କବିଶ୍ରୀ ଅକ୍ଷୟ କୁମାର ବେହେରା
Literary Colonel
AUTHOR OF THE YEAR 2021 - NOMINEE

101
Posts
85
Followers
2
Following

ମୟୂରଭଞ୍ଜ ଜିଲ୍ଲା ବଡସାହି ବ୍ଲକ ଅନ୍ତର୍ଗତ କେନ୍ଦୁଡ଼ିହା ଗ୍ରାମପଞ୍ଚାୟତର ଚତୁଃରଦିଗ ସବୁଜିମା ଘେରା ବିଲ, ବଣ ମଧ୍ୟେ କେନ୍ଦୁଡିହା ଗ୍ରାମରେ ୧୯୮୭ମସିହା ଅପ୍ରେଲ ୨୮ତାରିଖ, ମାତା:-ସୋମବାରୀ ବେହେରା ପିତା:-ରମେଶ ବେହେରା ଙ୍କ ଜ୍ୟୋଷ୍ଠ ପୁତ୍ର ରୂପେ ମୋର ଜନ୍ମ । ପାଠପଢ଼ା ସମୟ ରୁ ସାହିତ୍ୟ ପ୍ରତି ମୋର ଆନ୍ତରିକ ଭଲପାଇବା ଥିଲା। ଶିକ୍ଷାର ଶେଷ ନାହିଁ କିନ୍ତୁ... Read more

Share with friends
Earned badges
See all

ଜୀବନଟା ଏକ ନାଟକ ଏଠି ସଂସାରଟା ରଙ୍ଗମଞ୍ଚ, ନିଜ ସ୍ବାର୍ଥ ପାଇଁ ବାଧା ଉପୁଜିଲେ ସମସ୍ତେ ମଣନ୍ତି ତୁଚ୍ଛ ।

ଜଗତ ଠାକୁର ପ୍ରଭୁ ଜଗନ୍ନାଥ ରତନ ବେଦୀରେ ବସି, ସାରା ସଂସାରକୁ ପାଳନ କରନ୍ତି ଦୁଃଖ ପରେ ଦେଇ ଖୁସି ।। କବିଶ୍ରୀ ଅକ୍ଷୟ କୁମାର ବେହେରା

ଆଜିର ଦିନଟି ଚାଲିଗଲାପରେ ଆଉନ' ଆସିବ ଫେରି, ସମୟ ହାତରୁ ଚାଲିଗଲା ପରେ, ହେଉଥିବୁ ଧନ ଝୁରି ।

ମନ୍ଦିର ମାଳିନୀ ଉତ୍କଳ ମୋ ରାଜ୍ୟ ସାରା ବିଶ୍ବେ ଜଣାଶୁଣା, ଜଗନ୍ନାଥ ଧାମ ଭକ୍ତ ପାଇଁ ଶ୍ରେଷ୍ଠ ଝରେ ଅମୃତ ଝରଣା ।

ସୃଷ୍ଟିର ଉଷା ତ ଶିଶୁ ବୋଲି ଜାଣ ସଭିଙ୍କର ଅତି ପ୍ରିୟ, ଦେଶ ଜାତି ପାଇଁ କାମ କରି ଦିନେ ଗଢି ନେବେ ପରିଚୟ । ଅକ୍ଷୟ କୁମାର ବେହେରା

ଯାହାକୁ ନିଜର ମନେ ଭାବିଥିଲି କରି ଦେଲା ମତେ ପର, ସ୍ବାର୍ଥରେ ଟିକିଏ ଉଣା ହେଲା ବୋଲି ହୋଇଗଲା ବହୁ ଦୂର ।। ଅକ୍ଷୟ କୁମାର ବେହେରା

"କଥାଟି ଭୁଲିନ ଯିବ" ଅକ୍ଷୟ କୁମାର ବେହେରା ଆଜିର ଶିଶୁଟି କାଲି ଭବିଷ୍ୟତ ଅବହେଳା ନ କରିବ, ସମୟ ହେଉଛି ସଦା ଗତିଶୀଳ ପଛକୁ ଚାହିଁ ନ ଯିବ ।୧। ଶିକ୍ଷା ଦେଇ ଗଢି ତୋଳିଥିଲେ ତାକୁ ଦିନେ ସିଏ ବଡ ହେବ, ଭଲ କାମକରି ଦୁନିଆଁରେ ଜାଣ କୁଳର ନାମ ରଖିବ ।୨।

ଶିକ୍ଷା ଓ ଶିକ୍ଷକ ଦୁହେଁ ତ ଯୋଡିତ ଜ୍ଞାନର ବିକାଶ ପାଇଁ, ଏକକୁ ଆରେକ ଅତି ଆପଣାର ପାଖ ତ ଛାଡିବେ ନାହିଁ ।

ସୁଖ ଦୁଃଖ ଦୁଇ ସାଥୀ ଆମ ପାଇଁ ବନ୍ଧୁ ପରି ସାଥେ ଥାଏ, ପାଦରେ ପାଦକୁ ମିଶାଇ ଚାଲିଲେ କିଛି ବି ଜଣାନ ଯାଏ ।


Feed

Library

Write

Notification
Profile