Quotes New

Audio

Forum

Read

Contests


Write

Sign in
Wohoo!,
Dear user,



Sarat Jal

  Literary Colonel

କବି

Others

କବିର ଚରଣେ ମଥା ନଇଁଯାଏ ମଥାପୋତି ସବୁ ସହିବାକୁ ସଂସ୍କାର ଆଣେ ସେ ସଂସାର ମଧ୍ୟରେ ନାହିଁ କେ ଧନ୍ୟ ତାକୁ କହିବାକୁ ॥

1    6.8K 3

ସମୟ କହୁଛି

Others

କାହାକୁ କେବେ ମୁଁ କରିନି ପ୍ରତୀକ୍ଷା ଗତି ମୋର ଅବିରାମ ପ୍ରତ୍ୟକ୍ଷଦର୍ଶୀ ମୁଁ ଯିଏ ଯାହା କରେ ଧର୍ମ ଅବା ଅଧରମ ॥

1    6.6K 5

ଆଶା

Others

ଖୋଜିବାର ଅନ୍ତ ଏ ଜନମେ ପ୍ରଭୂ ଅନ୍ତିମେ ଦର୍ଶନ ମିଳୁ ଅାଶା ମୋର ଆଉ ନିରାଶା ନକର ଜଗବନ୍ଧୁ ହେ କୃପାଳୁ ॥

1    6.8K 7

ଧୂଳି

Others

ଧୂଳିରେ ମିଶିବେ ସକଳ ଜୀବ ପୁଣି ଅନ୍ତିମେ ଧୂଳି ହିଁ ମହାନ ଜଗତେ ଚାଲ କହିବା ଆମେ ॥

1    6.8K 9

ଗଳ୍ପ ଓ କବିତା

Others

ପାଠକଙ୍କ ସମ୍ମୁଖରେ ପାଠ କରିଦେଲେ ଆଲୋଚନାଚକ୍ର କି ସଭାସମିତିରେ ,

1    6.7K 5

ସ୍ୱପ୍ନ

Others

ଏ ଯେଉଁ ସ୍ୱପ୍ନା.. ମୋ ପ୍ରେମିକା... ମୋ ସ୍ୱପ୍ନକୁ ଚୋରେଇ ନେଇ, କେଉଁ ଅଫେରା ରାଇଜକୁ ଚାଲିଯାଇଛି ।

1    6.7K 4

ମୋ ଗାଁ

Others

ସେଇଠି ମୁହିଁ ଜନମ ହେଲି ସେଇଠି ଯିବି ମରି ଭୁଲିବି ନାହିଁ ଗାଁ ମମତା ପ୍ରାଣରେ ହେବି ଝୁରି ॥

1    7.1K 7

ପ୍ରିୟ ବାଜପେୟୀ

Tragedy

ଅଟଳ ତୁମେତ କାୟ,ମନେ,ବାକ୍ୟେ ଅଚଳ ତୁମରି ଛବି କୋଟି ଜନତାଙ୍କ ହେ ଜନନାୟକ ଭାବୁକ,ପ୍ରେମିକ,କବି ॥

1    6.5K 1

ଫୁଲ

Inspirational

ହସି ହସାଉଛୁ ଜଗତଜନକୁ ନାନାରଂଗ ଦେହେ ମାଖି କ୍ଷୁଦ୍ର ହେଲେ ମଧ୍ୟ ବିରାଟ ଗୁଣକୁ ହୃଦୟରେ ଅଛୁ ରଖି ॥

1    1.4K 6

ଦୀପ

Inspirational

କ୍ଷୁଦ୍ର ହେଲେ ମଧ୍ୟ ଦୀପଶିଖା ତୋର ସତ୍ ମାର୍ଗ ଦେଖାଏ ମତେ ଜ୍ଞାନର ଆଲୋକ ଦେବୁକି ପରଶି ଏଇ ମୋର ହୃଦଗତେ ॥

1    7.0K 6

ନଈ

Inspirational

ତୋର ଜଳରାଶି ଅପରକୁ ଦେଇ କରୁ ଜଗତ କଲ୍ୟାଣ ମୁଁ କ୍ଷୁଦ୍ର ମାନବ ତୋପରି ହେବିକି ହୃଦୟେ ବହି ତୋ ଗୁଣ ॥

1    7.0K 3

ଆସରେ ଗଢିବା ନୂଆଭାରତ

Inspirational Others

ଦେଶର ଅଇରି ଜାତିର ବଇରୀ ସମୂଳେ ବିନାଶି ଦେବା ନୂତନଭାରତ ଦାୟାଦ ଆମେରେ ଲକ୍ଷ୍ୟ ଆମ ମାତୃସେବା ॥

1    6.7K 2

ଶ୍ରଦ୍ଧାଂଜଳି

Others

ଭାବିବିନି ପର ତତେ କରିଛି ଅପେକ୍ଷା ମରିବି ଝୁରୁଛି ମନେବହି ପ୍ରେମଦୀକ୍ଷା ॥

1    6.7K 4

କଲେଜ ରାଣୀ

Others

କଲେଜ ଛକ ତୋ ପାଇଁ ଭିଡ ସାଙ୍ଗ ମେଳରେ ତୁ ଗୋଲାପ କଢ । ପାଗଳ ସବୁ କଲେଜ ପୁଅ ଆମ କଲେଜର ତୁ ନିଆରା ଝିଅ

1    6.7K 6

ତ୍ରିରଙ୍ଗା ପତାକା

Inspirational

ଗଢିବା ଭାରତ ହରିବା ଆରତ ତ୍ରିରଂଗା ପତାକା ମନୁ ସାହାଭରସା ସେ ସୁଖରେ ଦୁଃଖରେ ବଞ୍ଚିବ କେ ତା ବିନୁ ॥

1    6.8K 11

ଅନ୍ତିମ ଯନ୍ତ୍ରଣା

Others

ପଶୁପରି କରୁ ଜୀବନଯାପନ ବୃଥା ଗପସପେ ହରିଲୁ ତୋଦିନ । ଆହାର,ନିଦ୍ରା,ମୈଥୁନେ ଦେଲୁ ମନ ଦିନେ ନଖୋଜିଲୁ ଜୀବରଜୀବନ ॥

1    6.9K 6

କିଏ ତୁ ?

Romance

ଲୁଚି ପୁଣି ଦେଖାଦେଉଛୁ ଧରିବାକୁ ଗଲେ ଧାଉଁଛୁ ପ୍ରତିଧ୍ୱନି ମତେ ପ୍ରତିଥର କହେ ପ୍ରତିଶୋଧ ବୋଧେ ନେଉଛୁ କହିବକି ସାଥ...

1    6.9K 2

ଅପୁର୍ବ ଉପମା

Others

ମନମୋର ଚିଠିଟିଏ ତୋଘର ଠିକଣା ଲେଖି ଦେଇ ଯାଆ ହେବିନାହିଁ ବାଟବଣା ॥

1    6.5K 1

ଭଙ୍ଗାକଲମ ଓ ଅଲୋଡାଜୀବନ

Others

ନୂଆକଲମକୁ ସଭିଏଁ ଆଦର କରିଥାନ୍ତି ବାଳ,ବୃଦ୍ଧ,ବନିତା ପୁରୁଣା ହୋଇଲେ ଭାରିଦୁଃଖ ତାର କପାଳରେ ବୋଧେ ଲେଖିଛି ଧାତା ॥

1    12.9K 6

ତରେ ଭାରି ଭଲପାଉଚି

Romance

ଯେଉଁଠି ଥାଆ ତୁ ଭଲରେ ଥାଆ ଲୋ ଏ ଶୁଭକାମନା କରୁଚି ମରିଗଲା ପରେ ଆତ୍ମା ମୋ କହିବ ତତେ ଭାରି ଭଲପାଉଚି ॥

1    6.8K 5

ଆତ୍ମାପକ୍ଷୀ ଉଡିଯିବ

Tragedy

ଗାଁରେ ଆରମ୍ଭ ଜୀବନ ନାଟକ ଗାଁରେ ହୋଇବ ଶେଷ ଶେଷବେଳେ ଦେବ ନିର୍ମାଲ୍ୟ କଣିକା ଆମ୍ବବଉଳର ବାସ ॥

1    6.7K 6

ଶୂନ୍ୟବ୍ରହ୍ମ

Others

ଅନ୍ୟଗତି ମୋର ତୋ ବିହୁନେ ନାହିଁ ଶୂନ୍ୟବ୍ରହ୍ମ ତ୍ରିପୁରେ କାଳେକାଳେ ଅଦୃଶ୍ୟପୟରେ ମହାଶୂନ୍ୟପରେ ଜଗିବସିଅଛି ସଂଜସକା...

1    6.9K 1

ଦୁଃଖି ଦରଖାସ୍ତ

Others

ଦରଖାସ୍ତ ଲେଖା ସରିଲା ଟିକେ କର ବିଚାର ଚାତକ ଜୀବନେ ବିନ୍ଦୁଏ କୃପାବରଷା କର ॥

1    6.3K 5

ପହିଲି ବରଷା

Others

ଡଙ୍ଗାପରି ମନ ଭାସିଭାସି ଯିବ ପ୍ରେମଦରିଆକୁ ତୋର ଲାଜୁଆ ଲାଜୁଆ ଆଖି,ଓଠ,ମୁହଁ ଭିଜୁଥିବେ ବାରମ୍ବାର ॥

1    6.4K 2

ଅପେକ୍ଷା

Romance

ଦେଇଥିଲା ଫୁଲତୋଡା ଫୁଲେଇ ପ୍ରେମିକା ଡାଏରୀରେ ସାଇତିଛି ପଡିନାହିଁ ଫିକା ॥

1    1.1K 4

ଦରଶନ କରି ଚାଲଯିବା ମନ

Others

ଏହିପରି ନାନା ଦୃଶ୍ୟ ଦେଖିଦେଖି ଧନ୍ୟ ହେବ ମନ ନିଜ ଚର୍ମଆଖି । ଦୟା ରଖିଥିବେ ପ୍ରଭୁ ଚକାଆଖି ସଂସାର ଜଂଜାଳେ ହେବୁନା...

1    6.5K 2

ଆସ ଜଗନ୍ନାଥ ଆସ

Others

ଶ୍ରୀଫଳ,କଦଳୀ ନୈବେଦ୍ୟେ ସମର୍ପି ଢାଳିଦେବ ଭକ୍ତିରସ ମୋପୁଅ ଗଢିଛି କୁନିଏକ ରଥ ଆସ ଜଗନ୍ନାଥ ଆସ ।୨।

1    6.7K 3

ସଂନ୍ଧ୍ୟା ଦର୍ଶନ

Others

ରସହୀନ ହୁଏ ହୃଦୟ ତୁମ୍ଭ କରୁଣା ବିନା ରସିକ ଭକତମେଳରେ ମୋର କାଳିଆସୁନା ॥

1    6.5K 5

ଟୋପାଏ ଲୁହ

Children

ପାପୁଲିରେ ଲୁହ ଧରାଦିଏ ନାହିଁ ଭିଜିଯାଏ ରୁମାଲଟା ପ୍ରତିଶୋଧ ନିଏ ଟୋପାଏ ଲୋତକ ଭାଙ୍ଗିଯାଏ ସପନଟା ॥

1    6.6K 4

ହାଏ ମୋର ଦିଲ୍

Comedy Others

ହୃଦୟକୁ ଚୋରି କରିଛୁ ତୁ ଗୋରୀ ଯେବେ ପିନ୍ଧୁ ହାଇହିଲ୍ ହାଏ ମୋର ଦିଲ୍ ॥

1    6.6K 6

ସର୍ବେ ହେବେ ସତ୍ୟାନାଶ

Others

ଏକ ଷୋକ ଛଅ ଦେଖି ଶିକ୍ଷାନୀତି ସ୍କୁଲର ସ୍ଥିତି ଆଖିରୁ ଝରୁଛି ଲୁହ ॥

1    1.4K 8

ବଡଦାଣ୍ଡ ଧୂଳି

Others

ତୋ ଦେହରେ ଲୀନ ହେବାକୁ ଏ ଦୀନ କରୁଛି ହାରି ଗୁହାରୀ ଧୂଳି ଜୀବନରୁ କରହେ ମୁକତି ଆଚ୍ୟୁତ,ମାଧବ,ହରି॥

1    6.7K 1

ଦିସିି ଇଜି ମାୟାରେ ବାୟା

Comedy Others

ବିନା ରୋଜଗାରେ ଫେସନ କାଡି ଅନ୍ଧାର ଘରେ ଯେ ବୁଲାଏ ବାଡି ସଂଜ ସକାଳେ ସେ ଖୋଜଇ ପ୍ରିୟା ଦିସି୍ ଇଜି୍ ପରା ମାୟାରେ ବା...

1    7.0K 7

କିନ୍ତି ନାଗିବ ଯେ

Children Comedy

ପଖାଳ ଭାତକୁ ଶୁଖୁଆ ଭଜା ସକାଳୁ ସକାଳୁ ଦେଲେ ଭାରିଜା ଲଙ୍କାଲୁଣ ପୁଣି ଦେଲେ ସେ ଲାଜେ କିନ୍ତି ନାଗିବ ଯେ ॥

1    12.9K 4

ହୁଅ ସଚେତନ

Inspirational

ହୁଅ ସଚେତନ ଆହେ ସୁଜ୍ଞ ଜନ ତମ୍ବାଖୁ କର ବର୍ଜନ ସୁଖରେ ବଞ୍ଚିବ ସୁସ୍ଥରେ ବଞ୍ଚିବ ଲଭି ଯଶ,ସନମାନ ॥

1    6.8K 2

ଆମ ରାଜଧାନୀ(ଶିଶୁ କବିତା)

Children

ଥରେ ଦେଖିଥିଲେ ଚିଡିଆଖାନା ଫେରିବାକୁ ଇଚ୍ଛା ହେବନି ଜମା । ରାଜ୍ୟପାଳଙ୍କର ଅଛି ଭବନ ରାଜଭବନ ମୋ ରାଜ୍ୟମହାନ ।

1    6.8K 3

ସୁନ୍ଦରୀ ମୌସୁମୀ

Others

ଘନ ଅନ୍ଧକାରେ ପହିଲି ଦେଖାରେ ବେଙ୍ଗୁଲୀ ଗାଇଲା ଗୀତ ହୃଦୟ କ୍ଷେତରେ ସପନ ପଥରେ କୃଷକ ହୋଇଲା ମିତ ॥

1    6.9K 7

ଆସିବ ପ୍ରିୟା

Romance

ସ୍ୱର୍ଣ୍ଣଅକ୍ଷରେ ହେବ ଲିଖିତ ଆମ ପ୍ରେମ ଇତିହାସ ବିଶ୍ୱାସ ମୋର ଆସିବ ପ୍ରିୟା ନିଶ୍ୱାସେ ହୋଇ ପ୍ରକାଶ ॥

1    6.9K 10

ଭାରତମାତାର ଗୀତ

Inspirational

ଦେଶର ଶତୃକୁ ବିନାଶ କରିବୁ ଏଇ ଆମରି ଶପଥ ବନ୍ଧୁକ ସାଥିରେ ବନ୍ଧୁହୋଇ ଆମେ ଢାଳିବୁ ଶେଷରକତ । ହିଂସାପ୍ର...

1    6.6K 4

*ଗୀତ

Children Inspirational

ଏଇମାଟି କୋଳେ ନେଳେ କେତେ ବୀର ଜନମ ରାଧାନାଥ,ଗୋପବନ୍ଧୁ ମହାନତା କରମ ।

1    6.5K 2

ପିପାସା

Inspirational

କହୁକହୁ କହିଦେଲି ସବୁ ଚିତ୍ତଭାଷା ମରୁସମ ହୃଦୟ ମୋ ଶୁଷ୍କଶୁଷ୍କ ଆଶା । ଆସ ନେଇ ପ୍ରୀତିବାରି ପ୍ରେୟସୀ ସହସା ପିପାସା...

1    6.5K 5

ଅବଶୋଷ

Tragedy

କିଏ ଜାଣିଥିଲା ଖେଳିବ ମୋସାଥେ ପ୍ରେମକୁ ଭାବି ଖେଳଣା ନୀଳ ଗଗନରେ ଉଡୁଉଡୁ ସିଏ କାଟିଚାଲିଯିବ ଡେଣା ॥

1    6.7K 2

ଅନ୍ତିମ ଯନ୍ତ୍ରଣା

Inspirational

ତେବେ ସିନା ଜୀବ ହୋଇବ ମୁକତି ମୁକତି ପସରା ପ୍ରଭୁ ଲକ୍ଷ୍ମପତି । ତାଙ୍କ ପାଦେ ଢାଳି ଭକତି ପ୍ରଣତି ଏ ଗୀତ ଶରତ କରୁଅଛ...

1    7.1K 10