Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,



Anil Kumar Parhi   Author of the Year 2018 - Nominee

Story writer, novelist, poet, critic, columnist

  Literary Brigadier

Not A Story...

Others

Not a story...

1    125 5

ନୂଆ କବିତା - 2

Others

ଚୁଉପ୍! କାନଡେରି ଶୁଣ କେହି ଆତ୍ମୀୟ କାନ୍ଦୁଥାଇପାରେ ଏ ବର୍ଷା ଋତୁରେ!

1    6.6K 7

ନୂଆ କବିତା - ୧

Others

ଘଣ୍ଟ ତଳୁ ବାହାରିବ ତ ମୁକ୍ତି! ହେ କୃଷ୍ଣ ତମେ ଘଣ୍ଟଘୋଡେଇ କେତେଦିନ ରଖିବ ଜିଇଁବାର ଶକ୍ତି!

1    6.7K 8

କବିତାର ଆରପାଖ - 17

Others

ଯେଉଁ କିଆରୀରେ ଗହଳ ମାଣ୍ଡିଆ ସେହି କିଆରୀରେ ଶୋଉ। କବିତା ନାରୀ? କବିତା କଣ ଦାରୀ? କବିତା କୋଉ ସାଆନ୍ତର ଜମିଦାରୀ...

1    6.9K 9

କବିତାର ଆରପାଖ - 15

Others

ରାତି ନପାହୁଁଣୁ ମଧୁମେହ କରେ ଚହଲକଦମ ତ ଚାଙ୍ଗୁଡିରେ ଚୋରି ଫୁଲ ଚଢେ ଦଇବ ମୁଣ୍ଡରେ ନଥାଏ ବୋଲି

1    6.7K 9

ଅନାବନା କବିତା - 15

Others

ଜଡେଇଯାଇଛି ଅଚଳ ପଇସା ଶିଶୁ କାନରେ ଗୁଳାବାରୁଦ ଦୀପାବଳିର ବାଣ। ହଁ ମ ଯିଏ ଯେଉଁଠି ଟଳିପଡିଲା ସେଇଟା ତା କବର ଶବ ...

1    6.7K 5

ଅନାବନା କବିତା - ୭

Romance

ଏଇ କଥା ପଦକରେ ଷୋଳକୋଠୀ ପଦ୍ମ ମୁହିଁ ଆସନା ଆଜି ରାତିସାରା ଗପିବା ମୋଟେ ଶୋଇବା ନାହିଁ।

1    6.5K 6

ଅନାବନା କବିତା - 6

Others

କୋଉ ପିଚ୍ଛିଳ ରାସ୍ତାରେ ଯେ ସମୟ ଚଲେଇ ନିଏ କୋଉ ଲୋରୀ ଗାଏ

1    7.2K 11

ଅନାବନା କବିତା - ୪

Others

ମୁଁ ଶେଷ ଯାଏ ମୃତ ସଂପର୍କମାନଙ୍କ ଅସ୍ତିକୁ କାନ୍ଧ ଦେଉଥିବା ଶବବାହକ, ମୁଁ ଶେଷ ଯାଏ ପ୍ରେତ ଆଉ ଈଶ୍ବର ମଝିରେ ଝୁଲ...

1    6.9K 7

ଅନାବନା କବିତା - 2

Others

କେବଳ ଜାଣନ୍ତି ଦିଗପାଳମାନେ। ଆମ ଚଉକିରେ ଆଉ କେହି ବସିପାରିବେନି ବୋଲି ଏକ ସାମୟିକ ଶୂନ୍ୟତାରେ

1    1.2K 8

ଅନାବନା କବିତା - ୧

Others

ଗଧରୁ ଘୋଡା ହେଲି ଦେଖ ସାରା ଦୁନିଆର ଦୁଇ ବିଂଶ ଆଠ ଭାର ପାପ ମୋରି ପିଠିରେ। ମୁଁ ଖୁସି ମୋ ପାଗଳାମୀରେ।

1    6.6K 11

କବିତାର ଆରପାଖ - 9

Others

ଦୋହରାଇଲେ କୋଉ ପ୍ରେମ ଶଃ! ଏ ସର୍ବନାମ ରାମ! ରାମ! ରାମ! ମଶାଣି ଗୋଟେ

1    6.7K 5

କବିତାର ଆରପାଖ - ୧୬

Others

ମହୁ ଆଉ ଗୁଡପିଆ ବ୍ୟାଥା ହୋଇ ଫେରନ୍ତି, ଲିଭିଥିବା ଅକ୍ଷର ହୁଏ ଚିଠି ଲିଭିଥିବା ସ୍ବର ହୁଏ ପାଉଁଜି ହଜିଥିବା ବାସ୍ନ...

1    6.5K 7

ଅନାବନା କବିତା - ୨୭

Inspirational Others

ମୋ ପାଇଁ ପଦ୍ମପତ୍ର ଆଣ ତହିଁରେ ଢଳଢଳ ହେଉଥିବ ନିଦୁଆ କିରଣ ଆଣ, ତୋଳିଧର ମୁଁ ରଖିବି ପାଦ ମୋର!! ସତରେ ଝିଅଙ୍କୁ ଗ...

1    104 9

ଅନାବନା କବିତା - ୧୬

Inspirational

ମୋ ମା ମୋ କବିତାଲେଖାର ଗୁରୁ ଶ୍ରୀଅକ୍ଷର ବିବର୍ଜିତ। ଗୀତ ଗାଏନି କି ଲୋରୀ....

1    7.1K 6

ଅନାବନା କବିତା - 37

Inspirational

ନିଅ ମୋ ଆଙ୍ଗୁଠି ନିଅ ଶିର ନିଅ, ଫେରେଇଦିଅ ମୋ ବ୍ଲ୍ୟୁ ପ୍ରିଣ୍ଟ ସ୍ବର୍ଗକୁ ନିଶୁଣିବନ୍ଧାର ଫେରେଇଦିଅ ଦସ୍ତାବିଜ.....

1    13.7K 6

ଅନାବନା କବିତା - 24

Inspirational

ପ୍ରଳୟ ପରର ସେହି ଗୋଟାଏ ଭୁଲରୁ ଏ ଆକାଶ ପାଣି, ମାଟି। ଅନ୍ତତଃ ଏୟା ହେବାର ଥିଲା ସମୁଦ୍ର ଆକାଶ ଜାଗାରେ ଆକାଶ ସମୁଦ...

1    6.6K 9

ଅନାବନା କବିତା - 11

Inspirational

ଶୁଣିଥିଲି ସବୁ ଦୁଃଖୀଲୋକ ଏଠେଇ ପ୍ରସନ୍ନତା ପାଇଁ ଫୁଲ ଓ ନଡିଆ କିଣିଲେ ପ୍ରସନ୍ନତା କିଣିଲେନାହିଁ.....

1    6.8K 13

ଅନାବନା କବିତା - 8

Inspirational

ମୁଁ ଦେଖିଥିବା ଭ୍ରମ ସତ୍ୟ ଥିଲା ସତରେ ପ୍ରତି ଗୋପୀର ଆଲିଙ୍ଗନରେ ଜଣେଜଣେ କୃଷ୍ଣ ଥିଲା....

1    6.8K 10

କବିତାର ଆରପାଖ - 8

Inspirational

ପେଟ ଗୋଟେ ଗଭୀର-ଗମ୍ଭୀର ଗୁଂଫା.......

1    6.5K 8

କବିତାର ଆରପାଖ - ୧୪

Inspirational

ବର୍ଷା କଣ? ମେଘ ମଲ୍ଲାର ନା ଆକାଶୀ ରଙ୍ଗର କଳା କଳେବର ଆଜେବାଜେ କାଗଜର ଡଙ୍ଗା ନା ପ୍ରେମିକ ମାଟିର!...

1    13.5K 7

କବିତାର ଆରପାଖ - 20

Inspirational

ପ୍ରତାରଣାର ମୃତ ଶରୀରରୁ ବି ହାରିବାର ସ୍ବର ଶୁଭୁଥାଏ.....

1    12.9K 5

ଅନାବନା କବିତା - 18

Inspirational Inspirational

ତମ ଅଜାଗାରେ କାମୁଡି ଧରିଥିବା ପିମ୍ପୁଡିକୁ ଚମଡା ସହ ମଳିଦେଇ ଟାଣିଆଣି ଦେଖିଛ....

1    13.9K 14

କବିତାର ଆରପାଖ - 19

Inspirational

ଏ ବିରକ୍ତ, ବିଳମ୍ବିତ ବିଲୟ ବାହାନା ଏ ପ୍ରତିପକ୍ଷ ପରମ୍ପରା ଗୋଡଟଣା, ବୁଝାମଣା କବିତାର କ୍ଷମା, ପ୍ରବଞ୍ଚନା....

1    14.1K 8

ଅନାବନା କବିତା - 10

Inspirational

କାଲିଠାରୁ ଟିଣବାକ୍ସରୁ କାଢିଛି ଚାଦର ଏବେ ଶୀତ ମୋ ଦେହରେ ଜର...

1    13.5K 8

କବିତାର ଆରପାଖ - ୨୬

Inspirational

ମୁଁ କେମିତିକେମିତି ଗୋଟେ ଡଙ୍ଗା ପାଲଟୁଛି କେବେ ଟୋକେଇରେ ଭରି ସ୍ବପ୍ନ ଡଙ୍ଗାରେ ଭରୁଛି........

1    12.6K 8

କାଲି ଭୁବନେଶ୍ବର

Inspirational

କାଲି ଭୁବନେଶ୍ବର ଆଜି କଟକରେ ଛାଇ ଗାଏବ। ଗଛମାନେ ଅନୁତପ୍ତ.........

1    6.8K 7

କବିତାର ଆରପାଖ - ୨୮

Inspirational

ତାରାମାନଙ୍କ ପାଇଁ ଆସେ ଅନ୍ଧାର ଅନ୍ଧାର ଘନକଳା ମେଘର। ଲୁହ ପଣତ ଟପିଲେ ଛୁପାଏ ଅନ୍ଧାର....

1    14.3K 7

କବିତାର ଆରପାଖ - 13

Inspirational

ତମେ ମନ୍ତ୍ର ହୋଇଗଲ ମୁଁ ଉଚ୍ଚାରଣ କଲି ତମେ ମୂର୍ତ୍ତି ବନିଗଲ....

1    13.2K 9

ଅନାବନା କବିତା - ୮

Inspirational

ମୋତେ ବରଂ କର ତୁମେ ଚନ୍ଦ୍ରସେଣା ପରି ଜଣେ ବିକଳ୍ପ ପ୍ରତ୍ୟୟ....

1    13.1K 6

କବିତାର ଆରପାଖ - ୮

Others

ଗହନ,ଗହଳ ନିଦ। କବିତାର ଆରପାଖ ଘୁଅ ଶୂନ୍ୟ ମରୁ ପ୍ରାନ୍ତର ପବନର ଶୂନ୍ୟ ବାସ୍ନା ତପ୍ତ ମରୁଝର।।

1    6.7K 6

କବିତାର ଆରପାଖ - ୧୪

Inspirational

ସହରରେ ବର୍ଷା ଗୋଟେ ଚିଆଁ.......... ଗାଁରେ ସେ ନିଆଁ ଆଉ ନିଆଁ, କୁଟାଛତୁ ଛତା ଧରି ପାଣିର ଫୋଟକା....

1    13.2K 5

କବିତାର ଆରପାଖ - ୨୮

Others

ହାୟ ମୋ ନିରିମାଖୀ ବିବଶତା ହାୟ, ହାୟ, ହାୟ ମୋର ଜାରଜ ପ୍ରସବ ହାୟ ମୋର ଅବାଂଛିତ ବିବର୍ଣ୍ଣ କବିତା।

1    6.8K 9

ଅନାବନା କବିତା - 18

Inspirational

ହିଂସ୍ରତା ଗୋଟେ ଉପଲବ୍ଧି, ଗୋଟେ ପ୍ରାପ୍ତି......

1    13.4K 8

କବିତାର ଆରପାଖ - ୨୬

Inspirational Others

ଅମୃତ ଜୀବନ ଜୀବନର ଅନ୍ତ ହିଁ ଅମୃତର ଗୁଣ। ମୁଁ ଏ ଦୌଡର ଶେଷ ରେଖା ଛୁଇଁବାକୁ ହାତ ବଢାଉଛି ରେଖା ମୁଁ ପାଲଟୁଛି।

1    6.6K 6

ଅନାବନା କବିତା - ୩୯

Inspirational

ଆସନା.... ଦିପଦ କଥାହେବା ବୈଠକଘରେ ବିଞ୍ଚଣା ଧରି ବସିବା....

1    6.9K 11

ଅନାବନା କବିତା - ୪୦

Others

ଚୁଉପ୍.... ଚୋପ୍ ଶୁଣ କିଏ ତୁନିତୁନି କାନ୍ଦୁଛି ଏ ସ୍ବର କାହାର!! ପଘା ଫିଟା ବଳିବର୍ଦଙ୍କ ପରି ଧ୍ବସ୍ତକର ଗୁହାଳ।।

1    6.7K 7

ଅନାବନା କବିତା - ୩୯

Inspirational Others

ନିଜେ ସରିବା ଆଗରୁ ଆମକୁ ସାରିଦେଉଥିବା ଚାକଚକ୍ୟ ଓ ଅଭିମାନର କାନ ମୋଡିଦେବା ଆସନା ଆସନା l

1    6.5K 7

ଅନାବନା କବିତା - 38

Others

ନା ସିନ୍ଦୂରବୋଳା ପଥର ନା ବିବଦିତ ସ୍ଥଳ! ଭିକ୍ଷୁକର ଫଟା ଥାଳର ତମେ ପଇସା ଅଚଳ

1    6.4K 11

ଅନାବନା କବିତା - 37

Others

ତମେ ତ ମୋ ମୃତ୍ୟୁରେ ଅମର ମୋ ପରାଜୟରେ ବୀର! ସାଆନ୍ତେ,

1    6.9K 11

ଅନାବନା କବିତା - 13

Fantasy Abstract

ଝଣ୍ କରି ଶବ୍ଦ ହେଲା ଲକ୍ଷ୍ୟ ବଦଳରେ ପଥର ଚୂର୍ଣ୍ଣ ହୋଇଗଲା।

1    6.3K 7

ଅନାବନା କବିତା - 12

Inspirational

ନିଅ ମୋ ଠାରୁ ମୃତ୍ୟୁ ନିଅ ରୋଗଶୋକ ନିଅ

1    6.4K 3

ଅନାବନା କବିତା - 11

Abstract Fantasy

ମଧୁଶାଳାରେ ଗଜରା ଅତର, ପ୍ରସନ୍ନତା ବେକାର।

1    1.2K 7

କବିତାର ଆରପାଖ - 32

Inspirational Classics Others

ଦୁର୍ଗା ପୁଜା ଅଢୁଆଳରେ ସମାଜର ଅନ୍ଧାରୁଆ ଛବି...

3    19.9K 7