ଇଂ. ଅଜୟ କୁମାର Er. Ajaya Kumar ବେହେରା Behera
Literary Brigadier
AUTHOR OF THE YEAR 2021 - NOMINEE

88
Posts
38
Followers
3
Following

🙏ଜୟ ଗୁରୁଦେବ🙏 🙏 ଜୟ ଶ୍ରୀ ଜଗନ୍ନାଥ🙏

Share with friends
Earned badges
See all

ଭୟରୁ ହିଁ ନିରାପତ୍ତାର ମୂଳଦୁଆ ପଡେ ।

ଏକ ଦୁର୍ବଳ ଏବଂ ଆଳସ୍ୟ ପରାୟଣ ମନରେ ଉନ୍ନତ ମାନର ଚିନ୍ତାଧାରା ସୃଷ୍ଟି ହୋଇ ପାରେନା ।

ଯେଉଁଠାରେ ପ୍ରେମ ନାହିଁ ସେଠାରେ ଶାନ୍ତି ନାହିଁ ଏବଂ ଯେଉଁଠାରେ ଶୁଦ୍ଧତା ନାହିଁ ସେଠାରେ ପ୍ରେମ ନାହିଁ ।

ପ୍ରଶଂସାରେ ଖୁସି ହେଉଥିବା ବ୍ୟକ୍ତି ଅତି ସହଜରେ ନିନ୍ଦାରେ ଆଘାତ ପ୍ରାପ୍ତ ହୋଇଥାନ୍ତି ।

ଥଣ୍ଡା ମିଜାଜର ବ୍ୟକ୍ତିକୁ ବୋକା ବନେଇବା ଏତେ ସହଜ ନୁହେଁ ।

ନିଜ ଭିତରେ ଯିଏ ଶାନ୍ତି ସୁଖ ଅନୁଭବ କରି ପାରିନାହିଁ, ସେ ଜଗତରେ କୌଣସି ସ୍ଥାନରେ ଶାନ୍ତି ପାଇ ପାରିବ ନାହିଁ ।

କାହା ଭାଗ୍ୟରେ ଖିରି ଖିରିସା କାହା ଭାଗ୍ୟରେ ଲଡୁ । ଆମ ଭାଗ୍ୟରେ ଖାରିଆ ଖଡା ଚୋବେଇ ଚୋବେଇ ମରୁ ।।


Feed

Library

Write

Notification
Profile