Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,



Sushantkumar Pradhan

  Literary Colonel

ବିଷାରଦା ବିଣାପାଣୀ

Others

ଆଗୋ ଶବ୍ଦ ସ୍ରୋତା ଶାସ୍ତ୍ର ବିଷାରଦା ଶୁଭ୍ରକାନ୍ତି ମନୋହାରୀ ଦିଅ ଦିବ୍ୟ ଜ୍ଞାନ ଶୁଦ୍ଧ କର ମନ ଜଡତା ଅଜ୍ଞାନ ହରି ।

1    230 9

ହେ ପ୍ରଭୁ ଦେଖା ଦେ'

Comedy Others

ଯୋଜନା ଦିଅନ୍ତି ଲଦି କରିଣ ଫିକର ଫନ୍ଦି ଭାଗୁଆଳି ପରି କାକୁଡି ବାରିରେ ଜଗିଥାନ୍ତି ଛନ୍ଦାଛନ୍ଦି ।

1    68 3

ହସି ଉଠୁ ପୂଣ୍ୟ ସୌଧ

Others

ତୁମେ ଥାଉ ଥାଉ ତୁମରି ଆଗରେ କାହିଁକି ଏମିତି ଘଟେ ବିନାଶ କାଳରେ ବିପରିତ ବୁଦ୍ଧି ଘନେଇ ଆସୁଛି ସତେ ।।

1    85 1

ଅନୁରୋଧ

Others

ନବକଳେବର ବ୍ରହ୍ମବିଭ୍ରାଟ ରେ ରହିଛି କିବା ରହସ୍ୟ ରତନ ଭଣ୍ଡାର ଚାବି ହଜିଗଲା ଲାଗୁଛି ବଡ ବିସ୍ମୟ ।

1    68 3

ହଜିଲା ଅତୀତ

Fantasy Others

ଶଗଡର ଶବ୍ଦ ଢେଂକି କୁଟା ନାଦ ଆଉଜମା ଶୁଭୁ ନାହିଁ ତାଳ ପତରର ପେଁ କାଳି ସୁର କୁଆଡେ ହଜି ଗଲାଣି ।।

1    65 3

ନବାଗତା ଉଣେଇଶି

Others

ଉପନୀତ ହୋଇ ଧରଣୀ ଦୁଆରେ ଝଙ୍କୃତ କର ହେ ମଧୁଗୀତି ସରୋଜସୌରଭେ ସମ୍ମିଳିତ ସ୍ୱରେ ସଦ୍ ଭାବ ସଂସ୍କାର ବାଣ୍ଟ ନିତି ।।

1    188 8

ଆସ ହେ ଉଣେଇଶି

Inspirational

ପୁର ପଲ୍ଲୀ ଗ୍ରାମ ଦେଶ ଆଉ ବିଶ୍ୱ ତୁମ ଆଗମନେ ହସୁ ତୁମ ଅବସ୍ଥାନ ସବୁରି ମନରେ ଦେଶପ୍ରେମ ଭାବ ଜାଗୁ ।

1    124 3

ଆସ ହେ ଉଣେଶି

Others

ପୀୟୁଷ ପରଶେ ଦିଅ ହେ ଉଣେଶି ହସୁ ସସାଗରା ଧରା ନବୀନ ଅରୁଣ କିରଣେ ଝଲସୁ ମହକୁ ମୁଲକ ସାରା ।

1    65 3

ଇଏ କି ରକମ ରାଜନୀତି

Others

ଖଣି ପାଣି ଡାଲି ପଲ୍ ଥିନ୍ ଦୁର୍ନୀତି ତଦନ୍ତରେ ପେଚ ମୋଡୁଛ ବ୍ଲାକରୋଜ୍ ଆଉ ଚାରା ଘୋଟାଲାକୁ ଫାଇଲ୍ ରେ ଚାପି ଦଉଛ ।।

1    6.8K 4

ଆଶ୍ଵିନେ ଶରତ

Others

ଶରତେ ଆଶ୍ଵୀନ ହସୁଛି ପାର୍ବଣ ଚତୁଃର୍ଦିଗ ଭାବମୟ ଦୁର୍ଗତିନାଶିନୀ ଆସିବେ ଧରଣୀ ପାପଭାର ହେବ କ୍ଷୟ ।।

1    6.8K 8

ହତାଶିଆ ନେତା ଭକ୍ତି

Others

ବିଧାନସଭାକୁ ଯାଇ ଆଗେ ତୋର ନାମ ନେଇ ଆବାସ କୁଡିଆ ଖଣ୍ଡେ ଦେବି ତୋ ଲାଗି ସିମେଣ୍ଟ ପାଚେରି କରି ମାର୍ବଲ ଚଟାଣେ ଭରି ...

2    7.0K 5

ସାହା ଆମ ଜଗନ୍ନାଥ

Others

ବ୍ରହ୍ମାଣ୍ଡ କରତା ଦଇବ ବିଧାତା ଆମ ଉତ୍କଳୀୟ ନେତା ନୀଳାଚଳ ଧାମେ ଜଗନ୍ନାଥ ନାମେ ବସିଛି ଟେକି ତା ଛତା ।। ବିପଦେ ଆପଦ...

1    6.9K 10

ସାହା ଆମ ଜଗନ୍ନାଥ

Inspirational Others

ବିପଦେ ଆପଦେ ବିଶ୍ଵାସ ଭରସା ସାହା ହୁଏ ଦେଇ ରାହା ଆସୁ ବାଆ ବତାସ ନ ହୁଅ ହତାସ ଅଛି ଆମ ଚଉବାହା ।।

1    7.1K 3

ଟଂକା ପାଇଁ ରଂକା

Others

ନଯିବୁ ରେ ଫାଙ୍କା ଫାଙ୍କା ଗଣ ଥରେ ନାମ ଟଂକା ପାରି ହବୁଟି ନଉକା କାଲି ମନେ ପକା ରେ ବାଇମନ

1    6.8K 7

ଉତ୍କଳିନୀ

Inspirational

ରାଜଧାନୀ ଆମ ମନ୍ଦିରମାଳିନୀ ଭାସ୍କର୍ଯ୍ୟ ସ୍ଥାପତ୍ୟ ଖଣି.....

1    13.9K 13

ସାବିତ୍ରୀ

Inspirational

ଯମରାଜା ଦେଖି ତୁମ ପତିଭକ୍ତି ଯାଚି ଦେଇଥିଲେ ବର....

1    6.4K 8

ରଜପାଇଁହୁଅସଜ

Inspirational

ରଜ ଆସିଲାଣି ଆନନ୍ଦ ଉଲ୍ଲାସେ ମାନୁନି ବରଷା ଖରା.....

1    6.6K 7

ଗାଁଆ ଟାଉଟର

Inspirational

ଆଗରୁ ଖଣ୍ଡିଏ ଭଂଗା ସାଇକେଲ ବୁଲୁଥିଲୁ ସିନା ଧରି ନେତାଙ୍କର କୁତା ଆମେ କୁଜିନେତା ଏବେ ଦି'ଚକିଆ ଗାଡି....

1    7.0K 4

ରୂପମୟୀ ରୂପସୀ ଗୋ ପ୍ରିୟା

Romance

ଶୋଭାମୟୀ ତୁମେ ଲାବଣ୍ୟବତୀ ଗୋ ରୂପରେ ରହିଛି ଯାଦୁ ଭରି ବେହୋସ ହେଲି ମୁଁ ପହିଲି ପରଶେ ପ୍ରେମ ମଧୁ...

1    6.5K 6

ଆସ ଆମେ ଗରିବ ହେବା

Inspirational

ଆସିଲେ ଭୋଟ ମିଳେ ନୋଟ୍ ମଦ ମାଛ ମାଂସ ଭୋଜନ ଛାଟ...

1    6.9K 4

ସାକ୍ଷୀ ତୋ ନିଆରାପ୍ରେମ

Others

ଖୋଜୁଛୁ ତୁଛାରେ ନାହିଁ ତୋ ପାଖରେ ଆଉ କାହା ପାଖେ ବନ୍ଦୀ ପ୍ରେମ ଗଭୀରତା ବୁଝିବା ଆଗରୁ ହେଇଛି କା'ପ୍ରେମେ ଛନ୍ଦି ।।

1    6.7K 6

ପ୍ରେମ ପ୍ରତିଜ୍ଞା

Others

ନାହିଁ ଅଭିମାନ ନୁହେଁ ନିରୂପାୟ ଚାଲି ଯାଉ ପଛେ ପ୍ରାଣ ।।

1    1.4K 2

ଧନ୍ୟ ଆମ ଗଣତନ୍ତ୍ର

Inspirational

ଦୁର୍ନୀତି ଅନୀତି ପାପ ଭ୍ରଷ୍ଟାଚାର ସମୁଳେ ବିନାଶ ହେଉ ।।

1    6.8K 6

ବୃଥା ବିଳାପ

Inspirational

ନାରୀ କି ପୁରୁଷ ନୁହେଁ ସୁରକ୍ଷିତ ଚାରିଆଡେ ଅବିଚାର ଆଇନ କାନୁନ ଗଳାବାଟ ଦେଇ ଦିଗହରା ବାରବାର ।।

1    7.0K 6

ଗାଁଆ ଟାଉଟର

Inspirational

ଆଗରୁ ଖଣ୍ଡିଏ ଭଂଗା ସାଇକେଲ ବୁଲୁଥିଲୁ ସିନା ଧରି...

1    7.0K 5

ଗାଆଁ ଟାଉଟର

Others

କରିନୁ ଚାକିରୀ ରହିଛୁ ବେକାରୀ କରୁ ଟାଉଟର ଗିରି ନିତି ଧାଉଁଥାଉ ଅଫିସର ପରି ବ୍ଲକ ଆଉ କଚେରୀ ।।

1    6.6K 3

ଧନ୍ୟ ଆମ ଗଣତନ୍ତ୍ର

Inspirational

ମହା ଆଡମ୍ବରେ ନିର୍ଲଜ୍ଜ ପଣରେ ପାଳୁ ସାଜସଜ୍ଜା କରି ମାଆ କାନ୍ଦେ ଏଠି ଭୋକ ଉପାସରେ ବାପର ଦାଦନ ଗିରି ।।

1    6.9K 3

ମାଆ

Inspirational

ଆଶ୍ୱାସନା ଭରା ତା ପଣତ କାନି ଝାଡିଦିଏ ସଂକୀର୍ଣ୍ଣତା ନୁଆ ସମ୍ଭାବନା ସୃଷ୍ଟି କରେ ସିଏ ବଂଚିବାରେ ସହାୟତା ।।

1    6.9K 4

ପୁଜାରେ ଅତିଷ୍ଟ ଗଣେଶ

Inspirational

ହାଏରେ ହାଏ ମଣିଷ ହାଏ ମୁଁ ପରା ଦେବତା ଟିଏ....

1    6.5K 6

ସ୍ଥିରୀକୃତ ଲକ୍ଷ୍ୟ ଓ ସଫଳତା

Inspirational

ଦୁର୍ବଳ ଦେଖିଲେ ସମସ୍ୟା ଗ୍ରାସିବ ପରିସ୍ଥିତି ହେବ ଜଟିଳ ସବଳ ହୋଇଲେ ସମସ୍ୟା ନ ଆସେ ପଥ ହୁଏ ଅନୁକୂଳ ।।

1    7.0K 6

ଜଟିଳ ଜଂଜାଳ

Inspirational

ହସର ପସରା ମିଳେନାହିଁ ଏଠି ଝରେ ଲୁହ ଲହୁ ଝରଣା....

1    6.6K 6

ଯଦି ହେବୁ ଭଲ ସାଂଗ

Others

ଅଭୟ ପଦ ପଙ୍କଜ ପରମ ଗୁପତେ ଭଜ ପୂର୍ଣ୍ଣ ପ୍ରାଣେ ସଂକୀର୍ତ୍ତନ କର ଦିବା ରାତ୍ର ରେ ।।

1    6.8K 5

ଜୟ ଶିବଶଂକର

Others

ତ୍ରିଶୂଳ ଡମ୍ବରୁଧାରୀ ଚନ୍ଦ୍ରମୌଳୀ ଜଟାଧାରୀ ଅଷ୍ଟଶମ୍ଭୁ ମହାଯତି ଭୋଳାଶଂକର

1    6.7K 7

ଭାରିଯା ଦେବୀ-ଜୟ ହୋ

Comedy

କେତେ ବେଳେ କେଉଁ ରୂପ ନ ପାରେ କେ କଳି ।। ତୁମ ଓଠେ ଥିଲେ ଟିକେ ...

1    6.6K 4

ମାଆ

Inspirational

ସଳିତା ପରି ସେ ନିଜେ ଜଳି ଜଳି ଅନ୍ୟକୁ ଆଲୋକ ଦିଏ....

1    6.7K 5

ଅବକ୍ଷୟ

Inspirational

ମିଥ୍ୟା ଚୋରି ହିଂସା ପୁଣି ବିଶ୍ୱାସଘାତକ ବ୍ୟାପିବl ଜଗତ ସାରା ଘୋଟିବ ବିପଦ...

1    6.9K 4

ଅଭୁଲା

Inspirational

ବର୍ତ୍ତମାନ କିନ୍ତୁ ଅଟେ କରଣୀୟ ଭବିଷ୍ୟ ଅପୂରଣୀୟ.....

1    7.0K 5