Quotes New

Audio

Forum

Read

Contests


Write

Sign in
Wohoo!,
Dear user,



Dr. Shiba Prasad Tripathy   Author of the Year 2018 - Nominee

  Literary Colonel

ଅଧିକାର

Abstract

ପ୍ରତିଷ୍ଠା-ପ୍ରତିପତି-ପ୍ରଗତି ଗଣତନ୍ତ୍ର-ସରକାର-ଅଧିକାର ସବୁତ ଆମର ସାଂବିଧାନିକ ଅଧିକାର ଆମର ଫେର

1    319 32

ବର୍ଷା : ଡାହାମିଛ ତୁମ ଋତୁରେ

Others

କେତେଥର ପଚାରିଛି ତୁମକୁ ତୁମ ଆସିବା ବେଳକୁ ତୁମେ ଠକି ଥିବା ମୁହୂର୍ତ୍ତ ମାନଙ୍କୁ, ତୁମେ କିନ୍ତୁ ନିରୁତ୍ତର ...

1    402 6

ତିନିଟି ସ୍କେଚ

Others

ତୁମେ ଆଉ ଲେଖନାହିଁ ଚିଠି ନାଁ-ଗାଁ ଲେଖାଥିବା ଭୂଲ୍ ଠିକଣାରେ, ମୁଁ ତ ଜଳୁଛି ଏବେ

1    133 7

ଚିତ୍ରରୁ ଚରିତ୍ର ଆଡକୁ ଏବେ

Others

ଅଜ୍ଞାତବାସ ସରିଗଲା ପରେ ନିର୍ବାଚନ ଋତୁର ପ୍ରାରମ୍ଭରେ ଭେଟହୁଏ ଗାଁ-ଦାଣ୍ଡ ନାଟ୍ଯ ମଣ୍ଡପରେ ଠିକ୍ ପାଞ୍ଚ ବର୍...

1    484 24

କ୍ରମଶଃ ଶୀତ ଏବେ

Others

ଏତେସବୁ .... କଅଁଳ ଶିଶୁର ହୁଗୁଳା ମନରେ ଉଷ୍ଣତା ଖୋଜୁଥିବା ମାଁ'ର କସ୍ତାଲୁଗା ଚିରା ପଣତରେ

1    312 15

ପ୍ରିୟ ପକ୍ଷୀ

Fantasy Others

ସୂର୍ଯ୍ୟସ୍ନାତ କରି ସେଦିନ ଯାହା ଫେରିଥିଲି ଅମଡା ବାଟ ବାଟ ହୁଡିଗଲି କାହିଁ କେତେ ଦୂର ବନସ୍ତେ ରହିଲି !!!

1    9.1K 12

ଜୀବନ

Others

ବେଳେ ବେଳେ ଯଦି ଅଙ୍କ କଷୁ କଷୁ ଯୁକ୍ତରୁ ବିଯୁକ୍ତ ଅବା ବିଯୁକ୍ତରୁ ଯୁକ୍ତ ନହୋଇ ପ୍ରଶ୍ନବାଚୀ ହୁଏ

1    5.2K 4

କ୍ରମଶଃ ଆଲୋକ ଆଡକୁ ଏବେ

Inspirational

ସଚରାଚର ଜୀବନ ପ୍ରବାହ ଏବେ କ୍ରମଶଃ ଅଂଧାରରୁ ଆଲୋକ ଆଡକୁ ଧାବମାନ ସମୟର ଗତି ପରିବର୍ତ୍ତନ !!!

1    11.7K 11

ଜୀବନ ସଂଗୀତ

Others

ପାହୁଂଡ ଟେକିଲେ ଲାଗୁଛି ଯେମିତି ଅନିଶ୍ଚିତ ଭବିଷ୍ୟତ ପାଦ ଥାପିଲେ ଖସୁଛି ମାଳ- ମାଳ ଦଂଶନ ବୃଶ୍ଚିକ ।।

1    13.3K 9

ଶବ୍ଦବ୍ରହ୍ମ

Others

ତୁମ ବ୍ରହ୍ମରୂପ ଦର୍ଶନ ମାତ୍ରକେ ତୁମେ ଶବ୍ଦବ୍ରହ୍ମ ହେଇ ଯାଅ ।।

1    6.5K 8

ପ୍ରତିଶ୍ରୁତି

Others Romance Tragedy

ବାସି ଫୁଲର ପାଖୁଡା ମାନଙ୍କୁ ଭଲପାଇ ବସିଲି ତୁମେ ଦେଇଥିବା ତୁମର ସେ' କାକର ଭିଜା ନିର୍ଭର ପ୍ରତିଶ୍ରୁତିକୁ !!!

1    13.4K 13

ଅମୃତର ପଥେ

Others

ତୃତୀୟ ନୟନ ଫେଡି ଆଉ ଜଣେ ଦେଖୁଛି କାହା ପାଦ କେତେ ତଳକୁ ଖସିଛି ଶୁନ୍ଯରୁ ଶୁନ୍ଯକୁ ଆଉ କିଏ ପାହୁଣ୍ଡ ଟେକିଛି

1    6.8K 11

କବିତା

Inspirational

ଧୀର ପାଣି ଧୀର ପବନ ଖାଇ ଗଜାରୁ ପତ୍ର ମେଲି ମଥା ନଇଁ ମାଟିକୁ ଛୁଇଁଲି

1    7.0K 8

ବଂଧୁତାର ପଥ (ତିନି)

Inspirational

ବଂଧୁତାର ଚିତ୍ର ଆଙ୍କି ଦେବା କାଳରୁ କାଳାନ୍ତର ଅନନ୍ତ କାଳ ଯାଏ ଆଲୋକର ପଥେ ପାଦ ବଢାଇବା !

1    6.8K 8

ଶେଷ ବସନ୍ତ

Tragedy

ତୁମ ସୁର ମୋତେ ଆଜିବି ଶୁଭୁଛି ହୃଦୟକୁ ବେଶୀ ବେଶୀ ଆହା, ଆସନ୍ତକି ଥରେ ବସନ୍ତର ଶେଷେ

1    6.7K 3

ତୁମେ ଆସିବା ବେଳରେ ...

Others

ଗାଁ-ପରିମଳ ମନ-ନିର୍ମଳ ସହର-ତଳ ଚଳ-ଚଞ୍ଚଳ ଲିପା-ପୋଛା ସରିଛି ବାହାର- ଭିତର ଘର କାନ୍ଥରୁ ଅଗଣାର ତଳ ଆକାଶ ଠାର...

1    6.9K 4

ଲେଉଟାଣି ବେଳ

Others

ଶବ୍ଦ ତରଙ୍ଗରେ ଅପହଞ୍ଚ ଦୂରତାର କେଉଁ ଏକ ଅଲୋଡା ପଣର ସୂର୍ଯ୍ୟାସ୍ତ ସହରରେ ...

1    7.0K 7

ବନ୍ଧୁତାର ପଥ (ଦୁଇ)

Inspirational Others

ହୃଦୟ ମାନଙ୍କୁ ଯୋଡି ଦେବା ଆମେ-ଆମ ଅଳିନ୍ଦ ଭିତରେ , ଭଲ ପାଇ ବସିବା ପରସ୍ପର ଅଭିମନ୍ତ୍ରିତ ହୃଦୟର ଆମ ଚଉଡା ରାସ୍ତ...

1    6.9K 7

କବି

Others

ପିଇ- ପିଇଯିବ ଆକଣ୍ଠରେ ନୀଳକଣ୍ଠ କବି କଲମର

1    1.5K 13

ଅଲିଭା ପାଦଚିହ୍ନ

Inspirational

ତୁମେ ଗଲ ଅମୃତର ପଥେ ଇତିହାସ ତୁମ ସାଥେ ସାଥେ ଅତୀତ- ବର୍ତ୍ତମାନ ଓ ଭବିଷ୍ୟତ ବାର୍ତ୍ତାବହ ଶାନ୍ତିର କପୋତ ହେ ଅଗ୍ର...

1    13.2K 8

ଝିଟିପିଟି ସତ କହିଥିଲା

Tragedy

ଇତିହାସ ପାଖରେତ ନଥିଲା ଭୂଗୋଳର ଚିତ୍ରପଟ୍ଟ ଯାହାଖାଲି ଜଳ-ଜଳ ଦିଶୁଥିଲା ତୁମକୁ ମିଛ- ମତେ ସତ ଲାଗିଥିଲା ବାଡୁଅ ଝି...

1    7.0K 14

ଶ୍ରାବଣୀ ତୁମକୁ

Romance

ମୁଁ ' ଆଉ ଏଠାରେ ନାହିଁ ଅଛି, କେଉଁ ଏକ ସୂର୍ଯ୍ୟାସ୍ତ ସହରରେ ଯେଉଁଠି ବଢୁଥାଏ ରାତି ଛିଣ୍ଡୁଥାଏ ଦିନ ଓଦା ଲଫାପା ଭ...

1    7.2K 7

ଶେଷ ବସନ୍ତର ଚିଠି

Fantasy

ଛିଣ୍ଡି ପଡୁଅଛି ଦିନ , ମୁହଁସଂଜ ବେଳ ଗଡି ଗଲା ପରେ କାଲିକି ପୁରିବ ଅଢେଇ ଦିନ ।।

1    6.9K 8

ବଂଧୁତାର ପଥ

Inspirational Others

ତୁମକୁ ମାଗୁଛି କେବଳ ବଢାଇ ଦୁଇ ହାତ ଭୂମି ଠାରୁ ଭୂମା ଯାଏ ବ୍ଯାପ୍ତ ସୁଦୃଢ଼ ଆମ ବଂଧୁତାର ପଥ ଆସ ! ବଢାଇଛି ହାତ !!...

1    7.2K 14

କଥାଟା ଠିକ୍ ସେମିତି ନଥିଲା

Others

ତୁଠ ପଥରରୁ ନଈ ଦାଢେ ଦାଢେ ମୋ'ସହ ଭେଟ ହେଲାବେଳେ ଅଦୃଶ୍ୟରୁ ଦୃଶ୍ଯ ଆଡକୁ ଆଖି ଫେରୁଥିବା ବେଳେ ।।

1    14.2K 18

ମୁହଁ ସଂଜବେଳ

Others

ଆକାଶ ଦୀପଟିଏ ଜାଳି ଶୁଭ ମନାସୁ ଥିଲା ପ୍ରତିଟି ସଂଜ- ସଳିତାରେ ଢଳି ଢଳି ଆସୁଥିବା ଜୀବନର ଅନ୍ତିମ ସଂଧ୍ୟାରେ ।।

1    7.2K 7

ବର୍ଷା

Others

ସାତରଂଗ- ସାତସୁରେ ମନ୍ଦିର ବେଢା ଘଣ୍ଟ ଆଳତିରେ ଓଁ କାର ଧ୍ବନିରେ ବର୍ଷାଭିଜା ଆମ ଗାଁ ମାଟିର ଗଂଧରେ ।।

1    13.5K 9

ଆକାଶ ଦେହରେ ବିଷୁବ ଝୁଲୁଛି

Others

ଭୋକିଲା ସମୁଦ୍ର ମୁହଁରୁ ଫେଣ ବାହାରୁଛି ।। ଏବେ ଠିକ୍ ଶୁଭୁଛି !

1    7.0K 14

ଈଶ୍ବର

Inspirational

ତୁମେ ଯେବେ ଆସ ଶବ୍ଦରେ ଶବ୍ଦରେ....

1    6.9K 13

ସହର ସାରା ଖରା

Others

ଯବନିକାର ସମୟ ଆସୁଛି ଅଶାନ୍ତ ଗ୍ରହରୁ ଏବେ ସାରା ସହରର ଛାତିଏ ଜ୍ବାଳାରେ ହୃଦେଇ ଜଳୁଛି ଜଳୁଛି ଶିଖାଏର ମହମ ଜଳୁଛି ...

1    7.1K 11

ଲିଭି ଯାଉଥିବା ସଂବିତ ଠିକଣା

Others

ଏକା ଏକା ସମସ୍ତେ ଖାଁ ଖାଁ ସାରା ଦି' ପହରଟାରେ ଖୋଜୁଛନ୍ତି ନିଜକୁ ନିଜେ ଲିଭି ଯାଉଥିବା ସଂବିତ ଠିକଣା ଭିତରେ ନିଜକ...

1    7.1K 14

ରାତି ପାହିବା ଆଗରୁ

Romance

ରାତି ପାହିବା ଆଗରୁ ଆସ ଥରେ ନିରୋଳାରେ ବସି ଗପ-ସପ କରିବା....

1    6.8K 15

କୁଳ ଲଂଘିବା ଆଗରୁ

Others

ନଈର ଦାଢକୁ ପରଖି ନେବା, ଲଂଗଳ ମୂନରେ ସିଆର କାଟି କାଟି ଆମ ସଂପର୍କର ଗଭୀରତା ମାପିଦେବା ।।

1    7.1K 8