ହଟାତ୍ ଭାବେ ମୁଁ ହଟାତ୍ ଲେଖେ ମୋ ଲେଖାରେ ମୁଁ ଜୀବନ ଦେଖେ ।
Share with friendsଏ ଜନ ସମୁଦ୍ର ଆଜି ହା,ହା କାର ପ୍ରତି ମୁହୂର୍ତ୍ତ ଏଠି ଲାଗୁଛି ଡର କେବେ ମାଡ଼ିଆସି କଣ୍ଟକ ବନ ଲହୁ ଲୁହାଣ କରେ ଆମ ଶରୀର ...
ତୁ, ତା' ସମ୍ବୋଧନ କେତେ ଯେ ମଧୁର ଆପଣ ,ତମେରେ ନାହିଁ ତ ଆଦର ସ୍ନେହ, ଶ୍ରଦ୍ଧା ଭରା ମନୁଷ୍ୟ ଜନମ ଧରି ବଞ୍ଚିଛି ଏହି ସବୁ କରମ ତନୁ ମନେ ଭରେ ଶାନ୍ତିର ଜୁଆର ସଭିଏଁ ଲାଗନ୍ତି କେତେ ଆପଣାର ।(୦)
ଝରଣା 💐💐💐💐💐💐💐 କୂଳୁ, କୂଳୁ ଶବ୍ଦ ତୋହରି କୂଳରେ ଶୁଭୁଥାଏ ପ୍ରତି ଦିନ ତୋହରି ଜଳକୁ ଛୁଇଁଲା ମାତ୍ରକେ ପବିତ୍ର ହୁଏ ମୋ ମନ । ନୀଳ ,ନୀଳ ରଙ୍ଗେ ସୁନ୍ଦର ଦିସୁ ତୁ ଦେଉ ତୁ ଶୀତଳ ଛୁଆଁ ତୋହରି ଜଳକୁ ପାନ କରି ଦେଲେ ଶାନ୍ତ ହୁଏ ଏ ଦୁନିଆ ।
ଯେଉଁ ବଚନ ନିଜକୁ କଷ୍ଟ ଦିଏ ସେଇଭଳି ବଚନ ଅନ୍ୟଙ୍କୁ ନ କହିବା ଉଚିତ୍ ! ଅଂଶୁମାନ ସ୍ୱାଇଁ ,ସରମଙ୍ଗା,ସଡଙ୍ଗ,କେନ୍ଦୁଝର ।