Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,



Prasant Kumar Nath   Author of the Year 2018 - Nominee

PREMA EKA GOLAP FULA PRATITI PAKHUDA KOMALA KINTU TA TALE ANE JATANA

  Literary Brigadier

ଲିଭ୍ ଇନ୍ ରିଲେସନ୍ସିପ୍

Others

କହିଲେ କହିବ କହୁଛି କହିବିନି ବୋଲି ଯେତେ ଭାବୁଛି ମନଟାକି ମୋର ସମ୍ଭାଳି ରହୁଛି ନକହି ନକହି କହି ଦେଉଛି  

1    7.2K 2

ମୁଁ କବିର କଲମ

Others

ଦୁର୍ନୀତି ବିରୁଧେ ଲଢେଇ କରିଛି ମନରେ ସାହସ ବାନ୍ଧି ଦୁନିଆଁର ଏହି ବିଚିତ୍ର ନ୍ୟାୟରେ ମଉନେ ଋଷିଛି କାନ୍ଦି ।

1    8 0

ଭାରତ ମାତା କି ଜୟ

Others

ସବୁରି ଧର୍ମର ସମନ୍ୱୟ ପରା ଏଇମୋ ଭାରତ ବର୍ଷରେ ସେଥିପାଇଁ ପରା ମୋଦେଶ ଭାରତ ରହିଅଛି ସଦା ଶୀର୍ଷରେ ।

1    168 0

ବିଶ୍ୱକପ ମହାସମର

Others

ବୋଲିଂ ବ୍ୟାଟିଂ ଫିଲ୍ଡିଂ ସବୁ ବିଭାଗରେ ଖେଳୁଥିବ ଯିଏ ବଢିଆ ସାଜିବ ନିଶ୍ଚିତ ବିଶ୍ୱର ବିଜେତା ଜଣାଯିବ କିଏ ଟ...

1    0 0

ଶିକ୍ଷା ହିଁ ସବୁଠୁଁ ଉର୍ଦ୍ଧରେ

Others

ନଷ୍ଟ ହୋଇପାରେ ଧନ ଓ ସମ୍ପତ୍ତି ଚୋର ନେଇପାରେ ଚୋରେଇ ଶିକ୍ଷା ରହିଥିଲେ ପାଖରେ ଆମର ଯାଇନାହିଁ କେବେ ଦୁରେଇ ।

1    0 0

ବାହାଘର

Others

ବେଦିରେ ବସିଲି କଉଡ଼ି ଖେଳିଲି କନିଆଁ କରିଲି ତୋତେ ସୁଖ ହେଉ ଦୁଃଖ ମୋ ସାଥେ ରହିବୁ ଭୁଲ ବୁଝିବୁନି ମୋତେ ।

1    26 0

ସପନର ପରୀ

Others

ଇଚ୍ଛା ହେଉଅଛି ତୋଳିବାକୁ ଜହ୍ନ ଆକାଶର ଛାତିଚିରି ତାରାଫୁଲ ସେଜେ ଶୋଇବା ପାଇଁକି ସପନର ସେଜ ପାରି ।

1    106 1

ଜଳ ହିଁ ଜୀବନ

Action

ଗଛ ଥିଲେ ସିନା ବରଷା ହୋଇବ ମିଳିବ ଆମକୁ ଜଳ ଉପରକୁ ଚାହିଁ ବସିକି ରହିଲେ କାହୁଁ ବା ମିଳିବ ଫଳ ।

1    6 1

ପିତା ଈଶ୍ୱର

Tragedy

ପିଲାବେଳେ ଯଦି ତୁମ ପିତାମାତା ଛାଡ଼ନ୍ତିନି ଶିଶୁଶ୍ରମେ କେମିତି ଭାବୁଛ ସେମାନଙ୍କୁ ତୁମେ ରଖିବାକୁ ବୃଦ୍ଧାଶ୍...

1    179 1

କାହିଁକି ହେଉଛ ବାଇ

Inspirational

ଟଙ୍କା ଟଙ୍କା ବୋଲି ଚିତ୍କାର କରୁଛ ଚାହୁଁଛ ହେବାକୁ ଧନୀ କାହିଁକି ଚାହୁଁନା ହେବାପାଇଁ କୁହ ଜୀବନରେ ସ୍ୱାଭିମ...

1    45 0

ମତଦାନ

Action

ମାଆକୁ ସମ୍ମାନ ମିଳିବ ନାହିଁଟି ବେକାରୀ ବଢ଼ିବେ ଯେତେ ଚିନ୍ତା କର ଥରେ ଆପଣା ସ୍ୱାର୍ଥରେ ଲାଭ ବା ମିଳିବ କେତ...

1    210 0

ଫରକ

Others

ଆକାଶ ପାତାଳ ଫରକ ଦେଖୁଛି ଦୁଇଟି ସୋପାନ ମଧ୍ୟେ ବସି ବସି ଯେବେ ଭାବେ ସେହି କଥା ଆତ୍ମାଟାକୁ ଭାରି ବାଧେ

1    160 1

ଭୟ

Others

ଭୋକରେ କିଛିବି ଖାଇବାକୁ ଗଲେ ପାପଟା ମନକୁ ଛୁଇଁବ ହାତରେ ଯଦିବି ଅମୃତ ଧରିବ ବିଷ ପରି ସିଏ ଲାଗିବ ।

1    164 1

ଶହୀଦ

Others

ଭୁଲିଗଲେ ସବୁ ଆପଣାର ସ୍ୱାର୍ଥ ନିଜ ଘର ପରିବାର କୋଟି ଜନତାଙ୍କୁ ସୁରକ୍ଷା ଦେଇ ସେ ହୋଇଲେ ଚୀର ଅମର

1    3 1

କୁଡ଼ିଆ ଘର

Others

ପରିବା ଲାଗିଛି ବାଡ଼ିରେ ମୋର କଲରା କାଙ୍କଡ଼ ପୋଇ ପୋଟଳ ତଟକା ପରିବା ତୋଳି ଆଣି ମାଆ ରାନ୍ଧି ବାଡ଼ି ଦିଏ ସ୍ୱ...

1    28 1

ଫୋନି ଆସିଥିଲା

Others

ହଷ୍ଟେଲ ଇସ୍କୁଲ ହସ୍ପିଟାଲେ ପଶି କରିଦେଲା ସବୁ ନଷ୍ଟ ସେ ଏକା ଜାଣିଛି ଯିଏସେ ଭୋଗିଛି ଏମିତି ଦାରୁଣ କଷ୍ଟ ।

1    7 1

ତୋ ପାଇଁ ନେବି ମୁଁ ଶହେ ଜନମ

Others

ପ୍ରେମଟା ମୋହର ନୁହେଁଲୋ ଛଳନା ସବୁକିଛି ଭୁଲିଯିବ ଯେତେଦିନ ଥିବ ଆତ୍ମାଟା ଦେହରେ ଭଲ ତୋତେ ପାଉଥିବି ।

1    8 1

ଲକ୍ଷ୍ୟ ଓ ସାଧନା

Classics

ହାରିବାଟା ପରା ବାଟ ଖୋଲିଦିଏ ଆଗକୁ ବଢିବା ପାଇଁ ନିଜର ଭୁଲକୁ ନିଜେ ପାଇଗଲେ ଆଉ କିଛି ଲୋଡ଼ା ନାହିଁ ।

1    187 50

ଶ୍ରମିକ ଭାଇ

Inspirational

ହାତରେ ହାତ ଗଲେତ ମିଶି କଷ୍ଟ ହେବନି ଜମାରୁ ବେଶି । ଛୋଟ ଭାବନି କେବେ ନିଜକୁ ଭଲ ପାଉଥା ନିଜ ଶ୍ରମକୁ

1    137 34

ଜୀବନ ଗୋଟି

Others

ମାପିଚୁପି ଏଠି ଚାଲିବା ପାଇଁକି ଲଗାଏ ଜୀବନ ବାଜି କିଏ ସେ ଆଗକୁ କିଏସେ ପଛକୁ ଦେଉଥାଏ ପୁଣି ହେଜି ।

1    29 1

କାହିଁକି

Others

କାହିଁ ଦେଖେଇଲ ନୂଆ ଏକ ସ୍ୱପ୍ନ ଜୀବନକୁ ମୋର ଆସି ଯଦି ଦେଖେଇଲ କାହିଁକି ଭାଙ୍ଗିଲ ପାଇଲ କି ଅବା ଖୁସି ।

1    67 1

ସମୟ ବଡ଼ ମୂଲ୍ୟବାନ

Inspirational

ଧ୍ୟାନର ସହିତ ଶୁଣୁଥିବା ଯଦି ପଢେଇଲା ବେଳେ ଶିକ୍ଷକ ପାଠ ରହିଯିବ ମନରେ ଆମର ହେବା ନାହିଁ ଜମା ମୁରୁଖ ।

1    5 0

ମା'

Others

ଝାଡ଼ି ତୁ ଦେଇଛୁ ବାଲି ଧୂଳି କେତେ ପଣତକାନିରେ ତୋର ଦୁନିଆଁର ସବୁ ସୁଖ ମିଳିଯାଏ ପାଖରେ ଥିଲେ ତୁ ମୋର ।

1    28 1

ମାଆର ମମତା

Inspirational

ଛଳନା ବିହୀନ ସ୍ୱାର୍ଥହୀନ ତାର ସେନେହ ମମତା ଯେତେ ସନ୍ତାନ ହିଁ ଜଣେ ମାଆର ସ୍ପର୍ଶରେ ମାଦକତା ଅଛି କେତେ ।

1    5 0

ବର୍ଷା ଓ ପିଲାଦିନ

Others

ପିଣ୍ଡାରେ ବସିକି ମଜା ନେଉଥିଲୁ ଚାଳରୁ ଗଡିଲେ ପାଣି ଘଡଘଡି ଯେବେ ମାରୁଥିଲା ପୁଣି ମାଆ ନେଉଥିଲା ଟାଣି ।

1    26 1

ସହରୀ ବଣମଣିଷ

Fantasy Others

ବଣରେ ଆମେତ ରହୁଅଛୁ ବୋଲି କୁହନ୍ତି ବଣ ମଣିଷ ସହରରେ ତମେ ରହୁଅଛ ବୋଲି ସହରୀ ବଣମଣିଷ ।

1    8 0

ମଦ କମାଲ

Comedy Others

ସତେକି ଯେମିତି ଦୁନିଆରେ ଆଜି ମଦଟା କମାଲ କରୁଛି ପାଗଳ ମଣିଷ ବଇଆ ହୋଇକି ତାହାରି ପଛରେ ପଡିଛି ।

1    22 0

ଯନ୍ତ୍ରମାନବ

Inspirational

ପର୍ବତ ଶିଖରେ ପହଁଚିଲା ଦିନେ ଯନ୍ତ୍ରମାନବଟି ଯାଇ ଯେଉଁଠି ମଣିଷ ରହୁଥିଲେ ନିତି ଗଛ ଓ ପତର ଖାଇ ।

1    28 2

ସୁସ୍ଥ ସମାଜ ଗଢିବା

Others

ଜଳ ଆଉ ବୃକ୍ଷ ଅଟନ୍ତି ଜୀବନ ଏକଥାକୁ ମନେ ରଖିବା ବୃକ୍ଷର ରୋପଣେ ଜଳର ସଞ୍ଚୟେ ସୁସ୍ଥ ସମାଜଟେ ଗଢିବା ।

1    262 30

ଶ୍ରମିକ

Others

ମାଜୁଅଛି କାହା ଅଇଁଠା ବାସନ ଧୋଉଛି ପିନ୍ଧା ବସନ ତଥାପି ପୂଜିତ ମୋପାଇଁ ସେମାନେ ଅନ୍ନଦାତା ଭଗବାନ ।

1    6 0

ମା' ପରି କେହି ନାହିଁ

Others

ଦୁଃଖ ଯନ୍ତ୍ରଣା ଦୁରେଇ ଯାଏ ମାଆ ଯେ ପାଖେ ଥିଲେ କେତେ ଶରଧା ଭରି ରହିଛି ମାଆର ମିଠା ଗେହ୍ଲେ ।

1    171 46

ଗଢିବା ସବୁଜ ବନ - ୨

Inspirational

ଏହି କଥା ଥରେ ଶୁଣିଦେଲା ପରେ କୁନାର ମନକୁ ପାଇଲା ସବୁଜ ବନାନୀ ଗଢିବା ପାଇଁକି ସମସ୍ତଙ୍କୁ ଯାଇ କହିଲା ।

1    24 0

ଜୀବନ ସୋପାନ

Others

ଭଲକାମ ଯଦି କରିବ ଜୀବନରେ ଯାଗାଟା ତୁମର ସ୍ଵର୍ଗରେ ନହେଲେ ନିଇତି ଘାଣ୍ଟି ହେଉଥିବ ପଡି ରହି ତୁମେ ନର୍କରେ ।

1    4 0

ପ୍ରେମର ସିକୁଳି

Others

ଭୁଲି ପାରୁନାହିଁ ତୁମକୁ ମୁଁ ପ୍ରିୟା ମନେପଡେ ତୁମ ସ୍ମୃତି ଆଉ କାହା ପାଇଁ ମନ୍ଦିରରେ ସିନା ତୁମେ ଜାଳୁଅଛ ବତ...

1    6 0

ତୁ ମୋ ନୟନତାରା

Others

ମନରେ ଭରିଛୁ ବଞ୍ଚିବାର ରାହା ନୂଆ ଆଶା ଆଶ୍ୱାସନା ଘଡ଼ିଏ ତୋଠାରୁ ଦୁରେଇ ରହିଲେ ହୋଇଯାଏ ଆନମନା ।

1    223 23

ଫେରେଇ ଦେବୁକି ମୋତେ ?

Tragedy

ଦେଇଥିବା ସବୁ ଉପହାର ପ୍ରିୟା ପରସି ଦେବି ତୋ ହାତେ ଯେତିକି ପ୍ରେମ ମୁଁ ଦେଇଥିଲି ତୋତେ ଫେରେଇ ଦେବୁକି ମୋତେ ?

1    49 0

ତୁମ ଗାଁ

Others

ତୁମ ଗାଆଁ ବିଲ ପାହାଡ଼ ଝରଣା ଆମ୍ବ ତୋଟା ନଈ ତୁଠ ତୁମ ଗାଁ ମଶାଣୀ ତୁମ ଗାଁ ଭାଷାଣି ତୁମରି ମନ୍ଦିର ମଠ

1    119 3

ଚିରା ପଣତ

Tragedy

ଶୀତରେ କମ୍ବଳ ଘୋଡେଇ ଶୁଅନ୍ତି ଆନନ୍ଦରେ ନିଜ ଘରେ ହେଲେ ଏହି ମାଆ ରହିଥାଏ ସଦା ସକାଳର ଅପେକ୍ଷାରେ ।

1    71 1

ପ୍ରୀତି ପରଶ

Others

ପ୍ରେମ ସାଗରେ ପ୍ରୀତିର ଉର୍ମି ସୁଅ ହୋଇକି ବହିଲା ଯେବେଠୁଁ ମନ ତୁମ ପାଖରୁ ପ୍ରୀତିର ସ୍ପର୍ଶ ପାଇଲା ।

1    9 0

ଏମିତି ଏକ ଦିନ ଅସନ୍ତାକି

Others

ଖାଇ ଖାଇ କିଏ ଫୋପାଡ଼ି ଦେଉଛି କା' ପେଟ ପୋଡ଼ୁଛି ଭୋକରେ ହସ ଓ ଖୁସିରେ ଦିନ କଟେ କା'ର କା' ଦିନ ବିତୁଛି ଦୁଃଖରେ ।

1    109 4

ବହି

Others

ଇତିହାସ ଆଉ ସାହିତ୍ୟ ସଂସ୍କୃତି ନୂଆ ନୂଆ କେତେ ଶବ୍ଦ ଗପ ଗୀତ ଆଉ ଭଜନ ଜଣାଣ ବହିରେ ଯେ ଉପଲବ୍ଧ ।

1    48 2

ପ୍ରତାରିତ ପ୍ରେମ

Others

ହସୁଅଛ ଆଜି ସୁହାଗିନୀ ସାଜି ମୋ ଆଖିରେ ଦେଇ ଲୁହ କରି ପ୍ରତାରଣା କଲ ବାଟବଣା କେମିତି ପ୍ରିୟା ଗୋ କୁହ ।

1    87 3

କେମିତି ହୁଅନ୍ତା

Inspirational

କେମିତି ହୁଅନ୍ତା ସେହି ଟଙ୍କା ଯଦି ପେଟ କା'ର ଭରୁଥାନ୍ତା ଗୋଟେ ଦିନ ପାଇଁ ଅନ୍ତତଃ ଲୋକଟି ଶାନ୍ତିରେ ତ ଖାଉଥାନ୍ତା । ...

1    127 6

ବିଦାୟ ୧୮ ସ୍ୱାଗତ ୧୯

Others

ସ୍ୱାଗତ ତୁମକୁ ଆହେ ନବବର୍ଷ ଆସ ସୁଖ ଶାନ୍ତି ନେଇ ବିଦାୟ ତୁମକୁ ଦେଉଛୁ ଅଠର ରହିଥାଅ ସ୍ମୃତି ହୋଇ

1    107 5

ଧରାକୁ ଆସିଛି ଶୀତ

Others

ଚାରୋଟି ମାସ ଧରାରେ ରହି ଯିବ ସେ ପୁଣି ଫେରି ତାହାରି ସାଥେ କାଟିବା ଦିନ ତାକୁ ସ୍ୱାଗତ କରି ।

1    51 2

ହେବି ତୋ ଦେହର ଛାଇ

Others

ମରିଗଲା ପରେ ମଶାଣି ଭୁଇଁରେ ଦେହଟା ପାଉଁଶ ହେବ ହେଲେ ସେ ପାଉଁଶ ସେହି ମଶାଣିରେ ତୋ ପଥକୁ ଚାହିଁଥିବ ।

1    2.5K 4

ସପନେ ଆସୁଛ କାହିଁ

Others

ପୁଣିଥରେ ଆସି ପାଖରେ ବସୁଛ ମୋଦେହ ଦେଉଛ ଛୁଇଁ ଭଲପାଏ ବୋଲି ହସି ହସି ତୁମେ କାନରେ ଦେଉଛ କହି ।

1    2.9K 5

ମା'

Others

ଜହ୍ନ ମାମୁଁ ଗପ କେତେତୁ କହିଛୁ ଅଝଟ ହୋଇଲେ ମୁହିଁ ଧୋଓରେ ବଇଆ ଗୀତ ଗାଇ ପୁଣି ମୋତେ ତୁ ଦେଉ ଲୋ ଶୋଇ । କାହାର ନଜର...

1    2.7K 7

ଗାଁ ଇତିହାସ

Others

କୃଷକ ଭାଇଟି କ୍ଷେତ ଯାଉଥିଲା ଧରିଣ ବଳଦ ହଳ ସଭିଙ୍କ ଓଳିରେ ଶୋଭା ପାଉଥିଲା ଜୁଆଳି ସାଥେ ଲଙ୍ଗଳ ।

2    4.4K 4

ସ୍ମୃତି

Others

ସ୍ମୃତିରେ ବି କେବେ କେବେ ଆପଣାର ପର ହୋଇଥାଏ ଆଉ ପର ହୋଇଥାଏ ଆପଣା ,

1    6.8K 2

ମୁଁ କବିର କଲମ

Others

ଗରିବ ମନର ଅକୁହା କଥାକୁ ପ୍ରକାଶ କରିଛି କେତେ ଚୋର ଖଣ୍ଟଙ୍କର କଳା କାରନାମା ଆଣିଛି ପଦାକୁ ଯେତେ ।

1    6.7K 7

ମାଆ କାହାର

Others Tragedy

ଛୋଟବେଳ କଳି ସେମାନଙ୍କ ଥିଲା ଭଲପାଇବାରେ ବନ୍ଧା ଆଜି କଳି ହୁଏ ଘୃଣା ବିତୃଷ୍ଣାରେ ସ୍ୱାର୍ଥରେ ହୋଇଣ ଛନ୍ଦା

2    13.5K 4

ପ୍ରକୃତି ବନ୍ଧୁ

Inspirational

ସୁନ୍ଦର ଦିଶିଲା ସବୁଜ ବନାନୀ ଛୁଟିଲା ଖୁସିର ସିନ୍ଧୁ କୁନାର ନାମଟି ସମସ୍ତେ ଜାଣିଲେ ସିଏତ ପ୍ରକୃତି ବନ୍ଧୁ ।

1    6.6K 6

ବାପାଙ୍କ ଶିକ୍ଷା

Inspirational Others

ତୁମରି ଆଦର୍ଶେ ଅନୁପ୍ରାଣିତ ମୁଁ ଗର୍ବରେ କହୁଛି ଆଜି ଯାଇନାହିଁ କେବେ ଅସତ ପଥରେ ଅଧର୍ମୀ ପୁଅଟେ ସାଜି ।

1    6.8K 5

ଗଢିବା ସବୁଜ ବନ

Inspirational

ପରିବେଶ ପୁରା ଦୂଷିତ ହୋଇଲା କେମିତି ବରଷା ହେବ ସବୁ ପରା ସମୟେ ହୋଇବ,ଯଦି ସବୁଜ ବନାନୀ ଥିବ ।

1    7.2K 7

ପ୍ରିୟା

Romance

ପ୍ରିୟା ତୁମ ସ୍ପର୍ଶ ମଧୁର ପରଶ ଯେବେ ଠାରୁ ଦେଇଦେଲ ସେବେ ଠାରୁ ମୋର ମନର ଆକାଶେ ଜହ୍ନ ସାଜି ରହିଗଲ ।

1    6.8K 6

ଏମିତି କେମିତି ହେଲା

Inspirational

ଭାବିଦେଲେ ଲାଗେ ସେସବୁ ମୁହୂର୍ତ୍ତ କୁଆଡେ ଉଭେଇ ଗଲା କେଇଟା ଦିନରେ ଏତେ ସବୁ କଥା କେମିତି ବଦଳି ଗଲା ।

1    7.2K 6

ଅଧାଗଢା ପ୍ରେମ

Others

ହୃଦୟରେ ସିନା ଲେଖି ସାରିଥିଲା ସିଏ ଆଉ କାହା ନାମ ସିଏକି ଜାଣିବ ତପାଇଁ ରହିଲା ମୋର ଅଧା ଗଢା ପ୍ରେମ ।

1    6.8K 3

ବର୍ଷା ଆଉ ତୁମେ

Others Romance

ଭରା ଭରା ଦିଶେ ନଈ ନାଳ ସବୁ ବରଷା ଆସିଲା ପରେ ମନ ଭରିଗଲା ରହିଗଲେ ଯେବେ ତୁମେ ମୋର ହୃଦୟରେ

1    6.8K 4

ସୀମାରୁ ଆସିଛି ଚିଠି

Inspirational

ଛବି ମୁଁ ତୋହର ରଖିଅଛି ସାଥେ ଶେଷ ଦରଶନ ପାଇଁ ମୋ କଥାକୁ ଭାବି ଘରର କଣରେ ଲୁଚି ତୁ କାନ୍ଦିବୁ ନାହିଁ ।

1    13.8K 7

ବର୍ଷା ଓ ପ୍ରିୟା

Romance

ଜଳରେଣୁ ଦେଖି ଆନନ୍ଦରେ ପ୍ରିୟା ଟିପରେ ଫୁଟାଉ ଥାଏ ସାଧବ ବୋହୂକୁ ଧରିବା ପାଇଁକି ପଛେ ପଛେ ଧାଉଁ ଥାଏ ।

1    6.3K 7

ମୋ ପ୍ରିୟାର ପ୍ରେମ

Romance

ଏତେ ଭଲ ସିଏ ପାଉଅଛି ମୋତେ ଭାବିଲେ ଲାଗୁଛି ଡର ତା ପ୍ରେମଟା ଏବେ ଲାଗୁଅଛି ମୋତେ ନିଜ ଠୁଁ ବେଶି ନିଜର ।

1    6.8K 2

ବଡ଼ ଠାକୁର ଆଜି ବଡ ଦାଣ୍ଡରେ

Others

ଭାଇ ଭଉଣୀଙ୍କୁ ଜଗା ସାଥିରେ ନେଇ ଯାଆନ୍ତି ମାଉସୀ ଘରେ ରହିବା ପାଇଁ ନଅ ଦିନ ପରେ ପୁଣି ଆସିବେ ଫେରି

1    13.8K 2

ନୂଆ କାହାଣୀ

Others

ପାଣିରେ ଭାସେ ପଥର ବିଧବା ପିନ୍ଧେ ସିନ୍ଦୁର ଦୁର୍ଗନ୍ଧ କରେ ଅତର ସ୍ନୋ ପାଉଡର ମୁହଁରେ ବୋଳିକି ସତୁରୀ ଭାବେ ସତର ।

2    14.3K 70

ହାତ ଠାରି ଡାକେ ମୋର ଗାଆଁ

Others Tragedy

ସନ୍ତାନ ବିନା କି ମାଆ ଖୁସି ହେବ ବଢ଼ୁଥିଲେ ଯେତେ ନାଆଁ ସେପାଇଁ ବହୁନି ହାତ ଠାରି ଆଜି ଡାକୁ ଅଛି ମୋର ଗାଆଁ ।

1    1.3K 5

ଗରିବ ଘରେ ବର୍ଷା

Tragedy

ଅମାନିଆ ପବନଟା ମଝିରୁ ମଝିରୁ ଛଣ ଉଡେଇ ନେଇଛିଯେ ଘର ଭିତରେ ବର୍ଷା ।

1    1.2K 6

ବିଶ୍ୱାସ ଓ ଭରଷା

Others

ପ୍ରେମଟା ସମ୍ଭବ ନୁହେଁ ସେହି ବିଶ୍ୱାସ ଆଉ ଭରସକୁ ପାଥେୟ କରି ବଂଚି ରହିଛି ଆମର ସେହି ପ୍ରେମ ।

1    7.2K 12

ସୁଦର୍ଶନ

Inspirational

ପାଠ ପଢି ଡାକଟର ହେଲା ଗାଆଁ ରୋଗୀଙ୍କର ସେବା କଲା।

1    6.7K 12

କଳା ଗୋସେଇଁ

Others

କରୁଣାର ସିନ୍ଧୁ ଆହେ ଜଗବନ୍ଧୁ ଭକ୍ତପ୍ରିୟ ଭାବଗ୍ରାହୀ ଜୀବନ ମୋହର ହୋଇଅଛି ଧନ୍ୟ ତୁମ ପରି ପ୍ରଭୁ ପାଇ ।

1    13.4K 6

ବର୍ଷା - ପିଲାଦିନ ଆଉ ଏବେ

Inspirational

କାହିଁ ସେହି ବେଳ କୁଆଡେ ଛାଡ଼ିଲି କାହିଁ ସେହି ହସ ଖୁସି ଭାରି ମନେ ପଡେ ପିଲାଦିନ ମୋର ଭାବେ ସେହି କଥା ବସି

1    6.5K 5

ତଥାପି ମୋ ଗାଁ ହସୁଛି

Others

ମୁଣ୍ଡ ସିନା ନାହିଁ ଖାଲି ପଡ଼ିଛି ଗଣ୍ଡି ତଥାପି ପ୍ରେମରେ ରଖିଛି ବାନ୍ଧି କର୍ପୂର ଉଡି କନା ପଡି ରହିଛି ତଥାପି ମୋ ଗ...

2    7.3K 41

ବର୍ଷା ଓ ପ୍ରେମ

Romance

ତୁମ ଜଳବିନ୍ଦୁ ଯେବେ ଠାରୁ ଆସି ଦେହକୁ ମୋ ଛୁଇଁଗଲା ସେବେଠାରୁ ସତେ ହୃଦୟରେ ମୋତେ ପ୍ରେମ ବୋଧେ ହେଇଗଲା ।

1    1.3K 6

କହିଯା ଥରେ

Others

ଦିନ ମୋର ବିତେ ଭାବନରେ ତୋର ଚାହିଁଲା ପରେ ଭାବୁଛୁକି ନାହିଁ କଥାକୁ ମୋହର କହିଯା ଥରେ ।

1    6.9K 3

ମୋ ପ୍ରିୟାର ପ୍ରେମ

Others Romance

ଏତେ ଭଲ ସିଏ ପାଉଅଛି ମୋତେ ଭାବିଲେ ଲାଗୁଛି ଡର ତା ପ୍ରେମଟା ଏବେ ଲାଗୁଅଛି ମୋତେ ନିଜ ଠୁଁ ବେଶି ନିଜର ।

1    6.6K 4

ଭୁଲି ମୁଁ ପାରିବି ନାହିଁ

Tragedy

ତୋ ଆଖିରେ ସିନା ନୂଆ ସପନ ଲୋ ପଛକୁ ଚାହୁନୁ ବୁଲି ହେଲେ ମନେ ପଡେ ସବୁ ସ୍ମୃତି ମୋର ପାରୁନାହିଁ ଜମା ଭୁଲି ।

1    6.9K 9

ଯିବି ନାହିଁ ବୃଦ୍ଧାଶ୍ରମକୁ

ହେଲେ ଯିବି ନାହିଁ ମୁଁ ବୃଦ୍ଧାଶ୍ରମକୁ ଭିଟାମାଟି ସବୁ ଛାଡି ପାରିବୁ ଯଦି ତୁ ବିଷରୁ ଟୋପାଏ ନିଜ ହାତେ ଦେବୁ ବାଢି ।

1    6.9K 4

ତୁମେ ଗଲାପରେ

Romance

ମାଗି ନଥିଲି ମୁଁ ପାରିଜାତ ଫୁଲ ମାଗିଥିଲି ଟିକେ ପ୍ରେମ....

1    6.9K 10

ପ୍ରୀତି ପରଶ

Others

ହୃଦ ବନରେ ପ୍ରେମଟା ଯେବେ ଫୁଲଟେ ହୋଇ ଫୁଟିଲା ସେହି ଫୁଲର ପ୍ରୀତି ବାସ୍ନାରେ ମନଟା ମୋର ଝୁମିଲା ।

1    6.7K 8

ରଜ (ବ୍ୟଙ୍ଗ)

Comedy

ବେଳ ଦୁଇଘଡି ହେଲାଣି ଆସିକି ବୋହୁଟା ଖଟରେ ଶୋଇଛି ଦୋଳି ଖେଳିବାକୁ ନାତି ଟୋକା ପରା ପ୍ରେମିକା ସାଥିରେ ଯାଇଛି ।

1    6.7K 9

ତଥାପି ମୋ ଗାଁ ହସୁଛି

Inspirational Others

ମୁଣ୍ଡ ସିନା ନାହିଁ ଖାଲି ପଡ଼ିଛି ଗଣ୍ଡି ତଥାପି ପ୍ରେମରେ ରଖିଛି ବାନ୍ଧି କର୍ପୂର ଉଡି କନା ପଡି ରହିଛି ତଥାପି ମୋ ଗାଁ ...

2    6.9K 6

ମିଛରେ ଲୁଚିଛି ଭଲପାଇବା

Others

ପୋଖରୀରେ ବୁଡ଼ ମାରି ମାରି ପୁଅ ଥଣ୍ଡା ଯେବେ ଧରିନିଏ ବରଷା ପବନ ଏହାର କାରଣ ମାଆଟା ତାହାର କୁହେ ।

1    1.4K 6

ରଜ ଓ ପ୍ରିୟା (ବ୍ୟଙ୍ଗ କବିତା)

Comedy

ଦୋଳି ଲାଗୁନାହିଁ ଏବେତ ଗାଆଁରେ ତା କୋଳେ ଖେଳିବି ଦୋଳି ଦୋଳି ନିଶା ପୁରା ଛାଡ଼ିଗଲା ମୋର ମାଆଠୁ ଶୁଣିକି ଗାଳି ।

1    6.8K 6

କାହିଁ ସେହି ରଜ

Tragedy

କୁଆଁରୀ ଝିଅ ରହିଛି ସିନା ନାହିଁ ଅଳତା ଗାର ଖାଲି ପାଦରେ ଚାଲିବା ପାଇଁ ଲାଗୁଛି ତାକୁ ଡର ।

1    6.4K 8

ଆଜି ଭାରି ମନେପଡେ

Inspirational Others

କାଦୁଅ ପାଣିରେ ଘଣ୍ଟି ହେଇଛି ସାଙ୍ଗ ସାଥି ମେଳେ ଦିନ କାଟିଛି ସପନ ସହରେ ଯାଇ ସପନରେ ରଜ ଉଆସ ଗଢେ ଆଜି ଭାରି ମନେ ପଡେ ।

1    6.9K 8

ଶେଷ ଠିକଣା

Inspirational

ଛଖଣ୍ଡ ବାଉଁଶ କୋକେଇଟା ପରା ଶେଷ ବେଳେ ତୁମ ନୁହଁ............

1    6.5K 8

ବାଟୋଇ ଭାଇ ଓ ଗଛ ଛାଇ

Inspirational

ରାସ୍ତା କଡ଼ ଗଛ କଟା ହୋଇଥିଲା କଂକ୍ରିଟ ସଡକ ପାଇଁ.....

1    6.7K 3

କାଠୁରିଆ ଓ ବାଟୋଇ ଭାଇ

Inspirational

କାଠୁରିଆ ଯେଉଁ ଗଛ ହାଣୁଥିଲା ଗଲା ସେ ସେଠାକୁ ଧାଇଁ । ପଚାରିଲା ଖରା ହେଉଅଛି ଏତେ ଗଛଟା ହାଣୁଛ କାହିଁ.........

1    6.2K 4

କଳିଯୁଗ ସାବିତ୍ରୀ

Comedy

ଓଷା ତୁମ ପାଇଁ ଆସିବ ଦାମୀ ଶାଢ଼ୀ ନେଇ । ଅତର ମେହେନ୍ଦି କିଣିବ ସିନ୍ଦୁର ଅଳତା ଆଣିବ ।

1    6.5K 6

ମୁଁ କଳିର ସାବିତ୍ରୀ

Comedy

ବାସନ କୁସନ ସବୁ ସେ ମାଜନ୍ତି କାଳେ ହେବ ମୋତେ କୋଲଡ଼...

1    7.1K 7

ଭଲ ବୋହୂ

Inspirational

ଶାଶୂଟା ଦେଖିଲା ବୋହୂ ଗୁଣ ତାର ଆନନ୍ଦାଶ୍ରୁ ତାର ଝରିଲା କେଉଁ ଜନମର ପୁଣ୍ୟ ଫଳେ ସତେ ଏମିତି ବୋହୂ ଟେ ମିଳିଲା ।

2    6.9K 9

ଗାଁ ଇତିହାସ

Others

କେବେ ଆଣିଦିଏ ଆଖିରେ ମୋ ଲୁହ କେବେ ଭରିଦିଏ ହସ ହେଲେ ନାଚି ଯାଏ ଆଖିରେ ମୋହର ଗାଆଁର ସେ ଇତିହାସ ।

2    6.5K 4

ଅଭୁଲା ପ୍ରେମ କାହାଣୀ

Inspirational

ତୁମେ ଗଲା ପରେ କେମିତି ଜିଇଁବି ଯିବି ସତେ ପ୍ରିୟା ମରି...

1    6.4K 6

ଅଂଶୁଘାତ ହେବ ନାହିଁ

Inspirational

ପାଣି ବୋତଲଟେ ସାଥେ ନେଇଥିଲା ଯାଇଥିଲା ତାହା ତାତି ସେହି ପାଣି ଟୋପେ ପାଟିକୁ ତା ଗଲେ ଫାଟି ଯାଉଥିଲା ଛାତି ।

1    6.9K 6

ବାଟୋଇ ଓ କାଠୁରିଆ

Inspirational

ବାଟୋଇକି ଭାରି ଥକ୍କା ଲାଗୁଥିଲା ଖୋଜୁଥିଲା ଗଛ ଛାଇ କାଠୁରିଆ ଯେଉଁ ଗଛ ହାଣୁଥିଲା ଗଲା ସେ ସେଠାକୁ ଧାଇଁ ।

1    7.1K 8

ତୁମରି ପ୍ରେମରେ

Romance

ତୁମ ସାଥେ ମୁହିଁ କଥା ହେଉଅଛି ଆଖି ଇସାରାରେ...

1    6.8K 1

ମାଆ

Inspirational

ହାତ ଧରି ତୋର ଚାଲିବା ଶିଖିଛି ତୋ ଠାରୁ ଶିଖିଛି କଥା ତୋହରି କୋଳରେ ବଡ ମୁଁ ହୋଇଛି ତୁ ମୋର ଜନମ ଦାତା ।

1    6.8K 8

କହିଦେ ଥରେ

Romance

କହିଦେ ଥରେ ଭଲ ଯଦି ମୋତେ ପାଉଛୁ ପ୍ରିୟାଲୋ...

1    6.8K 7

ତୁମକୁ ଆଦର୍ଶ ମଣିବେ

Inspirational

ଭଲ ଲୋକ ସିଏ କରିପାରେ ଯିଏ ଅନ୍ୟର ଦୁଃଖକୁ ଭକ୍ଷଣ...

1    6.9K 7

ପହିଲି ଦେଖା

Romance

ଆଜି ଯାଏ ଭୁଲି ନାହିଁ ତୋତେ ମୁଁ ରଖିଛି ସାଇତି ଜାତନେ...

1    1.2K 4

ଏମିତି ଏକ ଦିନ ଆସନ୍ତାକି ?

Inspirational Tragedy

ଏମିତି ଗୋଟାଏ ଦିନ ଆସନ୍ତା କି ରୁହନ୍ତେନି କେହି ଭୋକରେ ଗରୀବର ଦୁଃଖେ ସାଥି ହୁଅନ୍ତା କି ରହୁ ଅଛି ଯିଏ ସୁଖରେ ।

1    6.4K 4

ପୁନେଇଁ ଜହ୍ନ

Others

ମନଟା ମୋହର ମତୁଆଲା ହେଲା ତୁମ ମଧୁ ସ୍ପର୍ଶ ପାଇ ତୁମେତ ଆସିଲ ଜୀବନେ ମୋହର ଖୁସିର ଠିକଣା ନେଇ ।

1    6.7K 6

ତୁମରି ପ୍ରେମରେ

Romance Others Abstract

ନିଜକୁ ଆଜି ମୁଁ ହଜେଇ ଦେଇଛି ତୁମରି ପ୍ରେମରେ...

1    6.9K 6

ପ୍ରିୟା

Romance

ତୁମରି ପ୍ରେମରେ ନିଜ ଅଜାଣତେ ଏମିତି ହୋଇଲି ବନ୍ଦି ତୁମରି ସାଥିରେ ସତେ ମୋ ଜୀବନ ରହିଗଲା ହୋଇ ଛନ୍ଦି ।

1    1.1K 1

ଆଦର୍ଶ

Inspirational

ନିଜ ଦୋଷ ଏଠି ଲୁଚାଇବା ପାଇଁ ଅବାଟରେ କେତେ ଯାଆନ୍ତି ହେଲେ ସେହି ଲୋକ ଅଟନ୍ତି ମହତ ଦୋଷ ଯେ ସ୍ୱୀକାର କରନ୍ତି ।

1    6.2K 3

ବରଷାରେ ପ୍ରିୟା

Others Romance

ଅଗଣା ଆଗକୁ ଧାଇଁ ସେ ଯାଉଛି କାଗଜ ଡଙ୍ଗାଟେ ଧରି ଜଳରେଣୁ ସାଥେ ଖେଳୁଛି ଆନନ୍ଦେ କୁନି ପିଲାଟିଏ ପରି ।

1    6.8K 7

ବିରହ ପ୍ରେମର ବ୍ୟଥା

Tragedy Others

ଭାବିବୁନି ପ୍ରିୟା ପାଗଳ ସାଜି ମୁଁ ତୋପାଇଁ ଯିଵିଲୋ ରାଞ୍ଚି ଆଖିର ଲୁହକୁ ଓଠରେ ପିଇ ମୁଁ ଏକଲା ପାରିବି ବଞ୍ଚି I

1    6.9K 1

ବିଶ୍ୱାସ ଓ ଭରଷା

Abstract Others

ଏହି ବିଶ୍ୱାସ ଆଉ ଭରଷାକୁ ନେଇ ଆମେ ଗଢ଼ିଥିଲେ ଆମ ପ୍ରେମର ଏକ ମଜବୁତ ଘର ।

1    6.4K 2

ଏମିତି କେମିତି ହେଲା

Abstract Others

ବିନା ଟିଉସନେ ସେକାଳ ମଣିଷ ଶିକ୍ଷିତ ଯେତେକ ହେଲେ ଶହେ ଟିଉସନେ ଆଜିର ମଣିଷ ମୁରୁଖ ପାଲଟି ଗଲେ ।

1    6.9K 5

କଥା ଦେଲି ମଥା ଛୁଇଁ

Romance Others

ହୃଦୟରେ ତୋତେ ରଖିବି ସାଇତି ପ୍ରୀତିର ପରଶ ଦେଇ ଦୁଃଖରେ କାନ୍ଦିବି ସୁଖରେ ହସିବି

1    6.8K 4

ମା'ର ମମତା

Inspirational Abstract Others

ମାଆର ମମତା ଅମୂଲ୍ୟ ମୁକୁତା...

1    6.8K 2

ସହୀଦର ଚିଠି

Tragedy

ପତ୍ନୀ ଚାହିଁଥିଲା ଫେରିବା ବାଟକୁ ଲେଖିଲା ପତ୍ନୀକୁ ଚିଠି

1    13.4K 3

ମୋ ଗାଁରେ ଶୀତ ସକାଳ

Others Abstract Inspirational

ମୋ ଗାଁ ଶୀତ ସକାଳର ସ୍ମୃତି...

1    6.9K 3

ଗୁରୁ

Abstract Inspirational Others

ଗୁରୁ: ଚଳନ୍ତି ଇଶ୍ବର...

1    6.8K 7

ଚଳନ୍ତି ଦେବତା

Inspirational

ଭୋକ ଉପାସରେ ବାପା ମାଆ ତୁମ, ମନ୍ଦିରେ ଲଗାଅ ଭୋଗ ଭାବୁଅଛ ତୁମେ ଭୋଗ ଲଗାଇଲେ ବଦଳିବ ତୁମ ଭାଗ୍ୟ ।

1    13.9K 8

ଅପେକ୍ଷା

Tragedy Abstract Inspirational

ସେହି ସ୍ୱପ୍ନ ଆଉ ଭାବନାକୁ ନେଇ ଏମିତି ମୋର ଅପେକ୍ଷା ଥିବ ତୁମ ପାଇଁ ।

1    940 6

ପ୍ରିୟା ଆଉ କାଶତାଣ୍ଡି

Romance

ଦେଖିଲି ଆସୁଛି ଅଳସୀ ପ୍ରିୟା ମୋ କାଶତାଣ୍ଡି ହାତେ ଧରି ଗୀତ ଗାଇ ପୁଣି ଖୁସିରେ ନାଚୁଛି ଛୋଟ ପିଲାଟିଏ ପରି ।

1    1.1K 4

ଶରତ

Inspirational Fantasy

ଛାଡିଛି ବରଷା ଆସିନାହିଁ ଶୀତ ବିଲରେ ହସୁଛି ଧାନ

1    6.7K 2

ଶରତ ଆସିଛି ଗାଁକୁ ମୋର

Others

ପବନ ସାଥିରେ ତାଳ ଦେଇ ସେଠି କାଶତଣ୍ଡି ଦୋଳି ଖେଳେ ଧୋବ ଫର ଫର ଦିଶଇ ସୁନ୍ଦର ମନରେ ଘରଟେ ତୋଳେ ।

1    6.5K 5

ଦହନ

Tragedy Abstract Inspirational

ନିଜ ଦହନରେ ବିଲୀନ ହୋଇ ମୁଁ ତୁମକୁ ଆଲୋକ ଦେବି ହେଲେ ତୁମ ପାଇଁ ପ୍ରଦୀପଟେ ସାଜି

1    1.4K 7

ବିରହ ବେଦନା

Tragedy Abstract

ଯେଉଁ ପ୍ରେମ ଦିନେ ଫୁଲ ସାଜିଥିଲା ପାଲଟିଲା ଆଜି କଣ୍ଟା

1    6.8K 2

ନୀଳ ଉର୍ମି ଖେଳିଗଲା ମୋ ମନ ସାଗରେ

Romance

ଜୀବନଟା ଥିଲା ମରୀଚିକା ମୋର ପାଣି ଟିକେ ଖୋଜୁଥିଲି ସେହି ମରୀଚିକା ସାଗର ସାଜିଲା ଯେବେ ତୋତେ ପାଇଗଲି ।

1    6.6K 4

ବାଣ ଫୁଟାଇବା ନାହିଁ

Inspirational

ଦୀପାବଳି ପରା ଖୁସିର ପର୍ବଟେ ଖୁସିରେ ରହିବା ପାଇଁ କରିବା ଶପଥ ଦୀପାବଳି ଦିନ ବାଣ ଫୁଟାଇବା ନାହିଁ ।

1    6.5K 4

ଦୀପାବଳୀ

Others

ଅମାବାସ୍ୟା ରାତି ଆଲୋକିତ ହୁଏ ଦୀପାବଳି ଯେବେ ଆସେ, ଶବ୍ଦର ଗୁଞ୍ଜନ କର୍ଣ୍ଣ ଶିହରଣ ଅତସବାଦୀର ଧସେ

1    1.2K 3

ଆସିଲାରେ ଦୀପାବଳୀ

Abstract Inspirational Others

ଆଲୋକର ପର୍ବ ଦୀପାବଳୀ...

1    14.5K 4

ବର୍ଷା ଆଉ ତୁମେ

Tragedy Romance

ବର୍ଷା ମନେ ପକାଇ ଦିଏ ତୁମ କଥା

1    1.2K 5

ରାକ୍ଷୀ

Inspirational Others Children

ଏହି କବିତାଟି ଭାଇ ଭଉଣୀଙ୍କ ପବିତ୍ର ସ୍ନେହ ଉପରେ ଆଧାରିତ...

1    155 5

ବର୍ଷା ଓ ଚଷାପୁଅ

Inspirational

ଗାର ଯାଆଁଳ ପାଣିରେ ହଳ କରୁଛି ଚାଷୀ ଭାଇ ।

8    6.7K 5

ମୋ ଗାଁରେ ବର୍ଷା

Fantasy Inspirational

ଫୁଟିଲାଣି ନାନା ଫୁଲ ସାରୁ ବୁଦା ମୂଳେ ବେଙ୍ଗ ଓ ବେଙ୍ଗୁଲୀ

11    7.1K 4

ଟମାଟୋ

Comedy Tragedy

"ତୋ ଦେହରେ ହାତ ହେଉନି ମାରି ସତେ ତୁ ସାଜିଛୁ ବିଶ୍ୱ ସୁନ୍ଦରୀ ।"

4    6.5K 4

ତୁମରି ସ୍ମୃତିରେ

Romance Tragedy Inspirational

ଏହି କବିତାଟିୀା ପ୍ରେମିକାକୁ ହରାଇବାପରେ ପ୍ରେମିକର ଶୋକ ସୁନ୍ଦର ଭାବରେ ବ୍ୟକ୍ତ ହୋଇଛି

1    6.8K 4

ଆଷାଢ଼ ଆସିଲା

Fantasy Inspirational

ଆଷାଢ଼ ଆସିଲା ମେଘ ବରଷିଲା ନଈରେ ଭରିଲା ପାଣି

6    6.7K 4

ପ୍ରେମ ଅଙ୍କ

Romance

ପ୍ରେମ ନୁହେଁ ଏକ ସହଜ ମିଶାଣ ଦୁଇ ମନ ମିଶିଯିବ ଧୋକା ନୁହେଁ ଏକ ସହଜ ଫେଡ଼ାଣ

5    6.7K 8

ବିରହ ବେଦନା

Tragedy Romance

"କିଏ ଜାଣିଥିଲା ପ୍ରେମଟା ଏମିତି ମନକୁ ଛୁଇଁଲା ପରେ ଜାଳିଦେଵ ପୁଣି ସେହି ମନଟା କୁ ବିରହର ଦହନରେ ।"

5    6.5K 6

ସଂସ୍କୃତି ଗଲାଣି ହଜି

Others Inspirational Comedy

ଆଜିକାଲି ଲୋକମାନେ ସେମାନଙ୍କ ଜୀବନରେ କୃର ଆଧୁନିକ ଜୀବନ ସୈଳୀକୁ ଆପଣାଇନେବାଦ୍ବାରା ସଭ୍ୟତାର ପତ୍ତନ ହୋଇଛି

2    13.1K 3

ପ୍ରିୟା

Fantasy

ରୂପ ରଙ୍ଗ ତୋର ଦେଖିଲେ ଲାଗୁଛି ଅପସରି ପରି ବେଶ ।

7    6.7K 2

ବର୍ଷା ଓ ପି୍ରୟା

Others

ଏକାପରି ଦୁହେଁ 'ବର୍ଷା' ଆଉ 'ପି୍ରିୟା'

1    6.5K 6