Audio

Forum

Read

Contests

Language


Write

Sign in
Wohoo!,
Dear user,



Umakanta Rout  

Fictions ,Long Stories , Poems , Juvenile stories/poems and satires .


The Hunger On The Canvas

Others

In this poem an attempt has been made to  aware the real hunger and how people die of starvation placing two bright examples  , Kalahandi and Kashinathpur of Odishaa symbolically . A comparison of body hunger has been made to establish the prominence of real hunger . It`s a poem of social commitment .



1    6.8K 2

ବସନ୍ତ ଏକ ଋତୁ ନୁହେଁ

Others

ବସନ୍ତ ଏକ କାଳଖଣ୍ଡର କଥା ନୁହେଁ  । ଏକ ବିଭୋରପଣର  କଥା ... ଭାବର କଥା ... ଏକ ଚିରସ୍ଥାୟୀ ଶିହରଣ .... ଏକ ଚିରନ୍ତନ ସ୍ରୋତ / ଊଚ୍ଛ୍ଵାସ ର କଥା । 



1    13.6K 6

କାବେରୀ କଣ କହିପାରିବ ଏତେ କଥା ?

Others

ନିଜର ଶରୀରକୁ ଅପ୍ରାକୃତିକ ଢଙ୍ଗରେ ରଙ୍ଗବେରଙ୍ଗ କରି ପଣ୍ୟ ଭାବେ ପ୍ରଦର୍ଶନ କରୁଥିବା ଲୋକମାନଙ୍କର ଜୀବନ ଅସାର ଓ ଶେଷ ଗତି ବିନାଶ ହୋଇଥିଲାବେଳେ , ବାହ୍ୟ ଆକର୍ଷଣରେ ନ ମାତି ମହୁମାଛି ପରି ବଞ୍ଚୁଥିବା ଲୋକମାନେ ସଂସାର ପାଇଁ ବିଭବ ।  ମୃତ୍ୟୁ ଏମାନଙ୍କୁ  ଛୁଇଁବା ତ ପଛକଥା ; ଦୂରରୁ ନମସ୍କାର କରେ  । 



1    323 7

ସାଇଲେନ୍​ସ୍​ ପ୍ଲିଜ୍​,କବି ଆସୁଛନ୍ତି !

Others

ପ୍ରିୟା ,ଫୁଲ ଓ ପୁଲକ ମଧ୍ୟରେ ଆବଦ୍ଧ ନ ରହି କବିଟିଏ ସମୟର ଆହ୍ଵାନକୁ ସ୍ଵୀକାର କରୁ ଏବଂ ସମାଜର ଦିଗବାରେଣୀ ର  ଭୂମିକା ନେଉ  । 



1    12.7K 2

ଭୋକର ଚିତ୍ରପଟ୍ଟ

Others

ଖାଇବା ପାଇଁ ବଞ୍ଚୁଥିବା ଦେହବାଦୀମାନଙ୍କର  ଭୋକ ନୁହେଁ ; ବଞ୍ଚିବାପାଇଁ ଖାଉବାକୁ ପାଉ ନ ଥିବା  ଭୋକ ଭୟ  ଓ ଭ୍ରଷ୍ଟାଚାରର ଶିକାର ସାଜୁଥିବା  ସରଳ ମଣିଷମାନଙ୍କର  ପେଟର ଭୋକର ଚିତ୍ରକୁ ଉପସ୍ଥାପନ କରି  ଏଥିରୁ ମୁକୁଳିବାର ରାସ୍ତା ଖୋଜିବାର ସଚେତନତା ସୃଷ୍ଟି ହିଁ ଏ କବିତାର ପୃଷ୍ଠଭୂମି । ସାମାଜିକ ପ୍ରତିବଦ୍ଧତାର ସ୍ଵର ହିଁ ଏ କବିତାର ମୁଖ୍ୟ ବିଭବ । 



1    13.3K 1

ମୋତେ କେଉଁ ଅସ୍ତ୍ରରେ ମାରିବ ମାର

Others

କବିଟିଏ  ତାର ସୃଜନର ପ୍ରାଣ ପ୍ରାଚୁର୍ଯ୍ୟତା ଭିତରେ ଏମିତି ଭାବେ ନିମଗ୍ନ ଥାଏ ଯେ କୌଣସି  ଅସି ତାର କିଛି କ୍ଷତି କରିପାରେ ନାହିଁ । ବିଶ୍ଵ ପ୍ରେମିକ  (cosmopolitan) ହୋଇଥିବାରୁ  କୌଣସି ଅସ୍ତ୍ର କେବେ ତାକୁ ମାରିପାରେ ନାହିଁ । ସିଏ ସବୁବେଳେ ଫେରି ଆସେ ତାର ଚୂନି ଚୁନି ଶବ୍ଦର ମୁକ୍ତା ଧାରଣ କରିଥିବା ଶାମୁକାଙ୍କ ମେଳକୁ ତାର  କବିତାର ନାଆ ବାହି ବାହି ..



1    226 3