Arati Sahoo
Literary Brigadier
AUTHOR OF THE YEAR 2020,2021 - NOMINEE

97
Posts
207
Followers
2
Following

love people

Share with friends
Earned badges
See all

କଣ୍ଟକପୂରିତ ଜୀବନ, ସମୟର ସୁଅରେ ଅପରେସନ ଟେବୁଲରେ ମରୁଥାଏ ଜୀବନଟିଏ । ଆଉ , ଜୀବନର ଅପେକ୍ଷାରେ ହୃଦୟର କୋଣଟିରେ ଜଳୁଥାଏ ଜୀବନଟିଏ । ଜୀବନର ଅଫସୋସ ଟିଏ , ଏହି କଣ୍ଟକପୂରିତ ଜୀବନ । ହଁ , ମୁଁ ଚିକିତ୍ସକ ।

ମୁଁ କାନ୍ୟକୁବ୍ଜ ବ୍ରାହ୍ମଣ , ତେଣୁ ଦୟାକରି ମୋ ସହଯାତ୍ରୀର ଜାତି ଟିକେ ଦେଖିବେ । ମୋର ବିଚାରରେ ବର୍ତ୍ତମାନ ମଧ୍ୟ ରୁଢି଼ ରହିଛି ।କ୍ଷମା କରିବେ । ମାଉସୀ ଏହି ପ୍ଲେନର ପାଇଲଟ ଜଣେ ଓଡ଼ିଆ ଦଳିତ ଝିଅ । ଆପଣଙ୍କ ପାଇଁ ଏହା ମଧ୍ୟ ଅଯୋଗ୍ୟ । ରିସେପ୍ସନିଷ୍ଟ ଉତ୍ତର ଦେଲା ।

କାଳ କାଳ ଧରି କାଳକୁ କଳୁଛ କାଳ ଅଟେ କାଳକୂଟ । କାଳକୁ କଳନା କରି କବଳିତ କରି ଲଭ କଳ୍ପବଟ । ଆରତୀ ସାହୁ

ବାତ୍ସଲ୍ୟ ମମତା ମାଆର କର୍ତ୍ତବ୍ୟ ଅଧିକାର କର ଦାବି । ମାତୃସେବା ଯେବେ କର୍ତ୍ତବ୍ୟ ପାଲଟେ ଖୋଜ ବୃଦ୍ଧାଶ୍ରମ ଚାବି ।

କେତେବେଳେ ଦେଖ ଆଖି ଝରୁଥାଏ କେତେବେଳେ ଝରେ ମେଘ । ମୋ ସନ୍ତପ୍ତ ହୃଦୟ ସଦା ଝରୁଥାଏ ହେବାକୁ ସହସ୍ର ଭାଗ ।

ବୟସ ତ ଏକ ଅଦୃଶ୍ୟ ବନ୍ଧନୀ, ସେହି ବନ୍ଧନୀ ଭିତରେ ଜୀବନ । ବନ୍ଧନୀର ବନ୍ଧ ଥରେ ଭାଙ୍ଗିଗଲେ ପାଲଟିବ ସବୁ ସପନ ।


Feed

Library

Write

Notification
Profile