Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,



K. Nirmal   Author of the Year 2018 - Nominee

ସଂସ୍କାରରେ ସିନା ଏହି ସଂସାରକୁ ଜିତିବାର ଥାଏ ଆଶା ଜୟୀ ହେବ ନାହିଁ ଅହଂକାର ଥିଲେ ଘାରିବ ଘନ ନିରାଶା। ( ବାପା ଓ ମା ମୋର ଜୀବନ୍ତ ଠାକୁର ) ଜୟ ଜଗନ୍ନାଥ

"Literary Colonel"


ନାରୀ ତୁମେ

Others

ନାରୀ ତୁମେ କୋକିଳର ସ୍ୱର ରୂପୀ, ନାରୀ ତୁମେ କେତେବେଳେ ବହୁରୂପୀ



1    44 4

ପ୍ରେମର ରାଗିଣୀ

Romance

ଉଡ଼ି ଉଡ଼ି ଯାଏ ପ୍ରଜାପତି ଟିଏ ଦୂର ଦିଗ୍ ବଳୟରେ, ଛାଡ଼ିଯାଏ ପ୍ରେମ ଉଡ଼ନ୍ତା ଆକାଶେ ତୁମରି ସ୍ମୃତି ସ୍ପର୍ଶ ରେ ।



1    116 5

ପୁରୁଣା ଚିଠିଟିଏ

Others

ତୁମରି କୋଳରେ ଶୋଇଗଲେ ମା ରାଜ ସୁଖ ଏତ ଭାଗେ, ଦୁନିଆର ଯେତେ ସୁଖ ଥିଲେ ଥାଉ ସବୁ ମୋତେ ତୁଚ୍ଛ ଲାଗେ ।



1    105 3

ଚିଠିଟିଏ

Others

ସମୟର ସେହି କି କରାଳ ରୂପ ଅପେକ୍ଷା ରେ ଥିଲା ବୋଧେ, ଭାଇ ବାହାଘର ସରିଗଲା ପରେ ଦେଖାଇଲା ରୂପ ମୋତେ ।



1    196 23

ପ୍ରେମ

Others

ଆଞ୍ଜୁଳେ ବିଶ୍ୱାସେ ଆସି କେବେ ସିଏ ଧକ୍ ଧକ୍ କରେ ଛାତି, ସେଇ ପ୍ରେମ କଥା ଭାବି ଭାବି କେବେ ପାହିଯାଏ ସାରା ରାତି ।



1    681 59

ରକ୍ତର ଜବାବ

Tragedy

ରକ୍ତର ଜବାବ ରକ୍ତରେ ହୋଇବ ରୁହ ରୁହ ରେ ପାମର, ସିଂହର ଶକ୍ତି ତୁମେ କି ବୁଝିବ ତୁମେ ତ ମୂଷିକ ଛାର ।



1    266 9

ଫୁଲ୍ ଗଡ଼ବଡ଼:- ୨

Others

ଆଇଁଷା ପ୍ରକୃତି ଯାହାର ଅଛି ଲୋ ସେ ଆଉ ବୈଷ୍ଣବ କେବେ ? ଵଂଶ ବୁଢ଼େଇବା ଲକ୍ଷ୍ୟଟି ଯାହାର ଆଗ ପଛ କେବେ ଭାବେ ?



1    113 6

ଫୁଲ୍ ଗଡ଼ବଡ଼

Others

ବିଲୁଆ ମଉସା ବାହାଘର ବେଳେ ବାଣ୍ଟୁଥିଲା ଖାଲି ଟଙ୍କା, ଯେତେ ସବୁ ଥିଲେ ତାହାରି ପଛରେ କରିଦେଲେ ମୁହଁ ବଙ୍କା ।



1    73 1

ଶାଳୀ ପୁରାଣ (ବ୍ୟଙ୍ଗ ଢାଞ୍ଚାରେ)

Others

କହିଲା ଭିଣେଇ ପଡ଼ିବ ପଛରେ ଆସ ଟିକେ କଥା ହେବା, ଗୁପ୍ତ କଥା ଅଛି ତାହାରି ଭିତରେ ଦେଖିଲେ ହେବତ କାବା ।



1    72 4

ଶାଳୀ ପୁରାଣ :-୨

Comedy

ବିପଦ ପଡ଼ିଲେ ରାଜି ହୁଏ ଶାଳୀ ବିବାହ କରିବା ପାଇଁ, ସମ୍ପର୍କ ର ସେତୁ ନିବିଡ଼ ହୋଇବ ଚିରଦିନ ସେତୁ ହୋଇ ।



1    113 4

ଅଲୋଡା ପାଉଁଶ

Others

ଅନାଦାର ତାଙ୍କ ରୋପିତ ବୃକ୍ଷର ଫଳ.. ପିତା ମାତାଙ୍କ ଉପରେ ଦୋଷାରୋପକରି,



1    112 4

କୁଳାଙ୍ଗାର

Inspirational Tragedy

ପାଲଟେ ସୈତାନ ଜନ୍ମିତ ସନ୍ତାନ ଵିଵାହ ଶେଷ ହୋଇଲେ, ଜୀବନ ଜନ୍ତ୍ରଣା ଜୁଇ ପରେ ପଙ୍ଗୁ ପିତାମାତା ହୋଇଗଲେ । ଅନାଦାର କରି ଜନ୍ମିତ ମାତାଙ୍କୁ



1    93 4

ଯମ ରାଜାଙ୍କ ଦର୍ଶନ

Others

ମଦ ମୁଁ ଖାଇବି ଫାଟିଯାଉ ଛାତି ହୋଇଯାଉ ପଛେ ଯାହା, ଡାକ୍ତର ଔଷଧ କାମ ଦେବ ନାହିଁ ଯମ ରାଜା ହେବ ସାହା



1    48 3

ଆଦିମ ଜୀବନ

Others

ପୁଅ ଝିଅଙ୍କର ଢଙ୍ଗ ବେରଙ୍ଗ ରୂପ ବଦଳି ଗଲାଗି ଲାଗୁଛି, ଚିରା ଫଟା ପେଣ୍ଟ ପିନ୍ଧିବାକୁ ଖାଲି ସଉକ ତାଙ୍କର ଜମୁଛି ।



1    1.1K 5

କାନ୍ଦୁଛି କଲମ ହସେ ନାଲିପାଣି

Others

ହାତ ଠାରି ସତେ ଯମ ଯେ ଡାକୁଛି ଚାଲିଆସ ମୋର ମିତ, ଯମପୁର ଆଉ କିଛିବାଟ ଅଛି ହୋଇଯିବ ମୋ ସଙ୍ଗାତ।



1    512 6

ଜୀବନ ଯନ୍ତ୍ରଣା

Others

କେତେଦିନ ଆଉ ସହିବି ମୁଁ କଷ୍ଟ କହିଦିଅ ମୁହଁ ଖୋଲି , ଶେଷ ସୋପାନରେ ଏ ଜୀବନ ମୋର ଆଉ ନ ପାରଇ ଚାଲି।



1    1.2K 1

ମୁଁ ନାରୀ

Inspirational

କଣ ପୁରୁଷ ଖାଲି ଥିଲେ ସଂସାର ଚାଲିବ ? ଉଭୟ ହାତରେ ତାଳି ବାଜିଥାଏ । ତମେ ସିନା ଝିଅ ବୋଲି କହି



1    1.7K 6

ଅପସରି ଶୀତ

Others

ତୁମ ବିନା ସତେ ଅଧୁରା ଲାଗିବ ଗରମ ପବନ ଦେଲେ, କଥା ଦିଅ ମୋତେ ଛାଡିଯିବ ନାହିଁ ଯେତେ ଝଡ଼ ଆସୁଥିଲେ ।



1    1.8K 7

ସ୍ବପ୍ନ ଆକାଶ

Tragedy

ଛାତିରେ ପଥର ହୃଦୟରେ କୋହ ଲଦି ହୋଇଯାଏ ମୋର , ତୁମ ବିନା ମୁହିଁ ଆଜିବି ଝୁରୁଛି ନୁହେଁ ମୁହିଁ ସ୍ୱାର୍ଥପର ।



1    4.9K 3

କୃଷ୍ଣ ଓ ସୁଦାମା

Others

ନଇଁ ପଡି ପ୍ରଭୁ କାଡ଼ନ୍ତେ କଣ୍ଟକ ପ୍ରଭୁଙ୍କ ଲୋତକେ ସୁଦାମା ଓଦା, ଚାରି ନେତ୍ରୁ ଝରା ଲୋତକେ ତିନ୍ତିଲେ ତଥାପି ଲିଭିନି ମନର ବ୍ୟଥା



1    3.5K 8

ସପନରେ ଶେଷ ପଥ

Others

ଆଖି ଦେଖୁଥିବ ଚକାଆଖି ରୂପ ଉଜ୍ଜ୍ୱଳ ସୂର୍ଯ୍ୟର ଆଭା, କାନେ ବାଜୁଥିବ ଘଣ୍ଟି ଅନୁଭୂତି ସ୍ୱରତାର ମନ ଲୋଭା।



1    2.6K 6

ଦୁଃଖେ ଶେଷ ବା କେଉଁଠି ?

Others

ବଡ଼ ଦେଉଳରେ ପ୍ରଭୁ ଯେତେବେଳେ ଅପବାଦ ଦେଲେ ତୋତେ, ଛାଡିଗଲୁ ତୁହିଁ ଶ୍ରୀ ମନ୍ଦିର ବେଢ଼ା ଦୁଃଖରେ ରହିଲୁ ସତେ



1    7.4K 2

ନାରୀ ହୋଇଯିବେ ଲୁପ୍ତ

Others

ସଂସାରଟା ଆଜି ଲାଗୁଛି ଯେମିତି ନାରୀଜାତି ହେବ ଲୋପ , ଭଗିନୀ ଜନନୀ ଜାୟା ନ ରହିଲେ ସଂସାର ହେବ ବିଲୋପ ।



1    4.9K 8

ଗୋଟିଏ ଗଛର ମୂଲ୍ୟ

Inspirational

ପୃଥିବୀ ଟା ଆଜି କଂକ୍ରିଟ୍ ଜଙ୍ଗଲ ନାହିଁ ଆଉ ଗଛ ବୃଛ । ଭବିଷ୍ୟତ ପିଢିବିକଳେ ମରିବେ ପାଣିବିନା ଯେହ୍ନେ ମାଛ ।



1    4.6K 9

ଶୂନ୍ୟତା

Tragedy

ସତ୍ୟ ଧର୍ମ ନ୍ୟାୟ ପଥରେ ଅନେକ ବାଧା ଆସେ ବାରମ୍ବାର । ପାପ ପୂର୍ଣ୍ଣ ଏଇ ସଂସାର ଅସାର ସତେକି ନରକ ଘୋର ।



1    4.3K 3

ମାଛି

Others

ବିଶ୍ୱାସରେ ବିଷ ମିଶାଇ ଦିଅନ୍ତି ନିଜର ସମ୍ପର୍କ ମାନେ, ବୁଝିବାକୁ ତାଙ୍କୁ ବହୁଦିନ ଲାଗେ ଗଢ଼ିଯାଏ ବହୁ ଦିନେ ।



1    5.2K 8

ଢକଲମ

Others

ବେଳ ଥାଉ ଥାଉ ସୁଧୁରି ଯାଅନ୍ତୁ ହସ ଖୁସି ଦୁନିଆରେ, ଭବିଷ୍ୟତ ତୁମ ଆଖିର ସାମ୍ନାରେ ମୁହଁ ଫେରି ଦେଖ ଥରେ .....



1    4.8K 5

ଆଜିର ସ୍ବପ୍ନ ନାରୀ

Others

ନ୍ୟାୟ ମାଗିବାକୁ ଚାହେଁ ଯେବେ ପଛଘୁଞ୍ଚା ସମସ୍ତଙ୍କ, ପଡ଼ିଶାରେ ଏଠି ଶତ୍ରୁତ ବଢ଼ନ୍ତି ମେଣ୍ଟେନାହିଁ ତାଙ୍କ ଭୋକ ।



1    4.9K 8

ମା'ତୁମେ ଅତୁଳନୀୟ ଦେବୀ

Others

ମା ହୃଦୟର ଯେତିକି ଯନ୍ତ୍ରଣା ସବୁ ମୁଁ ଦୂର କରିବି, ଜୀବନରେ ଯେତେ ଝଡ଼ ଆସିଲେ ବି ମା କୁ ଖୁସି ରଖିବି



1    7.1K 10

କେତେ ଭିନ୍ନ ସତେ ଦେଖ

Others Tragedy

ଦୟା ମାୟା ସ୍ନେହ ପ୍ରେମ ଠାରୁ ବଳି ପୁଣ୍ୟ କି ଅଛି ସଂସାରେ , ଅନ୍ନ ବସ୍ତ୍ର ଦେଇ ତୋଷିଲେ ସଭିଙ୍କୁ ବସିବ ସରଗ ପୁରେ ।୬।



1    7.0K 8

ଆସ ମା ଦୁର୍ଗେ

Others

ଯୁଗେ ଯୁଗେ ଏଠି ମହିୟସୀ ନାରୀ ନାରୀ ହିଁ ସଂସାର ସାର । ଭଗିନୀ ଜନନୀ ଜାୟା ରୁପେ ମାଗୋ ପ୍ରତି ମନେ ଭକ୍ତି ଭର ।



1    13.8K 10

ଜ୍ଞାନ ହୋଇନି ମୋହରି

Others

ତୁମ୍ଭ ଗୁଣ ସବୁ ବଖାଣିବା ପାଇଁ ଜ୍ଞାନ ହୋଇନି ମୋହରି, କେତେବେଳେ ଦୁଇ ପଦ ଲେଖିଦିଏ ତୁମ୍ଭରି ନାମ ସୁମରି।



1    6.8K 7

ଇତି ହୋଇଗଲେ କିଛି ତ ନଥାଏ

Inspirational

ଇତି ହୋଇଗଲେ କିଛି ତ ନଥାଏ ଭବରଙ୍ଗ ଭୂମି ତଳେ, ଶେଷ ସୋପାନରେ ଚଢ଼ି ନ ଜାଣିଲେ ଶେଷରେ ବସି ସେ ଭାଳେ।



1    12.8K 6

ଭୁଲିଯାଉ ମାଆ କଥା

Others

ବେଳ ଥାଉ ଥାଉ ସାବଧାନ ହେଲେ ଖୁସିରେ ରହିବୁ ତୁହି, ଭବିଷ୍ୟତ ତୋ'ର ଉଜ୍ଜ୍ୱଳ ହୋଇବ ନୂତନ ଆଲୋକ ପାଇଁ।।



1    6.8K 7

ପୁରୁଣା ପ୍ରେମର କାହାଣୀ

Tragedy

ଆଜି ଯେବେ କେବେ ମନେ ପଡ଼େ ସେହି ପୁରୁଣା ପ୍ରେମ କାହାଣୀ, ମନରେ ମୋହର ବେଦନାର ଭାର ହୃଦୟ ଦେଉଛି ହାଣି।୨।



1    6.6K 7

ଅଭାବରୁ ଚାକରାଣୀ

Others

ଅଭାବଟି ସିନା ବାନ୍ଧି ରଖିଅଛି ସମାଜରେ ଦ୍ୱାରେ ଦ୍ୱାରେ, ଆଭାବର ସେହି ଫାଇଦା ନିଅନ୍ତି ଆଜିର ଏ ସମାଜରେ।।



1    7.0K 9

ଅଶ୍ରୁ ବୋହିଯାଏ ରକ୍ଷା ପୂର୍ଣ୍ଣିମା

Inspirational

ଏତିକି କରୁଣା କର ହେ ମଣିମା ଗୁହାରୀ ଶୁଣିମା ହେଉ, ଭାଇ ଭଉଣୀଙ୍କ ପବିତ୍ର ସମ୍ପର୍କ ସର୍ବଦା ଅତୁଟ ରହୁ ।।



1    6.5K 4

ଆଜିର ମଣିଷ

Tragedy

ଏ ସଂସାର ରିତୀ ନୀତିତ ଅଲଗା ଧୋକାବାଜ ଏଠି ବେଶୀ ନିଜ ଭାଇ ଏଠି ଶତ୍ରୁ ହେଇ ପରା ଚଡ଼ାଇ ଦଉଛି ଫାଶୀ



1    6.6K 6

ଭାଙ୍ଗିଦେଲ କାହିଁ ଥାଳ

Tragedy

ଏତେ ଦୁଃଖ ଆଉ ପାରିବିନି ସହି ଶେଷ କଥା ଦେଲି କହି, ତୁମେ ନ ବୁଝିଲେ ହେ କଳା ସାଆନ୍ତେ ମରିଯିବୁ ବିଷ ପିଇ ।



1    6.6K 10

ପାପୀ ମଣିଷ

Inspirational

ସାହାଯ୍ୟ ସକାଶେ ଡାକ୍ତର ପୋଲିସି ହାତ ଗୋଡ଼ ଯାଇ ଧରେ କାଲି ସେଇ ଲୋକ ଅଣ ଦେଖା ଥିଲା ଆଜି ତାହାକୁ ଦେଖରେ



1    6.7K 7

ଷାଠିଏ ପଉଟି

Others

ତୁମନାମ ଗାଇ ସୁଖ ନ ପାଇଲି କାହିଁକି ଡାକିବି ଆଉ, ପିଲା ଛୁଆ ସାଥେ ମୋତେ ନେଇଯାଅ ସହି ପାରିବିନି ଆଉ ।।



1    6.8K 7

କଳ୍କୀ ରୂପରେ

Others

ଘୋର କଳିକାଳ ଶେଷ ସମୟ ଏ ଜୀବନଟା ଲାଗେ ବିଷ, ଲାଗୁଛି ଯେମିତି ପାପୀ ମାନେ ମିଶି ଧର୍ମକୁ କରିବେ ନାଶ।।



1    7.1K 12

ଦେଶପାଇଁ ଏଠି ଜୀବନ ଦିଅନ୍ତି

Inspirational

ଦେଶପାଇଁ ଏଠି ଜୀବନ ଦିଅନ୍ତି କେତେ ଯେ ସୈନିକ ଗଣ, ବେତନ ସହିତ ଖାଦ୍ୟପେୟ ପ୍ରତି ଧ୍ୟାନ ଦିଏନି ପ୍ରଶାସନ ।



1    13.1K 9

ଆଜିର ଜନତା

Inspirational

ଧିକ୍ ତୁମ ଆଜିର ଯୁଗର ନର ପଛଘୁଞ୍ଚା କାହିଁ ଏତେ, ସମାଜ ଆଗରେ ତୁମ ପରିବାର ଗଢିବୁ କେମିତି ସତେ ।



1    6.8K 9

ନୂଆବୋହୂ

Comedy

କି କରିବ ହାଏ କୁଳାଙ୍ଗର ପୁତ୍ର ରହିଛି ମାଇପ ଡରେ, ମୁହଁ ଖୋଲିଦେଲେ ମହାଭାରତ ଲୋ ନିଆଁ ଜଳେ ଘରେ ଘରେ।।



1    6.7K 9

ତ୍ରିରଙ୍ଗା କାନ୍ଦୁଛି

Others

ଏ ଦେଶ ସୁରକ୍ଷା ନିମନ୍ତେ ସୈନିକ ଲଢୁଥାନ୍ତି ସୀମା ଯାଇ ନିଜ ଜୀବନକୁ ବେଖାତିର କରି ଆମ ହସଖୁସି ପାଇଁ



1    7.2K 3

ମୁଁ ବାପା

Others

କୁସଙ୍ଗରେ ପଡ଼ି ଭୁଲିଯାଉ ଯଦି ପିଡ଼ିତ ଥିବା ବାପାକୁ, ସ୍ୱୟଂ ଭଗବାନ କ୍ଷମା ଦେବେ ନାହିଁ ମନେରଖ୍ ମୋ କଥାକୁ ।



1    6.8K 7

ମିଛ ଦୁନିଆ

Others

କେହି ରହିବେନି ପାଖରେ ତୋହର ଦିନେ ଯିବେ ତୋତେ ଛାଡ଼ି, ଦେଖେଇ ହଉଛୁ ନିଜର ଯାହାକୁ କାନ୍ଦିବୁତୁ ମୁଣ୍ଡ କୋଡ଼ି ।।



1    7.4K 10

ମୋ ଜୀବନ ସାଥି

Romance

ହୃଦୟରେ ମୋ'ର ରଖିଛି ତୁମକୁ ଗଣି ଦିନ ବାର ତିଥି ଜନ୍ମ ଜନ୍ମାନ୍ତର ତୁମ ସାଥେ ଥିବି କରି ମୋ ଜୀବନ ସାଥି ।



1    6.7K 10

ରଙ୍ଗୀନ ଦୁନିଆଁ :-୨

Inspirational

ଜନ୍ମ ଦେଇଥିଲେ ଯେଉଁ ପିତାମାତା ତାଙ୍କୁ ଆଜି କଲା ପର



1    6.5K 3

ଭଙ୍ଗା ସିଲଟ

Others

ଖାଇବାକୁ ଘରେ ନାହିଁ ବୋଲି ଦିନେ କରିଥିଲି ମୁଁ ଗୁହାରୀ, ମନ୍ଦିର ବେଢାରେ ଶୋଇଗଲି କେବେ ବସି ମୁଁ ହାଲିଆ ମାରି..।



1    7.2K 11

ମୌସୁମି ତୁମେ ମୋର..

Others

ତୁମ ସ୍ପର୍ଶରେ ଭିଜି ଭିଜି ତୁମ ସାଙ୍ଗରେ ଗୀତ ଗାଉଥିବି ହସୁଥିବି କାନ୍ଦୁଥିବି..



1    7.0K 10

ବେଳ ଥାଉ ଥାଉ ସାବଧାନ

Inspirational Others

ବେଳ ଥାଉ ଥାଉ ସାବଧାନ ହୁଅ ଆଜିକାର ବାପ ମାଆ ଝିଅଟିଏ ପରା କୁଳର ଦୁହିତା ସର୍ବ ଶକ୍ତି ... ସର୍ବଂସହା !!



1    6.9K 11

ପବିତ୍ର ବନ୍ଧନ

Inspirational Others

ରାଗ ରୁଷା କରି କିଛି ଲାଭ ନାହିଁ ସ୍ନେହ ପ୍ରେମ ତ୍ୟାଗ ସ୍ବର୍ଗ..। ଦେହ ସିନା ଦୁଇ ଜୀବନ ଗୋଟିଏ ସେ ହିଁ ସର୍ବ ଶ୍ରେଷ୍ଠ ମାର୍ଗ..॥



1    6.7K 6

ଭୃଣ କନ୍ୟା ହତ୍ୟା

Inspirational Others

ସେହି ମାତୃ ଗର୍ଭୁ ଭୂମିଷ୍ଠ ହୋଇଛ ତୁମେ ସବୁଜ ଧରାରେ, ସେ ବି ଦିନେ ଯଶ ରଖିଯିବ ସୁଯଗ ଦିଅ ହେ ଥରେ ।।



1    6.5K 6

ଗଛଟିଏ ତୁମେ ଲଗାଅ

Inspirational

ଆଜିର ସମାଜେ ବଞ୍ଚିବାକୁ ହେଲେ ଗଛଟିଏ ତୁମେ ଲଗାଅ ସବୁଜ ଧରାରେ ହସ ଭରିଦେଇ ଖୁସିରେ ଜୀବନ ବିତାଅ



1    6.4K 9

ଥରେ ଆସ ଫେରି

Inspirational

ବଇଁଶୀର ସ୍ୱର ଶୁଭେନାହିଁ ଆଉ କାନ୍ଦୁଛି ଏଠି ଯମୁନା.....



1    14.7K 15

ନାରୀ ମାଂସ ଲୋଭୀ

Others

ସେହି ନାରୀ କୋଳେ ଜନମ ହେଇଛୁ ଭୁଲିଗଲୁ କି ତୋର ମନେ, ଯେବେ ତୋ କୋଳରେ ଝିଅଟିଏ ହେବ ଭାବିବୁ ତୁ ସେହିଦିନେ ।।



1    6.9K 13

କହିବି କାହାକୁ ଆଉ.?

Others

ସଂସାରର କଷ୍ଟ ସହିବାକୁ ପ୍ରଭୁ ଦିଅ ମୋତେ ଟିକେ ବଳ..। ମୋ ହା୍ର ରେ ସତେ କେଉ୍ଁ ଜିତାପଟ କୁହ ଥରେ ନନ୍ଦ ବାଳ..॥



1    6.9K 13

ଦିବ୍ୟଜ୍ଞାନ

Inspirational

ଆଖିର ଆଗରେ ଏଠି ଅଧର୍ମ ହେଉଛି....



1    6.6K 8

ଆହେ ପ୍ରଭୁ ଜଗନ୍ନାଥ

Inspirational Others

ନାମ ଜପି ଜପି ଦିନ ବିତେଇବି ନ କରିବି ମୁହିଁ ହେଳା, ଆନନ୍ଦ ବଜାରେ ନିର୍ମାଲ୍ୟ ପାଇକି ଭଜୁଥିବି ଚକାଡୋଳା ।।



1    7.0K 9

নারী তুমি

Drama

নারী তুমি পুরুষের অন্য রূপ ।।



1    1.1K 68