Sarojini Behera tiki
Literary Colonel
59
Posts
91
Followers
0
Following

I'm Sarojini and I love to read StoryMirror contents.

Share with friends
Earned badges
See all

ଆଜିର ଏ ଶିଶୁ କାଲି ନାଗରିକ ରଖିବେ ଦେଶର ଟେକ ବଢିବାକୁ ଦିଅ ପ୍ରେରଣା ଯୋଗାଅ ନମାଗୁ ଏ ହାତ ଭିକ

ଝରିଗଲେ ଲୁହ ଆଖିରେ ମୋହର ଲହୁ ଝରାଏ ମୋ ମାଆ ଦୁନିଆଟା ଭାରି ଛୋଟ ମତେ ହୁଏ ପରିବାର ହେଲେ ସାହା।

ସରଗ ଠୁ ବଡ଼ ପରିବାର ମୋର ରହିଛି ଅମାପ ସୁଖ ବହିଗଲେ ଝଡ଼ ଆସୁଯେତେ ଝାଞ୍ଜି ଦେଇପାରିବନି ଦୁଃଖ।

ପ୍ରେମର ସଙ୍ଗୀତ ଆହାକି ଆନନ୍ଦ ଗାଉଥିଲେ ଶୁଆ ସାରୀ ରଜନୀ ବେଳାରେ ବସି ଏକାନ୍ତରେ ବଜାଇ ମାଦଳ ତୁରୀ

ମୋ ପ୍ରେମ ପ୍ରେୟସୀ ଆଗୋ ରାଜ ହଂସୀ ତୁମେ ମୋର ପ୍ରାଣ ମିତ ଆସିଯାଉ ଆଜି ରାତ୍ରୀ ସାଥି ସାଜି ଗାଇବା ପ୍ରେମ ସଙ୍ଗୀତ।

ସବୁ ସମ୍ପର୍କ ରେ ଛଳନା ନଥାଏ କି ସବୁ ସମ୍ପର୍କରେ ପ୍ରେମ ବି ନଥାଏ। ଛଳନା ସେଠାରେ ଥାଏ ଯେଉଁଠି ସ୍ୱାର୍ଥ ଥାଏ ଆଉ ପ୍ରେମ ସେଇଠି ଥାଏ ଯେଉଁଠି ଯେଉଁଠି ସ୍ୱାର୍ଥର ବାଲି କଣା ବି ନଥାଏ

ତୁମେ ମତେ ଯେତେ i heat u କହିଲେ ମଧ୍ୟ କେବେ ତୁମ ମନରୁ କାଢି ପାରିବନି

ତୁମେ ମୋର ପ୍ରିୟ ତୁମେ ମୋର ବନ୍ଧୁ ତୁମେ ମୋର ପୁଣି ପତି ତୁମେ ରହିଅଛ ମୋ ହୃଦ କନ୍ଦରେ ତୁମେ ଧନ ମୋର ସାଥି।

Relationship is honey Don't compare with money


Feed

Library

Write

Notification
Profile