Audio

Forum

Read

Contests

Language


Write

Sign in
Wohoo!,
Dear user,



Kulamani Sarangi   Author of the Year 2018 - Nominee


ପଲ୍ଲୀ କବିତା (ପ୍ରୀତିର ମଧୁର ମଧୁ)

Others

ଚନ୍ଦ୍ର କିରଣ ଚାନ୍ଦୁଆ, ସୁଲୁ ସୁଲୁ ବହେ ଚଇତି ବାଆ, କେତକୀ ଫୁଲ, ମନ ଛୁଇଁ ଦେଲେ ମୋ ବଂଧୁଆ କେତକୀ ଫୁଲ।



1    323 42

ରକ୍ତ ମାଗେ ପ୍ରତିଶୋଧ

Others

ପ୍ରତିଶୋଧର ଲେଲିହାନ ନିଆଁ ଜଳୁଛି ରେ ଧୁଉ ଧୁଉ, ନିର୍ଲଜ ଭିକାରି ପଡୋଶୀ, ସେଥିରେ ଜଳିଯିବୁ ଚାହୁଁ ଚାହୁଁ।



1    341 35

ଚଡେୟା ଗୀତ (ପଲ୍ଲୀ କବିତା)

Others

ଖରା ମାରେ ଟାଇଁ ଟାଇଁ କା'ଘରେ ରହିଲୁ ମହୁଲୀ ପିଇ ଚଡେୟାରେ ତୋର ଅକଲ କେ ଦେଲା ଖାଇ?



1    89 2

ସଂସାର ଭିତରେ ଘର କରିଥିଲେ

Classics

ବୁଧେଇ ଗାଈଟି ଭାରି ଓଲେଇ, କିଣିଥିଲା ତାକୁ ସନେଇ ଭାଇ। ଫସଲ ଖାଇଲା ବୋଲି ରାତିରେ



1    117 4

ଶନିଦଶା

Classics

କଳା ବୋଲି ମୋର ସାନ ନାତିଟାକୁ ପଡିଚି ଝୁଅ ଅକାଳ। ଯୋଗକୁ ମୋ କଳା ଜୋତିଷ ଯୁଟିଚି ଚୁଟିଆ ଲୋଭୀ କାଙ୍ଗାଳ।



1    125 4

ପୁରୁଷୋତ୍ତମ ଦେବ 41

Others

ଝିପି ଝିପି ହୋଇ ଆକାଶରୁ ଝରେ ଟୋପା ଟୋପା ଜଳଧାର, ଭକତଙ୍କ ଶ୍ରମ ବିନୋଦନେ ଇନ୍ଦ୍ର, ସିଂଚୁଛନ୍ତି ଅବା ନୀର।



2    71 2

ପୁରୁଷୋତ୍ତମ ଦେବ (40)

Others

ଚାଳିଶ ଉପରେ ଦୁଇଫୁଟ ଉଚ୍ଚ ବଳିଆଙ୍କ ତାଳଧ୍ୱଜ, ଚତୁର୍ଦ୍ଦଶଗୋଟି ଚକ ସେ ରଥରେ ନାଲି ନେଳି କନା ସାଜ।



1    89 3

ପୁରୁଷୋତ୍ତମ ଦେବ (39)

Classics

ଶୁଣି ଏ ସମ୍ବାଦ ଗଜପତି ହୃଦ ଗଲା ଆନନ୍ଦରେ ଭରି, ବାର୍ତ୍ତା ନୁହେଁ ଆହା ଅମୃତଧାରା କେ ଢାଳିଲା କର୍ଣ୍ଣେ ତାଙ୍କରି।



1    135 6

ପୁରୁଷୋତ୍ତମ ଦେବ ( ୩୮ )

Classics

ଚଇତ ମାସରେ ଜନମ ଦିନରେ ଚଇତି ପରବ ବେଳେ, ହୁଏ ଅସୁମାରୀ ଭକ୍ତ ସମାଗମ ଆନନ୍ଦେ ପୀଠ ଉଛୁଳେ।



1    91 3

ପୁରୁଷୋତ୍ତମ ଦେବ(37)

Others

କହିଲେ "ଜନନୀ ଯିବେ ପରା ମୋର- ଗଡେ ମୋସଙ୍ଗେ ଏକାନ୍ତେ, ସେହି ତାଙ୍କ ସର୍ତ୍ତ,ସଇନ ସାମନ୍ତ ନେବି ମୁଁ ସାଥେ କେମନ୍ତେ ?



2    107 4

ପୁରୁଷୋତ୍ତମ ଦେବ (36)

Others

ଶ୍ରୀମନ୍ଦିର ପୂର୍ବ ବେଢାରେ ନରେଶ ସ୍ଥାପି ରାଧାକାନ୍ତ ମୂର୍ତ୍ତି,* ତାରିଣୀଙ୍କ ସଂସ୍ଥାପନା କଥା ଚିନ୍ତା କରୁଥିଲେ ଗଜପତି।



2    125 3

ପୁରୁଷୋତ୍ତମ ଦେବ(35)

Others

ବନ୍ଧନରୁ ମୁକ୍ତ, କାଞ୍ଚି ନରନାଥ, ପହଞ୍ଚିଲେ ଜେମାପାଶ, ଅନୁତାପାନଳେ ନୃପହୃଦ ଜଳେ ବୋଇଲେ ହୋଇ ବିରସ।



2    136 6

ପୁରୁଷୋତ୍ତମ ଦେବ(34)

Others

କିଛି କାରଣରୁ ପ୍ରାସାଦ ଭିତରେ ଅମେଳ ହୁଅନ୍ତେ ମନ, ପୁରସ୍ତମ ଯାତ୍ରାକଲେ କରିବାକୁ ଜଗନ୍ନାଥ ଦରଶନ।



2    29 1

ପୁରୁଷୋତ୍ତମ ଦେବ(33)

Classics

କି ସୁନ୍ଦର ! ଜୁଳୁ ଜୁଳୁ ଆଖିଦୁଇ ବିଘ୍ନ ବିନାଶନଙ୍କର, ଦେଖି ମନଲୋଭା ଗଣେଶ ବିଗ୍ରହ ଭଳିଗଲେ ନରବର।



2    45 2

ଥିଲ ଜଣେ ଆଈ ବୁଢୀ

Others

ଖରାକୁ ଦେଖେଇ ଧୁସୁରା ପିଠିକି ସାଇମୁଣ୍ଡେ ବସେ ଆଈ, କାହା ଘରେ କେତେ ସୋରିଷ ଫୁଟିଲା ହିସାବରେ ତାର ଥାଇ।



1    28 1

ଶାଳୀକି ଯାତରା ନେଲେ

Others

ପରପ୍ରୀତି ଦଗାଦିଆରେ ସଙ୍ଗାତ ଚୋରା ପ୍ରେମେ ହେଲେ ବାଇ, ଧରାପଡି ଦିନେ ପାହାର ଖାଇବୁ ଯଥା ଓଲେଇ ବିଲେଇ।



1    124 3

ପୁରୁଷୋତ୍ତମ ଦେବ (32)

Classics

ଅସୀମ ରୋମାଞ୍ଚ ଭରି ଦେଇଥିଲା ଦିନେ ଯେ ଜୀବନେ ତୋର, ଅଶନ,ବ୍ୟସନ ଭୁଲି ଜପୁଥିଲୁ ଦିବା ନିଶି ନାମ ଯାର।



1    107 4

ପୁରୁଷୋତ୍ତମ ଦେବ(31)

Others

ଏ ସମୟେ ,ହସ୍ତ ପଦ ଶୃଙ୍ଖଳିତ- କରି କାଞ୍ଚି ରାଜାଙ୍କର, ପୁରୁଷୋତ୍ତମଙ୍କ ଅଗ୍ରେ ଉଭାକଲେ ସେନାପତି ଉତ୍କଳର।



1    87 4

ଗୁରୁବାର ଉଜୁଁଆ-ପଲ୍ଲୀ କବିତା

Classics

ବାରିପଟେ ମାଟିଚୁଲି ଗଢି କରେ ମିଛିମିଛି ରନ୍ଧାବଢା, 'ଚଗଲା' ଜେଜୀର କାନି ଧରି ବୁଲେ ହୁଏନାହିଁ ପାଖଛଡା।



1    64 3

ପୁରୁଷୋତ୍ତମ ଦେବ 30

Classics

ଅଶ୍ୱାରୋହୀ ସଙ୍ଗେ ଅଶ୍ୱାରୋହୀ,ପଦା- ତିକ ସଙ୍ଗେ ପଦାତିକ, ଗଜାରୋହୀ ସଙ୍ଗେ ଗଜାରୋହୀ, ଯୁଦ୍ଧେ ମାତିଗଲେ ଏକୁ ଏକ।



1    147 7

ପୁରୁଷୋତ୍ତମ ଦେବ 29

Classics

ଶଂସପ୍ତକ ସମ ,ନିଜ କ୍ରିୟାକର୍ମ- ବ୍ୟବସ୍ଥା କରି ଦିଅନ୍ତି,, "ଫେରିବାର ଆଶା ନରଖିବ" ବୋଲି ପତ୍ନୀକୁ ବୁଝାଇ ଥାନ୍ତି।



2    143 7

କୋଉଠି ଦବୁ ତୁ ଭୋଟ-ପଲ୍ଲୀ କବିତା

Classics

ଦରଦାମ୍ କାହିଁ କୋଉଠି ହେଲାଣି ଧାନ ଦର ବଢେନାଇଁ, ଟିଭି କାଗଜରେ ଦର କସାହୁଏ ଚାଷୀ ରହିଥାଏ ଚାହିଁ।



1    67 2

ପୁରୁଷୋତ୍ତମ ଦେବ(28)

Others

ଏଇ ମାଟି ବୀର ସନ୍ତାନ ଦିନେରେ ଦୟା ତଟିନୀର କୂଳେ, ଲହୁ ଢାଳିଦେଇ ସିଂହସମ ଲଢି- ଥିଲେ ଚଣ୍ଡାଶୋକ ତୁଲେ।



1    69 1

ଶିଶୁ କବିତା

Children

ପୋଖରୀ ପାଣିରେ ଧୁଆଁକୁ ଦେଖି, ଟେଣ୍ଟେଇ କହୁଚି ମାଆକୁ ଜାକି, 'ଦେଖ୍ ପୋଖରୀରେ ନିଆଁ ନାଗିଚି, ଚାରିଆଡେ କେତେ ଧୁଆଁ ଉଠୁଚି !!



1    1.2K 2

ମାଆ

Others

କିଛିଦୂରେ ତାର ଅପେକ୍ଷା କରିଛି ଛେଉଣ୍ଡ କୁକୁର ଛୁଆ, ଗାଡିତଳେ ପଡି ମାଆଟି ତାହାର ମରିଯାଇଥିଲା ଆହା !



1    336 3

ପୁରୁଷୋତ୍ତମ ଦେବ(27)

Others

'ମାଣିକ ଭକତି' ଆଲୋଚନା ଆଜି ପଡିଛି ଦେବସଭାରେ, ସମସ୍ତେ ଚକିତ କେହ୍ନେ ଜଗନ୍ନାଥ ଦେଖାଦେଲେ ମାଣିକରେ !



2    958 5

ପୁରୁଷୋତ୍ତମ ଦେବ(26)

Others

ନିଜେ ବ୍ରହ୍ମା ହର ହୁଅନ୍ତି ଆତୁର ଦର୍ଶନ ପାଇବା ପାଇଁ, କେଉଁ ଭାଗ୍ୟବଳେ ମାଣିକ ତୁ ଡୋଳେ ଦେଖିଲୁ ବ୍ରହ୍ମାଣ୍ଡସାଇଁ



2    66 1

ପୁରୁଷୋତ୍ତମ ଦେବ(25)

Classics

କଳା,ଗୋରା ଦୁଇଭାଇ;କଳା ଚଢି- ଥିଲା ଧଳାଘୋଡାପରେ, ଗୋରା ପିଲାଟି ତା ବଡଭାଇ;ଚଢି ଥିଲା ସେ କଳା ଅଶ୍ୱରେ।



1    1.4K 5

ପୁରୁଷୋପୁରୁଷୋତ୍ତମ ଦେବ(24)

Others

ଭାସିଗଲା ଆଖିଆଗେ 'ହରିଆ'ର ସୁନ୍ଦର ଚିକ୍କଣ ମୁହଁ, ହେଉଥିଲା ପ୍ରତିଧ୍ବନିତ କାନରେ 'ମାଆ' ଡାକ ଅହରହ।



1    1.1K 5

ପୁରୁଷୋତ୍ତମ ଦେବ(23)

Others

ଯେତେ ଦୁଧ,ଦହି,ଲହୁଣୀ ରଖିଚୁ ପସରାରେ ତୋର ଭରି, ସବୁ ଖୁଆଇଦେ ପୁଅକୁ ତୋର ମା ଭୋକ ,ଶୋଷ ଯାଉ ମରି



2    2.2K 8

ଋଣଛାଡ(ପଲ୍ଲୀ କବିତା)

Others

କଣ୍ଟା ଯେତେବେଳେ ଲାଖେ। କେତେକାଳ ଏଇମିତି ସରକାର କରୁଥିବେ ଋଣଛାଡ, ମୂଳରୁ ନଚଢି ଡାଳରୁ ଚଢିବା ଚେଷ୍ଟା କରିଥାନ୍ତି ମୂଢ।



1    1.6K 3

ପୁରୁଷୋତ୍ତମ ଦେବ 22

Others

ଧଳା, କଳା ଘୋଡା ବନ୍ଧା ହୋଇଥିଲେ ଅଦୂରେ ଗଛ ଛାଇରେ, ଦେଖିଲେ ଦୂରରୁ ଆସୁଛି ନାରୀଏ ଦହି ପସରା ମୁଣ୍ଡରେ।



1    2.0K 4

କୋହଲା ପାଗ(ପଲ୍ଲୀ କବିତା)

Others

ବେନୁଆଁ କହିଲା "ବଡ ବାଜେପିଲା, ତୁ ସଅଁବାରୀ ମୋର, ପରିବା ପେଇଁକି କୁଆଡେ ଯିବିନି ଯାହା ଘରେ ଅଛି କର।



1    1.4K 2

ପୁରୁଷୋତ୍ତମ ଦେବ (21)

Others

ଜଗନ୍ନାଥ, ବଳରାମ ଆଗେ ଆଗେ ଗଲେ ଅଶ୍ୱ ଝପଟାଇ, ପ୍ରଚଣ୍ଡ ଖରାରେ ଶ୍ରୀଅଙ୍ଗରୁ ଝାଳ ଗମ ଗମ ଯାଏ ବହି।



2    2.0K 4

ପଲ୍ଲୀ ସୁନ୍ଦରୀ

Others

କଳାମଚମଚ ପୁଚୁକୀଗାଲୀର ନାକଚଣା ଝିଲିମିଲି, କଥାକହୁଥିଲେ ହଲୁଥାଏ ପେଣ୍ଡି ଫୁଲ କାନରେ ଦୋହଲି।



1    2.6K 3

ପୁରୁଷୋତ୍ତମ ଦେବ(20)

Others

'ଏ'ତ ଜଗନ୍ନାଥ, ବଳରାମଙ୍କର ଧଳା,କଳା ଘୋଡା ଦୁଇ, କେଣେ ବିଜେ କରୁଛନ୍ତି ' ଭାଳି ମୁନି ଯାନ ଦେଲେ ଅଟକାଇ



2    2.3K 4

ପୁରୁଷୋତ୍ତମ ଦେବ(19)

Others

ହେ ପ୍ରଭୁ ! କାଂଚୀଗଡ ପଦା- ନତ କରିବେ ମୋ ସେନା, ସଙ୍ଗେ ଆଣି କାଂଚୀଜେମା ମୁଁ, ଚଣ୍ଡାଳେ ବିବାହ ଦେବି ମଣିମା।



1    2.7K 3

ସରଳ ବିଶ୍ଵାସ

Others

ନୂଆ ଆଟିକାରେ ଅରୁଆ ଭାତକୁ ଆଇଁଷ, ଶାଗ, ତୁଉଣ, ସଞ୍ଜବେଳେ ନେଇ ଆଟିକା ଥୋଇବୁ ତୋଷିବାକୁ ଚଣ୍ଡୀ ମନ



1    2.8K 1

ପୁରୁଷୋତ୍ତମ ଦେବ- 18

Classics

ତୁମ୍ଭର ସେବକ ଯୁଦ୍ଧେ ହାରିଯାଇ ଅପମାନେ ଜର୍ଜରିତ, ଷାଠିଏ ପଉଟି ଖାଇ,ଶ୍ରୀମନ୍ଦିରେ ଚିନ୍ତାହୀନ ଜଗନ୍ନାଥ ।



1    1.3K 2

ପୁରୁଷୋତ୍ତମ ଦେବ(ଭାଗ - ୧୭)

Classics

ଯୁଦ୍ଧ ପରିଣାମ ଶୁଣି ନରମଣି ହେଲେ ଘୋର ଅନୁତପ୍ତ, ଭାବିଲେ 'ଶ୍ରୀଜିଉ ଆଜ୍ଞା ମାଳ ବିନା ଜୟ ମିଳିବ କେମନ୍ତ?"



1    2.7K 3

ଆସିଲା ଶୀତ

Children

କାଳିଆ ବିଲେଇ ଘଷିହେଲା ଆସି ମିଆଉଁ ମିଆଁଉ ହେଇ, ଘୁଡୁ ଘୁଡୁ ହେଲା ବୁଢାର ଚାଦର ଭିତରେ ଶୋଇଲା ଯାଇ



2    2.4K 3

ପୁରୁଷୋତ୍ତମ ଦେବ(ଭାଗ - ୧୬)

Classics

ପାତ୍ର ମନ୍ତ୍ରୀ ଗଣ ରାଗେ ତମ ତମ ହୁଙ୍କାର ଦେଲେ ସଇନ, ସେନାପତିଗଣ ଠୁଳକଲେ ସୈନ୍ୟ କମ୍ପେ ଗଗନ ପବନ।



1    2.9K 5

ମୋ ବୁଢା

Others

ଖାରସୋଢା ଟିକେ ପକେଇ ବୁଢାର ଫତେଇ କାଚିବାପେଇଁ, ପୋଖରୀ ତୁଠକୁ ଗଲି,ମୋ ଯିବାକୁ ରହିଥେଲା ସତେ ଚାହିଁ,



1    2.3K 1

ପୁରୁଷୋତ୍ତମ ଦେବ (ଭାଗ - ୧୫)

Classics

କ୍ଷୁଧାତୁର ଆଗେ ସରପୂଳି ଥୋଇ ଫିଙ୍ଗିଲୁ ଧୂଳି ତହିଁରେ, ଅମୃତ ପାତ୍ରକୁ ମୃତ ପାଇଁ ଆଣି ବିଷ ଢାଳିଲୁ ପାତ୍ରରେ।



1    3.1K 5

ପୁରୁଷୋତ୍ତମ ଦେବ(ଭାଗ-14)

Classics

ରାଜ୍ୟ ହିତ ପାଇଁ ସ୍ୱାର୍ଥ ବଳିଦେବା ଅଟେ କ୍ଷତ୍ରିୟର ଧର୍ମ, ମୋର ନିଷ୍ପତ୍ତିକୁ ସମର୍ଥନ ଦେବା ତୁମର ବିହିତ କର୍ମ।



1    3.3K 6

ପୁରୁଷୋତ୍ତମ ଦେବ(13)

Others

ରୂପସୀ ମୋ ରାଜଜେମା ରୂପାମ୍ବିକା ହେବେ ଆର୍ଯ୍ୟରାଜ୍ୟ ରାଣୀ, ଏ ଅନାର୍ଯ୍ୟ ଚଣ୍ଡାଳକୁ ବିଭାହେଲେ ବୋଲାଇବେ ଚଣ୍ଡାଳୁଣୀ।"



1    3.4K 6

ପୁରୁଷୋତ୍ତମ ଦେବ(12)

Classics

ଘୋଷଯାତ୍ରା ଦରଶନ ସଙ୍ଗେ ସଙ୍ଗେ ବିବାହ ତିଥି ନିର୍ଣ୍ଣୟ- କରି ଫେରିବାକୁ ରାଜ ଜ୍ୟୋତିଷଙ୍କୁ କହିଥିଲେ କାଞ୍ଚି ରାୟ।



1    4.1K 4

ପୁରୁଷୋତ୍ତମ ଦେବ(11)

Others

ଲେଉଟିଲେ ପକ୍ଷୀ ଆକାଶ ବୁକୁରେ ଅଙ୍କା ବଙ୍କା ଧାଡି କରି, ପ୍ରାସାଦ ହ୍ରଦରେ ନୀଳକଇଁ ନାଚେ ପଦ୍ମମନ ଯାଏ ମରି।



1    4.4K 2

ପୁରୁଷୋତ୍ତମ ଦେବ(10)

Others

ମାଆ ସିନା ବୁଝେ ମନର କଥାଟି ଆଉ କେ ବୁଝିବ କାହିଁ? ମାଆ ହୃଦୟର ଦର୍ପଣେ ଝିଅର ପ୍ରତିବିମ୍ବ ଥାଏ ରହି।



1    4.3K 5

ପଚା ବରଷ ତଳର ଗାଁ

Fantasy Others

ପାଉଥିଲା ଧାନ ଷୋଳଅଣିଆ, ଭରି ରହୁଥିଲା ଡୋଲି,ଓଳିଆ। ଥିଲା ସିନା ବଢି ମରୁଡି ଡର, ଦୁଃଖସଙ୍ଗେ ସୁଖ ଥିଲା ଅପାର।



2    4.5K 5

ପୋଢୁଆଁ ଅଷ୍ଟମୀ ଜାମା

Others

ଗାଇ ନୁନୁ ପେଇଁ ବାଆ ଯାଇଥେଲା ବେଙ୍କ ବାଲା ପାଖକୁ, ଫେରି ଆଇଲା ସେ ଆଗୁଆ ମାଗନ୍ତେ ଦି'ହଜାର ନାଞ୍ଚ ତାକୁ।



1    4.4K 3

ପୁରୁଷୋତ୍ତମ ଦେବ 9

Others

ରୂପାମ୍ବିକା ରୂପ-ଲାବଣ୍ୟ ନଦୀରେ ସ୍ନାନ କରି ରାଜପୁତ୍ର, ଭାବିଲେ ଜୀବନ କେଡେ ମଧୁମୟ, ସୁଧାମୟ କି ଅମୃତ !



1    4.4K 1

ପୁରୁଷୋତ୍ତମ ଦେବ(ଭାଗ - ୮)

Classics

ନିତମ୍ବ ପର୍ଯ୍ଯନ୍ତ ଲମ୍ବିଛି କୁନ୍ତଳ ତା ଆଗରେ ଅଙ୍ଗଲତା- ଚମ୍ପକ ବରଣୀ,ଖେଳିଯାଉଛିକି ମେଘଦେହେ ବିଦ୍ୟୁଲ୍ଲତା !



2    4.9K 8

ଏ ଜୀବନ କପିଧ୍ୱଜ

Others

ଜୀବନ ମହାଭାରତେ , ଯୁଦ୍ଧକରେ 'ଜୀବ' ପାର୍ଥ ନିରତେ, ବାଗ ଦଉଡି 'ପରମ' ହାତେ।



1    4.2K 3

ଜୟ ଯଜମାନୀ

Comedy Fantasy Others

ଝାଡା ଛୁଆଁଚିରେ ପଶେ ରୋଷଘରେ, ଖାଏ ପଖାଳ ଶୁକୁଆ, ଦିନବେଳେ ଯଜମାନୀ ସଂଜ ହେଲେ, ଆସ୍କାଫଟି ହୁଏ ପିଆ।



1    4.5K 6

ପୁରୁଷୋତ୍ତମ ଦେବ (ଭାଗ - ୭)

Classics Others

ଶୟନେ ସ୍ୱପନେ ଜାଗରଣେ ସଦା ଘାରି ହୋଇଲେ କୁମାର, ମାଡିବସିଲା ଯେ ହୃଦ ସିଂହାସନ ବାଳାର ରୂପସମ୍ଭାର।



1    4.5K 5

ଝୁଅର କି ହେଲା ଦୋଷ

Tragedy

ବାପା ମାଆଙ୍କର ଯେଉଁ ରକତ ଲୋ, ବହୁଚି ପୁଅ ଦେହରେ, ସେଇ ରକତ ତ ବହୁଚି ବଉଳ , ମୋର ଏଇ ଧମନୀରେ



1    4.2K 5

ପୁରୁଷୋତ୍ତମ ଦେବ

Classics

ଯେଉଁ ହମ୍ବିରଙ୍କ ସିଂହରଡି ଶୁଣି ଅରାତିର ଛାତି ଥରେ, ଉଭା ହୋଇଥିଲେ ଶୃଗାଳ ସଦୃଶ ବାହାମନି ଦରବାରେ।



2    4.2K 5

ପୁରୁଷୋତ୍ତମ ଦେବ (5)

Others

ବାରବାଟୀ ଦୁର୍ଗେ ସଇନେ ସମ୍ବୋଧି ବୋଇଲେ ପୁରୁଷୋତ୍ତମ, "ବିଶାଳ ବାହିନୀ ଘେନିଣ ହମ୍ବିର ଆସୁଛନ୍ତି ଝଡ ସମ।



1    4.4K 6

ଥିଲେ ଦୁଃଖ,ନଥିଲେ ଦୁଃଖ

Classics

ଧୋବେଇ ଖୁଡୀ ଆମର, ପୁଅଟିଏ ପାଇଁ କେଡେ ଆତୁର, ଛଅ ଝିଅର ସଂସାର ତାର। କେତେ ଦେବାଦେବୀ କଲା, ପଠାଣଠୁଁ ଡଉଁରିଆ ବାନ୍ଧିଲା, ପୁଅ ବକଟେ ଭାଗ୍ୟେ ..



1    5.0K 7

ପଲ୍ଲୀ ସୁନ୍ଦରୀ

Others

ସକାଳୁ ସଅଳ ଉଠି, ଘର ବାରି ଲିପେ ଗୋବର ମାଠି, ବୋହୂ ଏମେତେ ଅଛି କୋଉଠି !



1    4.6K 5

ପୁରୁଷୋତ୍ତମ ଦେବ(ଭାଗ - ୪)

Classics Others

ଶୁଣି ଏହିବାଣୀ ସେନାପତି ପୁଣି ବୋଇଲେ "ହେ ! ଅବଶୋଷ, ଗଜପତି ଶ୍ରୀ ଶ୍ରୀ ପୁରୁଷୋତ୍ତମଙ୍କ ଅଟେ ମୁଁ ଦାସାନୁଦାସ।



1    4.1K 6

ନଟବର(ପଲ୍ଲୀ କବିତା)

Comedy Others

ଏମିତିଆ ନଟବରଟିଏ କାହିଁ ଦେଖିଚ ଭଉଣୀ ଭାଇ, ସାମ୍ବାଦିକ ସିଏ,ଓକିଲ ବି ସିଏ ସିଏ ଷଣ୍ଢ ସିଏ ଗାଈ।



1    4.5K 6

ପୁରୁଷୋତ୍ତମ ଦେବ(3)

Others

ତୁମ୍ଭ ସ୍ୱପ୍ନଆଦେଶକୁ ବିଧାତା ନିର୍ଦ୍ଦେଶ, ମାନି ମୋତେ ରାଜଦଣ୍ଡ ଦେଲେ ଉତ୍କଳେଶ



2    4.2K 3

ଧାରା ଶିରାବଣ ଦେଖ୍ ମନୁଆଁ(ପଲ୍ଲୀ)

Others

ଖାତିଆ ହେଲାଣି ପାଣିରେ ଭରା, ଯାଆଁଳ ଦିମୁଠା ଛା'ଡେ ଗଉରା କଣ୍ଟା ଦି'ଡାଳେ ପକେଇ ଥବୁ, ତା'ହେଲେ ଦିଅଣ୍ଡା ମାଛ ଖାଇବୁ।



1    4.4K 4

ପୁରୁଷୋତ୍ତମ ଦେବ(2)

Others

ଶତ୍ରୁ ଅସିଘାତରୁ ଏ ଆଘାତ ଯେ ଭାରି, ପ୍ରତିଜ୍ଞା କରୁଛି ଖେଳିବି ମୁଁ ରକ୍ତ ହୋରି।



1    5.4K 6

ଗାଁର ଶିବମନ୍ଦିର

Classics Others

'ଫୁକୁ' ଦଦା ଏକ ଥିଲ, ଦଶଦିନ ସେ ଅଧିଆ ପଡିଲା, ଜିଭ ଅଧାକାଟି ଥୋଇଦେଲା। ଜିଭ ତାର ଗଲା ପାଚି, ମାସେ ମେଡିକାଲ ରହି ଆଇଚି, ଜିଭ ଆଉ କଁ' .......



1    4.6K 3

ପୁରୁଷୋତ୍ତମ ଦେବ

Others

ସଇନ ତାଙ୍କର ଥିଲେ ଯେତେ ତାର କରିବ କିଏ କଳନା , ପଦାତିକ,ଅଶ୍ୱାରୋହୀ ଗଜାରୋହୀ କରି ନହୁଏ ଗଣନା।



2    4.1K 4

ହେ ପିତା ପରମେଶ୍ଵର

Inspirational

ନିଜ ଅଭାବକୁ ଅଣଦେଖା କରି ମୋ ଦେହକୁ ଦେଲ କନା,, ନିଜ ଭୋଖ ନିଜ ପେଟରେ ମାରିଛ ଦେବାକୁ ମୋ ମୁଖେ ଦାନା।



1    4.8K 9

କୁଆଡେ ହଜିଗଲ

Children

ମାଛରଙ୍କା ଜାମୁଡାଳରେ ବସି ପାଣିକି ଚାହିଁ, ଡୁବ ମାରୁଥାଏ ଦଣ୍ଡେଇ ମୀନ ଗିଳିବାପାଇଁ।



1    11.5K 7

କାହିଁ ଗଲେ ହଜି !(ପଲ୍ଲୀକବିତା)

Others

ଷାଠିଏ ବରଷ ତଳର କଥା ହଉଚି ହେଜି, କୋଇଲି,କଜଳପାତି ଲୋ ଦେଖି ତୁମକୁ ଆଜି।



1    6.4K 5

ଆଜିର ଗାଁ

Others

ଚାଳ ଗୋଟେ ଆଉ ଦୁଶୁନି ଗାଁରେ, ବଡ ପରିମଳ ହେଲା, ଘରେ ପାଇଖାନା ଅଛି, ନଟଭାଇ ବାଟେରେ କିଆଁ ହଗିଲା ?



1    13.9K 3

ଦଶପଦୀ ପଲ୍ଲୀ କବିତା

Others

ଅନୁଷ୍କା ଉପରେ ବଡ ରାଗ ତାର, କହେ "ମାଙ୍କୁଡୀ,ବିଲେଇ, ଭଲପାଉଥିଲି କେତେ କୋହଲିକି, ନେଲା ମୋଠାରୁ ଛଡେଇ।"



1    6.8K 8

ବାଙ୍କାର ଦୁଃଖ(ପଲ୍ଲୀ କବିତା)

Others

ଚଷା ମୂଷା"ବୋଲି କହିଚି ପରା ମୁଁ ହେଜି ହଉଚି ସେ କଥା, ବାଟିଏ ଚାଷରେ ନିତି ମୋ ଉପାସ,ଭାଳି ଘୂରିଯାଏ ମଥା, ତମେ ସବୁ ବଡ ନୋକ....



1    6.9K 5

ଧାରା ଶିରାବଣ ଦେଖ ମନୁଆଁ

Classics

ବରଷା ପିଟିଲେ କରିବୁ କ'ଣ? ଝାମ୍ପି ଦେଖିବାକୁ ସାତ ସପନ। ପାଣିରେ ଭିଜିଲୁ ହେଲା ନସମା, ନାଲି'ଚା ଟିକେ ପିଇଦେ ଦାମା।



1    6.2K 4

ମୁଁ ସମୟ ମହା ବଳବାନ

Others

ବାହୁରେ କ୍ଳିଓପାଟାରାର ଅସୁମାରୀ ସ୍ୱପ୍ନର ଝଲକ ହାତରେ ଜୁଲିଅସ୍ ର ଫେନୀଳ ରୋମକ ଚାହୁଁଥିଲା ସେ ସମ୍ରାଟ ସମୟ ଯାଉ ଅଟକି, ପାରିଲା କି ରଖି ?



1    13.8K 5

ଜୀବନ ତୁମକୁ----

Tragedy

ଥିଲା ସେଇ ଆଲୁଅକୁ ନେଇ ତୁମ ମନେ ଅହମିକା ଭାରି, ବୁଣୁଥିଲ ବୁଢିଆଣି ସୁତାରେ ଯେ କେତେ ସ୍ୱପ୍ନ ଅସୁମାରୀ



1    7.0K 4

ଅଚିହ୍ନା ଛାୟା

Others

ବୁଝିଲି ସେ ସ୍ୱପ୍ନ ଖୋଜି ଶ୍ରାନ୍ତ ଅବସନ୍ନ ସୁନାର ଗୁଡକଙ୍କ ଙ୍କ ପଛେ ଧାଇଁ ସାରା ଦିନ, ହୋଇଗଲା ଦିନ ଅବସାନ। ରାତି ହୋଇଗଲେ ଯିବେ ସେମାନେ ଉଭେ



1    7.0K 8

ଯୋଜନା-ପଲ୍ଲୀ କବିତା

Tragedy

ଜଗୁନି କହିଲା "ଶୁଖିଲାରେ ଏତେ ପେମ କିଆଁ କିଲୋ ଦାଦି? କାମ ନ'କଲେ ପାଆଞ୍ଚେ ମିଳିବ ? ଥିବ କିଛି କାରସାଦି ।"



1    13.8K 4

ପଲ୍ଲୀ କବିତା

Children

ଶୁଦ୍ଧଘର ଖର୍ଚ୍ଚ ପାଇଁ କିଏ କେତେ- ଦବ ଚାଲେ ଭିଡା ଭିଡି, ଦେଖି ଶୁକୁରିଆ ଦାଦିର ଆଖିରୁ ଲୁହଧାର ଯାଏ ଗଡି।



1    7.2K 6

ଅସୀମ ତୁମେ ହେ !

Others

ଯେଉଁ ତୂଳିର ରଂଗେ ଜୀବନ ରଙ୍ଗାୟିତ, ପଚାରିବି କାହିଁକି ତହିଁରେ କାହା ହାତ? ସହିଛ ତୁମେ ମୋର ଅସୀମ ଅତ୍ୟାଚାର, ମାଗିକି ପାରିବି କ୍ଷମା ....



1    7.1K 6

ନିର୍ବୋଧ

Others

ନିଜ ଭାଗ୍ୟର ନେପୋଲିୟନ ମୁଁ ସଫଳତା ହାତଧରି, କେତେ ଅଷ୍ଟ୍ରିଆ, କେତେ ଇଟାଲି ଗଲି ପଦାନତକରି।



1    6.9K 4

ପ୍ରତାରଣା

Tragedy

ମୁକ୍ତା ବୋଲି ଯାହା ଦେଇଥିଲ ସେତ ପାଲଟିଲା କାଚ ଗୋଟି, ନକଲି ଶାମୁକା ଭିତର ଖୋଜିଲେ ମିଳନ୍ତା ମୁକ୍ତା କେଉଁଠି ?



1    7.2K 5

ଅଭିନୟ

Others

ସତ କୁହ ଏହା ଅଭିନୟ ଅବା ମିଛର ଏ ଅପଳାପ, ମତେତ ଲାଗୁଛି ଅଭିନୟ ନୁହେଁ ଏହା ଏକ ସତ୍ୟ ଗଳ୍ପ ।



1    6.9K 4

ହେ ଅନ୍ଧକାର !

Others

କିଏତ କେତେ କାନ୍ଦନ୍ତି ତୁମରି ପରଶେ, ଜୀବନକୁ ଦୁର୍ବିସହ ମଣନ୍ତି ହତାଶେ।



1    6.6K 3

ଅବ୍ୟକ୍ତ ବେଦନା

Others

ମନ ଖାଲି ମାଆହୋଇ ଗୁମୁରି ଗୁମୁରି କାନ୍ଦେ, ଆଖିଲୁହ ପିଇଯାଏ ଶବ ପାଶେ ଏକା ବସି,



1    6.5K 10

ସ୍ରଷ୍ଟା

Others

ଦୁବ ଘାସରେ ବି ରହିଅଛ ତୁମେ ରହିଛ ବିଶାଳ ଦ୍ରୁମେ, ଫୁଲରେ ରହିଛ,ପତ୍ରରେ ବି ଅଛ, କୃମିରେ ଆବର କୂର୍ମେ।



1    7.0K 10

ପଲ୍ଲୀଗୀତ - ୨୪

Others

ଚାଷ ଖର୍ଚ୍ଚ ଅଧା ଦେଇ ସରକାର ନିଅନ୍ତେ ଫସଲ କିଣି, ଚାଷୀଙ୍କର ଭଲ ଦିନ ମୋ ବୋପାରେ ଫେରନ୍ତା ଅବା କେଜାଣି।



1    6.6K 4

ପଲ୍ଲୀଗୀତ - ୨୩

Others

ମହକିଲା ଚମ୍ପାଫୁଲ ଲୋ ସଙ୍ଗାତ ମହକିଲା ଯାଈଫୁଲ, ଗେରସ୍ତ ସୁଆଗ ଅମୂଲ ମୂଲ ଲୋ ତା ସଙ୍ଗେ କେ ହେବ ତୁଲ?



1    6.8K 7

ପଲ୍ଲୀଗୀତ 22

Classics

କଥାମାନି ମୋର ସାଙ୍ଗ ଗଲା, ଆଠ ଦିନଯାଏ ନଫେରିଲା, ନଅ ଦିନଠି ସେ ଫୁନୁରେ ଯାହା ବଖାଣିଲା ହଂସା ଉଡିଗଲା।



1    6.8K 9

ପଲ୍ଲୀଗୀତ 21

Inspirational

ମାତାଜୀ ନାମରେ ସେ ମଠଭିତରେ ରଖିବୁ ଦଶଟି ଗୋରୀ, ବେଙ୍କ ବାଲାଂସ ବଢିଯିବ ବେଟା ଶ୍ରାବଣର ନଈପରି।



1    7.0K 6

ପଲ୍ଲୀ ଗୀତ - ୨୦

Others

ଆଜି ଏଇଠେଇଁ ଥାଉଲୋ ବଉଳ ପଡିଚି କେତେ ପାଇଟି, ଘରକାମ ଟିକେ ସରିଯାଉ ପୁଣି ଲଗେଇବା ଆମ ଖଟି।



1    13.9K 4

ପଲ୍ଲୀଗୀତ

Classics

ସଜ ଘିଅ,ଦହି,ମହୁ ଦେଖି ଶୁଭ କାମେ ଯେବେ ତୁ ଯାଉଁ ଜାଇଫୁଲଲୋ ଭଲ ଫଳ ମିଳେ ତହୁଁ।



1    6.5K 8

ପଲ୍ଲୀଗୀତ-16

Inspirational

ଏଣ୍ଡୁଅ* ଭାଇର ବୋଦି କିଆରୀଟା# ନୁଣ୍ଡିଲା ବାଜେଣୀ ଗାଈ& କାଟିବାଛି କଲା ଅଘରବାସ ଲୋ ଏଣ୍ଡୁଆଣୀ ମହାଦେଈ।



1    6.2K 4

ପ୍ରେମମୟୀ ରାଧା

Classics

ଭ୍ରମର ଯେ କାମୀ ଫୁଲରେଣୁ ଚୁମି ଉଡିଯିବା କାମ ତାର, କିନ୍ତୁ ତୋ କାନୀରେ ବେଣୁପାଣୀ ବାନ୍ଧି ରଖିବା କାମ ତୋହର।



1    6.9K 6

ପଲ୍ଲୀଗୀତ 14

Others

ଛେଳି ଚାରିପଟ ମିଁମିଆଁ ରୋଗ ନିପାତ କଲାରେ ଭାଇ, ଷଣ୍ଢାପରି ମୋର ଭେଣ୍ଡା ବୋଦାଟାକୁ ଧଇଁବାତ ଗଲା ଖାଇ।



1    6.5K 3

ପଲ୍ଲୀଗୀତ

Inspirational

ଗେଣ୍ଡାଳିଆ ଏବେ ସାତ ସପନଲୋ କୁଆଡୁ ଆସିବ ପର? ରଜାଝିଅ କିଆଁ କୁରୁଳି ମରୁଚି ଦେଖି ଏ ବୁଢା ନାଗର ?



1    13.9K 5

ହେ ମହାବାହୁ

Others

ଯେତେ ପ୍ରିୟ ବନ୍ଧୁ ଅଛନ୍ତି ମୋର, କୃପା ବାରିରେ ତାଙ୍କୁ ସିକ୍ତ କର। ବିଶ୍ଵ କଲ୍ୟାଣ କରହେ ସାମନ୍ତ, ମାତ୍ର ଏତିକି ଅଳି କରେ ଭୃତ୍ୟ।



1    14.0K 7

ମିନତି ମୋ ବାହୁଡାରେ

Others

ଅକର୍ମ,ବିକର୍ମ ଚେର ବାନ୍ଧିଲାଣି ପ୍ରାଣକୁ ଶରୀର ଖୁଣ୍ଟେ, ବୈରାଗ୍ୟ ଖଡଗ ତଳୁ ତୋଳିବାକୁ ମନରେ ବଳ ନଅଣ୍ଟେ।



1    7.1K 4

ପଲ୍ଲୀଗୀତ

Others

ମଉନମୁହୀଁର ଗଉଁ ଦେଖିଲେଲୋ ଛାତି ଫାଟିଯିବ ସିନା, ଋଷି ହେଲେ ଜଟା ଛିଣ୍ଡେଇ ମରିବ, ମୋ ଘର ଭେଣ୍ଡି ହେଲା ସୁନା।



1    12.9K 13

ପଲ୍ଲୀଗୀତ...୬

Children

ଝିପି ଝିପି ଝରିପଡେ ଶିରାବଣ,କାଇଁ ଲୋ ସାଧବ ବୋହୂ? ପାଉଁଜି ପଟକ ହଜିଲା ବିଲରେ ଧାନ ପଣେ ରୋଉ ରୋଉ...



1    14.0K 8

ଯେମିତି ନୁହାକୁ ସେମିତି ପାଣି

Inspirational

ଦାରୁଗାକୁ କିଏ ଡରିଚି ଲୋ ମୁଁ କଂସାରୀ ଘରର ପାରା। କୁଲା ଢାଉଁ ଢାଉଁ କରୁଚୁ କେତେ,ମୁଁ ଜିହଲ ଯାଇଚି ପରା....



1    6.6K 2

ପଲ୍ଲୀଗୀତ

Classics

ମାଟିଆ ଚିଲର ଶାଶୁ ମଲା ବୋଲି ହୋଇଲା ସେ ପରଦେଶୀ ମାଛରଙ୍କା ଶିରୀକ୍ଷେତର ଯାଇଚି କରିବାକୁ ଏକାଦଶୀ। ଗୁଣ୍ଡୁଚି ମୂଷାକୁ ଖୋଜିଲେ ....



1    6.7K 8

ଯିଏବା ଗଢିଛି ତୁମକୁ ତାପାଦେ---

Others

ତୁମ ଚକାଆଖି ଚାହିଁଲେ ପରଖି ଦିଶଇ ଗୋଳଭୂଖଣ୍ଡ, ତୁମରି ବିଶାଳ ବାହୁତଳେ ଆଶ୍ରା ନେଇଛି ବିଶ୍ବ ବ୍ରହ୍ମାଣ୍ଡ।



1    6.7K 6

ବାବାଜୀ ବା'ଘର

Others

ଫୁଟେ ଏଡେ ଏଡେ କାଠ ଚକର, ପଦିଆ ବୋଉ, ଠାକୁଆ ଗାଲରେ ସ୍ନୋ ପାଉଡର ପଦିଆ ବୋଉ।



1    6.8K 9

କାହ୍ନାକୁ ଦିଅନା ନିନ୍ଦା

Inspirational

ବନସ୍ତେ ଡାକିଲା ସାରୀ ଲୋ ସଂଗାତ ଶ୍ୟାମ ନ ଚାହିଁଲେ ଫେରି ଆଖିର କଜଳ ଧୋଇଯାଏ ମୋର ଝରି ନୟନରୁ ବାରି....



1    6.8K 3

ଅନୁତପ୍ତ

Others

କୂଳବୃଦ୍ଧହୋଇ ଜଗିଲେ କିହେବ ଅନୀତି ଟେକିଛି ଧ୍ବଜା, କୂଳବଧୂ ହେଲେ ବାରନାରୀ,ବର୍ଣ୍ଣସଙ୍କର ସାଜିଲେ ରାଜା।



1    6.6K 10

ସ୍ବୟମ୍ବର

Inspirational

ବିଦାୟ ନେଲେ ପାଣ୍ଡବେ ଘେନି ରାଜବାଳୀ, କୁମ୍ଭାରଶାଳ ଦିଗରେ ସର୍ବେ ଗଲେ ଚଳି.....



3    6.8K 7

ବାଣୀପୁତ୍ର ଗଦାଧର ସିଂହସାମନ୍ତ 7

Classics

ଚାରୁ ଚିବୁକରେ ତର୍ଜନୀ ଦାନେ, ଠାରୁ କି ମୋତେ ବିମ୍ବାଧର ପାନେ?।୪। ସାର ପଦେ ହେଲେ ତୁ ନ ଜଳପୁ, ମାର ପରାଜୟ ମନ୍ତ୍ର କି ଜପୁ?।୫।



2    6.6K 10

ବାଣୀପୁତ୍ର ଗଦାଧର ସିଂହସାମନ୍ତ - ୯

Others

ଅଧେ ରଖିଅଛି ଅଧେ ଲିଭାଇ ରେ, ଚାହାଁ ଚଳ ନେତ୍ରାଞ୍ଚଳାରେ, ଏ ନୋହେ ବଳକ୍ଷପକ୍ଷ ଜାତ ରୃକ୍ଷପତିର ଦ୍ବିତୀୟା କଳାରେ।"



1    1.3K 10

ବାଣୀପୁତ୍ର ଗଦାଧର ସିଂହ ସାମନ୍ତ ୧୦

Inspirational

ସେ ମୋହନ ବଂଶୀ,ଯାହା ଗାଏ ନିଶି,ସେହି ଗାନ ଏକା ଗାନ....



1    13.2K 8

ବାଣୀପୁତ୍ର ଗଦାଧର ସିଂହସାମନ୍ତ

Classics

"କପୋତ ଅଟଇ ବିରହୀ ପ୍ରାଣ, ତା ଲକ୍ଷରେ ପଞ୍ଚବାଣ ସଞ୍ଚାଣ, ଯେଣୁ ପତନକୁ ଆରମ୍ଭି ଆସେ



1    7.1K 8

ନେତୀ ବାପାର ଦୁଃଖ

Others

ତା ପରିବାରର ବୋଝ ଉଠେଇବ କିଏ ନେତୀବୋଉ କହ କୋଟି କୋଟି ରୁଣକରି ଆନନ୍ଦରେ ବସିଚି ମାଲିଆ ପୁଅ।



1    6.9K 6

ବାଣୀପୁତ୍ର ଗଦାଧର ସିଂହସାମନ୍ତ

Inspirational

ତ୍ରିପୁର ସୁନ୍ଦରୀ ସୁନ୍ଦରତା ଜିଣି ସତେକି ପଲ୍ଲବା ଧରା!



1    6.6K 8

ପ୍ରେମମୟୀ ରାଧା

Others

ମୁଁ କହିବି ସତ, ଅପ୍ରିୟ ସତ୍ୟକୁ ହୃଦେ ସ୍ଥାନଦେଇ ଉଣା ନକରିବ ଚିତ୍ତ।୨।



1    6.9K 7

ବାଣୀପୁତ୍ର ଗଦାଧର ସିଂହସାମନ୍ତ

Classics

ବାର୍ତ୍ତା ବଜାର ତ ନାରଦ ମୁନି, ଗଗନେ ଚାହୁଁଛନ୍ତି ହୋଇ ତୁନି, ସ୍ବର୍ଗେ କହିବେ ତୋ ଶୋଭା ସନ୍ଦେଶ



1    6.5K 8

କବିତା

Others

ସଆନ୍ତହେ ! ତମେ ଘୋଷଯାତ୍ରାପାଇଁଭାଇ ଭଉଣୀକୁ ନେଇ,ଯାଉଅଛ ଏଣେ ସାଆନ୍ତାଣୀ ଘରେ.ଅଛନ୍ତି ମୁହଁ ଶୁଖେଇ।ତମ ଖନ୍ଦାଶାଳ କଥା ବୁଝି ବୁଝିତାଂକ ଅଣ୍ଟା ନଇଁଲାଣି,ପାର୍ଶ୍ବଦେବତାଙ୍କ ଅଳି ଅରଦଳିଶୁଣି ବଧିରା ହେଲେଣି।ଚାହିଁ ବସିଥିଲେ ବରଷକେ ଥରେତୁମସଂଗେ ଯିବାପାଇଁ,ମନ ଭାଙ୍ଗିଦେଲ ରୁଷୀବସିଛନ୍ତିମନାଅ ଟିକିଏ ଯାଇ।ତମପରି ଜଣେ ସାଆନ୍ତ ଏମନ୍ତକଲେ କେମନ୍ତ ହୋଇବ,ଅର୍ଧାଙ୍ଗିନୀ ମନ ବୁଝି ନପାରିଲେଜଗତ ନିନ୍ଦା କରିବ।କ'ଣବା ସରିଯାଇଥାନ୍ତା କିଛିଶଙ୍ଖା ଚୁଡି କିଣିଥାନ୍ତେ,ଭକତଙ୍କ ମେଳେ ହସି ହସିକିଛି ଆଶୀର୍ବାଦ ଢାଳିଥାନ୍ତେ।ମାନ ଏ ଭୃତ୍ୟର କଥା ହେ ସାଆନ୍ତେନିଅ ମାଆଙ୍କୁ ସାଙ୍ଗରେ,ଜଗତର ଲୋକେ ଚାହିଁ ବସିଛନ୍ତିତାଙ୍କ ଦର୍ଶନ ଆଶାରେ।ଇତି,ତୁମଭୃତ୍ୟକୁଳମଣି ଷଡଙ୍ଗୀ



1    7.0K 5

କବିତା

Others

ଦେଶ ସ୍ବାଧୀନତା ହେବା ପାଖାପାଖି ସତୁରିବର୍ଷ ହେଲାଣି, ସ୍ବାଧୀନତା କୋଉ ଗଛ ଫଳ ବୋଲି ମକୁନ୍ଦା ନପାରେ ଜାଣି। ଛୋଟଜାତି ପିଲା ବୋଲି କିଲାସରେ ଝୁଅ ଅଲଗା ବସୁଚି, ଆମ୍ବେଦକରଙ୍କ ବେକେ ଫୁଲମାଳ ସୁନ୍ଦର ଶୋଭା ପାଉଚି। ଗାଁ ପୋଖରୀରେ ଅଲଗା ତୁଠରେ ଗାଧାଏ ତିରିଲା ତାର, ଏଣେ ସରପଞ୍ଚ ଭାଷଣ ଝାଡୁଚି ଛୁଆଁଛୁତି ଦୂରକର। ଆରକ୍ଷଣ ଫାରକ୍ଷଣ ବଡ ବଡ କଥା କହାଶୁଣା ଖାଲି। ତେଲିଆ ମୁଣ୍ଡରେ ତେଲ ବୋଳାହୁଏ ତା ଝୋଲି ପଡିଚି ଖାଲି। ଦଶକୋଶ ଦୂରେ ଡାକତରଖାନା କାହାକୁ ଶୀତଳ କହ? ପୋଖତୀ ମାଇପି ପାଇଁ ସେଠାରେ ଯେ ବେବସ୍ଥା ସେ କିଛି ନୁହଁ। ଡାକ୍ତରଖାନାରେ ଡାକତର ନାହିଁ ଛୁଞ୍ଚି ଫୋଡୁଚି ବେହେରା, ସବୁ ରୋଗ ପାଇଁ ହଜିମୀ ଓଷଦ ପିଆଉଚି ସେ ବିଚରା। ପାଣି ଅଭାବରେ ଡହକ ବିକଳ କୁଅରେ ଡେଉଁଚି ତମ୍ପ, ବୋଝ ଉପରକୁ ନଳିତାବିଡା ଏ ସୂରୁଜ ଦେବତା କୋପ। ଚାଷ ପାଇଁ ରୃଣ ଦେଉଛନ୍ତି ବୋଲି ସରକାର କଲେ ହୁରି, ମୂଳ ଗଡୁଥାଏ ,ସୁଧ ସବୁବର୍ଷ ନେଉଥାନ୍ତି ବିଧାମାରି। ଚୋର ଖଣ୍ଟ ଯେତେ ଧରନ୍ତୁ ସର୍କାର କେଉଁଲାଭ ମକୁନ୍ଦାକୁ? ମାଲିଆ ଭାଇର ମାଲରୁ କିଛି ଦେବେକି ସର୍କାର ତାକୁ? ଚମତ୍କାର ହେବ ବୋଲି ଚାହିଁ ଚାହିଁ ଆଖିରୁ ମଲାଣି ପାଣି, ଭଲଦିନ କେବେଆସିବ ସେକଥା ମକୁନ୍ଦା ନପାରେ ଜାଣି। ଆଳୁ କିଲୋ ଥିଲା କାଲି ଦଶଟଙ୍କା ଏବେ ହେଲାଣି କୋଡିଏ, ତେଲ ନୁଣ ଭାଉ ଆଜି ତଳେ ଥାଉଁ କାଲିକି ଆକାଶ ଛୁଏଁ। ଏହା ଯେବେ ସ୍ବାଧୀନତା ପରାଧୀନ କାହାକୁ କହନ୍ତି କୁହ, ବଡ ମନଦୁଃଖେ ପଚାରେ ମକୁନ୍ଦା ଉତ୍ତରଟି ତାକୁ ଦିଅ। Kulamani Sarangi



1    6.9K 5

ମାନିନୀ ରାଧିକା

Others

ମାନିନୀ ରାଧିକା ................... ମାନିନୀ ରାଧିକା ଅଭିମାନେ ଗାର କାଟୁଥିଲେ ଧରଣୀରେ, ବହିଯାଉଥିଲା ନେତ୍ରୁ ଅଶ୍ରୁ ପତ୍ରୁ ଶିଶିର ବିନ୍ଦୁ ପ୍ରକାରେ।୧। ଚାହିଁ ଉଦ୍ଧବଙ୍କୁ କହନ୍ତି ରାଧିକେ ଶ୍ରୀକୃଷ୍ମ ନୁହଁନ୍ତି ଭଲ, ପ୍ରତିଶ୍ରୁତି ଆଉ ପ୍ରତାରଣା ତାଙ୍କ ନିକିତିରେ ସମତୁଲ।୨। ତାଙ୍କ ନଆସିବା ବାଧେନାହିଁ ବାଧେ ତାଙ୍କ ମିଛୁଆ ପଣିଆ, ଭାବିଛନ୍ତି ମିଛକହି ଭଣ୍ଡାଇବେ ମତେ ପିଲାଙ୍କ ଭଳିଆ।୩। ସେଇଦିନୁ ଜାଣିଚି ମୁଁ ଯେଉଁଦିନ ବଂଶୀଟି ଧରାଇ ଦେଇ, କହିଲେ ରାଧିକେ ଚାରିଦିନ ପରେ ଫେରି ଆସିବି ଗୋ ମୁଁହି।୪। କହିବ ଉଦ୍ଧବ ତାଙ୍କ ହୃଦ ଠାରୁ ମୋ ହୃଦ ଅଧିକ ଟାଣ ତାଙ୍କ ସ୍ମୃତି ମୋର ଅନ୍ତରେ ସାଇତି ଜୀଇଁବା କରିଛି ପଣ।୫। କହିବ ଉଦ୍ଧବ ତାଙ୍କଫେରିବାକୁ ଆଉ ମୁଁହି ଚାହିଁ ନାହିଁ, ମୋ ପ୍ରିତି ଅମର ହେବହେ ଉଦ୍ଧବ ନଆସିବେ ଯେବେ ସେହି।୬। କୁଳମଣି ଷଡଙ୍ଗୀ



1    6.7K 7

ମୁରଲୀ ବାଜିବ ନାହିଁ

Others

ମୁରଲୀ ବାଜିବ ନାହିଁ ......................... କୃଷ୍ଣ ପାଶେ ସତ୍ୟଭାମା ରାଣୀ କଲେ ଅଳି, "ଥରୁଟିଏ ବଜାଅ ହେ ମୋହନ ମୁରଲୀ'। ହସି କହନ୍ତି ମୋହନ"ତୁମେକି ନଜାଣ? ରାଧାବିନା ମୁରଲୀରେ ନଆସିବ ସ୍ବନ। ଭାବ,ଭକତି,ପୀରତି ଆଉ ସମର୍ପଣ, ଯେଉଁଠାରେ ମିଶିଅଛି ରାଧା ତାର ନାମ। ରାଧା ଭକତିରେ ମିଶି ପୀରତି ଝଂକାର, ଆପେ ଝରିଯାଉଥିଲା ହୋଇ ବଂଶୀସ୍ବର। ଯମୁନା ଉଛୁଳିଯାଏ ଶୁଣି ସେ ତରଙ୍ଗ' ଆକାଶରେ ଲାଗିଯାଏ ଇନ୍ଦ୍ରଧନୁ ରଙ୍ଗ। ପୁଷ୍ପଲତା ଖେଳୁଥିଲେ ସୁର ତାଳେ ତାଳେ, କୃଷ୍ଣସାର, ଧେନୁ ଶୁଣୁଥିଲେ କୁତୁହଳେ। ରାଧା ନଥିଲେ କେମିତି ବାଜନ୍ତା ମୁରଲୀ? ସେଥିପାଇଁ ମୁରଲୀକୁ ଛାଡି ମୁଁ ଆସିଲି। ଅପ୍ରାକୃତ ପ୍ରେମମୂର୍ତି ରାଧାରାଣୀ ମୋର ତା ହୃଦ ତନ୍ତ୍ରୀରେ ଅଛି ମୋ ମୁରଲୀ ସୁର। ଯେଉଁଦିନ ରାଧା ଦେବ ସେ ସୁର ଫେରାଇ, ସେଦିନ ମୋହନ ବଂଶୀ ବଜାଇବି ମୁହିଁ।' କୁଳମଣି ଷଡଙ୍ଗୀ



1    6.6K 5

ପ୍ରେମମୟୀ ରାଧା

Others

ପ୍ରେମମୟୀ ରାଧା 



1    7.0K 6

କିପରି ଅଛି ମୋ ରାଧା ରାଣୀ

Others

କିପରି ଅଛି ମୋ ରାଧା ରାଣୀ .................................... କିପରି ଅଛି ମୋ ରାଧା ରାଣୀ ବୋଲି ପଚାରନ୍ତେ ବେଣୁପାଣି। ଉଦ୍ଧବ ବୁକୁରୁ ଉଠେ କୋହ,ନେତ୍ରୁ ଝର ଝର ଝରେ ପାଣି।୧। କହନ୍ତି ଉଦ୍ଧବ"ବଂଚିଛି ରାଧିକା ତୁମ ବିନେ ନଟବର, ବିରହ ନିଆଁରେ ଜଳି ଦକ ଦକ, ଝଲକେ ସୁନା ଶରୀର।୨। ସେ ନିଆଁର ଝାସେ ଆଖିରୁ ରାଧାର ଶୁଖି ଯାଇଅଛି ଲୁହ, ଉପରେ ହସୁଛି ମାନିନୀ ଅନ୍ତରୁ ରହି ରହି ଉଠେ କୋହ।୩। କେବେବି କେମିତି ଗଲେବି ରାଧିକା ଏକା ଯମୁନା ଘାଟକୁ, ଖାଲିମାଠିଆକୁ ଧରି ଫେରେ ହସି ହସି ଅନାଇଁ ପଛକୁ।୪। କୁଞ୍ଜକୁ ଅନାଇଁ ହସି ହସି କହେ ହେଇ ମୋ ପରାଣ ଧନ, ଲୁଚିଛନ୍ତି ଦିଶେ ମୟୂର ଚନ୍ଦ୍ରିକା ଦିଶୁଛି ପୀତ ବସନ।୫। କ୍ଷଣ ପାଇଁ ମୋତେ ହୃଦରୁ ଅନ୍ତର କରି ପାରିବେକି ସେହି? ଗୋପପୁର ପାଣି ପବନ ଧୁଳିରେ ମୋ କାହ୍ନୁ ଅଛନ୍ତି ରହି।୬। କିଏସେ କହୁଛି କାହ୍ନୁମୋ ଯାଇଛି ଛାଡି ଗୋପ ବୃନ୍ଦାବନ? ପ୍ରତି ମୁହୁର୍ତରେ ପାଇ ତା ପରଶ ପୁଲକେ ମୋ ତନୁ ମନ।୭। କାହ୍ନୁମୋର ଦୂର ନୀଳ ଆକାଶର ପ୍ରୀତି ଜହ୍ନ ଜ୍ୟୋତ୍ସ୍ନା ପରା, ତୃଷିତ ଚକୋରୀ ମୁଁ ତାକୁ ଅନାଇଁ ପିଏ ସେ ଅମୃତ ଧାରା।୮। ସେ ପ୍ରୀତି ଅମୃତ ପିଇ ମୁଁ ଅମର ହୋଇଛି ଉଦ୍ଧବ ଆର୍ଯ୍ୟ, ମୋ କଳାକାହ୍ନୁର ପୀରତି କଜଳ ଦେଖ ମୋ ଆଖିରେ ଆଜ।୯। କୁଳମଣି ଷଡଙ୍ଗୀ



1    6.5K 1

ଆସ ହେବ ରାଜରାଣୀ

Others

ଆସ ହେବ ରାଜରାଣୀ .............................. ବିଦାୟ ବେଳରେ ଅଶ୍ରୁଳ ଆଖିରେ କହନ୍ତି ମୁରଲୀ ପାଣି ସଙ୍ଗେଆସ ରାଧେ ମଥୁରା କଟକେ ହେବ ମୋର ରାଜ ରାଣୀ।୧। ଶୁଖିଲା ଚେନାଏ ହସକୁ ଫୁଟାଇ ଅଞ୍ଚଳରେ ପୋଛି ଲୁହ, କହନ୍ତି ରାଧିକା"ତୁମେ ରଜାପୁଅ ମୁଁ ପରା ଗଉଡ ଝିଅ।୨। ଇଚ୍ଛା ନାହିଁ ମୋର ମଥୁରା କଟକେ ହେବାପାଇଁ ରାଜରାଣୀ, ରାଜକାର୍ଯ୍ୟେ ମଜ୍ଜି ମତେ ନଚାହିଁଲେ ବଂଚିକି ପାରିବି ପୁଣି?।୩। ଛନ୍ଦାଚରଣ ହେ କୁଞ୍ଜଦ୍ବାରେ ତୁମ ରାଧିକାମୋହନ ବେଶ, ଦେଖିବାକୁ ପାଇବିନି ମଥୁରାକୁ ଗଲେ ହେ ଯାଦବ ଈଶ।୪। ମସ୍ତକରେ ତୁମ ଥିବ ରାଜଦଣ୍ଡ ନଥିବ ମୟୂର ଚୁଳ, ଆସଗୋ ରାଧିକେ ବୋଲି ବଂଶୀସୁରେ ଡାକିବା ନଥିବ ବେଳ।୫। କୁଞ୍ଜ ତମାଳରେ ଯମୁନା ବାଲିରେ ରଚୁଥିଲ ଯେଉଁ ରାସ, ମଥୁରା କଟକେ ସେ ସବୁ ସପନ ହେବହେ ରାଧିକା ଈଶ।୬। ଦେଖି ପାରିବିନି ସହି ପାରିବିନି ତୁମକୁ ନୂଆ ରୂପରେ, ଶ୍ରେୟ ତାହାଠାରୁ ବଂଚିବା ଜୀବନେ ତୁମ ସ୍ମୃତି ସପନରେ।୭। ତୁମ ସ୍ମୃତି ଖୋଜି ବୁଲିବି ମୁଁ ଏଠି ଯମୁନାକୂଳ କାନନେ, ଚାହିଁ ତୁମପଥ ଘୂରି ବୁଲୁଥିବି ତମାଳ କୁଞ୍ଜେ ବିପିନେ।୮। ସେ ପ୍ରତୀକ୍ଷା ମୋର ପରିଚୟ କାହ୍ନା ସେଯନ୍ତ୍ରଣା ମୋ ଜୀବନ ମଥୁରାର ରାଣୀ ହେବାଠାରୁ ତାହା ଶ୍ରେୟ ମୋ ସହସ୍ର ଗୁଣ।୯। କୁଳମଣି ଷଡଙ୍ଗୀ ବିଦ୍ୟା ନଗରୀ ଖଣ୍ଡପଡା



1    6.6K 4

ଜାଣେନା ଫେରିବ କେବେ ................................

Others

ଜାଣେନା ଫେରିବ କେବେ ................................ ଫେରିବ ବୋଲି ଯେ ଦେଲ ପ୍ରତିଶ୍ରୁତି ବିଶ୍ବାସ ହୁଏନି ମୋର, ତୁମ ସ୍ମୃତିହୀରା ମନଗହନରେ ଅଛି ହେ ବ୍ରଜ ସୁନ୍ଦର। ଯେଉଁ ଉପବନେ ଘୂରିବୁଲୁଥିଲା ମନ ହୋଇ ପ୍ରଜାପତି, ଫୁଲର ସୁରଭୀ ମହକାଉଥିଲା ଅନ୍ତର ଭିତର ନିତି, ପ୍ରୀତି ଫୁଲରେଣୁ ବିଞ୍ଛିହୋଇ ମନ ହେଉଥିଲା ପୁଲକିତ ସୁଗନ୍ଧରାଜର ମହକ ହୃଦୟ କରୁଥିଲା ସୁଗନ୍ଧିତ, କାଳ ବଇଶାଖୀ ଆସି ସେ ବନକୁ ଦେଲା ଦିନେ ଧ୍ବଂସ କରି, ସେଇ ଉପବନ ଧ୍ବସ୍ତ ଧୁଳିସାତ ସାଜିଅଛି ପ୍ରେତପୁରୀ। ହୃଦୟ ଭିତରେ ନିଆଁ ଜଳେ ଆଜି ସ୍ମୃତି ହେବକି ଅଙ୍ଗାର ! ଅବିଶ୍ବାସ ଧୁଆଁ ଆଖି ବାନ୍ଧିଦିଏ ଅନ୍ତରୁ ଝରେ ରୁଧିର। ଜାଣେନା ଆସବ କେବେ, ଆଖିର ଅଶ୍ରୁରେ ଆଶାର ଦୀପାଳୀ ଲିଭି ଯାଇଥିବ ତେବେ! କୁଳମଣି ଷଡଙ୍ଗୀ ବିଦ୍ୟା ନଗରୀ ଖଣ୍ଡପଡା



1    12.9K 7

ରାଧା କିଏ?

Others

ରାଧା କିଏ? ............... ଗମ୍ଭୀର ମୁଦ୍ରାରେ ବସିଥିଲେ ବେଣୁପାଣି, ରାଧା କିଏ ବୋଲି ପଚାରି ଦେଲେ ରୃକ୍ମିଣୀ। ହସିଦେଲେ ଚକ୍ରଧାରୀ, କହିଲେ ରାଧିକା ନୁହେଁ କେଉଁ ନାରୀ ଅବା କେଉଁ ଅପସରୀ। ନାହିଁ ସ୍ଥିତି ନାହିଁ ଲୟ, ରାଧା ଖାଲି ଏକ ଅନୁଭବ ଯାହା ଅପୂର୍ବ ଅତୁଳନୀୟ। ପଦ୍ମ ସୁଗନ୍ଧରେ, ଚନ୍ଦ୍ରର ଶୀତଳତାରେ, ରହିଅଛି ରାଧା ଲବଣୀ କୋମଳତାରେ। ବିରହ ଭିତରେ ଯେଉଁ ମଧୁରତା, ସତ୍ୟ,ଶାନ୍ତି,କ୍ଷମା ଆଉ ସହିଷ୍ନୁତା ସେମାନେ ରାଧାର ଅଂଶ, ମୁନି ରୃଷି କଂଠ ପବିତ୍ର ଓଁକାରେ ରାଧିକା କରେ ନିବାସ। ପବିତ୍ର ହୋମର ଅଗ୍ନି ସୁଗନ୍ଧରେ, ମୋ ରାଧିକା ବାସକରେ, ରାଧାଥାଏ କୃଷ୍ମସାର ଚପଳତା, ନୀଳକଇଁ ଅପେକ୍ଷାରେ। ସଂଗୀତ ରାଗିଣୀ,ମଧୁ ବଂଶୀ ସ୍ବରେ ଲୁଚିଅଛି ରାଧାଭାବ, ଅନନ୍ତ ଆକାଶ ଗମ୍ଭୀରତା ମଧ୍ୟେ ହୁଏ ରାଧା ଅନୁଭବ। ସମୁଦ୍ରର ଅଭିମାନ,ହିମାଳୟ ଉପତ୍ୟକା ନିର୍ଜନତା, ତା ଭିତରେ ଲୁଚି ରହିଅଛି ପରା ରାଧିକାର ମହାନତା। କୁଳମଣି ଷଡଙ୍ଗୀ ବିଦ୍ୟା ନଗରୀ ଖଣ୍ଡପଡା



1    6.5K 3

ଛନ୍ଦା ଚରଣ ହେ!

Others

ଛନ୍ଦା ଚରଣ ହେ! ........................ ଛନ୍ଦାଚରଣ ହେ! ତୁମ ପାଦେ ବନ୍ଧା ଶରୀର,ମନ, ଚୈତନ୍ୟ, ଏ ଭବ ଫନ୍ଦାରୁ ଉଦ୍ଧାର କରହେ ପ୍ରଭୁ ଆରତ ନାଶନ। କଳାଚାନ୍ଦ ପାଦ ନଭଜିଲା ହୃଦ ମନ୍ଦ ବୁଦ୍ଧିରେ ମାତିଲି, ଛନ୍ଦରେ ପଡି ମୁଁ ପନ୍ଦର ଦିନରେ ଧରାକୁ ସରା ମଣିଲି। ସିନ୍ଧୁ ଥାଉଁ ଥାଉଁ ବିନ୍ଦୁଏ ପଛରେ ଧାଇଁଲା ତୃଷିତ ମନ, ବଂଧୁ ତୁମପରି ଥାଉଁ ଥାଉଁ କଲି ଇତର ପାଦ ବଂଦନ। କନ୍ଦୁକ ଖେଳକୁ ଛାଡି ସିନ୍ଧୁଯେମା ପତି ପାଦେ ଚିତ୍ତ ରହୁ, ତୁମରି ଖନ୍ଦାର ନିର୍ମାଲ୍ୟକୁ ପାଇ ତୁମ ପାଦେ ପ୍ରାଣ ଯାଉ। କୁଳମଣି ଷଡଙ୍ଗୀ ଖଣ୍ଡପଡା



1    1.2K 5

ଶାଗଭଜା ଟିକେ ତୋପାଇଁ କରିଛି...

Others

ଶାଗଭଜା ଟିକେ ତୋପାଇଁ କରିଛି.... ....................................... ଶାଗଭଜା ଟିକେ ତୋପାଇଁ କରିଛି ବଂଧୁ ମୋ ନୀଳାଚଳିଆ, ଅରୁଆ ଅନ୍ନକୁ ବାଡିଆ ଡାଲମା ତା ସଙ୍ଗେ ଅଛି ବଢିଆ। ସାଠିଏପଉଟି ସବୁଦିନ ଭୁଞ୍ଜୁ ଥରେ ମୋ ଘରକୁ ଆଆ, ଭକତିରେ ଯେଉଁ ଶାଗଭଜା ଦେବି, ତହିଁରୁ ଟିକିଏ ଖାଆ। ତୋ ଅଇଁଠା ଟିକେ ମୁଣ୍ଡରେ ଲଗାଇ ପାଟିରେ ଦେବି ପକାଇ, ଗରବେ ଛାଡିବି ହୁରି ଗାଁଦାଣ୍ଡେ ବଂଧୁ ଆସିଥିଲା କହି। ମା'ସାଆନ୍ତାଣୀ ଯାଇଥିଲେ ପରା ଦିନେ ପତିତ ଘରକୁ, କିବା ଭାସିଯିବ ତୋର ରେ ବଂଧୁଆ ଆସିଲେ ମୋ ଦୁଆରକୁ? ବଂଧୁମହାନ୍ତିର ବଂଧୁ ହେଲୁ ପୁଣି ହେଲୁ ସୁଦାମା ଦ୍ବୀଜର, ମୁଁ ଏତେ ଦୂରିଆ ସତେକି କାଳିଆ ନଶୁଣୁ ଡାକ ମୋହର। ପାଞ୍ଚାଳୀର ରନ୍ଧା ଆଟିକା ଛୁଇଁ ତୁ ଦେଲୁ ଅନ୍ନ ଅସରନ୍ତି, ମୋଠାରେ ଟିକିଏ ଦୟାକଲେ ବଂଧୁ ସଂସାରୁ ତରି ଯାଆନ୍ତି। କୁଳମଣି ଷଡଙ୍ଗୀ ଖଣ୍ଡପଡା



1    6.6K 2

ସ୍ମୃତି ଚାରଣ

Others

ସ୍ମୃତି ଚାରଣ ............... ମାଆର ଆଖିରେ ଲୁହ, ଖଣ୍ଡ ବିଖଣ୍ଡିତ ଶରୀର, ବୁକୁରେ ଉଠୁଥିଲା ତାର କୋହ। ଶୃଙ୍ଖଳ ହାତ, ପାଦରେ, ରକ୍ତପୀପାସୁ ଚାହିଁ ରହିଥିଲେ ଖଣ୍ଡିତ କରିବାରେ। "ଓଡିଆ ଏକ୍ ଟୁ ଭାଷା ନଏ' ବୋଲି ଚିତ୍କାର କରୁଥିଲେ, ମୃତ ଏକ ଭାଷା,ସଂସ୍କୃତି ପାଇଁ ଜୁଇ ସେ ସଜାଡୁ ଥିଲେ। ଉନବିଂଶ ଶତାବ୍ଦିର ମଧ୍ୟଭାଗେ କାଳ କବଳିତ ମାଆ, ଲୋପ ପାଇବାକୁ ବସିଥିଲା ଏଇ ଓଡିଆ ଜାତିର ନାଆଁ। ଜନନୀକୁ ଯିଏ ବଂଚାଇ ଥିଲେ ସତତ ସଂଗ୍ରାମ କରି, ଓଡିଆ ସଂସ୍କୃତି, ଭାଷାର କୋଣାର୍କ ଦେଇଥିଲେ ଠିଆକରି। ସେଇ ବ୍ୟାସକବି,ସେଇ କୁଳବୃଦ୍ଧ ପୁଣି ସେଇ ଭକ୍ତକବି, ସେଇ କବିବର, ସେଇ ଗଂଗାଧର ଉତ୍କଳ ଗଗନ ରବି। ତାଙ୍କର ସ୍ମୃତି ଚାରଣ, କରେ ମୁଁ ,ହେ ମୋର ଉତ୍କଳବାସୀ ପୂଜ ତାହାଙ୍କ ଚରଣ।



1    13.5K 2

ଅହମିକା

Others

ଅହମିକା



1    6.4K 3

ତୁମେ ଏକାକିନୀ ରାଧା.....

Others

ତୁମେ ଏକାକିନୀ ରାଧା..... .............................. ତୁମେ ଝାଉଁବଣ ଜହ୍ନ ଦଶମୀ ତିଥିର, ତୁମେ ଏକାକିନୀ ରାଧା ବିଜନ ବେଳାର।୧ା ତୁମେ ଏକ ବିଳମ୍ବିତ ବିଧୁର ସମୟ, ଅପେକ୍ଷା ଯାହାର ଏକ ଅନ୍ୟ ପରିଚୟ, ତୁମେ ଏକ ଶବ୍ଦହୀନ ସୁନ୍ଦର ସଂଗୀତ, ତୁମେ ଏକ ନାମହୀନ ସବୁଜ ପର୍ବତ, ପ୍ରିତି ନାମେ ଫୁଲ ତୁମ ସୁଗନ୍ଧ ଅପାର। ତୁମେ ଏକାକିନୀ ରାଧା............ ସୁଷମାର ତୁମେ ଏକ ଫୁଟିଲା ଉଦ୍ୟାନ, ଅଳସୀ ଝରଣା ଯାର ଲାଜ ଅନ୍ୟ ନାମ, ସୀତ୍କାର ମନଛୁଁଆ ତୁମେଏ ମନର, ଅଭିସାର ତୁମେ କେଉଁ ସବୁଜ ବନର, ତୁମେ ଅଟ ସପ୍ତସ୍ବରୀ ମଧୁର ଝଂକାର, ତୁମେ ଏକାକିନୀ ରାଧା.............. ସପ୍ତ ରଙ୍ଗେ ରଂଗା ତୁମ ଇନ୍ଦ୍ରଧନୁ ପ୍ରିତି, ବଡ ପ୍ରଗଲ୍ଭ ତୁମର ମନ ପ୍ରଜାପତି, ସୀଲହଟ୍ ପରଦାରେ ତୁମେ ଛାୟା କୃଷ୍ଣା, ବୟସ ଦୀର୍ଘ ମରୁରେ ତୁମେ ମୃଗତୃଷ୍ଣା, ବିରହ ଭିତରେ ତୁମେ ଆନନ୍ଦର ଝର, ତୁମେ ଏକାକିନୀ ରାଧା.......... କୁଳମଣି ଷଡଙ୍ଗୀ



1    6.7K 4