@98fbg2kr

Prakash Swain


1
Posts
0
Followers
0
Following

I'm Prakash and I love to read StoryMirror contents.

Share with friends

Submitted on 11 Nov, 2019 at 16:47 PM

ଜନନୀ,ଯାୟା, ଭଗିନୀ ପୁଣି କେବେ କାଳୀ ସିଏ କେବେ ମହିଷା ନାଶିନୀ ସିଂହବାହିନୀ. କେବେ ସିଏ ଶାନ୍ତ ରୂପ ଧରି ଶିବଙ୍କର ଅର୍ଦ୍ଧାଙ୍ଗିନୀ ଶକ୍ତି ତ ଆଉ କେବେ ସିଏ ବିଷ୍ଣୁଙ୍କର ପାଟରାଣୀ ରୁକ୍ମିଣୀ ସାଜେ ସିଏ ନାରୀ,ଯାହାକୁ ସଂସାର ଖୋଜେ.


Feed

Library

Write

Notification

Profile