Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,



Bismita Sahoo

  Literary Colonel

ବାଟ ହୁଡ଼ା ବାଟୋଇ

Others

ବବଲୁ ଚମକି ଉଠିଲା। କଣ ସେ କରିବାକୁ ଯାଉଥିଲା? ସେ ନିଜକୁ ନିଜେ ଧିକ୍କାର କରିବାକୁ ଲାଗିଲା। ବର୍ଷାର ମନମୁଖୀ କାର୍ଯ୍ୟ ...

3    324 3

ଦ୍ଵିତୀୟ ଈଶ୍ୱର

Others

ହେଲେ କହିବା ବାହୁଲ୍ୟ ନରୋତ୍ତମ ବାବୁଙ୍କ ତଥାକଥିତ ଝିଅ ଶ୍ଵେତାକୁ ଆଜିଯାଏ କେହି ଦେଖି ନାହାନ୍ତି। ନରୋତ୍ତମ ବାବୁ ନିଜ ...

7    274 6

ବିଡାଏ ସଳିତା

Others

ନାଁ ତ ଝିଅଟି କେଉଁଠି ନାହିଁ। ସମସ୍ତେ ମନାକଲେ ଏ ସଳିତା ବିଡ଼ା ସେମାନେ କେହି ଆଣି ନାହାନ୍ତି। ସେହି ସଳିତା ବିଡାକୁ ଦେ...

4    169 6

ବିଶ୍ୱାସ

Tragedy

ମୁଁ ଚୋର କି ବଦମାସ ନୁହେଁ ବାବୁ। ଏଇ ପାଖ ବସ୍ ଷ୍ଟାଣ୍ଡ ରେ ବାଦାମ ବିକେ। ଏଇ ଦି ତିନି ଦିନ ହେଲା ବେପାରଟା ଟିକେ ମାନ୍...

5    355 6

ଏକ ବିଚରାର କାହାଣୀ

Tragedy

ନିଜ ପସନ୍ଦ ମୁତାବକ ଚିତ୍ରଟିଏ ନ ପାଇ ରାଜା ଭୀଷଣ ଭାବରେ ରାଗିଯାଇ ସୂର୍ଯୋଦୟ ହେଲେ ସବୁ ବନ୍ଦୀମାନଙ୍କ ମୁଣ୍ଡକାଟ କରିବା...

5    43 6

ବଡ଼ ଘରର ବୋହୂ

Others

ରାତ୍ରିରେ ନୂଆ ନୂଆ ଶଯ୍ୟାସଙ୍ଗିନୀ ତା ସ୍ୱାମୀଙ୍କର ପସନ୍ଦ।ସେ କୁହନ୍ତି ସରିତା ଟିକେ ବ୍ରଡ଼ ମେଣ୍ଟାଲିଟି ହେଇ ଏସବୁ ସହ...

4    322 7

ସେବା

Others

ନା - ନା ମୁଁ କିଏ ଏମାନଙ୍କ ସେଵା କରିବାକୁ। ବରଂ ଏହି ପିଲାମାନେ ମୋ ନିରସ ଜୀବନରେ ରସ ଭରି ଦେଇଛନ୍ତି।

2    285 7

ଢେଉ

Others

ରାମୁର ମୁଣ୍ଡ ଗୋଳ ମାଳ ହେଇ ଯାଉଥିଲା। ସେ ଚୁପଚାପ ଖଟରେ ଶୋଇ ପଡ଼ିଲା। ହଠାତ ଦୁମଦାମ ଶବ୍ଦ ଶୁଭିଲା। ସେ ଦୌଡିଯାଇ ଦେଖିଲ...

3    374 7

ନୂଆ ସକାଳ

Tragedy Inspirational

ଛୋଟ ବେଳେ ଜିଦ୍ଦି କରି ଶିଖିଥିବା ସାଇକେଲ ଏପରି ତା କାମରେ ଆସିବ ବୋଲି କେବେ ଭାବିନଥିଲାt

7    387 7

ମେଟାମର୍ଫୋସିସ -କାୟା ପରିବର୍ତ୍ତନ

Inspirational

ଏଇ ସଂବାଳୁଆରୁ ଦିନେ ରଙ୍ଗୀନ ଡେଣା ବାହାରିବ। କିମ୍ଭୁତ କିମାକାର ସଂବାଳୁଆ ଅତି ସୁନ୍ଦର ମନଲୋଭା ପ୍ରଜାପତିରେ ପରିଣତ ହେ...

7    273 47

ପ୍ରକୃତ ଧର୍ମ

Tragedy Fantasy Others

ମାନି ଛାତିରେ ଆହୁରି ଜୋରରେ ଚାପି ଧରିଲା ତା ଝିଅକୁ। ଏକ ଅଜଣା ଭୟ ଜଡ଼େଇ ଧରିଲା ତା ସମଗ୍ର ଶରୀରକୁ।

4    102 8

ମୁନା ଓ ଭୂତ

Children Stories Horror

ବାଡ଼ିପଟ ତେନ୍ତୁଳି ଗଛ ପାଖରେ ଆମ ଢ଼ିଙ୍କିଶାଳ ଥିଲା। ଗାଁ ମାଇପିଏ ସକାଳୁ ସକାଳୁ ଧାନ କୁଟିବା ପାଇଁ ଧାଡ଼ି ବାନ୍ଧନ୍ତି...

4    511 46

ଉପହାର

Romance Tragedy

ଏହା କହି ତା ପାଦରୁ ଜୋତା କାଢ଼ି ଖୁବ ଜୋରରେ ରଞ୍ଜନର ମୁହଁକୁ ଫିଙ୍ଗି ଦେଇ ନିଜ ନବନିର୍ବାଚିତ ପ୍ରେମିକ ହାତ ଧରି ଚାଲିଗ...

7    422 20

ପ୍ରାୟଶ୍ଚିତ୍ତ

Inspirational

ମୋ ଧନଲୋ, ମୋ ସୁନାଲୋ କହି ଜେଜିମା ମଧ୍ୟ ମାନିକୁ ନିଜ କୋଳକୁ ଟାଣିନେଇ ତା ସର୍ବାଙ୍ଗ କୁ ଚୁମିବାକୁ ଲାଗିଲେ।

6    432 47

ବୋଉ

Others

ଏଇ ଦୁନିଆଁ ତ ସୁଖର ସାଥୀ। ଦୁଃଖ ପଡ଼ିଲେ ମଝି ଦରିଆକୁ ଲୋକ ଠେଲି ଦେବାକୁ ପଛାନ୍ତିନି।

4    257 13

ଦୁଦୁରା ଫୁଲ

Inspirational

ସୁମି କିଛି ବୁଝି ପାରେନି ଲୋକ ମାନଙ୍କ ରଙ୍ଗ ଢଙ୍ଗକୁ। ଯେତେବେଳେ ଯିଏ ବଗିଚାର ଫୁଲ ବିଷୟରେ କଥା ହେବେ ତେବେ ଖାଲି ଗୋଲା...

4    389 14

ନାଲି ଗୋଲାପ

Inspirational Others Tragedy

ସେ ଏତେ ପାଠଶାଠ ପଢ଼ି ଏପରି ସଂକୀର୍ଣ୍ଣ ଚିନ୍ତାଧାରାର ବଶବର୍ତ୍ତୀ ହେଲା କେମିତି?

6    400 41

ସ୍ମୃତିଶକ୍ତି

Tragedy

ବଜାର ଛକରେ ମିଶ୍ର ମେଡ଼ିସିନ ଷ୍ଟୋରରେ ସ୍ମୃତିଶକ୍ତି ବଢ଼ିବା ପାଇଁ ବଢ଼ିଆ ଔଷଧ ମିଳୁଛି। ଭଲ କାମ କରୁଛି।

3    388 43

ହୋଲି

Others

ସଂକୀର୍ଣ୍ଣ ରାସ୍ତା, ନା ନିଜେ ଆଗକୁ ଯାଉଛନ୍ତି ନା ଏମାନଙ୍କୁ ଆଗକୁ ଛାଡ଼ୁଛନ୍ତି।

3    434 40

ରହସ୍ୟ ଉନ୍ମୋଚନ

Tragedy

ବାର ବର୍ଷର ଝିଅଟିଏ ଯିଏ ବିବାହର ମାନେ କଣ ଜାଣିନି ତାକୁ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିବାର ମାନେ କଣ ...

4    320 26

ବବୁଲୁ ଓ ଛୋଟା ଭୀମ

Inspirational

ଖାଲି ତୁ ନୁହେଁରେ ବାବା , ଏବେ ସମୟ ଆସିଛି ଆମେ ସଭିଏଁ ଏକ ହୋଇ ଦେଶର ଅଖଣ୍ଡତା ବଜାୟ ରଖିବା ପାଇଁ ଏଇ ଯୁଦ୍ଧରେ ସାମିଲ ...

3    336 37

ନାଲି ରିବନ

Inspirational

ସୁମି ଆଖିରୁ ଅବାରିତ ଅଶ୍ରୁ ବୋହି ଚାଲୁଥିଲା। ସେ ନାଲି ରିବନଟିକୁ ଧରି ମନୋଜଙ୍କର ଛାତିରେ ମୁଣ୍ଡ ରଖି କେତେବେଳେ ଶୋଇଗଲ...

3    687 39

କଟା ଗୁଡ଼ି

Others Tragedy

"ମାମା, ଏ କଣ ହେଉଛି। ତୁମକୁ କିଏ କହୁଥିଲା ମୋ ଗୁଡ଼ି ଛୁଇଁବାକୁ? ମୋତେ ନ ପଚାରି ମୋ ଗୁଡ଼ି ତୁମେ ଉଡଉଛ କିପରି?"

3    429 23

ଶୀତ

Others

ଝିଅ ମୁଁ ଏ ଆଳୁବସ୍ତା ଟିକୁ ଭଲରେ ଝାଡ଼ିଝୁଡ଼ି ସଫା କରି ଦେଇଛି। ତୁ ୟା ଭିତରେ ପଶିଯା। ତୋତେ ଆଉ ଶୀତ ଲାଗିବନି।

2    2.7K 22

କସ୍ତୁରୀ ମୃଗ

Drama Others

ଆଜି କଣ ହେଲା କି ଯେ ଏତେ ଖୁସି। ହଉ ମୁଁ ଶାଢ଼ୀ ବଦଳେଇ ଆସୁଛି। ଶାଢ଼ୀ ରେ ରୋଷେଇ କଲାବେଳେ ହଳଦୀ ଲାଗି ଯାଇଛି।

6    1.8K 20

ଅଗଷ୍ଟ ୧୫

Inspirational

ଆଖିରୁ ତାର ଝର୍ଝର ହୋଇ ଲୁହ ବୋହିବାରେ ଲାଗିଥାଏ। ବବୁଲୁ ଏଇନା କଣ କରିବ? ତା ପକେଟ ରେ ଫଟା ପାହୁଲି ଟେ ବି ନ ଥିଲା ।

3    7.1K 29

ଲିପିଷ୍ଟିକ

Tragedy

ସନିଆ ଜାଣେ ତା ସ୍ତ୍ରୀର ମନକୁ।ତା ସ୍ତ୍ରୀ ରମ୍ଭାର ଭାରି ଇଚ୍ଛା ବାବୁଆଣୀ ମାନଙ୍କ ପରି ଷ୍ଟାଇଲି କରି ବଜାର ବୁଲିଯିବ।

4    9.4K 39