Quotes New

Audio

Forum

Read

Contests


Write

Sign in
Wohoo!,
Dear user,



Writer Roja Panda   AUTHOR OF THE YEAR NOMINEE - 2018 & 2019

I may not be perfect but I am definitely honest..........................

  Literary Brigadier

King Of My Heart

Romance

When you play with me My heart flies with you.... When you sing my song My soul sings with you....

1    3.1K 11

I Want

Abstract Others

I want to change the world Make it green and green everywhere, I want fresh air to breathe,

1    7.0K 12

Girl Child

Inspirational

a crisp poetry describing gender inequality and hoping for a better change

1    1.3K 12

अरमान

Drama

सच्चाई की राह दिखा दे, मुश्किलों से दूर भगा दे,

1    1.5K 8

मेरे कन्हैया

Drama

छोटी सी जगह मुझको भी दे दे भटक रही हूँ बिना तेरे दर्शन।

1    1.2K 12

फर्क

Others

यह कविता नज़रिये की ब़ात है।

1    14.4K 15

ସପନ

Romance

ମୋ ଘରେ ତୋ ପରି ଜହ୍ନ ଟେ ଉଇଁବ ଅଗଣାକୁ ମୋର ସାତ ରଙ୍ଗେ ଭରି

1    0 0

ଜୀବନ୍ତ ଦେବୀ

Romance Inspirational

ହେଇ ପାରିବକି ସେ ସ୍ୱର୍ଣ୍ଣ କୁଟୀର ମାଆର ପଣତ ପରି କୋମଳ କିବା ଥିବ ସେଠି ନରମ ,ମଧୁର ବାଦ୍ୟଯନ୍ତ୍ର...

1    7 0

ବିଦଗ୍ଧ ସ୍ୱର

Classics

ତେବେ ଜୀବନ ଯଦି ଆମର ତାକୁ କିପରି ଭାବେ ଗଢିବା ସେ ଗୁରୁ ଦାୟିତ୍ୱ ବି ଆମର କୁସୁମରେ ସଜାଇ ସୁବାସିତ

1    153 37

ଅର୍ଘ୍ୟ

Others

ଆୟୁଷ ସବୁ ମୋର ତୋ ନାଁ ରେ ଲେଖି, ଦୀର୍ଘାୟୁ କରି ତତେ ଚାଲିଯିବି ବହୁତ ଦୁରକୁ ।

1    10 2

ଆମ ନୂଆ ଅତିଥି

Others

ସାନ ମାଆ ବୋଲି ଡାକିବ ମତେ ମେଳାକୁ ତାକୁ ମୁଁ ବୁଲେଇ ନେବି

1    207 39

ଶ୍ରୀପୁରୁଷ - ଭାଗ-୨

Others

ଈରଣଚର ପତିଙ୍କୁ କରିଣ ଆସନ , ଇରାକୁ ଭ୍ରମଣ କର ହେ ବିଶିକେସନ ।।

1    201 19

ଶ୍ରୀପୁରୁଷ

Others

ଆବାସ ଛାଡି ନିଜର ପୀରତି ଆଶାରେ, ଆଳୟନାଭ ହେ ଭ୍ରମ ରାଧିକା ପଛରେ ।।

1    260 33

ବହି ମୁଁ ତୁମର

Abstract

କୁସଂସ୍କାରୁ ନିବୃତ୍ତ କରି ଶିଖାଏ ମୁଁ ସଂସ୍କାର ମୋ ଦ୍ୱାରା ସଭିଙ୍କ ଭ୍ରମ ହେଇଯାଏ ଦୂର, ଚିହ୍ନ ମତେ

1    251 23

ଭାବନାର ନଈ

Romance

ନଈ କୂଳେ ଗଛ ତଳେ ଯେବେ କବି କଳପନାରେ ଡୁବଇ

1    45 3

ରୋଷେଇଶାଳ

Others

ଆରିସା,ଚିତଉ,ଛଣା କାକରା ସୁଜିରେ ତିଆରି ଉପମା ସାଥେ

1    306 33

ଶୀତ ଅନୁଭୂତି

Children Stories Others

ଏହି ଦିନେ ମିଳେ ତାଜା ପରିବା ଆସରେ ପିଲାଏ ଗୀତ ଗାଇବା

1    186 41

ଜୀବନାବସ୍ତାର ବିଷମତା

Tragedy

ବାର୍ଦ୍ଧକ୍ୟ ବେଳାରେ ସାହା ମୋର ଯିଏ ମୁହଁ ମୋଡି ଗଲେ ଚାଲି

1    315 16

ସମୟ ମୁହିଁ

Fantasy Others

ଅଦିନେ କେବେ ଫୁଲ ଫୁଟାଏ ମାଟିରେ କେବେ ମିଶାଇ ଦିଏ | ପରିଚୟ ମୋର ସବୁରି ମୁହେଁ

1    217 46

ତୁମ ପରି ଦିନେ ହେବି ମୁଁ

Inspirational

ଅସହାୟଙ୍କର ସେବା ମୁଁ କରିବି ମୋର ଏଇ ଟିକି ହାତରେ ଦେଶବାସୀ ଦିନେ ଗରବ କରିବ ଦେଖି ମୋ ନିଷ୍କପଟ ସେବା..

1    5 0

ଶ୍ରୀରାମଙ୍କ ଲୀଳା

Classics

ଲଙ୍କାଗଡ ରାଜା ରାବଣଙ୍କୁ ବଦ୍ଧି ସୀତାଙ୍କୁ ମୁକତି ଦେଲେ, ଶେଷରେ ଅଯୋଧ୍ୟା ଫେରିଣ ଶ୍ରୀରାମ

1    513 52

ବିଷ୍ଣୁ ନାମ

Classics

ଅନ୍ତର ବେଦନା ଜାଣୁଅଛ ବୋଲି ନାମ ନେଲ ଅନ୍ତର୍ଯ୍ୟାମୀ ଦୁଃଖର ସାଗରୁ ପାରିକର ବୋଲି ତୁମେ ତ ଜଗତ ସ୍ୱା

1    62 4

କଳିଯୁଗ ଚଉତିଶା

Inspirational

ବିଧିର ବିଧାନ ଏତ ହେବନାହିଁ ଆନ ବିଷ୍ଣୁଙ୍କ ନାମକୁ ଏବେ ଜପୁଥାରେ ମନ ଶିରେ ପାପ ଭାର ଧରି କେତେ ତୁ ଚାଲିବୁ

2    241 21

ମୁଁ କାହିଁକି ଲେଖେ ?

Others

ମରୀଚିକା ପଥରେ ପାଦ ଗଣିବା ପାଇଁ ଅସ୍ପଷ୍ଟ ଛବିର ଚିତ୍ରାଙ୍କନ ପାଇଁ ନା ଜୀବନର ପ୍ରକୃତ ମୂଲ୍ୟର ଅବଲୋକନ କରିବ...

1    170 28

ପାହାଡ଼

Others Fantasy

ବିହଙ୍ଗ ଆନନ୍ଦେ ଡେଣା ଝପଟାଇ ତା ମସ୍ତକ ଛୁଇଁ ଯାଆନ୍ତି ଉଡି, ସନ୍ଧ୍ୟା ଆଗମନେ ସୁରୁଜ ବି ଧୀରେ ତା...

1    162 36

ଆସ ହେ ଗାନ୍ଧିଜୀ ଆଉ ଥରେ

Tragedy Inspirational

ଗାନ୍ଧୀଙ୍କ ବାରତା ମନୁ ଭୁଲି କିନ୍ତୁ କରୁଛୁ ଅସତ୍ୟ କର୍ମ ।। ଗାନ୍ଧୀଗିରି ଏବେ ଚଳୁନାହିଁ ଆଉ ଅହିଂସା ଗଲାଣ...

1    171 3

ବନ୍ଦେ ଭାରତ

Inspirational

ଆମ ଶାସନ ଆଜି ଆମ ହାତେ ଶସ୍ୟ ଶ୍ୟାମଳା ବସୁଧା ଦିଶେ କେତେ ଆମ ମୁଲକ ପାଇଁ ସଭିଏଁ ଆସ ଗାଇବା ଭଜନ ଟିଏ

1    227 25

ଗୁରୁ

Others

ଯାହାଙ୍କ ମୁଖରେ ସ୍ୱଚ୍ଛତା ଥାଏ ସେ ହିଁ ପ୍ରକୃତ ଗୁରୁ ବୋଲାଏ

1    109 5

ସ୍ନେହର ଡୋର

Others

ସବୁଠୁ ଉର୍ଦ୍ଧରେ ଏ ରାକ୍ଷୀ ଡୋର ପ୍ରତୀକଟେ ଭାଇ,ଭୋଉଣୀଙ୍କର ସ୍ନେହେ ବାନ୍ଧିବାକୁ ସଭିଙ୍କୁ ନେଇ ବରଷକେ ଥରେ ...

1    418 46

ଗୁରୁ ନମସ୍ୟ

Inspirational

ଦୂର କରି ସର୍ବଦା ସେ ଅଜ୍ଞାନ ଅନ୍ଧାର ଭରନ୍ତି ସଭିଙ୍କ ମନେ ଜ୍ଞାନର ଭଣ୍ଡାର ଗୁରୁ ବ୍ରମ୍ହା, ଗୁରୁ ବିଷ୍ଣୁ,ଗୁରୁ...

1    277 21

ସେଦିନ ଓ ଆଜି

Others

ସେଦିନ ବିଜୁଳି ଦେଖି ଆଖି ବୁଜି ଦେଉଥିଲି ଡରି ଡରି ବାରବାର ଚମକି ମୁଁ ପଡୁଥିଲି

1    65 4

ପ୍ରେମିକା ରଜନୀଗନ୍ଧା

Romance Fantasy

ନିଦ ଭରା ପଲକରେ ତମାମ ନିଝୁମ ରାତିରେ , ଅଳସୀ ନାୟିକା ସାଜି ନୃତ୍ୟ କଲ ସପନରେ |

1    28 2

ମୁଁ ଏମିତି

Others

ମୁଁ ସାଥିଟିଏ ଏମିତିକା ଛଳନା ମୋପାଖେ ନାହିଁ, ମୁଁ ଗୀତଟିଏ ଏମିତିକା ସବୁ ସୁରେ ହେବ ଗାଇ, ମୁଁ କଥାରେ ହସେଇ ଦିଏ...

1    73 4

ସୁଦଶା

Others

କଣ୍ଠେ ଉଚ୍ଚାରିଣ ଦଶ ଗୋଟି ନାମ ଦେବୀ ମହାମାୟାଙ୍କର ଦଶ ଗଣ୍ଠି ଦେଇ ଦକ୍ଷିଣ ହସ୍ତରେ ବ୍ରତ ବାନ୍ଧନ୍ତି ସତ୍ୱର...

1    24 1

ତୁ ମୋର

Romance

ତୁ ମୋର ମନ ତଳ ଧକ୍ ଧକ୍ ସ୍ପନ୍ଦନ ପାଇବାକୁ ଚାହେଁ ତୋର ନିରୀହ ମନ ପୁରା କରିଦେ ମୋ ସପନ ଦେଇଦେବି ତତେ ମୋର ଏ...

1    308 2

ମିସାଇଲ ମ୍ୟାନ

Others

ଧନ୍ୟ ହେଲା ଏ ଭାରତ କୋଳେ ଧରି ତୁମକୁ ଆଜି ହରାଇଲା ସେଇ ମୂଲ୍ୟବାନ ରତ୍ନକୁ

1    302 4

ରଙ୍ଗମଞ୍ଚର ଭଲପାଇବା

Others

ଭଲ ଲାଗେ ତୁମ କଣ୍ଠସ୍ଵର ଆଉ ରୁମ୍ ଝୁମ୍ ପାଉଞ୍ଜିର ଘୁଙ୍ଗୁର , ଭଲ ସାଜୁଥାଏ ତୁମ ଗଭାରେ ମଲ୍ଲୀ ପୁଣି ବେଶି ଭ...

1    32 2

ରଜ

Others

ଦୋଳି ଖେଳୁଥିବା ଆନନ୍ଦ ମନରେ ଗାଇ ଭଳିଭଳି ଗୀତ... ବେଙ୍ଗୁଲୀ ସାଥିରେ ବେଙ୍ଗ ରାଜା ପରି ଆ ଆଲୋ ବସିବା ମିତ ...

1    70 3

ସ୍ୱାମୀ

Others

ସ୍ୱାମୀ ସୁଖେ ସୁଖୀ,ସ୍ୱାମୀ ଦୁଃଖେ ଦୁଃଖୀ ହେଇ ଚଳୁଥିଲେ ନିତ୍ୟ ମିଳେ ସୌଭାଗ୍ୟ ଅଖଣ୍ଡ ଆଶିଷ ଏକଥା ନିରାଟ ସ...

1    278 6

ମାଆ ଅଟେ ମମତାମୟୀ

Inspirational

ପଣତ ତୋର ସୁରକ୍ଷା ଘର ତା ତଳେ ଗଲେ ଲୁଚି...... ପବନ ଅବା ବତାସ କେହି ପାଇବେ ନାହିଁ ଖୋଜି ||

1    376 3

ବିଚିତ୍ର ଲୀଳା

Others

ପର୍ବତ ଗର୍ଭରେ ମାଣିକ ଖଞ୍ଜିଲ ଅର୍ଜୁନକୁ ବିଶ୍ୱ ରୂପ ଦେଖାଇଲ

1    109 3

ଶ୍ରୀ ଜଗନ୍ନାଥ

Others

ନୀଳଚକ୍ର ବାନା ତୁମ ଫରଫର ଉଡେ ଘୁମୁରୁଥାଏ ପାରା ଟି ମହା ଆନନ୍ଦରେ । ଶରଧା ବାଲିରୁ ଟିକେ ମୁଣ୍ଡରେ ବୋଳିଲେ ...

1    320 11

ଜୀବନ ଗୀତି

Tragedy

ମୋ ଲୁହରେ ନୀତି ଝରଣା ଝରଇ ମୋ କାନ୍ଧରେ ନୀତି ପାହାଡ଼ ଖସଇ ଲେଖୁଛି ଜୀବନ ଗୀତି ଅନ୍ଧକାର ମୋର ସାଥି

1    88 2

ଜୀବନ ଗୀତି

Tragedy

ଲେଖୁଛି ଜୀବନ ଗୀତି ଅନ୍ଧକାର ମୋର ସାଥି

1    106 6

ପ୍ରିୟା ରେ

Romance Tragedy

ଛାଇ ସିନା ସଞ୍ଜ ନଇଁଲେ ଲିଭିବ, ଯିବ ପୁଣି ଦୂର ହୋଇ ଅମର ହୋଇ ମୋ ଛାତି ତଳେ ତୁମେ ଥିବ ଚିରଦିନ ପାଇଁ ।

1    45 3

ସଞ୍ଜ ନଇଁ ଗଲାପରେ

Others

ଯେଉଁ ସ୍ବପ୍ନ ନୀତି ଦେଖେ ନିତି ଝୁରେ ନିଛାଟିଆ ନିରୋଳା ମୋର କାଚ ଘରେ ସଞ୍ଜ ନଇଁ ଗଲାପରେ ଅମାନିଆ ଆଖିରୁ ମୋର...

1    69 4

ଆମ ଭିତରର ଅହଂକାର

Others

ଆଗମନେ ଯାର ଆସିଯାଏ ଜୁଆର ପୂରଣ ହୁଏନି ତା ପାଇଁ ଉପୁଜିଥିବା କ୍ଷତିର ସେ ପରା ଆମ ଭିତରର ଅହଂକାର........

1    146 6

ସହର ଓ ଗାଁ

Others

ସହରେ ରାଜୁତି ଧୂଳି ଓ ଧୂଆଁର ଗାଁ ରେ ମନ୍ଦ ମନ୍ଦ ବହେ ସମୀର ।।

1    70 3

ପିତାମାତା

Others

ମୋ ପିତା ମାତାଙ୍କ ଆଶିର୍ବାଦ ଥିଲେ କରିବି ମହତ କାମ ପର ହିତ ପାଇଁ ଦେବି ମୁଁ ଜୀବନ ରଖିବି ତାଙ୍କରି ମାନ ।।

1    88 3

ଅନୁଭୂତି

Others

ତୁମେ ଖାଦ୍ୟ ପାଇଁ କରୁଛ ସଂଘର୍ଷ ମୁଁ ସ୍ନେହ ପାଇଁ କରୁଛି ସଂଘର୍ଷ

1    124 4

ଉପହାର

Others

ତୁମେ ମୋ ପାଇଁ ହୃଦୟ ମନ୍ଦିରରେ ଦେବତା ଆଉ ଏମିତି ଏକ ଉପହାର ଯାହା ଚିର ଅମର ।

1    93 1

ସମଲିଙ୍ଗୀ ଈର୍ଷାଳୁ

Others

ହେ ଫୁଲ ଜାତି କାହିଁକି କରୁଛ ମତେ ଈର୍ଷା ମୁଁ ପରା ତୁମ ଜାତିର , ତଥାପି କାହିଁକି କରୁଛ ମତେ ଈର୍ଷା

2    91 4

ସମସ୍ୟା

Others

ସମସ୍ୟା ଗୁଡିକ ଆସିଗଲେ କେଜାଣି କେମିତି ହଠାତ ଚାଲିଆସେ ସବୁତକ "ମହାବାତ୍ୟା" "ସୁନାମି " ପୁଣି ଅଂଶୁଘାତରେ ଜଳିଜଳି ...

1    92 4

ମୁଁ କଣ ଚାହେଁ

Others

ଆଲୋକର ପ୍ରତିପାଦନ କରିବାକୁ ଚାହେଁ । ଗ୍ରୀଷ୍ମର ଝାଞ୍ଜିରେ ମୁଁ ବୃକ୍ଷର ଶୀତଳତା ପ୍ରଦାନ କରିବାକୁ ଚାହେଁ ।

1    117 3

ପ୍ରିୟତମ ପାଇଁ

Romance

ପାଖେ ଥିଲେ ମୋର ହସେ ଓଠ ଖିଲି ଚେହେରାକୁ ତାର ଦେଖି ଦୂରରେ ରହିଲେ ଆକୁଳ ନୟନେ ଦେଖେ ତାର ପ୍ରତିଛବି

1    212 13

ଶେଷାର୍ଥ

Inspirational

ଆଜିର ଐଶ୍ୱର୍ଯ୍ୟ ପାଇଁ ଅହଂକାର କରି ଟେକୁଅଛ ଶିରି, ଭାଗ୍ୟ ବଦଳିଲେ ସବୁ ବଦଳିବ ମୁଣ୍ଡ ମୋଡି ଯିବ ପଡି ।। ସଂସାରରେ...

1    100 4

ମନ ମନ୍ଦିର , ବିବେକ ପୂଜାରୀ

Others

ମନ ମନ୍ଦିରରେ ଈଶ୍ୱରଙ୍କୁ ସ୍ଥାପି ସର୍ବଦା ସତ୍ୟର ମାର୍ଗରେ ଯିବା, ଅନ୍ୟାୟ, ଅନୀତି ଦେଖିଲେ ସାମ୍ନାରେ ନିଜ ପର ଭୁଲି...

1    54 3

ବିଶ୍ୱ ନାୟକ

Others

ତୁମ ଶ୍ରୀଚରଣ ତଳେ ଥାଉ ମୋର ଲୟ , ଏତିକି କରୁଣା କର ଆହେ ଇଚ୍ଛାମୟ ।। ହାତକୁ ମୋ ଅଳଙ୍କାର ଦିଅ ଏହା ମତେ , ଦାନ,ଧର୍...

1    118 4

ମନ ମନ୍ଦିର , ବିବେକ ପୂଜାରୀ

Others

ଇର୍ଷା,କ୍ରୋଧ ପରି ଅସୁରକୁ ତ୍ୟାଗୀ ହେବା ଏହିକ୍ଷଣି ସତ୍ୟ,ନ୍ୟାୟ,ନିଷ୍ଠା ସ୍ନେହ ଓ ପ୍ରେମର କରତା

1    103 3

କଠୋର ସତ୍ୟ

Others

ମୃତ୍ୟୁ, ପଦାର୍ପଣ କରେ ବିନା ଆମନ୍ତ୍ରଣରେ ଆଜୀବନ ନିଦ୍ରା ଭରେ ପ୍ରାଣୀ ଆଖିରେ ହସୁଥାଏ ଅନ୍ୟକୁ ସେ କନ୍ଦେଇ ଦେଇ ହା...

1    162 7

ବ୍ୟାଚଲର ଜୀବନ

Others

ମିଠା ମିଠା ସପନର ଆଢୁଆଳରେ ଖୁବ ବିନ୍ଦାସ ଭାବରେ ଉଡ଼ିବୁଲୁଥିଲା ମୋର ଟିକି ଅମାନିଆ ନିରୀମାଖି ମନ

1    163 2

ମୋ ନଜରରେ ଜୀବନ

Others

ଜୀବନ, ଏକ ନିସ୍ତବ୍ଧ ରାତ୍ରିର ଖୋଲା ବହି, ପଢିପାରିଲେ ଖୁବ ସୁନ୍ଦର ଓ ଅତି ସରଳ, ନପଢିପାରିଲେ ଅଛିଣ୍ଡା ଗଣିତ ପରି, ...

1    123 6

ଜୀବନର ମାନେ

Others

ଜୀବନର ଅର୍ଥ ବୁଝାଇଲା ଫୁଲ, " ସଭିଙ୍କ ମନକୁ ମୁଗ୍ଧ କରି ବିଷାଦଶୂନ୍ୟ କରାଇବା ହିଁ ଜୀବନ,

2    527 5

ଡାକ୍ତର

Inspirational Others

ସମାଜ ଯାହାକୁ ସମ୍ମାନ ଦିଏ, ଦ୍ୱିତୀୟ ଈଶ୍ୱର ବୋଲାନ୍ତି ଯିଏ, ସଭିଏଁ ତାହାଙ୍କୁ ସମର୍ଥନ କରି ଭକ୍ତି କରୁଥିବା ଈଶ୍ୱର...

1    2.5K 10

ସ୍ମୃତିରେ ତୁମର ସାଥି

Others

ଆଶ୍ଚର୍ଯ୍ୟ ଚକିତ ଥିଲା ଆମର ସେ ପାଗଳାମି ଚିଠି ସିନା ଲେଖୁଥିଲେ, ଠିକଣା ଥିଲା ବେନାମୀ

1    7.1K 7

ଅଲିଭା ଗୀତି

Others

ତାର ସେହି ସ୍ମୃତିଟିକୁ ରଖିବି ମୁଁ ସାଇତି ମରିବାଯାଏଁ ସେ ହେବ ମୋର ସେହି ଅଲିଭା ଗୀତି

1    6.9K 10

ଭିଜା ସ୍ମୃତି

Tragedy

ଆଜି ମୁଁ ପ୍ରସ୍ତର ଚଟାଣରେ ବସି ଭାବୁଛି ତାର ମୋ ସ୍ମୃତି କେଇଗୋଟି କେଇଦିନ ପରେ ଆଉ ନମିଳିବ ତାର ସେହି ସ୍ମୃତି ଗୀତି

1    7.0K 10

ଦୁଇ ପୃଥିବୀର ଦୁଇଟି ମାଆ

Others

ଜଣେ ଆଖି ଦେଲା ,ଜଣେ ଲୁହ ପୋଛିଲା ଜଣେ ବିଦାୟ ଦେଲା ,ଜଣେ ସ୍ୱାଗତ କଲା ।

2    13.0K 9

ଭୟଙ୍କରୀ ନଦୀ

Tragedy

ମୃତ୍ୟୁର ସମ୍ବାଦ ଦିଏ ବାଲିଚର କ୍ଷେତ ନଦୀ ଫେରି ଆସି କରେ ଉଜ୍ଜୀବିତ । ମାଟି ପାଣି ପବନ ଆଲୋକ ମହାନ୍ଧକାର ଓଃ ବିର...

1    6.8K 5

ଆତ୍ମାହୁତି

Others

ଗଲା ଜନମର କର୍ମ ପାଇଁ ଅବା ଭୋଗୁଛି ମୁଁ କର୍ମଫଳ ପ୍ରତି ମୁହୂର୍ତ୍ତରେ ଗୁହାରି କରୁଛି ମୁକ୍ତି ଦିଅ ଚକ୍ରଧର....

1    6.7K 6

ଅତ୍ୟନ୍ତ ବିଶ୍ୱସ୍ତ

Inspirational

ମୋ ଅବୁଝା ରାତିରେ ତୁମେ ଆସୁଥିଲ ସ୍ବପ୍ନ ହୋଇ ମୋ ଅଳସୀ ଆଖିକୁ ନିଦ ଆଣୁଥିଲ ଗୀତ ଗାଇ

1    6.8K 15

ଅସ୍ଥାୟୀ ସ୍ବପ୍ନ

ଝାପ୍ସା ଝାପ୍ସା ଦେଖାଯାଏ କାହାର ପ୍ରତିଛବି ଯେମିତି କେହି ଜଣେ ବିନା ମୋର ଅଗୋଚରରେ ପାଖକୁ ମୋ ଆସୁଥାଏ ଛପିଛପି

1    6.5K 4

ଅଲୌକିକ ପୁରୁଷ

Others

ହେ ମୋର ମହାନ ପୁରୁଷ ଏତିକି କାମନା ମୋର ତୋ ନିକଟରେ ରହିଥା ତୁ ଚିରକାଳ ହୋଇ ମୋର ଆତ୍ମାରେ ପରମାତ୍ମା ପରି

1    6.7K 8

ବିବେକର କଥା

ଶହେ ଘୃଣା ଠାରୁ ଯେବେ ଦୁରେଇ ତୁ ଯିବୁ ଗୋଟିଏ ପ୍ରେମରେ ସାରା ଦୁନିଆଁ ଦେଖିବୁ ।

1    6.6K 3

ସାନୁଙ୍କ କଲମରୁ ଦୁଇପଦ ମୋ ପାଇଁ

Others

ଆଉ ନିଅନାହିଁ ତମେ ପଛଘୁଞ୍ଚା ବିମୁଗ୍ଧ କରିଦିଅ ସାରା ଦୁନିଆକୁ ପ୍ରେରଣାର ଉତ୍ସ ହେଉ ତୁମର ଏ ହାତ ଲେଖା

1    7.3K 9

ପ୍ରକୃତି ଓ ପ୍ରଭୁ

Others

ଇନ୍ଦ୍ରଧନୁ ଦେହେ ସାତରଙ୍ଗ ଭରି ଦେଇଛ ତା ଶୋଭା ବଢ଼େଇକଳା ବାଦଲଟା ଆକାଶ ଛାତିରେ ଚନ୍ଦ୍ରମାକୁ ଦିଏ ଘୋଡେଇ ।।

1    1.3K 9

ମୋ ସ୍ୱପ୍ନର ସୌମ୍ୟ

Romance

ମୋ ଆତ୍ମାର ପୁରୁଷ ସେ ମୋ ହୃଦୟର ସ୍ପନ୍ଦନ ଜନ୍ମ ଜନ୍ମ ରହିଥାଉ ବାନ୍ଧିହୋଇ ତା ସାଥେ ମୋ ଭାଗ୍ୟ ବନ୍ଧନ

1    6.9K 8

ତୁମ ପ୍ରତୀକ୍ଷାରେ

Others

ଦୀପ ଜଳିବ, ଫୁଲ ଫୁଟିବ ଆଉ ମତେ ଯନ୍ତ୍ରଣାରୁ ମିଳିଯିବ ମୁକ୍ତି ତୁମକୁ କେବେ ଦେଖିନି ତ ସେଥିପାଇଁ ମନେମନେ ବହୁତ ଖୋ...

1    6.8K 7

ଆଦ୍ୟାନ୍ତ ସାଥି

Others

ସବୁ ରୁକ୍ଷ ପଥ,ଝଡ ବା ବତାସ ଲେଉଟିଲା ଆସି ପାଶେ ତୁମ ସ୍ନେହ,ପ୍ରେମ ସୁରକ୍ଷା ସାଜିଲା ଶକ୍ତି ହୋଇ ଚତୁର୍ପାର୍ଶ୍ଵେ ।

1    6.8K 11

ସମୟ ବି ଧୋକାଦିଏ

Tragedy

ଥରେ ହାତଛଡା ହେଲେ ତାକୁ ଖୋଜିବାକୁ ପଡେ ବିକଳରେ ସମୟ ବି ଧୋକାଦିଏ ଖୁବ ସହଜରେ ବେଳେବେଳେ

1    6.8K 10

ପରିବର୍ତ୍ତନ

Others

ଯିବାବେଳେ ଆଉଥରେ ଫେରିବାର ପ୍ରଶ୍ନରେ ଉତ୍ତର ଦେଉଥାଏ ଅନାପେକ୍ଷିକ ସମୟର

2    14.1K 5

ମୋ ଆଈ

Action Children Others

ସର୍ବାଙ୍ଗ ସୁନ୍ଦରୀ ମତେ ଡାକନ୍ତି ଯାହା ମୁଁ ପିନ୍ଧିଲେ ଖୁସି ହୁଅନ୍ତି ।।

2    13.8K 7

କଳିଯୁଗ ଦୁର୍ଗା

Others

ଧର୍ମକୁ ଢାଲ କରି ବାହାରିଥିବା ଶହ ଶହ ମହିଷାସୁରଙ୍କର କରିବାକୁ ସର୍ବନାଶ, ବାହାରିବି ହସ୍ତେ ଧରି ଧନୁ,ତୀର ଆୟୁଦ୍ଧ, କ...

2    6.6K 9

ଦୂର ଦିଗନ୍ତର ସାଧବ ବୋହୂ

Inspirational Others

ଶେଷରେ ସପନ ସତ ହେଲା ମୋର ଆଣିଲି ବିବାହ କରି, ଆଜି ସେ ସାଜିଛି ନାଲି ତୁକୁଟୁକୁ ସାଧବ ବୋହୂ ମୋହରି ।

2    7.0K 9

ମୃତ୍ୟୁର ମଧ୍ୟଭାଗେ

Inspirational Others

ସାତରଙ୍ଗୀ ସପନର ଝିଲମିଲ ଚାଦର ଉଆଡ଼େ ଲାଗୁଛି ଏବେବି କିଏସେ ଅସୁମାରୀ ସ୍ବପ୍ନ ନେଇ ହୋଇରହିଛି ଛିଡା ।

1    13.6K 9

ପ୍ରେମର ଆଲୋକ

Others Romance

ନଲିଭୁ ନଲିଭୁ କେବେ ଆମ ସମ୍ପର୍କର ପ୍ରଜ୍ବଳିତ ଦ୍ବୀପ , ଜଳୁଥାଉ ଚିରକାଳ ସାଜି ଏକ ପ୍ରେମର ଆଲୋକ ।

1    7.3K 13

ସୁବର୍ଣ୍ଣ ଭାରତ

Inspirational Others

ଜନ୍ମିଥିଲେ ଯେ ବୀର ପୁତ୍ର ତାର ଆଉ କି ଜନ୍ମିବେ ନାହିଁ ? ତାଙ୍କ ବିନା ଆଜି ଶୂନ୍ୟ ଏ ଭାରତ ଶୂନ୍ୟ ଏ ପବିତ୍ର ଭୂଇଁ ...

1    6.8K 8

କୁହ କାହିଁକି

Others Romance

ମୋ ପ୍ରେମରେ କେବେ ଥିଲା କି ଛଳନା ମିଥ୍ୟା ,ଅଭିମାନ,ବାହାନା ବିଷୟ କାମନା ଓ ପ୍ରତାରଣା ତେବେ ଯନ୍ତ୍ରଣା ସହି ମୁଁ ପା...

1    6.9K 2

ଶେଷସ୍ୱର

Others Romance

ଶ୍ରାବଣୀ ହେ, ଏହା ଅଟଇ ମୋର ପ୍ରଥମରୁ ଶେଷ ସ୍ୱର , ଯେଉଁଠି ଥାଅ ତୁମେ ଭଲରେ ଥାଅ ହେ ଏତିକି କାମନା ମୋର ।

1    6.7K 8

ଆଘାତ

Tragedy

ସତ୍ତା ପାଇଲିନି ନିଜେ ନିଜର ଅସୁମାରୀ ଯନ୍ତ୍ରଣା ନେଇ ବଞ୍ଚିବାକୁ ହେଉଛି ମତେ ଅୟୁତ କାମନାର ଜ୍ବାଳାରେ ମରୁଛି

1    6.7K 8

ମୌସୁମୀ

Others Romance

ତୁମେ ମୋ ମନର ମରୁପ୍ରାନ୍ତରେ ନୀଳ ନିର୍ଝରିଣୀ ସମ , ଝୁରୁଥାଉ ନୀତି ତୁମରି ଏ ପ୍ରୀତି ଚାହୁଁଛି ଏହି ମୋ ମନ ।

1    7.2K 6

ଜୀବନ ବନାମ ଧୋକା

Others Tragedy

ଆଜି ଲାଗେ ଜୀବନଟା ବି ତ ଗୋଟେ ସତେଜ ମୃତ୍ୟୁ ପ୍ରତିମୁହୂର୍ତରେ ଏଠି ମୃତ୍ୟୁର କ୍ରୁର ପାଦଶବ୍ଦ ସତେ କଣ ଏହା ହିଁ ଜୀବନ...

2    13.3K 6

ବିଶ୍ୱ କଲ୍ୟାଣ

Inspirational

ଆଜି କରୁଛି ପ୍ରତିଜ୍ଞା ମୁହିଁ କେବେ ନିର୍ଦ୍ଦେଶକ ହୋଇ ତ ପୁଣି କେବେ ଦର୍ଶକ ହୋଇ କରୁଥିବି କାମ ଆଜୀବନ ମୁହିଁ ବିଶ୍...

1    7.1K 8

ଦୃଶ୍ୟ ଏକ ଚିଲିକାର

Others

ମରାଳମାଳିନୀ ବକ୍ଷରେ ତାହାର ଲକ୍ଷ୍ୟ ଲକ୍ଷ୍ୟ ପକ୍ଷୀଙ୍କ ମୁଖରିତ କୋଳାହଳ , ଫ୍ଲେମିଙ୍ଗୋ , ପିନଲେଟ ,ଓ ଗଡ଼ଉଇଟ ଭଳି ...

1    6.8K 10

ଭିନ୍ନତା

Others

ସମ୍ଭାଷଣ ସେଇ ଗୋଟିଏ , କଳା କିନ୍ତୁ ଏକ ନୁହେଁ ଶବ୍ଦ ମଧ୍ୟ ଜାତିଭେଦକୁ ଆଡେଇ ନାହିଁ ପାରି

1    6.9K 11

ସାନୁ ତୁମକଥା ମନେପଡେ

Others

ମନକହେ ପୁଣିଥରେ ଫେରିବାକୁ ସେଇ ଫୁଲ ବଗିଚାରେ ଆତ୍ମା କହେ ଆଉଥରେ ଘର କରି ରହିବାକୁ ତୁମ ହୃଦୟରେ

1    6.8K 8

ମୁଁ ଯେ ମାଟି କଳସୀ

Others

ଅକାଳ ବିୟୋଗରେ ମଧ୍ୟ ସବୁଠି ଯେ ଲୋଡ଼ା ମୁହିଁ ମୋର ପରିଚୟ ପରା ଏଇ ମାଟି କଳସୀଟେ ଯେ ମୁହିଁ

1    7.0K 8

କଲମ ମୁନ

Inspirational

ସତ୍ୟ ଲେଖି ସିଏ ଅଧର୍ମ ନାଶେ ସେଇ ଲେଖା ବଳେ ଜଗତ ହସେ ॥ କଲମ ଏମିତି ଅପୂର୍ବ ରତ୍ନ ସଭିଏଁ ତାହାର କରନ୍ତି ଯତ୍ନ ॥

1    13.7K 8

ଜୀବନକୁ ପ୍ରଶ୍ନ

Others

ଲେଉଟିବ ସେଦିନ ପରାଜିତ ହୋଇ ମୋ ସ୍ୱସଜ୍ଜିତ ଜୀବନୁ ତୁଟାଇ ସବୁ ବନ୍ଧନ ହେ ମୋର କଣ୍ଟକିତ ଜୀବନ ହେ ମୋର କଣ୍ଟକିତ ଜୀବ...

1    7.0K 10

କୃଷ୍ଣ ସୁଦାମା

Inspirational Others

ତଥାପି ଦରିଦ୍ର ସୁଦାମା ଆଖିରେ ରହିଅଛ ତମେ ଅମୂଲ୍ୟ ହୋଇ ପରୀକ୍ଷା ତୁମର କିଏ ବା ବୁଝିବ ଲୀଳା ଖେଳା ସବୁ ଭକ୍ତଙ୍କ ପା...

1    6.9K 9

ବନ୍ଦନୀୟା ବାନ୍ଧବୀ

Inspirational

ବାନ୍ଧବୀ ଗୋ ତୁମେ ଯିବନାହିଁ କେବେ ଅଧୁରା ହୋଇବ ପ୍ରାଣ ତୁମ ବିନା ତୁମକୁ ଝୁରିବି , ଜୀବନ ହାରିବି ଛାଡ଼ିଯିବ ତୁମେ ...

1    6.6K 10

ହେ ବନ୍ଧୁ,ମୁଁ ଅର୍ଜୁନ

Inspirational

ଦ୍ୱାପରର ସେଇ ବନ୍ଧୁ ଅର୍ଜୁନ ମୁଁ ତୁମର ଚିହ୍ନ ମତେ, ଖୋଲି ତୁମ ଦିବ୍ୟ ନୟନ ମୁଁ ସେଇ ଗଣ୍ଡିବଧାରୀ ପାର୍ଥ ତୁମର ସଖା...

1    6.9K 10

ଦରଦୀ ବନ୍ଧୁ "ଗଛ"

Inspirational

ଜୀବନର ଅନ୍ତେ ମସାଣି ଭୁଇଁରେ,ମୋ କାଠେ ବିଛଣା ତିଆରି ହୁଏ ସେଇ ବିଛଣାରେ ସୁଆଇ ପ୍ରାଣୀଙ୍କୁ ,ନିଆଁ ଦେଇ ମୁଖେ ମୁକତି ଦ...

1    13.3K 12

ସତ୍ୟ ହିଁ ପ୍ରକୃତ ବନ୍ଧୁ

Inspirational

ସତ୍ୟ ପରି ବନ୍ଧୁ ନାହିଁ କେହି ଏ ମହୀରେ ଯିଏ କେବେ ସାଙ୍ଗ ଦେବ ମସାଣି ଭୁଇଁରେ ମୃତ୍ୟୁ ପରେ ମଧ୍ୟ ସତ୍ୟ ସାଙ୍ଗ ଦେଇଥା...

1    6.9K 7

ଅଫେରା ବନ୍ଧୁ

Inspirational

ଜୀବନ ଦୀପଟା ସିନା ତାର ଲିଭିଗଲା ହେଲେ ମୋ ମନେ ସେ ଚିର ଅମର ହୋଇଲା ବନ୍ଧୁ ସିନା ନାହିଁ ଏବେ ମୋରି ପାଖରେ ରହିଛି ରହ...

1    7.0K 9

କେମିତିକା ବନ୍ଧୁ

Others

ଆଖିରୁ ମୋର ବୋହିଯାଉଛି ଏବେ ବରଫ ପାଲଟିଥିବା ସବୁତକ ପାଣି ପାଲଟି ଉଷୁମ ଲୁହ ।

1    6.9K 9

Others

ସୁପଥ ବି "ପ" କୁପଥ ବି "ପ" ଭାବିଚିନ୍ତି ନିଜ ମାର୍ଗ ବାଛିବ "ପ" ରେ ପ୍ରଣାମ କରୁଛି ସଭିଙ୍କୁ ଭୁଲ ଥିଲେ ମତେ କ୍...

2    7.1K 13

ପାଞ୍ଚ ବର୍ଷର ବନ୍ଧୁତା

Inspirational

ଖୁସି ରହିବାର ମୂଳମନ୍ତ୍ର ଆମେ ଖୋଜି ପାଇଛେ ଆମେ ଆମର ବନ୍ଧତ୍ୱକୁ ଚିର ଅମର କରିବାକୁ ସଂକଳ୍ପ କରିଛେ ।

1    7.0K 11

ଗୁରୁ ଉପାସନା

Inspirational

ଗୁରୁ ଆଉ ଶିଷ୍ୟଙ୍କର ଅଦ୍ଭୁତ ଭାବ ସମ୍ପର୍କ ଶିଷ୍ୟର ବିକାଶପାଇଁ ଗୁରୁ ଉପାସନା ହିଁ ଏକମାତ୍ର ମାର୍ଗ I

1    6.7K 7

ପବିତ୍ର ଆକର୍ଷଣ

Romance

ସିନ୍ଦୁର ତୁମର ଭରିଦେଲା ମୋର ଖାଲି ସୀମନ୍ତକୁ ଆଜି ହାତଧରି ତୁମ ଚାଲି ମୁଁ ଆସିଲି ତୁମ ଅର୍ଦ୍ଧାଙ୍ଗିନୀ ସାଜି

1    6.7K 8

ଏକାନ୍ତ

Others

ଓଃ ଭାରି କଷ୍ଟ ଲାଗେ ସତରେ ମତେ ଏ ଜୀବନ ବହିଯାଏ ମଳୟ ସମୟ କାଳରେ କାଳ ବୈଶାଖୀର କୋଳେ ମାରୁପ୍ରାନ୍ତେ ଶୁଖିଯାଏ ହିମ...

1    7.0K 9

ମୋ କଳ୍ପନାରେ

Romance

ତମେ ମୋ ବିନା ବଞ୍ଚିପାରିବନି ମୋ ଅନୁପସ୍ଥିତି ରେ ତୁମ ଆଖିରୁ ଲୁହ ଝରିବ

1    6.9K 13

ମୁଁ ଝାଡୁଦାର

Others

ଜାଣିନି ଏହା ମୋର ସୌଭାଗ୍ୟ କି ଦୁର୍ଭାଗ୍ୟ ଅବା କେଉଁ ଜନ୍ମର କର୍ମଫଳ ଯାହା ବନାଇଦେଇଛି ମତେ ଏକ ଝାଡୁଦାର । ତଥାପି...

1    6.6K 9

ସମୟର ତାଳେ ତାଳେ

Inspirational

ଭବିଷ୍ୟତ କିଏ ଦେଖିନାଇଁ ଏଠି କିଏ ବା ଦେଖିବ ନାହିଁ, ନିଃଶ୍ୱାସଟା ଦିନେ ଦେହ ଛାଡିଦେଲେ ସବୁ ଯିବ ଶୂନ୍ୟ ହୋଇ I

1    7.1K 9

ଈଶ୍ୱରଙ୍କ ବରଦାନ

Others

ମତେ ଅନ୍ଧାରରୁ ଆଲୋକକୁ ଆଣିଛନ୍ତି ମୋ ବାପା। ମୋର ଗୁରୁ, ମୋର ଈଶ୍ୱର, ମୋର ଅଭିମାନ ମୋ ବାପା, ମୋ ପରିବାରର ନିଶ୍ୱାସ,...

1    13.5K 6

ଡାକିଥାନ୍ତି ଯାହାଙ୍କୁ ମୁଁ,'ବାପା'

Inspirational

ବିଞ୍ଚିଦିଅ ଆଉଥରେ ମୁହୂର୍ତ୍ତକପାଇଁ ଆସି ଆନନ୍ଦର ପ୍ରୀତିଫୁଲ, ଆମ ବିବ୍ରତ ଜୀବନରେ ଏତିକି କାମନା ମୋର..............

1    6.5K 8

ମୋ ବାବା

Inspirational

କଳଙ୍କିତ ଏଇ ସମାଜ ଛାତିରେ ବାପା ତୁମେ ଏକ ପବିତ୍ର କମଳ ଅନୁଭବ କଲି ସେଇ ମୁହୂର୍ତ୍ତରୁ ଜନମିବା ପାଇଁ ଯେବେ ହୋଇଲ...

1    6.9K 6

ବାପା ତୁମ ଅତିବାହିତ ଅତୀତ

Inspirational

ସାରାଦିନ କରି କାମ ସନ୍ଧ୍ୟାରେ ତମେ ଆଣୁଥିଲ ମଜୁରି ସେଇଥିପାଇଁ ପରା ଘରେ ଦୁଇ ଓଳି ଦୁଇ ମୁଠା ଖାଇବା ପ୍ରସ୍ତୁତ ପାଇ...

1    13.7K 8

ଆଗାମୀ ପୁରୁଷୋଚିତ ମାଆ

Inspirational

ପୁରୁଷ, ନାରୀର ଅନ୍ତର ଦେଖିକି,ବୁଝୁଛି ଏତିକି ଆଜି ତ ମୁହିଁ ପୁରୁଷ ବି ମାଆ ହେଇତ ପାରିବ, ସାରା ଜଗତକୁ ସେନେହ ଦେଇ I

1    6.5K 5

ମା ହୃଦୟର କଥା

Tragedy

ଏମିତି ଜହ୍ନ ରାତିରେ ନୀଳ ଆକାଶକୁ ଚାହିଁ ସବୁବେଳେ ଗପ ଶୁଣାଇବ ଜହ୍ନ ପଛେ ଲୁଚିଯିବ ନୀଳ ଆକାଶର ବକ୍ଷରେ ହେଲେ ସରିବନି...

1    7.0K 7

ସର୍ବଂସହା ମା

Inspirational

ସମସ୍ତେ ଦିଅନ୍ତି ଖାଲି ତାକୁ କଷ୍ଟ, ସବୁ ନେଇଯାଏ ସହି ଏହି ମା ପରା ସର୍ବଂସହା ଅଟେ, କେହିତା ବୁଝନ୍ତି ନାହିଁ I

1    7.1K 8

ଭିନ୍ନ ଏକ ମାଆ

Tragedy

"ଗାନ୍ଧୀ ,ଗୋପବନ୍ଧୁଙ୍କ ପରି ଏ ଦେଶ ପାଇଁ ଜୀବନ ଦବୁ" କାରଣ ପଚାରିଲେ ପୁତ୍ର --- ମାଆ ତାର ଉତ୍ତରରେ କହେ, "ଡାକ୍ତର...

1    7.1K 9

ଅସ୍ପଷ୍ଟ ମାଆ

Inspirational

ଏ ଦୁନିଆଁ କେବଳ ଖୋଜୁଥିଲା ରକ୍ତ ସମ୍ପର୍କକୁ ଯଦି କେହି ଜଣେ ସେଦିନ ଗୁରୁତ୍ୱ ଦେଇଥାନ୍ତା ପ୍ରେମ ଆଉ ସ୍ନେହର ସମ୍ପର...

1    6.8K 10

ମୋ ଗେହ୍ଲି ମାଆ

Inspirational

ମା ଲୋ ମା , ମୋ ଗେହ୍ଲି ମା ସ୍ୱାର୍ଥପର ଏଇ ଦୁନିଆଁ ଭିତରେ ତୁହି ତ ଏକା ମୋ ନିଜର

1    6.9K 9

ବିଶ୍ୱ ବନ୍ଦନୀୟା ମାଆ

Inspirational

ହୃଦୟ ତୋ ଦୟାର ସାଗର ଆତ୍ମା ତୋର ନଦୀ ପରି ଧୀର କୁପଥରେ ଚାଲିଗଲେ ମାଆ ଦେଖାଉ ତୁ ହାତ ଧରି ରାହା

1    7.1K 14

ଅନୁରାଗ

Inspirational

ଭଲ ପାଇବି ମୋ ଜନମ ମାଟିକୁ, ତା ପାଇଁ ଜୀବନ ଦେବି, ତ୍ରିରଙ୍ଗା ଧ୍ୱଜା କୁ ଆତ୍ମାରେ ବସାଇ ତା ସଂଗୀତ ଗାଉ ଥିବି I

1    7.2K 21

ଜଗମୋହନଙ୍କ ରଥଯାତ୍ରା

Others

ନଅ ଦିନ ରହି ମାଉସୀ ଘରେ ଫେରି ଆସିବେ ସେ ଶିରୀମନ୍ଦିରେ ସେଦିନ ବାହୁଡା ଜାତ ହୋଇବ ଭକତ ଗହଳି ପୁଣି ଲାଗିବ.

1    7.2K 19

ସହିଦ ସଂଜୀବ

Inspirational

ସଭିଁଙ୍କ ଆଖିରେ ଶୋକ ସାଗର ଆମ ପାଇଁ ତମେ ଜୀବନ ଦେଲ ଚିରଦିନ ୠଣି ଆମକୁ କଲ କାନ୍ଦୁଛି ଅନ୍ତର କାନ୍ଦୁଛି ଆତ୍ମା

1    6.9K 10

ପ୍ରଭୁଙ୍କ ରଥଯାତ୍ରା

Others

ଆହେ ଇଛାମୟ ଇଛାରେ ତୁମର ଭରିଦିଅ ମୋର ଥାଳ ସ୍ଵଇଚ୍ଛାରେ ଆଜି ଗ୍ରହଣ କର ହେ ମୋର ଏ ତୁଳସୀ ମାଳ. ..

1    7.0K 13

ତୁମ ରଥଯାତ୍ରାରେ ମୋ ଶେଷଯାତ୍ରା

Others

ଶେଷ ଇଛା ମୋର ପ୍ରଭୁ ପୂରଣ କରିବ ଆତ୍ମା କୁ ମୋ ନେଇ ବୈକୁଣ୍ଠ ରେ ରଖିବ. ଦେହ ସିନା ଜଳିଯିବ ଆତ୍ମା ତ ଚିର ଅମର ଭଜୁଥ...

1    6.8K 12

କବି ଓ କବିତା

Romance

ଅପର ପକ୍ଷରେ କବିତା ଭିତରେ କବିଟିଏ ତାର ବ୍ୟାଖ୍ୟା କରିଦିଏ ସୁଖଦୁଃଖ ଆଉ ଜୀବନ ଜିଜ୍ଞାସାର ସ୍ୱର I

1    7.0K 14