Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,



Prabina kumar Kabi  

"Literary Colonel"


ସ୍ମୃତି....

ସ୍ମୃତି, ଏକ ଦିନଲିପି ପୃଷ୍ଠା, ପବନର ସଂଘାତରେ ସଂଘର୍ଷମୟ, କମ୍ପମାନ ଆଲୁଅରେ ଲେଖା।



1    6.9K 3

ସ୍ମୃତି

Others

ସ୍ମୃତି, ଏକ ଦିନଲିପି ପୃଷ୍ଠା, ପବନର ସଂଘାତରେ ସଂଘର୍ଷମୟ, କମ୍ପମାନ ଆଲୁଅରେ ଲେଖା।



1    7.1K 7

ନିସଙ୍ଗ ପଥିକ

Others

ଜୀବନ ଜ୍ୟାମିତିର ସୂତ୍ରଘୋଷି, ନୀରବତା ଓ ନିସଂଗତାର ଅସ୍ତ୍ରରେ ପୁରୁଣା ସମ୍ପର୍କର ଖିଅମାନଙ୍କୁ ସେ ଖୋଲୁଛି, ମରିଯାଇଥିବା ବିଶ୍ବାସକୁ ସାଧନ କରି



1    6.5K 7

ଦେବୀ ଆସୁଛନ୍ତି

Others

ପାରିବେତ ନଷ୍ଟକରିଦିଅନ୍ତୁ ମୋ ବିକଳାଙ୍ଗ ପୌରୁଷର ବିକଳ ମାନସାଙ୍କକୁ, ଆଉ,ସୃଷ୍ଟି କରନ୍ତୁ ମାନବତାର ନୂତନ ସଂଜ୍ଞା.....।



1    13.2K 3

ପଳାତକ

Others

ସଂକୀର୍ଣ୍ଣତାର କାଗଜରେ ଗଢ଼ା ବାଘ କଣ କେବେ ପ୍ରେମକୁ ମାରିଦେଇପାରେ, ଜାଳିଦେଇପାରେ ତା'ର ସେ ଭେଜାଲ୍ ଦାନ୍ତରେ!!



1    7.0K 4

ଦେବୀ ଆସୁଛନ୍ତି!!

Others

ସେ ହାତ କିନ୍ତୁ ଦାୟିତ୍ବ ବୋଧହେଲା ମତେ ହାତ କାଢି ଥୋଇଦେଇଥିଲି ସେ ବୁଦ୍ଧାଶ୍ରମରେ, କେମିତି ଆସିଲେ ଯେ!



1    7.2K 6

ଅନୁତାପ....

Inspirational

କୁହତ! ତୁମେ କାହିଁକି ପାରିଲନି ତୁମେ କାହିଁକି ହାରିଗଲ ଅସହାୟ ଭୀଷ୍ମଙ୍କ ପରି....



1    6.7K 13

କାନ୍ଦୁଥିବା ଈଶ୍ୱର!!

Inspirational

ସେଦିନ ଦେଖିଲି ଈଶ୍ୱରଙ୍କୁ କାନ୍ଦୁଥିବାର ଗୋଟେ ନିସ୍ପ୍ରଭ ଦୀପଶିଖା ପରି ଲିଭିଲିଭି ଜଳୁଥିବାର............



1    13.0K 11

ସ୍ମୃତି

Inspirational

ସ୍ମୃତି, ଏକ ଦିନଲିପି ପୃଷ୍ଠା, ପବନର ସଂଘାତରେ ସଂଘର୍ଷମୟ, କମ୍ପମାନ ଆଲୁଅରେ ଲେଖା.....



1    13.1K 5

ଅନ୍ୟ ଏକ ମହାଭାରତ

Inspirational

ଜହ୍ଲାଦ ଭିତରୁ ଯିଏ କହେ ଦେବତ୍ଵର ବାଣୀ କଲିଜା ଭିତରେ ଥାଏ ତାର ବିଷାକ୍ତ ରୁଧିର, ସେହି ତ ସକୁନି ଏଠି ଏ ରକ୍ତସୋଶା ମହାଭାରତରେ



1    13.2K 7

ଅନ୍ତିମ ଚେତାବନୀ

Others

ମେଞ୍ଚାମେଞ୍ଚା ସ୍ନେହ, ପ୍ରେମ ଓ ଆବିଳତାରେ ଯୋଡ଼ି ହୋଇଯିବେ ଛିଡିଯାଇଥିବା ହୃଦୟ ମାନେ ଆଉ ଅହିଂସା ଶିଖାରେ ଜଳିଯିବ ଅୟୁତ ଅୟୁତ ଦୁଃଖ.....



1    13.5K 8

ସ୍ମୃତି

Others

ସ୍ମୃତି...ଏକ ବିଭକ୍ତ ସମୟ ସପନର ଅଧାଦେଖା ଛାଇ, ଛୁଇଁଯାଏ ଅଛୁଆଁ ସ୍ପର୍ଶରେ ପାହାନ୍ତି ପ୍ରହରେ...।୩।



1    6.8K 5

ପ୍ରେମ

Romance

ଜଳିବା ଶିଖାଏ, ଜଳାଏନି ଅନ୍ୟକୁ, ‘ପ୍ରେମ' ସହିବା ଶିଖାଏ,କହିବା ଜାଣିନି କାହାକୁ....



1    6.5K 9

ଭଲପାଏ

Romance

ମୁଁ ତୁମକୁ ଭଲପାଏ ସତ....



1    6.8K 5

ଅନୁରୋଧ

Inspirational

ଜୀବନ ସଉଦା ସାରି ଫେରୁଛି ମୁଁ ଭାବଗ୍ରାହୀ....



1    1.2K 4

ଅନୁରୋଧ...

Others

ଜାଣିନି ଆଦରିବକି ତେଜିବ ମତେ,



1    6.5K 1

ଜହ୍ନରେ ରହିବି କଳଙ୍କ ହୋଇ..

Romance

ଏତିକି କେବଳ କହୁଛି ସଖିଗୋ ସାକ୍ଷୀ ରହିଲା ଏ ଜୁଇ, ମୁ ମଲାପରେ ତୁମପାଇଁ ନିଶ୍ଚେ ଜହ୍ନରେ ରହିବି କଳଙ୍କ ହୋଇ......



1    1.1K 0

ବୋଉ

Inspirational

ଏକ ଅମ୍ଳାନ ପ୍ରେମର ବାହକ ବୋଉ ହାରିହାରି ଜିତିବା ଶିଖାଏ ବୋଉ....



1    6.7K 7

ବୋଉ...

Inspirational

ଏକ ଅମ୍ଳାନ ପ୍ରେମର ବାହକ ବୋଉ ହାରିହାରି ଜିତିବା ଶିଖାଏ ବୋଉ। ଅସୀମ ବେଦନାରେ ଯୁଡୁବୁଡ଼ୁ ଦେହକୁ ଚିରା କାନିରେ ଲୁଚାଇଦିଏ,



1    6.7K 6

ମନେପଡେ...

Abstract

ଚାଲୁଚାଲୁ ଯେବେ ଥକିପଡ଼େ, ସେତେବେଳେ ତୁମକଥା ଭାରି ମନେପଡେ...



1    1.2K 7