Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,



Balabanta Sahu   Author of the Year 2018 - Nominee

ନୁହେଁ ମୁଁ କବି କିମ୍ବା ଗାଳ୍ପିକ ତଥାପି ଆଙ୍କିପରେ ଦୁଃଖୀ ହୃଦୟର ଦରଦ , ଦୁଃଖ ଆଉ ଅକୁହା ବ୍ୟଥାକୁ.......

  Literary Colonel

କଥାଦେଲି

Others

ପାରିବୁ ଯଦି (ପ୍ରାପ୍ତ)ମୁହୂର୍ତ୍ତକ ସୁଖକୁ ହାତେଇବୁ ପ୍ରେମ ଆଉ ସଂପର୍କ ଦେଇ

1    52 2

ପାଗ

Others

ତମେ ଭାବୁଥିବ ! ମୁଁ ରାଗିଛି.. ହେଲେ ତମେ ଜାଣିନ ବୋଧେ ରାଗ ଗୋଟେ ବ୍ୟସ୍ତତା ବାତ୍ୟାର ପାଗ ପ୍ରେମ ଜଳବାୟୁ ଅନ୍ତର୍ଗ...

1    111 3

ହାରିବାର ମଜା

Others

ପାରୁଛ ଯଦି ମୋ ଠୁ ଥରେ ହାରିକିଦେଖ ଜାଣିବ , ଜିତିବାଠୁଁ ହାରିବାରେ କେତେ ମଜା ।

1    168 7

ଡବାଘିଅ

Others

ବିଶ୍ୱାସ ଓ ନିଶ୍ୱାସବୋଲା ଗୋଟେ ଚୁମା ତୁମକୁ ତରଳାଇ ଭାଙ୍ଗିଦେଇପାରେ ; ଗୋଟେ ତତଲା ମୁହୂର୍ତ୍ତର ସ୍ପର୍ଶ ତମ ନିଜତ୍ବ ଓ ...

1    2.9K 3

ନାଁ ନଥିବା ଗାଁ

Fantasy Others

ମୁଁ ତମମାନଙ୍କର; ଆସ..ଆମେ ସମସ୍ତେ ମିଶି ଜୀବନ ଖୋଜିବା.. ଏମିତି ସେମିତି ଜୀବନ ନୁହଁ ନଈ ଆରପାରିର ଜୀବନ...

2    6.3K 6

ବାପା

Inspirational

ଧରିଲେ ବି କେଉଁଠୁ ଆସିବ ଯେ ? ତୁ ତ ପ୍ରସ୍ତୁତ କରୁଛୁ ମୋ ପାଇଁ ମାଳ ମାଳ ପ୍ରଶ୍ନପତ୍ର ;

1    3.3K 2

ତୁ ଆଉ ମୁଁରେ କବିତା

Romance

ସର୍ବଦା ସନ୍ଧାନରେ ଅଛି ତୋ ଚୁରନି ଆଖି ହଳକକୁ.. ଯିଏକି ପ୍ରଥମ ଦେଖାରେ ଇ ଚୋରାଇ ନେଇଯାଇଥିଲା ମୋ ସର୍ବାଙ୍ଗର ମର୍ଦାଙ୍...

1    7.5K 6

ପ୍ରେମର ଇତିବୃତ୍ତ

Others

ଠୋ ଠୋ ହସିଲେ ବି ' ଝରନ୍ତା ନାହିଁ ମୋ ଏକମାତ୍ର କଳ୍ପବୃକ୍ଷରୁ ତୃପ୍ତି , ପ୍ରେମ ଆଉ ତାଚ୍ଛଲ୍ୟ ଭରା ମୃଦୁ ମଳୟ ।

1    3.3K 6

କାଲି ରାତିର କବିତା

Others Tragedy

ବାଧ୍ୟକରି ପଚାରନି ମୋତେ ! କାହିଁକି ମୁଁ ? ରୁମାଲ ଭିତରେ ଲୁଚେଇ ଦେଉଥିଲି ତୁମ ନଜରରୁ ମୋ ପୃଥିବୀଟିକୁ ; ପୁଣି ସ୍ମୃ...

1    2.3K 1

ଚାଲ୍ ଜୀବନ ଜିଇଁବା

Others

ତୁ ଯାହାବି କ' , କିନ୍ତୁ କ'... କାହିଁକିନା , ତୋ ସ୍ୱର ହିଁ ପାଲଟି ସାରିଛି ଆଜି , ମୋ ପାଇଁ ଜୀବନ ସଂଜୀବନି ଦିନ ଆସ...

1    3.5K 3

ବଦନାମ୍

Romance Tragedy

ପାଣି ପରି ସମୟ ମିଳିଲେ ଆସିବ.. ନିଶ୍ଚେ ଆସିବ...! ମିଛ ବଦନାମ ଆଉ ଜମାରୁ ସହାଯାଉନି ଭାବୁଛି ; ଆଉଥରେ ବଦନାମ ହେବା

1    6.3K 6

ଗୁଡ଼ାଏ ଅପ୍ରାପ୍ତି

Others

ଗୁଡ଼ାଏ ଅପ୍ରାପ୍ତି ଭିତରେ ଜୀବନ ଖୋଜୁଥିବା ପ୍ରାପ୍ତିଟେ ଖୋଜିପାରିବା ହିଁ ପ୍ରେମ ;

1    6.4K 9

ହଳକ ଆଖି ଓ ତମେ

Romance

ତମ ହଳକ ଆଖି ସମୁଦ୍ରରେ କି ମାଧ୍ୟାକର୍ଷଣ ଅଛି କେଜାଣି ? ନିଜ ତମାମ୍ ଦୁର୍ବଳତାକୁ ନିଜ ଭିତରେ ସେତୁବନ୍ଧ ବାନ୍ଧି ତମକୁ ...

1    2.7K 5

ଡବାଘିଅ

Others

ପୁଣି ଚିହ୍ନିଛି ଯେ ! ତୁମ ପରି ପ୍ରତିଟି ଝିଅ ଗୋଟେ ଗୋଟେ ଡବାଘିଅ ତୁମକୁ ମୁଁ' ଅବା କବିକୂଳ ବାରଂବାର ଦେବୀ କହିଦେଲେ ହ...

1    5.7K 5

ଆ' ମାଟି ହେବା

Inspirational

ମାଟି ପାଇଁ ହିଁ ଜିଇଁବା ଶେଷରେ ମାଟି ପାଇଁ ହିଁ ମରିବା ମାଟିରେ ହିଁ ମିଶିଯାଇ , ମାଟି ହୋଇଯିବା ମାଟି ହୋଇପାରିବା କଣ କ...

1    12.4K 5

ଆ'... ମାଟି ହେବା

Others

ପୁଣି ବୟସ ତାଳେ ତାଳେ ଏକମାତ୍ର ମସ୍ତକ ଉପରକୁ ଯେତେବି ବ୍ୟାପିଯାଏ ଆକାଶ ଯେତେବି ସତାଏ କଳାବାଦଲର ଚାପ

2    7.0K 6

ପ୍ରେମପୁର ଗାଁରେ ଜୀବନ

Others

ହେଲେ , ଜଳାଞ୍ଜଳି ଦେବାକୁ ହେବ ତୋ ସର୍ବାଙ୍ଗର ଦେବୀପଣିଆ ସହ ; କାମ , କ୍ରୋଧ , ଲୋଭ , ମୋହ ଓ ମାୟା ; ପୁଣି ଅବିରତ ଘୋ...

1    6.8K 8

ଆକାଂକ୍ଷିତ ପୃଥିବୀରେ

Others Romance

ଯଦି ଶେଷଥରକ ଆଖିମିଶେଇ କଥା ହେବାପାଇଁ ବାହାନା ଟେ ଖୋଜୁଛ ପଚାରିପାର ସାଧାରଣ ପ୍ରଶ୍ନ ଟେ ମୁଁ କେମିତି ଦେଖାଯା...

1    7.2K 4

ନୀରବତା ଭାଙ୍ଗିଲେ ସୁନାମୀ

Others

ହେଲେ କୌରବମାନେ ଜାଣିରଖିବା ଉଚିତ ଯେ ! ନୀରବତା ଭାଙ୍ଗିଗଲେ ବେଶୀ ଦୂର ନୁହେଁ ସୁନାମୀ ଆଜିର ଏଇ ଶାନ୍ତ ସମୁଦ୍ର ପକ୍ଷର...

1    12.7K 11

ବର୍ଷା ମାଟି ଓ ଚାଷୀ

Inspirational

ପୁରିଲା ପୁରିଲା ଲାଗୁଛି ଗାଁ ପୋଖରୀ , ନଈ ଆଉ ଚାଷୀର ଆଖି ପୁରିଲା ଲାଗୁଛି ପୁଣି ତା' ହାତର ରାକ୍ଷୀ

1    13.1K 6

ଚିଠି

Others

ଦେଖ୍ ତା ପ୍ରତି ଅକ୍ଷର , ମାତ୍ରା , ଫଳା ଆଉ କମା , ପୂର୍ଣ୍ଣଚ୍ଛେଦ ରେ... କେମିତି ଲେସି ହୋଇ ରହିଛି ଏଇ ହୃଦୟବିହୀନ ପ୍...

1    13.1K 5

ଅନାମିକାର ଆଖି

Others

ସେଦିନଠୁ ତମାମ୍ ଦୁର୍ବଳତାକୁ ବେଖାତିର କରି ଭାବନା ଆଉ ଆଖିପଲଙ୍କରେ ଆମନ୍ତ୍ରଣ କରୁଛି ସେ ଅନାମିକାକୁ..

1    7.0K 10

ତୁ..

Others

ସେ ଲୁହ ତ ଶିଖାଇଛି ବେଶ କିଛି ଯାହା ବୋଧେ ମୁଁ ଶିଖିପାରିନଥାନ୍ତି

1    1.1K 5

ସେଇ ରାତି

Tragedy

ହେଲେ ଜାଣିଥିବ ମୋ ମୁଣ୍ଡ ତଳର ତକିଆ କେତେ ରାତି ଯେ ସେ ରାତିରୁ ଏ ରାତିକୁ..।

1    6.7K 8

ପ୍ରେମିକପଣ

Others

ଖସିପଡୁ ଆକାଶ କି ଦୌଡାଳୀ ସାଜୁ ହିମାଳୟ ମୋର କଣ ଯାଏ ଆସେ ଦେବୀ ?

1    6.9K 8

ବୁଢ଼ା ବରଗଛ

Inspirational

ଖାସ୍ ସେଥିପାଇଁ ତ ଭୁଲିଗଲାଣି ଆଜି ଗାଁ ମାଖୁନୁର ମୁହୁରୀ ସୁରକୁ....

1    6.8K 12

ଦଣ୍ଡମୁକ୍ତ ଅଞ୍ଚଳ

Inspirational Others

ତଥାପି କାହାର ସାହସ ଯେ ? ଅଭିଯୋଗ କରି ଧୂଳି ଫିଙ୍ଗାଇବି ନିଜ ଥାଳକୁ..। କଣ କହୁଛ ? ମୁଁ..!! ମୋର କଉ ଛାତି ଆଉ ହୃଦୟ ଯ...

1    6.6K 9

ଦଣ୍ଡମୁକ୍ତ ଅଞ୍ଚଳ

Others

କଣ କହୁଛ ? ମୁଁ..!! ମୋର କଉ ଛାତି ଆଉ ହୃଦୟ ଯେ ? ମୁଁ ପରା ତା'ପ୍ରାଙ୍ଗଣର ଗୋଟେ ନିର୍ଜୀବ କଳାପଟା ମାତ୍ର ।

1    6.7K 3

ତତଲାଗଡ଼ର ଶେଷ ତାତି

Inspirational

ଟିଟିଲାଗଡ଼ର ଝାଞ୍ଜି ମାଡ , ଏଠାକାର କିଛି ସ୍ୱାର୍ଥଖୋରଙ୍କ ଲୋଲୁପ ଦୃଷ୍ଟି.....

1    6.4K 9

ଜୀବନ ଛତ୍ର

Others

ତା' ବୋଲି ଆଜି ମୋର୍ ଏ ଲେଖା ଶୁଣିବେ, ଭାବିବେ, ବୁଝିବେ ଜନସାଧାରଣ ସହ ସରକାର୍ ଜଳଛତ୍ର" ପରିବର୍ତ୍ତେ ଜୀବନଛତ୍ର" ଆମ...

1    6.8K 7

ସ୍ବପ୍ନ

Inspirational

ସମାଜ ପାଇଁ... କିଛି ତ କରିବି ଭଲ କାମ ଚନ୍ଦ୍ର ସୂର୍ଯ୍ୟ ପରି....

1    6.8K 4

ଚକ୍ରବ୍ୟୁହ

Others

ସେହି 'ନିଜର' ଶବ୍ଦ ଟା ଖୁ' ଆତ୍ମୀୟ ଯିଏକି ଦାମକୁ କ୍ଷଣକେ ପହଞ୍ଚାଇ ପାରେ ଭିନ୍ନ ଏକ ଦୁନିଆରେ ଯେହ୍ନେ ସବୁକିଛି ନି...

1    13.3K 6

ନ୍ୟାୟ ନିବେଦନ

Tragedy

ହେଲେ ଖୁବ୍ ସମ୍ବେଦନଶୀଳ ଏଇ ପ୍ରକୃତି ଠିକ୍ ବୁଝି ପାରେ ଆଉ ସେଇଥି ପାଇଁ ତ ପ୍ରତିବାଦର ସ୍ୱରଟିଏ ବାରି ହୋଇ ପଡ଼େ ତା...

1    13.7K 11

ନ୍ୟାୟ ନିବେଦନ

Others

ତା'ର ଧାର ଧାର ଲୁହ ଧାର ଧାର ତାଜା ରକ୍ତ.... ଯା'ର ପ୍ରତିଟି ରକ୍ତ ବିନ୍ଦୁ ରଖିଥାଏ ଗୋଟେ ନିବେଦନ । ବୋଧେ ସେ ନ୍ୟା...

1    6.7K 7

ନ୍ୟାୟ

Others

ଯା'ର ପ୍ରତିଟି ରକ୍ତ ବିନ୍ଦୁ ରଖିଥାଏ ଗୋଟେ ନିବେଦନ । ନ୍ୟାୟ...ନ୍ୟାୟ... ନ୍ୟାୟ... ।

1    6.7K 7

ନ ଅରୀ ଯସ୍ୟ ସଃ

Inspirational Others

ଶେଷରେ ସଠିକ୍ ବସିବ ସେଇ ପୁରୁଣା ସଂସ୍କୃତ ସଂଜ୍ଞା- "ନ ଅରୀ ଯସ୍ୟ ସଃ" ।

1    12.8K 6

ନାୟିକାର ସ୍ପର୍ଶ

Romance

କାରଣ ଖୋଜିବାରେ ବ୍ୟସ୍ତ ମସ୍ତିଷ୍କ, ଭାବନା ତା'ର ଭାବନାରେ...

1    6.8K 5

ତୁ ବି ଅଟୁ ମୋ ମାଁ

Tragedy

ପିନ୍ଧା କନା କଥା କି ଆଉ କହିବି ଢାଙ୍କି ବି ହେଉନି ଦେହେ

1    6.8K 7

ବାସ୍ତବ ଠାକୁର

Inspirational

ଅଦୃଶ୍ୟ ହେଲେବି ବିଶ୍ଵାସ କରୁଛି ଛାଡି ତା ପିତାମାତାକୁ ନିଜ ଜୀବନର ସୃଷ୍ଟିକର୍ତ୍ତା ଯିଏ ପଦାଘାତ କରେ ତାକୁ ॥୩॥

1    6.6K 5

ମୁଁ ଗୋଟେ ଭିକ୍ଷୁବାଳା

Abstract

ନାହିଁ ମୋର ବାପା ନାହିଁ ମୋର ମାଆ ନାହିଁତ ନିଜର କେହି ନିଜେ ନିଜ ପିତା ନିଜେ ନିଜ ମାତା

1    7.0K 4

ଜୀବନଯାତ୍ରାର ଅଙ୍କକଷା

Inspirational

ନିସ୍ତବ୍ଦ ରାତ୍ରିରେ.. କାଳିମାର କାୟା ବିସ୍ତାରରେ.. ଦିନ ତମାମ୍ କରିଥିବା କାର୍ଯ୍ୟ ଗୁଡିକୁ ମିଶାଣ ଫେଡାଣ କରୁ କରୁ

1    7.0K 4

ପ୍ରକୃତ ମଣିଷ

Inspirational

ହଁ... ଏ ହିଁ ମଣିଷ..

1    6.6K 6

ବାପା ! ଆସ ତୁମେ ଫେରିଆସ

Inspirational Tragedy

କିନ୍ତୁ… ଆସ..! ଆସ ବାପା । ଆସ ତୁମେ ଫେରିଆସ…..

1    6.6K 4

ମୁଁ ଯାଇଛି ଆଜି...

Tragedy Others

ଧନ୍ୟ ସରକାର... ଧନ୍ୟ ରାଜନୀତି... ଧନ୍ୟ ହୋ ଓଡିଶାବାସୀ...

1    6.5K 5

ତୁ ହିଁ ତ..

Romance

ଏଇ ଅଧମର ପ୍ରତି କବିତାରେ ବହେ ତୋ ପ୍ରୀତି ବାଆ...

1    6.9K 8

ଅଫିସର୍ ଯଦି ହେତି !

Comedy Inspirational Abstract

ଗାଁ ଭୂଇଁ ଛାଡି ରାଜ୍‌ଧାନୀ ନେ ନାଇଁ ରାହୁଥିତି ମୁଇ...

1    13.4K 9

ଏଇ ତ ଜୀବନ ?

Inspirational Abstract Others

ଏଇ ତ ଜୀବନ ? ଜନ୍ମ ଆଉ ମୃତ୍ୟୁ ମଧ୍ୟସ୍ଥ କେଇଟା ସମୟ...

1    7.0K 5

ନେତାଜୀ..ଆସ ତୁମେ ଫେରିଆସ !

Inspirational Abstract Others

ବାନ୍ଧିଦିଅ ମାନବିକତାର ବନ୍ଧକୁ ବ୍ୟାପିଦିଅ ସେ ଅପୂର୍ବ ଚିନ୍ତାଧାରାକୁ...

1    6.8K 6

ଭାଙ୍ଗିଯିବ ସ୍ୱାର୍ଥର ବନ୍ଧ

Abstract Fantasy

ଢେଉ ଢେଉର ମାଡ଼ରେ ,ଚୁରମାର୍ ହୋଇଯିବ ହିଂସା,ଅହଂକାର,ସ୍ୱାର୍ଥ.....

1    6.6K 7

ଲଙ୍ଗଳ ମୁନ

Inspirational Abstract

ପ୍ରତି ପେଟରେ ଦାନା ପଡିବ,ପ୍ରତି ମୁଖରେ ହସ ଏ ମୁନ କେବେ ଥକିବନି କେବେ

1    6.3K 5