Quotes New

Audio

Forum

Read

Contests


Write

Sign in
Wohoo!,
Dear user,



Subal Mohapatra   Author of the Year 2018 - Nominee

ପିତା : ଶେଖର ଚନ୍ଦ୍ର ମହାପାତ୍ର ,ମାତା-- ମଞ୍ଜୁଶ୍ରୀ ମହାପାତ୍ର I ଜନ୍ମ ସ୍ଥାନ : ଖଲାରୀ,ଅନୁଗୁଳ,ଓଡିଶା-୭୫୯୧୨୨ । ବୃତ୍ତି : ସଫ୍ଟୱାର ଇଞ୍ଜିନିଅର, ଏକ ବହୁରାଷ୍ଟ୍ରୀୟ କମ୍ପାନୀ ରେ ବିଜନେସ ଟେକ୍ନିକାଲ ମ୍ୟାନେଜର ରୂପେ ଗାନ୍ଧିନଗର, ଗୁଜରାଟ ରେ କାର୍ଯ୍ୟ ରତ I ଲେଖାଲେଖି ଆରମ୍ଭ ୨୦୧୪ ରୁ I ଗଳ୍ପ ପଢୁ ପଢୁ ହଠାତ ମନହୁଏ ମୁଁ ଗୋଟେ ଗପ ଲେଖନ୍ତି ନି ? ଆଉ ୨୦୧୪ ରେ ଲେଖି ବସେ ଏକ ଗଳ୍ପ I କିନ୍ତୁ ଗଳ୍ପ ଟି କାହିଁକି କେଜାଣି ମନ କୁ ପାଏନି I ତା ପରେ ଆଉ ଦୁଇଟି ଗଳ୍ପ ପତ୍ରିକା ରେ ଆସିବା ପରେ ଚାଲେ ପଢା I ପଢିବା ପାଇଁ ନୁହେଁ ଲେଖିବା ପାଇଁ ପଢା I ଆଉ ଆସ୍ତେ ଆସ୍ତେ ନିଜ ଭୁଲ କୁ ସୁଧାରି ସୁଧାରି ଆଜି ପାଖାପାଖି ୫୦ ଉପରେ ଗଳ୍ପ ଆସିଗଲାଣି ଆହ୍ବାନ, ଆମେଓଡ଼ିଆ, ବେଦାନ୍ତୀ, ପୌରୁଷ ଓ ଷ୍ଟୋରି ମିରର ପରି ପତ୍ରିକା ରେ I କୋଡିଏ ଟି ଗଳ୍ପ କୁ ନେଇ ଏକ ଗଳ୍ପ ସଂକଳନ "ସପ୍ତଫେଣି " ଷ୍ଟୋରି ମିରର ଆପ୍ପ ରେ ଇ-ବୁକ ଭାବେ ପ୍ରକାଶିତ I ପ୍ରକାଶିତ ଗଳ୍ପ ଭିତରେ ଜୀବନ ସଂଘର୍ଷ, ତୃତୀୟ ଲିଙ୍ଗ, ଅନାବିଳ ପ୍ରେମ, ଛାଡଖାଇ, ସମ୍ପର୍କ, ଟଗର ଫୁଲ ଆଦି ବହୁଳ ମାତ୍ରା ରେ ପାଠକୀୟ ସ୍ୱୀକୃତି ପାଇଛି I ନିତିଦିନିଆ ଘଟଣା ରୁ କାହାଣୀ ଖୋଜି ନାୟକ ମାନଙ୍କୁ ସଜେଇ ଗଳ୍ପ ଲେଖିବାକୁ ଭଲପାଏ I ପ୍ରାୟ ସବୁ ଗଳ୍ପ ଗୁଡିକ ନିଜ ଆଖପାଖ ରେ ଘଟୁଥିବା ଘଟଣା ବଳି, ମୁଁ କେବଳ ଟିକେ ଅଧିକ ନିରିଖେଇ ଦେଖେ I ମୋ ଗଳ୍ପ ଗୁଡିକ ଆପଣ ମାନଙ୍କୁ ମଧ୍ୟ ଆନନ୍ଦ ଦେବ ଏତିକି ଆଶା I ରୁଚି - ମିନି ଗଳ୍ପ, ଗଳ୍ପ ଓ କବିତା ଲେଖିବା ଅଭ୍ୟାସ-ଗଳ୍ପ ବହି ଓ ପତ୍ରପତ୍ରିକା ପଢିବା I read more

  Literary Brigadier

ସେଦିନ ର ଦୀପାବଳୀ ଓ ପୋତା ହାଡ...

Horror

ଆହୁରି ପାଖ କୁ ପାଖାପାଖି ଦଶ ମିଟର ପାଖକୁ ଆସିବାରୁ ଆସ୍ତେ ଆସ୍ତେ ଲିଚୁ ଲାଇଟ ଗୁଡିକ ଦେଖା ଗଲେ ହେଲେ ଏ କଣ? ସବୁ ଗୁଡି...

23    320 25

ଅମାବାସ୍ୟାର ଚାନ୍ଦ

Horror Inspirational

ମିରର ରେ ଦେଖିଲି, କେହିଜଣେ ହସି ହସି ମୋତେ ଟା ଟା କରୁଥିଲା....ସେଇ ନାଲି ଶାଲୱାର, ସେଇ ହଳଦିଆ ଚୁନି ....

6    165 37

କିଏ କହେ ତାକୁ ଛଳନା ପୁଣି

Others

ହଠାତ ଦିନେ ରାତି ଅଧରେ ପୁଣି ପାଣି ର ଚଭ ଚଭ ଶୁଭିଲା। ମୋ କୁଡ଼ିଆରୁ ବାହାରି ବାହାରକୁ ଆସି ଦେଖେ ତ ସେଇ ଝିଅଟି। ଏଥର ମ...

10    217 3

ପକୁଡି ବିକାକୁ ଯାତେରା ଦେଖା

Inspirational Others

ଯାତେରା ଦେଖା ଆଉ କଦଳୀ ବିକା , ନା ନା ପକୁଡି ବିକା ଆଉ ଯାତେରା ଦେଖା ଏକାବେଳେ ହୋଇଯାଇଥିଲା ତାଙ୍କର...

5    485 50

ସମ୍ପର୍କ..

Others

ଏନଜିଓ ର ମୁଖ୍ୟ କାମ ହେଲା ଝିଅ ମାନଙ୍କୁ ଖରାପ ରାସ୍ତା ରୁ ଆଣି ସମାଜ ର ମୁଖ୍ୟ ସ୍ରୋତ ରେ ମିଶାଇବା

6    386 16

ୱାଟର ରାଇସ ବନାମ ପଖାଳ ଥାଳି

Others

I know this. This is called as water-rice.

3    4.7K 22

ଫୁଲ ଚୋରି

Inspirational

“ଫୁଲ କୁ ଫୁଲ, ପନିପରିବା, ତା ସହ ଥଣ୍ଡା ଘର, ରିଙ୍କୁ ଆମ ପାଇଁ ସବୁ ର ସମାଧାନ ଏକାଥରେ କରି ଦେଇ ଗଲା ” ।

12    5.2K 16

କ୍ଷମା

Inspirational

କ୍ଷମା କରି ଦେବାରେ ଯେ ଏତେ ଆନନ୍ଦ ଥାଏ, ଚିନ୍ମୟୀ ଦେବୀ ଆଜି ତାହା ହୃଦୟଙ୍ଗମ କରୁଥିଲେ

7    11.5K 24

ସାଥି

Others

ଅଣାଅଶୀ ବୟସର ଗୋଟେ ବୁଢା କଣ କେବେ ଦୈହିକ ସମ୍ପର୍କ ପାଇଁ ଭଲ ପାଇ ପାରେ ଗୋଟେ ପଞ୍ଚସ୍ତରୀ ବୟସ୍କ ବୁଢ଼ୀ କୁ?

7    7.7K 19

ଆଖି...

Others

ମୁଁ ତ ଏ ଆଖି ଦୁଇଟି ଦେଖି ତୁମକୁ ଭଲ ପାଇ ବସିଲି।

5    7.8K 18

ପ୍ରକୃତ ବନ୍ଧୁ

Inspirational

ନିଜେ କଷ୍ଟ କରି ତୁମ ମୁହଁରେ ଟିକେ ହସ ଦେଖିବାକୁ ପ୍ରୟାସ କରନ୍ତି। ସେ ହେଲେ ସ୍ବାମୀ କିମ୍ବା ସ୍ତ୍ରୀ। ଏ ବିଷୟ ରେ କିଛ...

3    7.1K 15

ଭିକାରି

ଖବରକାଗଜ ରେ ଦିଆ ଯାଇଥିବା ଫୋଟୋ ରେ ରାହୁଲ ର ମିଲିଟାରୀ କମ୍ବଳ ଆଉ ଚାରିଟି ପାଞ୍ଚଶହ ଟଙ୍କିଆ ନୋଟ ରାହୁଲ କୁ ମିଲି ମିଲ...

14    14.0K 11

ଚାଷ ଅଛି ଯାହାର

Inspirational Others

ସେଦିନ ସନ୍ଧ୍ୟା ରେ ଦିହେଁ ଏକାଠି ବସି, ଛୋଟ ବେଳେ ସାହିତ୍ୟ ବହିରେ ପଢିଥିବା ଗୀତ "ଚାଷ ଅଛି ଯାହାର, କି ଆନନ୍ଦ ତାହାର"...

18    14.8K 21

ଗଛ

Inspirational

ସବୁ ଗଛ କୁ ଆମ ନିଜ ପୂର୍ବ ପୁରୁଷ ଭଳି ମାନିବା। ଗଛଟିଏ, ନିଜେ ନିଜେ ମରିବା ଯାଏଁ ତାକୁ ନ କାଟି ବଞ୍ଚିବାକୁ ଦେବା।

9    15.0K 9

ହାପି ରଜ

Others

କଷ୍ଟ ସମ୍ଭାଳି ମୁହଁରେ ହସ ଫୁଟେଇ ଏକାଥରେ କହିଗଲି ଏତକ। ଖଣ୍ଡିଆ ଯୋଗୁଁ ଜାଗା ଗୁଡିକ ପୋଡି ଉଠୁଥିଲେ ବି, ଏ ସମୟ ରେ ମୁ...

5    7.5K 15

ଭିନ୍ନ ଏକ ଏକଲବ୍ୟ

Inspirational

କହୁ କହୁ ସେ ରମେଶ ବାବୁଙ୍କ ଗୋଡ ତଳେ ପଡିଗଲେ I ରମେଶ ବାବୁଙ୍କର ମନେ ପଡି ଯାଉଥିଲା ମହାଭାରତ ର ଏକଲବ୍ୟ କାହାଣୀ ଟି

20    14.8K 16

ଅଧୁରା ପ୍ରେମ

Romance Tragedy

ସେ ଏମିତି ଆସେ ମଝିରେ ମଝିରେ I ଠିକ ଆସିବ, ଯେତେବେଳେ ମନଦୁଃଖ ଥିବ, ନହେଲେ ଯେତେବେଳେ ଟେନସନ ଅଧିକ ଥିବ କି ଏକା ଏକା ଲ...

7    7.7K 17

ଟଙ୍କାକିଆ କଏନ

Inspirational

ସବୁ ଡାକ୍ତର ବନ୍ଧୁ ମାନଙ୍କୁ ଗୋଟିଏ ଅନୁରୋଧ :- ଦିନକୁ ଗୋଟିଏ ଘଣ୍ଟା "ଅତି ଗରିବ" ରୋଗୀ ଦେଖିବାରେ ଲଗାନ୍ତୁ.........

10    18.0K 60

ସହରୀ ବୋହୁ....

Tragedy Inspirational

କାରଣ ଏମାନେ ନିଜ ଲାଭ ପାଇଁ ଜିନିଷ ବିକ୍ରି କରନ୍ତି ନାହିଁ I ଜିନିଷ ବିକ୍ରି କରନ୍ତି ବଞ୍ଚିବା ପାଇଁ I ଦି ମୁଠା ଖାଦ୍ୟ...

9    9.2K 22

ଦାୟାଦ

Drama Others

ଗୋଟେ ପଟେ ପ୍ରେମ... ଆର ପଟେ ବାପା ମା, ସମାଜ, କୁସଂସ୍କାର ଓ ଆହୁରି ବହୁତ କିଛି ... କଣ କରି ପାରିଥାନ୍ତା ପ୍ରକାଶ??

7    7.8K 15

ଛାଡଖାଇ

Abstract Inspirational

କଣ କରିବ? ଖାସି ଆଉ ନାହିଁ, ତାକୁ ୧୫ କିଲୋ ନଦେଲେ ସେ ଏଠୁ ଦୋକାନ ଉଠେଇ ଦେବାର ଧମକ ଦଉଛି। ବହୁତ ବଡ଼ ନେତା ସେ।

3    7.1K 9

ବଳି ଓ ନିର୍ବାଚନ

Abstract Inspirational

ନିର୍ବାଚନ ଆଉ ୭ ଦିନ ରହିଲା । ସରପଞ୍ଚ ପ୍ରାର୍ଥୀ ସମସ୍ତଙ୍କ ଘରକୁ ଯାଇ ଭୋଟ ଭିକ୍ଷା କରୁଥାନ୍ତି ।

2    7.2K 9

ରକ୍ତ ଦାନ...

Inspirational Tragedy

ରକ୍ତ ଦାନ ମହତ ଦାନ ....

15    14.4K 13

ଟଗର ଫୁଲ

Abstract Tragedy

ସେ ଗୋଲାପ ଫୁଲକୁ ସବୁ ବେଳେ ଭଲପାନ୍ତି । ଗୋଲାପ ହେଲା ଗୋଟେ ଫୁଲ ଯାହାର ବାସନା ଅଛି । ସେ ବାସନା ସମସ୍ତଙ୍କୁ ଆତ୍ମବ...

7    7.1K 14

ଦାଦନ

Inspirational Tragedy

ବିମଳା ଆଉ ବୁରୁ ଆଖିରୁ ଲୁହ ବୋହୁଥାଏ I ମଣିଷ ନୁହଁ ସ୍ୱୟଂ ମା ଚଣ୍ଡୀ ଆସିଥିଲେ ଦୁଷ୍ଟ ମାନଙ୍କୁ ସଂହାର କରିବା ପାଇଁ

16    14.6K 25

କମ୍ବଳ

Inspirational Abstract Others

ଚମ୍ପା ଉପରକୁ ଚାହିଁ, ଭଗବାନଙ୍କ ଉଦ୍ଦେଶ୍ୟ ରେ ହାତ ଯୋଡୁଥିଲା ବେଳେ ଭାବ ଉପରକୁ ଚାହିଁ ତାରା ମେଳରୁ ତା ମା କୁ ଖୋଜୁଥି...

7    13.7K 20

ପ୍ରେମ ବିବାହ

Drama Inspirational

୫୦ ବର୍ଷ ତଳର ଅବସ୍ଥା ଯେ ପୁଣି ଆସି ପହଞ୍ଚିବ ଏକଥା ସେ ସ୍ଵପ୍ନରେ ବି ଭାବି ନଥିଲେ I

8    7.3K 21

ବୋର୍ଡିଙ୍ଗ ସ୍କୁଲ ଆଉ ବୃଦ୍ଧାଶ୍ରମ

Inspirational

ପିଲା ଯଦି ବାପା ମାଙ୍କ ସ୍ନେହ, ଭଲ ପାଇବା ଛୋଟରୁ ନ ଜାଣିଲା, ସେ କ’ଣ ପାଇଁ ବୁଢାବୁଢୀଙ୍କୁ ପଚାରିବ, କଣ ପାଇଁ ଭଲ ପାଇବ...

4    14.1K 16

ପାଲଟା ବାଘ

Inspirational Thriller

ମଣିଷ ପରି ହାତ ଗୋଡ ତା'ର I ମୁହଁ ବି ମଣିଷ ପରିକା I ସେ ବୋଧେ କେଉଁ ଅଜଣା ଗ୍ରହରୁ ଆସିଥିବା ଏଲିଅନ କିମ୍ବା କିଏ ଗୁଣି ...

3    7.0K 10

ବାପା ଓ ମା ...

Inspirational

ବାପା ଓ ମା -- ଦୁନିଆଁ ର ଦୁଇଟି ଅଜବ ପ୍ରାଣୀ I ଛୁଆ ମାନଙ୍କୁ ଜନ୍ମ ଦେଇଦେଲେ ବାପା ଆଉ ମା ହେଇ ଯାଆନ୍ତିନାହିଁ I କିଛି...

8    14.1K 16

ଅନାବିଳ ପ୍ରେମ

Inspirational

ଅଗଣିତ ଭଲପାଇବା

19    7.3K 17

ଚୁଡା

Others

ପୋହା - ଚୁଡା ସନ୍ତୁଳା , ମମରା - ମୁଢି

1    7.6K 21