Dibya Ranjan Sahoo
Literary Colonel
AUTHOR OF THE YEAR 2021 - NOMINEE

43
Posts
105
Followers
6
Following

ମୁଁ ସିଏ ନୁହେଁ ! ଯାହାକୁ ତମେ ଖୋଜୁଛ 🙃

Share with friends
Earned badges
See all

ଧିରେ ଧିରେ ମୁଁ ଯେତେ ବଡ଼ ହେଇ ଯାଉଛି, ଏମିତି କାଇଁ ଅନୁଭବ ହେଉଛି କି ' ଏ ବୟସ ଟା ଭାରି ବଦମାସ୍ '

ହାରି ହାରି ଯିଏ ଜିତିବା ଶିଖିଚି , ତାକୁ ହରେଇବ କିଏ ମରି ମରି ଯିଏ ବନ୍ଚିବା ଶିଖିଚି, ତାକୁବା ମାରିବ କିଏ ସମୟ ଆସିବ ଦୁନିଆ କହିବ ତମେ କିଏ ଆମେ କିଏ....

ତମେ ହେଉଛ ସିଏ ଯାହାକୁ ମୁଁ ବେଶୀ ଭଲ ପାଏ ତମ ବିନା ସ୍ବପ୍ନ ଦେଖିବା ତୁଚ୍ଛ ଲାଗେ ମୋର ପ୍ରତିଟି ଭାଷା ରେ ତମେ ଏଥିରେ ସନ୍ଦେହ ନାହିଁ ଯେ ମୁଁ ତୁମକୁ କେତେ ଭଲ ପାଏ.... 🥰💖🥰 ......JusT FoR U

ଜୀବନ ଚଲା ବାଟରେ ହଜିଯାଇଥିବା ଅନ୍ଧାର ରାତିଟେ ମୁଁ.. ସୁନେଲି ସକାଳ ର ଆଶା ଆକାଂକ୍ଷା ରେ ଭରା କିରଣ ଟେ ତୁ ।

ପ୍ରଥମ ଦେଖା ରେ କରିଲ ନିଜର ଆଖିରେ ମିଶାଇ ଆଖି ସେହି ଦିନୁ ତୁମ ପ୍ରେମରେ ପଡ଼ିଲି ମନ ରହିଗଲା ଲାଖି ।

ପ୍ରଥମ ଦେଖା ରେ କରିଲ ନିଜର ଆଖିରେ ମିଶାଇ ଆଖି ସେହି ଦିନୁ ତୁମ ପ୍ରେମରେ ପଡ଼ିଲି ମନ ରହିଗଲା ଲାଖି ।

ଆଇନା ଆଗରେ ଚାହିଁଦେଲେ ମୁଯେ ତୁମ ମୁହଁ ଖାଲି ଦିଶେ ଆଖିର ଝରକା ଖୋଲିଦେଲେ ଥରେ ଜହ୍ନ ଖିଲିଖିଲି ହସେ ।

Pata nehi tumse Aisa kya rista he Dard koi bhi ho Per yaad tumhari Hi ati he

Touch karna pyaar nehi hota Feel karna pyaar hota hai Kiss karna pyaar nehi hota Miss karna pyaar hota hai Sath ghumna pyaar nehi hota Respect and care karna pyaar hota hai


Feed

Library

Write

Notification
Profile