଶିକ୍ଷା ଗୁରୁ ସହ ପିତା ମାତା ଆମ ଜୀବନ ମାର୍ଗ ଦର୍ଶକ। କୋଟି ପ୍ରଣାମ ତାଙ୍କୁ କରୁଅଛି ପାଦରେ ରଖି ମସ୍ତକ।



1    248 16

ତୁମେ

Romance

କିଭଳି କହିବି ସାଥୀ ତୁମେ ମୋର ତୁମେ ହିଁ ମୋର କେବଳ। ଚେହେରା ତୁମର ଅତ୍ୟନ୍ତ ସୁନ୍ଦର ସତେ କି ସେ ପୂର୍ଣ୍ଣ ଚାନ୍ଦ ।



1    106 4

ମୋ ସପନ

Others

ତାପମାତ୍ରା କେତେ ବଢିତ ଗଲାଣି ଶୀତରେ ଯେ ନାହିଁ ଶୀତ । ବୈଶାଖ ମାସରେ କି ହେବ ଅବସ୍ଥା କି ହେବ ଆମର ସ୍ବାସ୍ଥ୍ୟ।



1    166 5

ପ୍ରିୟତମା

Others

ବିଧାତାର ତୁ ଯେ ଅମ୍ଳାନ କୀରତି ବିଭାବରୀର ଉନ୍ମେଷ।



1    182 6

ସୁନାମ ଅର୍ଜନ କର

Inspirational

ପର ଜନ୍ମକଥା କିଏ ବା ଦେଖିଛି ଏଇ ଜନମ କୁ ଦେଖ । ଭଲ କାମ କରି ଏ ମର୍ତ୍ତ୍ୟ ମଣ୍ଡଳେ ନିଜର ସୁନାମ ରଖ ।



1    65 1

ଶୀତ

Others

ଗରିବର ଡାକ ଶୁଣିଯା ଟିକେ ଯାଆ ତୁ ସହଳେ ଚାଲି । ପୁଅ ମୋର ପାଖେ ଶୀତ ବସ୍ତ୍ର ପାଇଁ କରିବନି ଆଉ ଅଳି ।



1    46 2

ଚିଠି

Others

ଚିଠି ଟିଏ ଦେଇ ପଚାରୁଥଲ ଯେ ସବୁ ଦିନ ମୋ ଖବର । କିନ୍ତୁ କେବେ ବି ମୁଁ ଦେଇ ପାରିଲିନି ତୁମ ଚିଠିର ଉତ୍ତର ।



1    30 1

ଶୀତ ନିଷ୍ଠୁର ହୁଅନି ତୁମେ

Others

ହେଲେ ଶୀତ ଆସି ଥରାଇ ଦେଉଛି ଏହି ମେଦିନୀର ପୁର। ଗରିବ ବିଚରା ଦିନ କାଟେ ଦୁଃଖେ ହୋଇଯାଏ ଥରହର ।



1    629 4

ସୁଧାରି ନିଅନ୍ତି ଦୋଷକୁ ମୋର

Others

କାହାକୁ ଦୋଷ ଦେବି ତମକୁ ନିଜକୁ ନା ନିଜର ଭାଗ୍ୟକୁ ।



1    4.9K 3

ଅପୂର୍ବ ସୁନ୍ଦରୀ

Others

ଝିଅ ନୁହେଁ ସିଏ ହୀରାଟିଏ ବୋଲି ତାକୁ ଚିନ୍ତେ ମନେ ମନେ। ପାଗଳ ମନଟା ତାକୁ କାହିଁ ଖୋଜେ ଝୁରି ହୁଏ ରାତି ଦିନେ।



1    6.0K 8

ବୋଧେ ଏଇତ ଜୀବନ

Abstract Others

ଏଇ ଆମ ବିଭୁ ଦତ୍ତ ଶ୍ରେଷ୍ଠ ମଣିଷ ଜୀବନ ଆଉ ଏଇ ବଞ୍ଚିବାର ଅନ୍ୟ ନାମ ବୋଧେ ଏଇତ ଜୀବନ ।



1    12.1K 4

ବହୁରୂପୀ

Others

ଦେଖିଛି ଅନେକ ଏଇ ଦୁନିଆରେ ଭଲ ଲୋକ ଭଳି ଦିଶନ୍ତି ସିଏ। ଭିତରେ ଭିତରେ କେତେ ବିଷଧର ନିଜ ଛଡା ଆଉ ଜାଣିବ କିଏ ?



1    6.6K 4

ଆହେ ଗଜାନନ

Others

ବୋଇଲେ ହେ ନାଥ ଏ କି କଲ ତୁମେ ନାଶିଲ ନିଜ ପୁତ୍ରକୁ । କେମନ୍ତ ବଞ୍ଚିବି ପୁତ୍ର ବିନା ମୁଁ ଯେ ଫେରାଅ ମୋର ସୁତକୁ ।



1    13.6K 6

ମାଁ ଆସିଥିଲେ ଆସି କହିଗଲେ

Others

କେଉଁଠି ଦେଖିଲେ ସୁନା ଚାନ୍ଦି ମେଢ କେଉଁଠି ମାଟି ମୂରତି । ଆଲୋକ ସଜ୍ଜା ରେ ଆଖି ଝଳସିଲା ବୁଡିଗଲା ତାଙ୍କ ମତି ।



1    6.8K 9

ରାବଣ କହୁଛେଁ ଶୁନ

Fantasy Others

ରାବଣ୍ କହୁଛେ ଶୁନ ଜ୍ଞାନୀ ମାନେ ଥାଇ ସରଗ୍ ପୁରେ । କଥାଟା ଯଦି ମିଛ୍ ଭାବୁଛ ମନ୍ କେ ପଚାର ଥରେ ।



1    6.9K 4

ସେହି ମୋ ପ୍ରିୟ ଜନମ ଭୂଇଁ

Children Inspirational

ଯେଉଁ ଦେଶର ସେ ପୁଣ୍ୟ ବୁକୁରେ ଜନ୍ମିଥିଲେ ମହାଋଷି । ଅହଲ୍ୟା ସାବିତ୍ରୀ ସୀତା ଦ୍ରୌପଦୀ ଜନ୍ମ ଲଭିଥିଲେ ଆସି ।



2    13.8K 4

ଧୋକା

Others

ପ୍ରେମ ଜାଣେ ନାହିଁ ଧନୀ କି ଗରିବ ନ ଚିହ୍ନଇ ଜାତି ଧର୍ମ ।



1    13.4K 5

ଧୋକା

Tragedy

ବିଶ୍ବାସରେ ବିଷ ଦେଇ ଚାଲିଗଲୁ ଦେଲୁ ମୋତେ ମହା ଧୋକା । କେମିତି ଭୁଲିବି ଛଳନାକୁ ତୋର ପାଇଗଲି ମହା ଶିକ୍ଷା ।



1    7.0K 3

ମାଁ

Others

ଦୁର୍ଗତି ନାଶିନୀ ମହିଷା ମର୍ଦ୍ଦିନୀ ଜଗତ ଜନନୀ ମାଆ। ନାମ ତୋ ଧ୍ୟାୟିଲେ କଟିଯାଏ ପାପ ହେଉ ତୁ ଦୁଃଖରେ ସାହା ।



1    7.2K 9

ନୂଆଖାଇ

Others

ଚାଷୀର ପରବ୍ ନୂଆଖାଇ ଚାଷୀର ଗରବ୍ ଆଏ ଧାନ୍। ପଶଚିମ୍ ଓଡିଶାର୍ ଗଣ ପରବ୍ ଚାଷୀର୍ ଆଏ ସ୍ବାଭିମାନ୍।



2    6.5K 2

ଧନ୍ୟ ତୁମେ ଭାଇ ବୀର ସୈନିକ

Inspirational

ମନେ ପକାଇଲେ ଦେଶ ସେବା ତୁମ ମନ ହୁଏ ଶିହରଣ। ଅଶ୍ରୁ ଧାର ଧାର ବହିଯାଏ ପୁଣି ବିକଳ ହୁଏ ଏ ମନ। ସଲାମ୍ କରୁଛି ତୁମକୁ ମୁଁ ଆଜି ତୁମ ଦେଶ ସେବା ଦେଖି ।



2    6.5K 6

ଧନ୍ୟ ତୁମେ ଭାଇ ବୀର ସୈନିକ

Inspirational

ସି ହସି ତୁମେ ବଳିଦାନ ଦିଅ ଏମାଟି କୁ ରଖି ସାକ୍ଷୀ।



2    7.2K 8

ହେ ମହାପ୍ରଭୁ

Others

ଛୋଟ ତରୁଟିଏ କର ମହାପ୍ରଭୁ ଛୋଟ ତରୁଟିଏ କର । ଦେଉଥିବି ସଦା ଅମ୍ଳଜାନ ମୁହିଁ ବଞ୍ଚିବେ ପ୍ରାଣୀ ଇତର ।



1    6.7K 4

ସମର୍ପଣ

Others

ପ୍ରତିିିିଜ୍ଞାଟି ଯଦି ଫଳପ୍ରସୂ ହୁଏ ଜନ୍ମ ହେବ ମୋ ସାର୍ଥକ। ତବ ଶ୍ରୀ ଚରଣେ ସମର୍ପିିିତ ମୁୁଁ ଯେ ଦିଅ ମୋତେ ଦିିିିବ୍ୟାଲୋକ।



1    6.7K 5

ହେ ଈଶ୍ବର

Others

ଅରଣ୍ୟ ରୋଦନ ସଭିଏଁ କରନ୍ତି ସମୟଟା ତା'ର ସାକ୍ଷୀ । ଲୋଭ ମୋହ ମାୟା ମିଛର ସଂସାରେ କିଏ ବା ଏଠି କାହାର



1    1.6K 6

ମୋ ପ୍ରିୟା

Others Romance

ତୁମେ ପରା ମୋର ମାନସ ମଂଜରୀ ପ୍ରିୟାତୁମେ ପରା ମୋର । ନିତି ମୁ ଭାବୁଛି ତୁମ ସହ ପ୍ରିୟା କରିବି ସୁଖ ସଂସାର ।



1    6.9K 8