SHIBASHANKAR DAS
Literary Colonel
14
Posts
2
Followers
0
Following

I'm SHIBASHANKAR and I love to read StoryMirror contents.

Share with friends
Earned badges
See all

दोस्ती के बहाने प्यार करने कि गुनाह कर दिया , एक जान से ज्यादा चाहने वाले को बेगाना कर दिया ।

ଜୀବନ ବଞ୍ଚିବାକୁ ଅଛି ହଜାରେ କାରଣ , ତବେ କରୁଛ ହେ ମୃତ୍ୟୁକୁ ବରଣ । ସବୁ ଅସୁବିଧାର ସମାଧାନ ନୁହେଁ ଯେ ମରଣ , ଏଣୁ ମୃତ୍ୟୁର ପାଖକୁ ଯିବାକୁ ନିଜକୁ କର ହେ ବାରଣ । ଜୀବନ ଗାଏ ତୁମ ପାଖେ କେତେ ଯେ ଜଣାଣ , ତଥାପି ଅକାରଣେ କାହିଁକି ହରାଅ ପରାଣ । ପୋଶିବାକୁ କାମନା ଯଦି ମୃତ୍ୟୁର ଶରଣ , ମନେ କାହିଁ କର ହେ ବନ୍ଧୁ ଆଶାର ପୋଷଣ । ମୃତ୍ୟୁକୁ ଡାକ କିଆଁ କହି ପାଉଛ କଷଣ , ଜୀବନ ସଙ୍ଗୀତ କେବେ ତୁମେ କରିନାହଁ କି ଶ୍ରବଣ ।


Feed

Library

Write

Notification
Profile