ପ୍ରେମ ଏକ ଗୋଲାପ ଫୁଲ ସଦୃଶ । ତୋଳି ପାରିଲେ ଭଲ ନହେଲେ କଣ୍ଟାର ଆଘାତ ପାଇବା ହିଁ ସାର ହେବ ।
କହିଲେ କହିବ କହୁଛି କହିବିନି ବୋଲି ଯେତେ ଭାବୁଛି ମନଟାକି ମୋର ସମ୍ଭାଳି ରହୁଛି ନକହି ନକହି କହି ଦେଉଛି କହିଲେ କହିବ କହୁଛି କହିବିନି ବୋଲି ଯେତେ ଭାବୁଛି ମନଟାକି ମୋର ସମ୍ଭାଳି ରହୁଛି ନକହି ନକହି କହି...