Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,



Chinmayee Barik   Author of the Year 2018 - Nominee

  Literary Colonel

ସହିଦ୍

Tragedy

ଆର ଥର ବାପା ଆସିଥିଲେ "ମେଜର୍ "ହୋଇ ।ଭାରୀ ଖୁସିଥିଲେ ସେ ।ମୋ ଲାଗି କେତେ ଜାମା ପ୍ୟାଣ୍ଟ ଆଉ ଖେଳଣା ଆଣିଥିଲେ । ଏଥର...

2    553 12

ଫୁଲ ଚୋରି-ଲାଲ୍ ରିବନ

Tragedy

ମାଉସୀ କହିଲେ ... ତୁ ଆଉ ଫୁଲ ଆଣିବୁନି ।ଆମ ଘରେ ଆଉ କେବେ ବି ପୂଜା ହେବନି ।

5    7.3K 19

ଇଣ୍ଟରଭ୍ୟୁ

Crime

-ନା,ମାମ୍ ଆପଣ ମୋ ସାମ୍ନାରେ ଖାଲି ଜଣେ ଯାହା ରିପୋର୍ଟର୍ ।ଆପଣ ଆପଣଙ୍କ କାମ କରିବାକୁ ଆସିଛନ୍ତି ।

4    7.3K 17

ଚିନି କମ୍

Inspirational Others

ଯଦି କେବେ ଆପଣଙ୍କ ସହ ଦେଖା ହୁଏ ତେବେ ଏ ପାଉଁଜଟି ଆପଣଙ୍କୁ ପିନ୍ଧାଇ ଆରପଟଟି ଖୋଲି ଆଣିବି ନିଜ ଲାଗି ପୁଣି ଥରେ......

6    7.4K 27

ମୋତେ ଦଣ୍ଡ ଦିଆଯାଉ

Drama Inspirational Others

ତା କଥା ଶୁଣି ହରିଶ୍ଚନ୍ଦ୍ର ସାର୍ ଧଡାସ୍ କରି ଉଠି ଚାଲିଗଲେ ଆମ୍ବଗଛ ମୂଳକୁ ।ତାଙ୍କୁ ଗୋପନରେ ଅନେକ କାନ୍ଦିବାର ଥିଲା ନ...

6    14.3K 16

ଅନାବୃତ ଅନ୍ଧକାର

Abstract Others

ଦୁଇ ଦିନ ହେଲାଣି ଆସିଲେଣି ଘରକୁ ରାମ ସ୍ୱାମୀ ହେଲେ କେହି ତାଙ୍କ କଥା ବୁଝିବାକୁ ଆସୁ ନାହାଁନ୍ତି ।

8    7.7K 27

ଚୋର

Drama Thriller

ନରିଆ କୁଞ୍ଚି କାଞ୍ଚି ହୋଇ ଗୋଟିଏ କୋଣରେ ଥରୁଥିଲା ।ଅନେକ ଆଖି ନାଗାଭାଈ ଆଡକୁ ତ୍ରସ୍ତ ନୟନରେ ଅନେଇ ଥିଲେ । ଦୁଇ ବଖରା...

6    7.5K 16

ମୁଁ ଶ୍ରମିକ ଝିଅ

Inspirational Others

ତୁମ ମାନଙ୍କ ଲାଗି ମୋ ପାଖରେ ସବୁବେଳେ ଫୁଲଟିଏ ରହିଛି ଯଦିଓ ମୁଁ ଗୋଟିଏ ରାସ୍ତା କଡର ଝିଅ ...

2    7.3K 17

ଛନ୍ଦାର ଡାଏରୀ

Drama Romance

ଏକ ସ୍ୱାଧୀନ ଚେତା ମନୋଭାବରୁ ମୁଁ ଧୀରେ ଧୀରେ ପରାଧିନ ହେବାକୁ ଯାଉଛି ।ତୁମ ଇଛା ରେ ଖାଇବାକୁ,ପିନ୍ଧିବାକୁ,ନିଜକୁ ସଜେଇ...

5    7.4K 23

ଭିନ୍ନ ମଣିଷ

Inspirational Others

ହେଲେ ମୁଁ ଜାଣି ପାରେ ବୋଉ ମୋତେ ସାଙ୍ଗରେ ଗାଁକୁ କାହିଁକି ନିଏନି ।ମୋର ଏ ନାରୀ ବେଶକୁ ସହି ପାରିବା ଭଳି ମଣିଷ ସେଠି ଖ...

4    14.3K 9

ଅନ୍ତରାଳେ

Tragedy

ତା କଥାରୁ ଜାଣିଲି ଯେ ଯେଉଁ କାରଣଟି ଲାଗି ସେ ଫେସ୍ ବୁକ୍ ଆସୁଥିଲା ସେ କାରଣଟି ଏବେ ନାହିଁ କିମ୍ବା ଧୋକା ଦେଇଛି ତାକୁ ...

2    7.7K 19

ମେସେଞ୍ଜର୍

Others

କାଇଁ ପାଠକ "କ"ଙ୍କର ଶାଗୁଆ ବତୀ ଆଉ ଜଳୁ ନଥିଲା କି ଫେସ୍ ବୁକ୍ ରେ ତାଙ୍କ ଆଡି ହନ୍ତାଳି ଆଉ ପାଉ ନଥିଲେ ଗାଳ୍ପିକା ।

2    7.8K 21

କାଷ୍ଟିଂ କାଉଚ୍

Others Thriller

ଦିନ ବାରଟା ପରେ ଝିଅମାନେ ଆସି ତା ପାଖରେ ବସନ୍ତି ।କେହି କେହି କାନ୍ଦନ୍ତି ଆଉ କେହି କେହି ହେଁ ହେଁ ଫେଁ ଫେଁ ହୁଅନ୍ତି ...

5    7.3K 18

ହ୍ୟାଣ୍ଡସମ୍ ଅଙ୍କଲ୍

Others

ତଥାପି ମୁଁ ମୋ ନିଜକୁ ଚିରଯୌବନ ଆଉ ହ୍ୟାଣ୍ଡସମ୍ କରି ରଖିବି ଜିଇଁଥିବା ଯାଏ କାରଣ ଏମିତି ଅନେକ ବାପାଙ୍କ ଜୀବନରେ ନିଜ ଶ...

6    14.2K 13

ମେରି ଗୋଲଡ୍

Tragedy

ପ୍ରଥମେ ସାବି ଯେତେବେଳେ ମେରି ଗୋଲଡ୍ କୁ ଦେଖିଲା ନାକ ଟେକିଲା ।କହିଲା ଏ ଥୁକୁଲ୍ ଥାକୁଲ୍ ମୋଟା ଛୁଆଟାକୁ କିଏ ଦେବ ଭିକ...

5    7.0K 14

କାକଟସ୍

Drama Inspirational Others

ରାଗରେ ନୁହେଁ...କି ଭୟରେ ନୁହେଁ...ଗୋଟିଏ ହିସାବରେ ମୁଁ ଥରୁଥିଲି ଯେ ତାକୁ ରଜନୀ ଗନ୍ଧାରୁ କାକଟସ୍ ବନେଇବାରେ ମୁଁ କେତ...

5    14.6K 19

ବେବୀ

Inspirational

ବେବୀ ତା ପାଦ ଦୁଇଟିକୁ ସଂକୁଚିତ କରି ଆଣେ । ଆଜି ନୁହେଁ ସବୁବେଳେ....

1    7.2K 22

ପୁଅ ହସୁଛି

Tragedy

ଶୋଇବା ଘରୁ ତା ଜାଗା ଡାଇନିଂହଲ୍,ଡ୍ରଇଂହଲ୍ ହୋଇ ଷ୍ଟୋର୍ ରୁମ୍ ଯାଏ ଚାଲିଯାଏ । ପୁଅଲାଗି ଏତେ ଏସବୁ କର୍ତ୍ତବ୍ୟ ।

2    6.9K 10

ମୃତ ମଣିଷର ଶେଷ ଇଛା

Inspirational

ଲୋକର ଆଖିରେ ସେ ପାଣିଚିଆ ଆଶାଟେ କାହିଁକି ରୁହନ୍ତା ପୁଅଝିଅ ପାଖରୁ ?

2    7.4K 20

ସୁମି

Abstract

କଳା ମଚ ମଚ ଗାଡିଟିଏ ରହଲା ଦାଣ୍ଡ ଆଗରେ ।ଲମ୍ବା ଗୋରା ଯୁବକଟିଏ ବାହାରି ଆସିଲା ।

3    7.1K 13

ହୀରା ବାଇ

Inspirational

ପିଲାଟି ପାଖରେ ସେତିକି ସତ୍ ସାହାସ ନ ଥିଲା ହୀରାବାଇକୁ ସାମ୍ନାକରି କିଛି ପଚାରି ପାରିବ....

2    7.4K 17

ବାପାଙ୍କୁ ଚିଠି

Abstract

ମୋଟା ଅଙ୍କର ଯୌତୁକ ନେଇ ମୋ ଗଳାରେ ବାନ୍ଧିଦେଲ ଗୋଟେ ଫାଶ ।ସେ ଫାଶ ଦିନକୁ ଦିନ ମୋ ଗଳାକୁ ଚାପି ଧରୁଛି।

3    14.2K 19

ଚରିତ୍ର

Inspirational

ପଡିଶା ଘର ଝିଅଟି ଗୋଟିଏ ଲୋକକୁ ଭଲ ପାଉଥିଲା ବୋଲି ସେ ଖବରଟା ଖୁବ୍ ଚର୍ଚ୍ଚାରେ ଥାଏ...

2    7.2K 14

ଗୋଟିଏ ଶେଷ ଅଧ୍ୟାୟ

Abstract

ବଡି ଭୋରରୁ ସାଇ ଲୋକମାନେ ଜୋର୍ ରେ କବାଟ ବାଡେଇଲେ ।ଆମେ ଡରିଗଲୁ ।

3    7.7K 26

ଇଶ୍ୱରଙ୍କ ସହ ପଦେ

Inspirational

ମୋ ନିଃଶ୍ୱାସରେ ଆତଯାତ । ମୋ ଲେଖାର ବି ନାବିକ କମ୍ପାସ୍ ତୁମେ...

2    7.2K 23

ବାଞ୍ଝର ମାତୃତ୍ୱ

Tragedy

ତା ମୁହଁ ଦେଖିବା ମନା,ସବୁ ଶୁଭ କାର୍ଯ୍ୟରେ ତାର ଛୁଁଇବା ମନା, । ସେ ସବୁବେଳେ ପଛରେ ରୁହେ ।

2    7.5K 21

ଲିପଷ୍ଟିକ୍

Abstract

କେତନ କେବେ ବନେଇ ଚୁନେଇ କହି ପାରେନି ।ମାଲିସ୍ କରିବା ଜାଣେନି ।ଯାହା କୁହେ ସିଧା ସାଧା କୁହେ ।

3    7.6K 18

ପୁତୁଲ୍

Inspirational

.ପୁତୁଲ୍ କୁ ଦୁଇମାସ ହୋଇ ଯାଇଥିଲା । ସେଦିନ ବାପାଙ୍କ ଶବ ଦାଣ୍ଡରେ ଶୋଇଥିଲା....

3    7.2K 16

ଲୁସିର ଶେଷ ହସ

Tragedy

ବାହାରେ ଅପେକ୍ଷା କରିଥିବା ଲୋକଟି ମୋତେ ଦେଖି ତାଙ୍କର ରୋକି ଯାଇଥିବା ନିଃଶ୍ୱାସ ପୁଣି ବୋଧେ ଚାଲିଲା ।

2    13.6K 12

ନୋ ..ଆଇ ଡୋନ୍ଟ ଲାଇକ୍ ୟୁ

Inspirational

ମାତ୍ର କରନ୍ ସବୁବେଳେ ବିଜି । ମାରିଆର ଏଠି ବି ନୋ କଂପ୍ଲେନ୍.....

2    7.1K 11

କାମନାଗ୍ନିରେ ମାତୃତ୍ୱ

Tragedy

ହଁ,ଫୁଟପାଥରେ ପୋଲିଥିନ୍ ପକାଇ ନଗମା ରୁହେ ରେଜିଆକୁ ନେଇ ।ପାଖରେ ଗୋଟେ ଘରକାମ ହେଉଛି ।

3    7.3K 18

ମୁଁ ନକ୍ସଲ ଝିଅ

Thriller Others

ଦୁଇଚାରି ଜଣ ପୋଲିସ୍ କର୍ମି ତା ଆଡକୁ ଠରାଠରୀ ହୋଇ ହସୁଛନ୍ତି ।କିନ୍ତୁ ସାହାସ ନାହିଁ ତା ଦେହରେ ହାତ ମାରିବାକୁ ।

3    7.2K 11

ମାନସିକ

Inspirational

ଠିକ୍ ପାଂଚ ଦିନ ପରେ ହଠାତ୍ ଦିନେ ମିତା କବାଟ ବାଡେଇଲା । ମୁଁ କବାଟ ଖୋଲି ତାକୁ ଅନାଇଲି....

4    7.3K 17

ଟାଟୁ

Inspirational

କିନ୍ତୁ ସନ୍ୟାସ ଜୀବନଟା ୱାନ୍ ୱେ ଟ୍ରାଫିକ୍....

4    7.0K 11

ଆଖୁ

Drama Others

ପୁଣି ଗୋଟିଏ ଦିନ ।ଈବ୍ ନଦୀ ମୋର ପ୍ରିୟ ଥିଲା ।ଟିକେ ଫୁରସତ ମିଳିଲେ ସେଇ ନଦୀ କୂଳରେ ମୁଁ ପହଂଚିଯାଏ ।

3    7.1K 12

ଚୋକଲେଟ୍

Inspirational

ଚୁଚୁମାରେ ଜୀବନ କଟାଉଥିବା ଜରି ଗୋଟାଳି" ସାମୁ" ଚୋକଲେଟ୍ କୁ ଭାବେ ଆଲିସାନ ବଂଗଳା ଭଳି...

3    7.3K 14

ଶୁଖା

Inspirational Others

-ଆରେ ମା,କାନ୍ଦୁଛୁ କାହିଁକି ?ମୁଁ ଥିଲା ଯାଏ କିଛି ଭ୍ରଷ୍ଟାଚାର ହେବନି ଏ ଇଲାକାରେ ।ଲୋକଙ୍କ ବିଶ୍ୱାସ ମୁଁ ତୁଟେଇ ବିନ...

4    7.4K 20

ଗୋଲାପି ଦିଦି

Inspirational

ପ୍ରାଇଭେଟ୍ ସ୍କୁଲ୍ ଗୁଡା ଏଣ୍ଡଡ୍ରଏଡ ପରା ।ପଇସା କମ୍ ଦେବେ ଶିକ୍ଷକଙ୍କୁ ...ଆଉ ପ୍ରେସର ବେଶୀ ।

2    7.2K 18

ବୋଉ

Inspirational

ବାବାଙ୍କ ନାଲି ଆଖିରୁ ଛୁଆଙ୍କୁ ବଂଚାଇବାକୁ ବାରବାର ମିଛୋଇ ସାଜୁଥିବା ଜୀବଟି ବୋଉ ହିଁ ଥାଏ ....

2    7.4K 21

ଭାତ ଡାଲମା

Inspirational

ରାମୁ ଧେର୍ଯ୍ୟ ଧରି କି ରୁହେ ।ମା"ଯାହା ପଇସା ଆଣେ ରୋଗିଣା ବାପା ଲାଗି ସାଇତି ରଖେ ।

2    7.3K 16

ମୁନୁର ବିରିଆନି

Drama

ମୁନୁର ଫୁଡ୍ ପଏଜନ ହୋଇଛି ।ଡାକ୍ତରଙ୍କ ପରାମର୍ଶରେ ଦୁଇଦିନ ହେଲା ଶିଝା ପରିବା ଖାଇ ସେ ଅତିଷ୍ଠ ।

4    7.2K 9

ମାଡ

Inspirational

ଏବେ ମୁଁ ସତମିଛର ପରଖ ଠିକ୍ ଭାବେ କରିପାରେ ବାବା । ସବୁ ଶବ୍ଦର ମାନେ ଓ ତା ପଛର ଉଦ୍ଧ୍ୟେଶ୍ୟ ବି ବୁଝିପାରେ....

4    7.5K 20

ଲେଡିଜ୍ ହଷ୍ଟେଲ୍..ରୁମ୍ ନଂ-501

Drama

ହଷ୍ଟେଲରେ ରାତିଟା ଦିନ ପରି ଲାଗେ ।ରାତି ସାରା ଫୋନ୍ ଧରି କିଏ ରୋଷେଇ ଘରେ,କିଏ ବାଲ୍ କୋନିରେ,କିଏ ନିଜ ଖଟ ଉପରେ ବସି ଗ...

9    7.1K 9

ବୋକି ଝିଅ

Inspirational

ତରକାରୀ ଚୋରି କରି ଖାଉଥିବା ଚାକର ଆଗରେ ମୁଁ ଖେଳୁଥିଲି ମୁଁ ଅନ୍ଧ ପୁଟୁଳି ...

1    7.3K 13

ଲିଟର୍ ଅଫ୍ ଟିୟର୍ସ.

Inspirational

ଏ କଣ ଦେଖୁଛି ଗୋଟିଏ ଆଲୁରୁ ବାଲୁରୁ ସ୍ତ୍ରୀ ଲୋକଟି କାଖରେ ଗୋଟେ ଅପରିଛିନିଆ....

6    7.5K 16

ମାନବିକତା

Inspirational

ମନ ଅଛି ମୋର ଜଣେ ସାର୍ କହିଥିଲେ ...ବଡ ମାଛ ଛୋଟମାଛକୁ ଖାଇଦିଏ ହେଲେ ମାଛର ବଂଶ ବୁଡି ଯାଏନି କାରଣ ଛୋଟ ମାଛ ନିଜକୁ ବଞ...

2    7.1K 11

ମିସଡ୍ କଲ୍

Inspirational

-ମାମ୍ ହେଉ ଦେଖନ୍ତୁ... ଲାଷ୍ଟ କଣ ସିଟ୍ ଟା ଖାଲି ଅଛି ପା?

4    7.2K 12

ଦେବୀ

Abstract Inspirational

ମାନବୀରୁ ଦେବୀ ପାଲଟିବାରେ ଏକ ବିରାଟ ପରିବର୍ତ୍ତନ ଘଟେ ।ସେ ପରିବର୍ତ୍ତନରେ କଣ ଥାଏ ,ସେ କଥା ବୁଝା ପଡେ ଅନେକ ଡେରିରେ ...

2    7.2K 10

ଝରକା ସେପଟେ

Inspirational

ଆଜି ବାପା ବୋଉ ସହ ସବୁ ସଂପର୍କିୟ ମାନେ ଯାଇଛନ୍ତି କ୍ଷୀରଚୋରା ମନ୍ଦିର ବୁଲିବାକୁ । ଘରେ କେବଳ ଏକା ଇନା....

6    7.1K 15

ରୁମାଲ

Tragedy Others

ହେଲେ ବୋଉ କୁହେ ରୁମାଲ୍ ନେଇଗଲେ ସଂପର୍କ ତୁଟିଯାଏ । ବୋଉ ଜାଣେନି ବାବାଙ୍କ ରୁମାଲଟା ଚୋରାଇ ଆଣିଛି ସାସା ।

3    7.2K 18

ମେଂଚାଏ ଛେପ

Others

ତାଙ୍କ ଘର ଛଡା ଆମର ରହିବାର ସୁବିଧା ଆଉ କେଉଁଠି ନ ଥିଲା ।

4    7.4K 12

ଭୋକ,ପାପ ଓ ସତୀତ୍

Abstract Others

ନିଜକୁ ମିଳୁ ନଥିବା ସୁବିଧା ସୁଯୋଗକୁ ଆମେ ଅନ୍ୟ ଲାଗି ପାପର ଆଖ୍ୟା ଦେଉ ।

3    7.2K 16

କପେ ଚା'

Abstract Others

ବାବା ଦିନରେ ଦୁଇକପ୍ ଚା ପିଅନ୍ତି ..ସକାଳେ ଆଉ ସଂଜରେ । ସବୁବେଳେ ସିଲୁଦେଇ କରିକି ଚା' ଦିଏ ବାବାଙ୍କୁ ।

3    7.3K 20

ଟାଟୁ

Abstract Others

ସବୁ ଛି ଛାକର କରୁଥିଲେ..ଗୋଟିଏ ସଂଯମୀ ସନ୍ୟାସୀ ଏମିତି କରିବା ଲଜ୍ଜ୍ୟା ଜନକ । ସମାଜ ଲାଗି କଳଙ୍କ ...ଛି ଛି....

4    7.4K 14

ରଜ ଶେଷ ଦିନ

Inspirational Abstract

ନିଜ ଇଛାରେ ବଞ୍ଚିବାର ସାହାସ କରିପାରିଛୁ । ଏହା ଏକ ବିରାଟ ପରିବର୍ତ୍ତନ।

3    7.2K 6

ଗପ

Abstract Others Fantasy

ସେହି ଖୋଜ୍ ରେ ତ ମଣିଷ ଜୀବନ୍ ତମାମ୍ ଏମିତି ହସୁଥାଏ...କାନ୍ଦୁଥାଏ ...ଅଭିନୟ କରି ଚାଲିଥାଏ.......

2    7.4K 14