Prakash ranjan Swain
Literary Colonel
57
Posts
13
Followers
1
Following

None

Share with friends
Earned badges
See all

ପ୍ରେମର ହାତ ଧରି ବାଟ ଚାଲିହୁଏ ସତ! ହେଲେ ବାସ୍ତବ ତ ସେତେବେଳେ କଷ୍ଟ ଦିଏ ଯେତେବେଳେ ଜୀବନ କେବଳ ପ୍ରେମରେ କାଟି ହୁଏନା ସନ୍ଦେହ ଆଉ ପ୍ରତାରଣା ର କଳା ଛାଇ ଯେବେ ଲୁଚେଇଦିଏ ପ୍ରେମକୁ ମନର ଅଜଣା ପ୍ରଶ୍ନ ଭିତରେ।

ଗୁରୁ ତୁମେ ଆଶାର ଆଲୋକ ତୁମେ ଗୁରୁ ଅପେକ୍ଷାର ଅନ୍ତ ଦୂର ଦିଗନ୍ତକୁ ଲମ୍ବିଯାଏ ତୁମ ଗୁଣ ଗାରିମା କୃପା ଅପାର ଅନନ୍ତ।

କ୍ରୋଧେ ବଢେ ରାଗ ଲାଗେ ଅଭିଶାପ ଜୀବନର ହୁଏ ଇତି ହିଂସା ବଳେ ନର ହୁଏ ଘୃଣ୍ୟ ପାତ୍ର ନ ମିଳେ ଆଦର ଅତି।।

The faster you go The sooner will be tired The slower you go Late you'll reach But definitely you'll reach.

Death is the eternal truth in life Because It comes once for a brave heart While "life reflects in every moment"

ଟାଣଖରା ନେଇ ସିନା ଗ୍ରୀଷ୍ମ ଆସେ ବର୍ଷା ଆସି ଧୋଇ ଦିଏ ଆଖିର ପଲକୁ ହଜିଯାଏ ମୁହଁ ସ୍ମୃତି କିନ୍ତୁ ରହିଯାଏ.

Smile and tears are just like the two sides of a coin and the coin is just like our life.if there is only side in a coin then the coin is said to be worthless.just like if, there is only smile in our life and no tears then we can't know the value of smile and meanning of our life.

ପାଉଁଶ ତଳର ନିଆଁ ବି କୁହୁଳେ ସ୍ମୃତି ବି ସାଇତା ହୁଏ ନଈର ପଠାରେ ଶେଫାଳି ଫୁଲ ବି ଫୁଟି ପୁଣି ଖେଳିଥାଏ.

ବୃନ୍ଦାବନ ବାସୀ ହେ ଦୁଃଖ ବିନାଶି ତୁମରି ଅସ୍ତିତ୍ବ ଖୋଜେ ମନର ପ୍ରାଙ୍ଗଣେ ନିତି ସକାଳେ ମୁଁ ତୁମରି ଛବି କୁ ଦେଖେ. 🙏 ଜୟ ଜଗନ୍ନାଥ 🙏


Feed

Library

Write

Notification
Profile