indira Satpathy padhi
Literary Captain
102
Posts
53
Followers
0
Following

I'm indira Satpathy and I love to read StoryMirror contents.

Share with friends
Earned badges
See all

ତୁମ ଠାରେ ଆରମ୍ଭ ଓ ତୁମ ଠାରେ ହିଁ ଶେଷ ମୋ ଜୀବନର ଉପନ୍ୟାସ...... ଇନ୍ଦୁ

ହେ ଈଶ୍ୱର ଏ ପାପୀର ମହା ପାପ କୁ ଥରୁଟିଏ କ୍ଷମା କର... ଇନ୍ଦୁ

ସମଗ୍ର ଦେଶରେ ଶାନ୍ତି ବିସ୍ତାର କରିବାର ପ୍ରୟାସ କରେ ଜଣେ ରାଷ୍ଟ୍ରୀୟ ନାୟକ , ସେ ଦେଶକୁ ବିପଦ ମୁଖରୁ ରକ୍ଷା କରିବା ପାଇଁ ନିଜ ଜୀବନ କୁ ବାଜି ଲଗେଇ ଦିଏ... ଯେମିତି ସେଦିନ ମହାତ୍ମା ଗାନ୍ଧୀ ଦେଶ ପାଖରେ ନିଜକୁ ସମର୍ପି ଦେଇଥିଲେ.... ଇନ୍ଦୁ

ସ୍ନେହ ମମତାର ବାଉଁଶ ନଡ଼ା ରେ ଗଢା, ମୋ ଶ୍ରୀମନ୍ଦିର ସମ ପରିବାର। ଏଠି, ଶାଗ ପଖାଳ ରୁ ମହ୍ ମାହ ବସେ ଛପନ ଭୋଗ ର ସୁଆଦିଆ ପ୍ରସାଦ..... ଇନ୍ଦୁ

ଭାଇ ଭଉଣୀ କହ କାହାଣୀ, ପରସ୍ପର ସ୍ନେହ ରଙ୍କୁଣୀ । ପିଲା ଦିନର ସାଇତା ସ୍ମୃତି, ମନେ ପଡ଼େ ମୋ ଦିନ ରାତି । ନିତି ଝଗଡ଼ା କରନ୍ତି ସତେ, ନଦେଖିଲେ ଦଣ୍ଡେ ମୁହୂର୍ତ୍ତେ..... ଇନ୍ଦୁ

Feed

Library

Write

Notification
Profile