Audio

Forum

Read

Contests

Language


Write

Sign in
Wohoo!,
Dear user,



SARATA KUMAR DAS   Author of the Year 2018 - Nominee


ନିଃସଙ୍ଗତାର ସ୍ବର

Tragedy

ସ୍ବାର୍ଥପରତାର ଅନ୍ଧାରୀ ମୂଲକେ ବିବେକର ଦୀପ ଲିଭେ ଅହଙ୍କାର ଘେରା ପାପର ସାମ୍ରାଜ୍ୟେ ପ୍ରଳୟର ଶବ୍ଦ ଶୁଭେ ।।



1    7 0

ନିରୁର୍ଦ୍ଦିଷ୍ଟ

Others

ନିରୁର୍ଦ୍ଦିଷ୍ଟ ଲାଗେ ସୃଷ୍ଟିର ନିୟମ ପାପ ଓ ପୁଣ୍ୟର ସ୍ବର ନୀଡ ଭାଙ୍ଗିଯାଏ ପକ୍ଷୀ ଉଡିଯାଏ ନିରୁର୍ଦ୍ଦିଷ୍ଟ ନିରନ୍ତର ।।



1    4 0

ନିଃସଙ୍ଗତାର ସ୍ବର

Others

ପାପ ଓ ପୁଣ୍ୟର ଲୁଚକାଳି ଖେଳ ଅଧା ଛାଇ ଅଧ ଖରା ଅନ୍ଧାର ଆଲୋକ ଜୀବନର ପଥେ ପକ୍ଷୀ ହୁଏ ନୀଡ ହରା ।।



1    51 0

ତମେ ଆସିବ ବୋଲି-୧

Others

ଝଲମଲ ଦିଶୁଛି ଜାଇ-ଯୂଇ-ହେନାର ଗଜରା ତମର ସେ ଚୂର୍ଣ୍ଣ କୁନ୍ତଳରେ, ଘୁମାଇତ ଅନ୍ଧାରର ପରସ୍ତ ପରସ୍ତ ସ୍ତରୀଭୂତ ନୀରବତା



1    43 0

ତମେ ଆସିବ ବୋଲି - ୦୨

Romance Tragedy

ମୋ ଅବରୁଦ୍ଧ ସାମ୍ରାଜ୍ୟରେ ବିଷାଦର ବିଷଚକ୍ର, ନିତି ନିତି ପରିବର୍ତ୍ତନ ଜୀବନରଙ୍ଗର, ସ୍ବପ୍ନର ଆଉ ସମ୍ପର୍କର ।



1    7 0

ତମେ ଆସିବ ବୋଲି- ୩

Romance

ରଂଗ ବେରଙ୍ଗର ଫୁଲଙ୍କ ମେଳରେ ପଲ୍ଲବିତ ପାଦପ ପତର ମଳୟର କଅଁଳ ଛୁଆଁ ରେ ଫଗୁଣ ଫେରିଛି ପୁନଶ୍ଚ



1    2 0

ତମେ ଆସିବ ବୋଲି - ୦୪

Romance Tragedy

ଗୋଟାପଣ ଆବୃତ ହୋଇଯାଏ ମୁଁ ତମ ନୀଳ ନୀଳ ପ୍ରେମର ନୀଳ ଆକର୍ଷଣରେ ଭିଜିଯାଏ ମୁଁ ଆଉ ଭିଜୁଥାଏ ମୋ ଜୀବନର ବାକିତକ ଆୟୁଷ ।



1    24 0

ତମେ ଆସିବ ବୋଲି

Romance

ଜୀବନ ଲାଗୁଛି ନିଆରା ନିଆରା ଫଗୁଣରୁ ଝରୁଛି ମୁଠା ମୁଠା ଫଗୁ



1    313 13

ତମେ ଆସିବ ବୋଲି

Romance Tragedy

ଲଭିଲାଣି ଯେତକ ନିଃସଙ୍ଗ ଓ ଅଳସ ମୁହୂର୍ତ୍ତ ଧୂ ଧୂ ନୀଳ ଦାବାଗ୍ନିରେ ବାକି ଯାହା ଗଢାହେବ ପ୍ରୀତିର କୋଣାର୍କ ତୁମରି ଅନିନ୍ଦ୍ଯ ସ୍ପର୍ଶରେ ।



1    5 0

ଅର୍ଦ୍ଧାଙ୍ଗୀନି

Romance

ଜୀବନ ଯନ୍ତ୍ରଣା କଣ୍ଟକିତ ପଥେ ଚାଲିଥିବ ସାଥୀ ହୋଇ ।।



1    30 1

ପ୍ରୀତିପୂର୍ଣ୍ଣା

Romance Others

ତମେ ପ୍ରୀତିପୂର୍ଣ୍ଣା ପ୍ରୀତିରେ ଯେ ମଗ୍ନା ମୋ' ମନ ଅବ୍ୟକ୍ତ ଭାଷା ହୃଦୟର ମୋର ପ୍ରତିଟି ସ୍ପନ୍ଦନେ ଝରୁଥାଅ ହୋଇ ବର୍ଷା ।।



1    6 0

ଫେରି ଆସ ପ୍ରିୟା

Tragedy

ଫେରିଆସ ପ୍ରିୟା (ମୋ)ମାଟି ଅଗଣାକୁ ଭସା ବଉଦର ସାଥେ ହସୁଥିବ ଜହ୍ନ ହସୁଥିବେ ତାରା ଫୁଟୁଥିବ ଫୁଲ ପଥେ ।।



1    48 0

ବୈଶାଖ ଆସିଛି ଫେରି

Others

ଆକାଶ ଛାତିରୁ ଝରିପଡେ ତାତି ହୃଦୟେ କମ୍ପନ ଖେଳେ ଦେହ-ମନ-ପ୍ରାଣ ନିସ୍ତେଜ ଅବଶ ଜ୍ୟୋତି ଧାର ଚକ୍ରବାଳେ ।।



1    207 38

ଗଣତନ୍ତ୍ର ର ମହାପର୍ବ

Others

ସୂର୍ଯୋଦୟରୁ ସୂର୍ଯ୍ୟାସ୍ତ ଆକୁମାରୀ ହିମାଚଳ ଧରିତ୍ରୀ ର ଶୁଷ୍କ କଣ୍ଠେ ଜିନ୍ଦାବାଦ ଓ ମୁର୍ଦ୍ଦାବାଦର ନାରା ଆତସବାଜିର ପ୍ରକମ୍ପନ,ସାଜସଜ୍ଜା ତୋରଣ ,ମଣ୍ଡପ ପୁଣି ରାଜରାସ୍ତା ଉଠୁଛି ପଡୁଛି ଗାଁ ଦାଣ୍ଡ



1    27 0

ବୈଶାଖ ଆସିଛି ଫେରି

Fantasy Others

ନିଦାଘ ବୈଶାଖ ମରୁ ମରୀଚିକା ଜୀବନ ସଂଗୀତ ଗାଏ କଣ୍ଟକିତ ପଥେ ପାଦ ଚାପି ଚାପି ଝଡ ସାଥେ ଖେଳିହୁଏ ।।



1    15 0

ଶୂନ୍ୟତାର କୋଳେ

Others

ତାରା ଭରା ରାତି ଲୁହ ଢାଳେ ଧୀରେ ସପନ ତା' ହଜିଯାଏ କୋହର ଲହଡି ଭାଙ୍ଗୁଥାଏ ସଦା ନୀରବରେ ଚାହିଁଥାଏ



1    207 21

ରଙ୍ଗର ମହକ

Fantasy Others

ଧାଡି ଧାଡି ମଖମଲି ସ୍ବପ୍ନ ମଧୁ ବସନ୍ତ ର ମଧୁର ଲଗ୍ନରେ ; ପୁଲକିତ ମନ ପ୍ରାଣ ,ଉଜ୍ଜୀବିତ ଆତ୍ମା ରଙ୍ଗର ରଙ୍ଗିନ୍ ମହୋତ୍ସବରେ ।।



1    65 2

ଫଗୁଣର ମହକ

Others

ଫଗୁଣ ଆସେ ରଗଂ ବରଷେ ଭିଜାଏ ତନୁ ମନ ଦିନ ସରେନା ସରେନା ରାତି ସରେନା ପିଲାଦିନ ।।



1    10 0

ଅଶାନ୍ତ ଉପତ୍ୟକା

Others

ଆଲୋକର ରଂଗ ବଦଳି ଗଲାଣି ମଳୟରେ ନାହିଁ ବାସ୍ନା, ଜହ୍ନର ଜୋଛନା ସାଗର ମୂର୍ଚ୍ଛନା କରେ ନାହିଁ ଆନମନା ।।



1    25 1

ରଙ୍ଗ

Others

ଝରଇ ଝର ଝର ସୁପ୍ତ ଚେତନା ରୁଦ୍ଧ ଆବେଗ ତଲ୍ଲୀନ ଭାବ ଆଭାର ସ୍ବର୍ଗ ଉର୍ଦ୍ଧରେ ନିରନ୍ତର



1    49 1

କେବେ ତମେ

Others

ଲୁହରେ ତମର ଶ୍ରାବଣ ଝରଇ ରାଗିଲେ ଆଗ୍ନେୟଗିରି



1    310 16

ଫଗୁଣ

Others

ବଉଳରୁ ବାସ୍ନା ଝରେ ନିରନ୍ତର ମହମହ ବାସେ ମହୀ ପ୍ରୀତି ଉପବନେ ଚନ୍ଦନ କସ୍ତୁରୀ ସ୍ନିଗ୍ଧ ଧାରା ଯାଏ ବହି



1    105 2

ଫଗୁଣ ଆସିଛି ଫେରି

Others

ପ୍ରେମସିକ୍ତ ହୁଏ ତନୁ ମନ ପ୍ରାଣ ମିଳନର ପ୍ରତୀକ୍ଷାରେ ପହିଲି ଫଗୁଣ ପହିଲି ପରଶେ କାମନାର ଅର୍ଘ୍ଯ ଝରେ ।।



1    69 2

ଜାଗର

Others

ଜାଗର ରାତିରେ ଜଳିବ ଦୀପାଳି ଚଉଦିଗ ତୁରୀ ଭେରୀ ଉଜାଗର ରହି ଶିବ ପୂଜନରେ ପଡିବ ଆଶିଷ ଝରି ।।



1    271 15

ଅବଶୋଶ

Others

କୂଳ ଲଂଘନ କରେ ବାରମ୍ବାର ମାଡି ଚାଲେ ପାହାଡ ପର୍ବତ ବେଦନାର ଅନ୍ତରାଳେ ରଣହୁଙ୍କାର



1    71 2

ଶହୀଦ

Others

ବରଫର ଶୀତଳ କାନ୍ଥରେ ପାହାଡର ଫୁଙ୍ଗୁଳା ମଥାରେ ଜଙ୍ଗଲର ସର୍ପିଳ ଛାତିରେ ଅବା ସୀମାହୀନ ସମୁଦ୍ରର



1    276 39

ଝିଅ ପାଇଁ ଉପହାର

Others

ଝାରିବୁନି କେବେ ବୁନ୍ଦାଏ ଲୁହ ତୁ ଅଜାଡି ଦେବୁ ତୁ ମୋତେ ବାକିଥିବା ଯେତେ ଆୟୁଷ୍ମ ମୋହର ସମର୍ପି ଦେବି ମୁଁ ତୋତେ ।।



1    196 7

ଦେଖିଛ କି କେବେ ମଣିଷକୁ

Abstract Others

ଚୌହଦୀ ମଧ୍ୟରେ ହାଡ,ମାଂସ ,ରକ୍ତର ଶରୀର ନେଇ ଦୁଃଖର କଣ୍ଟକିତ ଅର୍ଗଳିରେ ଠୋ ଠୋ ହସୁଥିବା ମଣିଷକୁ ଚିହ୍ନିବାଟା ସତରେ ଏକଦମ୍ କଷ୍ଟ ।।



1    87 4

ଭିନ୍ନ ଏକ ସମ୍ପର୍କ

Others

ଭିଜୁଥିଲା ମନ ପ୍ରାଣ ମୋର ଝରୁଥିଲା ଅମାନିଆ ଶ୍ରାବଣର ଧାର ମୋ ଆଖିର ନିଭୃତ କୋଣରୁ ହଜୁଥିଲା ଅଦୃଶ୍ୟ ଠିକଣା



1    323 10

ଦୁର୍ନୀତି ( ସନେଟ୍)

Others

ଶକୁନିର ଅଟ୍ଟହାସ୍ୟ ସୃଷ୍ଟିକରେ କେତେ ପ୍ରତିଧ୍ବନି ନିତି ମନ୍ଥରାର କୂଟଚକ୍ରେ ବିକଳାଙ୍ଗ ଯେତେ ପୁଣ୍ୟ ରାଜନୀତି ।।



1    306 5

ଖୋଜେ ମୁଁ ତୁମକୁ ( ସନେଟ୍)

Others

ଖୋଜେ ମୁଁ ତୁମକୁ ରାସକୁଂଜେ କେବେ ଖୋଜେ ଯମୁନାରକୂଳେ ଖୋଜେମୁଁ ତୁମକୁ ଗୋପଦାଣ୍ଡେ କେବେ ଖୋଜେ ଗୋପାଙ୍ଗନା ମେଳେ ।।



1    282 25

ଏଇ ବୋଧେ ପ୍ରେମ

Others

ସତରେ ସମୟ ବଡ ବଳବାନ ଧୋକାଦେଲା ଅଦୃଶ୍ୟରେ ଲୁଚି ଲୁଚି ଆମ ଦୁହିଁଙ୍କ ଅଲକ୍ଷରେ



1    214 39

ବୁଢୀ ଅସୁରୁଣୀ

Fantasy Others

ଭାବିନେଲି ଆଜି ରବିବାର ବୋଧହୁଏ ଆଜି ତା'ର ଛୁଟିଦିନ ଆସିବି କାଲିକି ଭେଟିବି ନିଶ୍ଚୟ ରାତି ହେଉ ଅବା ଦିନ ଡରିବିନି ଜମା, କେବେ ବି ନୁହେଁ ।



2    65 2

ଜୀବନ

Others

ଶୂନ୍ ରେ ଶୂନ୍ ମିଶିଲେ ଶୂନ୍ ଶୂନ ରେ ଶୂନ ଗୁଣିଲେ ଶୂନ୍



1    68 2

ଆଗନ୍ତୁକ

Others

କେବେ କେବେ ଧରେଇଦିଅ ରଙ୍ଗ ତୂଳିଟିଏ ମୋତେ ଛବିଟିଏ ଆଙ୍କିବାକୁ ବାଧ୍ୟକର 'ମୋନାଲିସା' ଅବା 'କ୍ଲିଓପେଟ୍ରା'



1    69 3

ମୁଁ ଫେସ୍ ବୁକ୍ ର କବି

Others

ମମତାର ସୁରେ ଗାଏ ମୁଁ ସଂଗୀତ ଭାତୃତ୍ବ ମୂର୍ଚ୍ଛନା ତାଳେ ମୁକୁଳିତ କଢି ବାସ୍ନା ଭୁରୁଭୁରୁ ସଂଧ୍ୟାର ପ୍ରଦୀପ ଜାଳେ



1    84 3

ଉଡାଣ

Others

ଇନ୍ଦ୍ରଧନୁର ସାତରଂଗ ନେଇ ଫଗୁଣର ସହରରେ ଫୁଲଙ୍କ ମେଳରେ ପାଦଶବ୍ଦ ଶୁଭୁଥାଉ ଜୀବନର , ହସୁଥାଉ ନିଛାଟିଆ ଖରାବେଳେ



1    72 4

ତୁମେ ପାଖେ ଥିଲେ

Others

ତୁମେ ପାଖେ ଥିଲେ ବିନା ଫଗୁଣରେ ଫଗୁ ଝରେ ଝର ଝର ନିର୍ମଳ ଆକାଶେ ଇନ୍ଦ୍ରଧନୁ ଖେଳେ ସାତରଂଗ ସମାହାର ।।



1    7 0

କଳା ଛାଇ

Abstract Others

କେବଳ ତତଲା ନିଶ୍ବାସ କେତୋଟି ଘୂରିବୁଲୁଥିବ ମାଟିରୁ ଆକାଶ କ୍ଷତାକ୍ତ ଓ ଯନ୍ତ୍ରଣାକ୍ତ ହୋଇ ପୁନଶ୍ଚ କଳା ଛାଇରୁ ମୁକ୍ତ ହେବାଯାଏ ।।



1    164 4

ସପନରେ ପ୍ରିୟା ତୁମେ

Romance

ଦୀପ୍ତିମନ୍ତ ହେଲା ଆଶାର ଦୀପାଳି ତମିସ୍ରା ବଳୟ ଭେଦି ହାତ ପାପୁଲି ରେ ଜହ୍ନ ଖେଳୁଥିଲା ସୁରଭିତ ଯଜ୍ଞବେଦୀ ।।



1    111 5

ଖୋଜୁଛି ତୁମକୁ ସାଥୀ

Others Tragedy

ପ୍ରୀତିର ମଦିରା ଢାଳିଦେଉଥିଲ ଛୁଇଁ ଯାଉଥିଲା ଓଠ କାମନା ଅଗ୍ନି ରେ ଜଳିଯାଉଥିଲି ଆଙ୍କୁଥିଲି ଚିତ୍ରପଟ ।।



1    109 2

ନୂଆବର୍ଷ ! ସ୍ବାଗତ ତୁମକୁ

Others

ଫୁଲର ଦୋଳିରେ ଝୁଲିଲାଣି ଦିନ ମଧୁପ ଗୁଂଜନ ଭରା ପ୍ରୀତିର ପୁଲକେ ଶିହରିତ ମହୀ ସୁବର୍ଣ୍ଣର ମଧୁଝରା ।।



1    97 4

ନୂଆବର୍ଷ ! ସ୍ବାଗତ ତୁମକୁ

Others

କାକର ବିନ୍ଦୁରେ ଢଳଢଳ ଛବି ବାଜିଲାଣି ଶୁଭ ଶଙ୍ଖ ସରଗ ରାଇଜୁ ପୀୟୂଷର ଧାର ପ୍ରବାହିତ ଯେତେ ସୁଖ



1    70 3

ପ୍ରେମମୟ ଯୀଶୁ

Others

ବେଳ ଆସି ଉଛୁର ହେଲାଣି ଗଛ ପତ୍ର ବିବର୍ଣ୍ଣ ହେଲାଣି ହୁତୁ ହୁତୁ ଜଳିଲାଣି ମିଥ୍ୟା ,କପଟତାର ଲେଲିହାନ ଶିଖା ଆଉଟୁ ପାଉଟୁ ଯନ୍ତ୍ରଣାସିକ୍ତ ହୃଦୟ..



1    321 6

ଶୀତ

Others

ସୋରିଷ ର କ୍ଷେତ ପୁଷ୍ପେ ବିମଣ୍ଡିତ ମଧୁପ ଗୁଂଜନ ଭରା ମଧୁର ମହକେ ହସେ ଶାଳବଣ ହସିଲାଣି ଶସାଗରା ।।



1    2.4K 4

ଶୀତ ନଇଁ ନଇଁ ଆସେ

Others

ନିଥର ନୀରବ ରାତ୍ରିର ପ୍ରହର ଥୁରୁ ଥୁରୁ ଥରୁଥାଏ ଶୀତଳ ପବନ ମୃଦୁ ସମ୍ମୋହନ ପ୍ରେମସିକ୍ତ କରୁଥାଏ ।।



1    2.1K 5

ଶବ

Tragedy

ନିଷ୍ଠୁର ନାଗଫାଶରୁ ମୁକ୍ତି ସେ ଛୁଉଁଥିଲା ତନୁ ତା'ର ମାଟିରୁ ଆକାଶ ଝର ଝର ଝରୁଥିଲା



1    971 2

ଶୀତ ନଇଁ ନଇଁ ଆସେ

Others

ପାଦ ଚାପି ଧୀରେ ଲାଜକୁଳି ଲତା ଆସେ ବାତାୟନ ପଥେ ମୁଗ୍‌ଧ ଚାହାଣୀରେ ପ୍ରୀତି ର ମଦିରା ସତେକି ଢାଳୁଛି ହାତେ



1    2.7K 8

ସପନ ନାୟିକା

Others

ସପନରେ ବନ୍ଧା ତା' ଜୀବନ ସ୍ବର ସପନର ମଧୁବନ ସପନ ସାଗରେ ଲହଡି ଭାଙ୍ଗେ ସେ ସ୍ବପ୍ନସିକ୍ତା ତନୁ ମନ



1    583 5

ମଲାସ୍ବପ୍ନ

Others

ସାତ ସୁରେ ବନ୍ଧା ଜୀବନ ସଂଗୀତ ବଦଳିଲା ଋତୁ ବଦଳିଲା ଗୀତ



1    2.8K 6

ଆଗନ୍ତୁକ

Fantasy Romance

ପାଦଚାପି ଧୀରେଧୀରେ ଅକାଳେ ସକାଳେ କେବେ କେଉଁଦିନ ବିସ୍ମୃତିର ପଥଧାରେ ଜୀବନ୍ଯାସ ପାଇଯିବେ କାଳେ ମଲାସ୍ବପ୍ନମାନେ ଭଙ୍ଗାମନର କବର ତଳେ ।।



1    5.3K 13

ନୂଆବର୍ଷର ମହକ

Others

କିଛି କିଛି ନୂଆ ଲାଗେ ମନ ପ୍ରାଣ ଓ ଶରୀର ଆଶାର କଅଁଳ କଢିଗୁଡିକ ମୁକୁଳିଯାଆନ୍ତି ଶୂନ୍ୟ ରୁ ମହାଶୂନ୍ୟ କୁ



1    3.2K 5

ଜୀବନ

Others

ଅଜଣା ପଥିକ ଭଗ୍ନ ପାନ୍ଥଶାଳା ଦୃଶ୍ୟହୀନ ଲାଗେ ଦିଗ ଛାଇ ଆଲୁଅରେ ଜୀବନ ଖେଳୁଛି ବୃଥା ଅହମିକା ରାଗ ।।



1    4.2K 4

ମୁକ୍ତି

Others

ସ୍ଵର୍ଗୀୟ ଭାବନା ଦିବ୍ୟତ୍ବରେ ଭରା ଅନିର୍ବଚନୀୟ ଠାଣି ସତ୍ୟ ,ଧର୍ମ, ନ୍ୟାୟ ପଥେ ଆଗୁସାର ଥାପିଥିବ ପାଦ ଜାଣି।।



1    4.6K 2

ପୁଣ୍ୟ

Inspirational Others

ପୁଣ୍ୟ ଏକ ନୂତନ ସନ୍ଦେଶ ସ୍ବର୍ଣ୍ଣାଭ ବଳୟ ମୁକ୍ତି ତୀର୍ଥ ଅନ୍ଧାର ରୁ ଆଲୋକ କୁ ଯାତ୍ରା ଅଦିବ୍ୟରୁ ଦିବ୍ୟତ୍ବ ର ପଥ ।।



1    4.1K 5

ନାରୀ

Others

ଫୁଲ ର ପାଖୁଡା ତୁମେ ଗୀତର ମୁଖୁଡା ମଧୁ କୁଂଜବନ କେବେ ସ୍ମୃତି ର ଟୁକୁଡା ।



1    4.2K 3

ଇଚ୍ଛା

Inspirational Others

ଅବିଶ୍ବାସ ବିଶ୍ବାସ ରେ ବଦଳିଯାଆନ୍ତା ମଣିଷମାନେ ଈଶ୍ବର ପାଲଟିଯାଆନ୍ତେ ଦାନବମାନେ ମଣିଷ ରେ ବଦଳିଯାଆନ୍ତେ ।



1    4.2K 4

ହାତ ଠାରି ଡାକେ ମୋ ଗାଁ ସ୍ମୃତି

Fantasy Others

ସ୍ମୃତି ପଥେ ଆସେ ପାହାନ୍ତିଆ ଦ୍ୟୁତି ଝଲମଲ ରଂଗ ଓ ବେରଙ୍ଗ କେତେବେଳେ ସୁମଧୁର ଆକର୍ଷଣ କେତେବେଳେ ଉତ୍ତାଳ ତରଙ୍ଗ।।



2    8.9K 11

ଶିମିଳିପାଳରେ ରାତି

Others

ସବୁଜ କେଦାର ଖେଳୁଥିଲା ଦୋଳି ଶୀତୁଆ ପବନ ଛୁଉଁଥିଲା ଧୂଳି ଶିଆଳି ଲତା ର କୋଳେ



1    4.5K 2

ମୋ ଗାଁ କୁ ସଂଜ ଆସେ ନଇଁ ନଇଁ

Others

ନଈ ତୁଠ ଧାରେ କଳସୀ କାଖେଇ ଫେରନ୍ତି ଗ୍ରାମ ଲଳନା ମଧୁ ବସନ୍ତ ର ମଧୁର ପବନେ ମନ ହୁଏ ଆନମନା



1    9.2K 1

ସକାଳ ଆସିଛି ମୋ ଗାଁ ଦାଣ୍ଡରେ

Others

କୁମ୍ଭାଟୁଆ ଗାଏ ପ୍ରଭାତୀ ସଂଗୀତ କାକ ମୁଖେ ମନ୍ତ୍ର ପାଠ କୁକୁଟ ରାବରେ ପ୍ରଭାତ ଆସଇ ମନରେ ଭରି ଉଚ୍ଚାଟ ।।



1    10.0K 6

ମୋ ଗାଁ

Others

ଦୂର ଶାଳବଣ, ଆମ୍ବ ତୋଟା, ଲମ୍ବା ତାଳଗଛ, ନଈ, ପାହାଡ , ମାଛ ପୋଖରୀ ଓ ତା' ଚତୁର୍ଦିଗ ନଡିଆ ଗଛର ଛାଇ ଏକ ମନୋଜ୍ଞ ପରିବେଶ , ସବୁଜ ନିଳୟ



2    9.2K 8

ଶେଷ ଫଗୁଣର ଚିଠି

Others

ସେଦିନ ତମେ ଥିଲ ମୁକ୍ତ ବିହଙ୍ଗିଣୀ ସୁନୀଳ ଆକାଶ ର ପ୍ରସସ୍ଥ ଛାତିରେ



3    5.0K 7

ଛାଇ

Fantasy Others

ମୋ ପିଠି ରେ ଲାଉହୋଇ ଘୂରିବୁଲୁଛି ଚଉଦିଗ ଉତ୍ତର ମେରୁ ଓ ଦକ୍ଷିଣ ମେରୁ ବୋଧହୁଏ ସମୟର ଚକାଭଉଁରୀରେ "ମୁଁ "ନିଜେ ପାଲଟି ଯାଇଛି ଏକ ମସ୍ତବଡ"ଛାଇ"



1    9.6K 5

ଝଡ

Others

ଏମିତି କାହିଁକି ହୁଏ ବେଳେ ବେଳେ ଜୀବନଟା କାହିଁକି ଧୋକାଦିଏ କିଛି କରିବାରେ ନଥାଏ ଛଳନାକୁ ଛାତିରେ ଜାବୁଡି ପରମ ଶାନ୍ତି ରେ ଶୋଇବାକୁ ହୁଏ



2    9.6K 2

କେନ୍ଦୁଝର

Others

ଅଲିଭା ସ୍ବାକ୍ଷର ଚିର ଭାସ୍ବର ସତରେ କୋଟି କୋଟି ପ୍ରଣାମ ଏ ପୁଣ୍ୟ ଭୂଇଁ ମୋ ପ୍ରିୟ କେନ୍ଦୁଝର ।।



2    8.6K 3

ବରଷା ରାଣୀ

Children

କଳାମେଘୀ ପାଟେ ଦିଶୁ ତୁ ସୁନ୍ଦର ଓଢଣିରେ ଇନ୍ଦ୍ରଧନୁ , କଦମ୍ବ ପତ୍ର ରେ ଢଳଢଳ ତନୁ ଲୁଚନ୍ତି ସରମେ ଭାନୁ



1    5.6K 6

ବର୍ଷାର ଅନ୍ତରାଳେ

Others

ସାଗର ବେଳାରେ ଖୋଜୁନି ଶାମୁକା ଖୋଜୁନି ମୁକ୍ତା ମୁଁ ନିତି, ବନ୍ଦୀ ମୁଁ ଆଜି ନିଜ କୋଳାହଳେ ଖୋଜୁଛି ଟିକିଏ ପ୍ରୀତି ।।



1    4.8K 8

ଭୋକ

Others

ଛାଇ ଆଲୁଅର ଖେଳ ପାପ ପୁଣ୍ୟର ବିଚାର ଯୋଜନ ଯୋଜନ ଦୂରତା ମାଟି ଓ ଆକାଶ ମଧ୍ୟରେ



1    5.7K 8

ଜୀବନ

Inspirational

ଅଜଣା ପଥିକ ଭଗ୍ନ ପାନ୍ଥଶାଳା ଦୃଶ୍ୟହୀନ ଲାଗେ ଦିଗ ଛାଇ ଆଲୁଅରେ ଜୀବନ ଖେଳୁଛି ବୃଥା ଅହମିକା ରାଗ ।।



1    5.3K 4

ଅବ୍ୟକ୍ତ ଯନ୍ତ୍ରଣା

Tragedy

ସମୟର ଶ୍ବେତହସ୍ତୀ ବାଟବଣା ହୁଏ ନିସ୍ତେଜ,ନିଷ୍ପ୍ରଭ,ନିଃଶବ୍ଦ ସାମ୍ରାଜ୍ୟରେ



1    4.6K 3

ମୋ ସହରରେ ବର୍ଷା

Others

ଦୂର ଶାଳବଣ ଝଙ୍କାଳିଆ ପତ୍ର ଗହଳରେ ଥପ୍ ଥପ୍ ବର୍ଷା ର ମଧୁର ତାନରେ ମୁରୁକି ହସୁଛି ଲାଜେଇ ଜହ୍ନ ବଢିଚାଲିଛି ରାତିର ବୟସ ,



1    5.2K 5

ପ୍ରୀତିର ମହକ

Romance

ମୋ ଜୀବନ ବୀଣାର ଗୀତି ଆତୁରେ ତାକୁ ମୁଁ ଖୋଜୁଛି ମୋ ତାପିତ ହୃଦେ ତା' କୋମଳ ସ୍ପର୍ଶ ଝଲମଲ ହୋଇ ଜଳୁଛି ।।



1    9.6K 6

ଲୁହ

Tragedy

ମୋ ଆଖି ରେ ବିଦ୍ୟମାନ ତମରି ଅସ୍ତିତ୍ବ ସଦା ନିରନ୍ତର ତମେ ମୋର ଚିର ସହଚର ।।



1    9.6K 6

ଶୂନ୍ୟ ପଂଜୁରୀ

Tragedy

ଗୋଟେ ଛତା ଥିଲା ଦୁହିଁଙ୍କ ସାହାରା ଟପ୍ ଟପ୍ ବର୍ଷା ର ରିମଝିମ୍ ସୁରେ ନାଚୁଥିଲା ମନ ନାଚୁଥିଲା ପ୍ରାଣ ନାଚୁଥିଲେ ଗଛ ଲତା ନଦ ନଦୀ ପାହାଡି ଝରଣା



1    5.2K 7

ଭିନ୍ନ ଏକ ମଣିଷ ମୁଁ

Inspirational Others

ଛୁଇଁବାର ସକଳ ଚେଷ୍ଟା କରି ଅସଫଳ ହେବାର ଜ୍ବଳନ୍ତ ପ୍ରତୀକ ଭିନ୍ନ ଏକ ଅସହାୟ ମଣିଷ ମୁଁ ଭିନ୍ନ ଏକ ଜଗତର ।।



1    9.7K 4

ନୀଳ ପ୍ରେମିକା

Romance

ପୁନେଇଁ ର ଚାନ୍ଦ ଝରାଏ ଜୋଛନା ନୀଳ ନିଳୟ ର କୋଳେ ନୀଳ ଚିଠି ତୁମ ନୀଳ ଲଫାପାରେ ସ୍ମୃତି ର ସ୍ତବକ ତୋଳେ ।।



1    5.5K 1

କାର୍ତ୍ତିକ ପୂର୍ଣ୍ଣିମା

Others

ଦରିଆ ବୁକୁରେ ବୋଇତ ମେଲାଇ ବେପାରେ ବାଣିଜ୍ୟେ ଦୂର ଦେଶ ଯାଇ



1    5.5K 5

ସ୍ମୃତି

Others

ସ୍ମୃତି ତମେ କେବେ ପୂର୍ଣ୍ଣ ତପୋବନ ପୂର୍ଣ୍ଣତାର ପୂର୍ଣ୍ଣ ଶଶୀ ମଧୁର ସମୀର ଧବଳ ଜୋଛନା ପଡଇ ସରଗୁ ଖସି



1    12.3K 6

ସ୍ମୃତି ସେତ ରୂପା ଜହ୍ନ

Others

ସ୍ମୃତି ସେତ ଅଝଟିଆ ପିଲାଦିନ ବାଲିଘର କଣ୍ଢେଇର ଖେଳ କେତେବେଳେ ଡହ ଡହ ମରୁଭୂମି କେତେବେଳେ ସ୍ବପ୍ନ ଢଳଢଳ



1    6.3K 3

ଆର୍ଯ୍ୟଭୂଇଁ

Inspirational

ଜୈନ ମହାବୀର ଗଉତମ ବୁଦ୍ଧ କେତେ ଯେ ମନିଷୀଗଣ, ସମ୍ରାଟ ଅଶୋକ ଆଦି କେତେ ବୀର ଧନ୍ୟ କଲେ ମାଟି ରଖିଛନ୍ତି ସ୍ବାଭିମାନ ।।



1    6.7K 3

ଦୀପାଳିର ଶେଷ ଦୃଶ୍ୟ

Fantasy Others

ତଥାପି ସଂଘର୍ଷ ଚାଲିଛି ଚାଲିଥିବ ସମୟର ବଡଦାଣ୍ଡ ରେ ଝଲମଲ ହେଉଥିବ ପାଦଚିହ୍ନ ଯୁଗରୁ ଯୁଗ ପର୍ଯ୍ୟନ୍ତ ।



1    14.1K 3

ଅନ୍ଧକାର

Others

ଅନ୍ଧାର ବିନା ଆଲୋକ ପ୍ରକଟ ଏକ ନିଷ୍ଫଳ ପ୍ରୟାସ ଏକ ଉଦ୍ଭଟ ଚିନ୍ତନ ।।



1    14.1K 4

ଭଗ୍ନ ପାନ୍ଥଶାଳା

Fantasy Inspirational

ପରିଚୟ ନଥାଏ କାହା ସହ କାହାର ରାତିର ରଜନୀଗଂଧା ସକାଳକୁ ବାସହରା ଠିକ୍ ମଂଚ ର ଚରିତ୍ର ମାନଙ୍କ ଭଳି ଓ ମୋ ଭଳି ହତଭାଗ୍ଯ ଦର୍ଶକମାନଙ୍କ ଭଳି।।



1    13.1K 8

ଶୀତ

Others

ପ୍ରୀତିର ଚୁମ୍ବନ ଆଙ୍କି ହୋଇଯିବ ଧରିତ୍ରୀ ର ଓଠ ଧାରେ ଦୂର ଚକ୍ରବାଳେ ଜହ୍ନ ହସୁଥିବ ମିଳନର ପ୍ରତୀକ୍ଷା ରେ ।।



1    13.8K 6

ପରକୀୟା

Others

ସ୍ବାଧୀନତା ନାମେ କଳଙ୍କ ଲାଗିଲା ନାରୀ ହେଲା ପଣ୍ୟାଙ୍ଗନା ପରକୀୟା ପ୍ରୀତି ଆଇନତଃ ସିଦ୍ଧ ପାପରେ ହେବନି ଗଣ୍ୟା



1    6.9K 2

ଫିକା ଫିକା ପୁନେଇଁର ଜହ୍ନ

Others

ତୁଳସୀ ମୂଳରେ ଜଳୁନି ସଂଜବତୀ ଧୂପ ,ଦୀପ, ନୈବେଦ୍ୟ ର ପବିତ୍ର ମହକ ଆଜି ଯେପରି ବାସହୀନ ସବୁ ଯେମିତି ସ୍ଥାଣୁ ପ୍ରାଣହୀନ।



1    6.9K 3

ସ୍ମୁତି ସେତ ରୂପା ଜହ୍ନ

Others

ମନେପଡେ ମୋ ପିଲାଦିନ ଗାଅଁ।ଦାଣ୍ଡ ,ଲୁଚୁକାଳି ,କବାଡି,ବାଗୁଡି ପଂଚୁଦୋଳ,ପୁଚିଖେଳ,କୁଆଁର ପୁନେଇଁ ପୁଣି ରଜଦୋଳି,ମକର ସଂକ୍ରାନ୍ତି



1    13.4K 2

ପ୍ରେମଶୀଳା ରାଧିକା

Classics

କାହ୍ନା ମନ ଜିଣା ନୁପୂର ବାଜଣା ଶୁଭୁନାହିଁ ଘନ ଘନ ହତଶୀରି ଲାଗେ ଏ ଗୋପ ନଗର କେଣେ ଗଲେ ଘନଶ୍ୟାମ ।। ଝୁରେ ଗୋପପୁର ଝୁରେ ଗୋପାଙ୍ଗନା



1    6.6K 4

ମୋ ଗାଁକୁ ସଞ୍ଜ ଆସିଛି

Others

ନିଦ ପାଲିଙ୍କି ରେ ସପନ ଆସଇ ରାତି ବଢେ ଧୀରେ ଧୀରେ ମୋ' ଗାଆଁ ତୁଠ ଆମ୍ବବଣ ପାଟ ଶାନ୍ତି ରେ ନିଶ୍ବାସ ମାରେ ।।



1    6.8K 7

ନିର୍ବାଣ

Abstract Fantasy Inspirational

ନିରୁକ୍ତ କାମନାର ଅନ୍ତରାଳେ ସୁଗନ୍ଧିତ କସ୍ତୁରୀର ଅନ୍ବେଷଣ ନୁହେଁ ବରଂ ଖୋଜେ ମୁଁ ନିର୍ବାଣର ନିରୋଳା ପାଦଶଦ୍ଦ ।।



1    13.3K 4

ଶବ୍ଦଭେଦୀ

Inspirational Others

ମାଟି କୁ ଛୁଉଁ ଥାଉ ମ୍ରର୍ମକୁ ଭେଦୁଥାଉ ଶବ୍ଦ ରୁ ଶବ୍ଦ କୁ ଡେଉଁଥାଉ ଏ ସୃଷ୍ଟି ର କୋଳାହଳ ପଥେ ।।



1    13.0K 2

ବଦଳୁଥିବା ଊତୁ

Fantasy Others

ସାତ ରଂଗର ଫଲଗୁ ରେ ପରସ୍ତ ପରସ୍ତ କଳାମେଘ ର ଆସ୍ତରଣ ଅପସରି ଗଲା ହସିଲା ଜହ୍ନ ବଉଦ ଫାଙ୍କରେ ।।



1    12.5K 6

ସମୟର ଶେଷ ପରିଣତି

Inspirational

ନିଗିଡି ପଡେ ଦୁଇ ବିନ୍ଦୁ ଅଶ୍ରୁ ବ୍ୟର୍ଥହୁଏ ସମୟର ଶେଷ ନିବେଦନ ଆକୁଳ ମର୍ମସ୍ପର୍ଶୀ ଯନ୍ତ୍ରଣା ର ଶେଷହୀନ କରୁଣ ଚିତ୍କାର ।।।



1    13.5K 5

ବର୍ଷା ଓ ଦିଗହରା ମଣିଷ

Others Tragedy

କେତେ ନିବୁଜ କେତେ ନିଷିଦ୍ଧ ଇଛାମାନଙ୍କର ସର୍ବନାଶ , ସମୟର ଚକାଭଉଁରୀରେ କେତେ ଓଲଟ ପାଲଟ ମଣିଷର ଭାଗ୍ୟ ଓ ଭବିଷ୍ୟତ ।।



1    13.0K 3

ଦୀପାବଳି

Others

ଅଖଣ୍ଡ ଦୀପାଳି ଅଲୌକିକ ଶକ୍ତି ପ୍ଳାବିତ ଏ ଧରା କୋଳେ ଦୁର୍ନୀତି ସାମ୍ରାଜ୍ୟ ହିଂସାର ପର୍ବତ ଭାଙ୍ଗିଯାଉ ଅବହେଳେ



1    6.7K 4

ଅର୍ବାଚୀନ

Others

କିଏ ଜାଣୁ ବା ନଜାଣୁ କିଏ ବୁଝୁ ବା ନବୁଝୁ ମୁଁ କିନ୍ତୁ ଭଲଭାବେ ଜାଣେ ସେ ଏକ ଥୁଣ୍ଟା ବରଗଛଟିଏ



1    13.7K 7

ନିଷ୍ଠୁର ନିଃସଙ୍ଗତା

Others

ଆକାଶରୁ ଝରଝର ଝରିଯିବ ଚନ୍ଦନ ର ନିର୍ଝର,



1    6.9K 2

ମଲାଜହ୍ନ

Others

ଝିଙ୍କାରୀର ଝିଁ ଝିଁ ଶବ୍ଦ ଚତୁର୍ଦିଗ ଖାଁ ଖାଁ ଝିପି ଝିପି ବର୍ଷା ର ତାଣ୍ଡବ କୋହଲା ପବନ



1    7.1K 8

ମୋ ଦେଶ ମୋ ମାଟି

Others

ଏଇ ମୋ ଫୂଜାଫୁଲ ପାର୍ବଣ ଭରା ରୂପ ପଶରା ଦିବ୍ୟ ମହକ ଜ୍ୟୋତି ପ୍ରକଟ କଳନା ନାହିଁ ମୂଲ ।



1    13.8K 7

ବୁଢା ମଣିଷ

Others

ଚାହିଁବାର ସୁଯୋଗ ମିଳେନି ପଛକୁ ଯେତେ ଇଛା ଥିଲେ ବି ଏବେ କେବଳ ଭୁଲିବାର ବେଳ ଗଢିଥିବା ସବୁ ସମ୍ପର୍କକୁ



2    6.6K 6

ବାପୁ ! ତୁମେ ଆସିବକି ଫେରି

Others

ଭୁଲିଗଲ ତୁମ ସ୍ବପ୍ନ ର ତୀର୍ଥ କୁ ଭୁଲିଗଲ ମାଟିର ମଣିଷଙ୍କୁ



1    6.6K 5

ଆଜି ରବିବାର

Others

ବାଇଗଣ ଚାଳିଶକୁ ପୋଟଳ ପଚାଶ କୁକୁଡା, ଖାସୀ, ମାଛ ବଜାରରେ ନିଆଁ ଲାଗିଛି ଉଠୁଛି ପଡୁଛି ହାଟ ଦାଣ୍ଡ ନାନା ଜାତି ଦ୍ରବ୍ୟର ପଶରା ମେଲିଛି



1    6.7K 6

ମୋ ଗାଁ

Others

ମୋ ଗାଁ ରେ ରହିଛି ଭରପୂର ଫୁଲ ଗଛ ରଂଗ ବେରଂଗର, ନାଲି କୃଷ୍ଣଚୂଡାର ର କଅଁଳ ପାଖୁଡା କିଆ-କେତକୀର ଭୂରୁଭୂରୁ ବାସ୍ନା



2    6.8K 9

ବିରହିଣୀ ଧରା

Others

ଅପେକ୍ଷା କେବଳ କେତୋଟି ପ୍ରହର ପ୍ରିୟ ମୁହଁ ଝଲମଲ ମନକୁ ସାନ୍ତନା ଦିଅନ୍ତି ଧରିତ୍ରୀ ପ୍ରାଣ ଯାହା କଲବଲ ।।



1    13.1K 2

ମୋ ବୋଉ

Others

ମୋ ବୋଉ ସ୍ଥିତପ୍ରଜ୍ଞା ଧୀର ସ୍ଥିର ସରଳ ବିଶ୍ବାସୀ ଦୁନିଆ ର କୁଟିଳତା ଠାରୁ ବହୁ ଦୂରରେ ଭାଗ ମାପରେ ସେ ଚାଲେ ନାହଁ ହିସାବ କିତାବ ରଖେନି ସେ..



2    6.2K 8

କୁଆଁର ପୁନେଇଁ ଜହ୍ନ

Abstract Others

ଜହ୍ନିଫୁଲ ଠୋ ଠା " "କାକୁଡି ଫୁଲ ଠୋ ଠା" "କୁଆଁର ପୁନେଇଁ ଜହ୍ନ ଗୋ ଫୁଲ ବଉଳବେଣୀ" ଲହଡି ଭାଙ୍ଗୁଛି ଯାହା ଗଭୀର ନୀରବତା .....



1    13.7K 8

ବାପାଙ୍କ କୋକେଇ

Others

"ଜାଣିଲଣି ପ୍ରିୟେ ! ବାପା ଆମ ଚାଲିଯିବେ ଆଉ କିଛି ସମୟ ପରେ ଆଜି ରାତି ଠିକ୍ ଦଶଟାରେ ଡାକ୍ତର କହିଲେ ।"



2    7.0K 5

ନୀଳ ଛାଇ

Fantasy Others Romance

ସେତେ ବେଶୀ ମନେ ପଡ ତମେ ଦଂଶନ କରୁଥାଏ ନିତି ତମ ସ୍ମୃତି ସବୁ କେଉଁ ଏକ ବିଜନ ବେଳାରେ ସତରେ ପ୍ରିୟା ତମେ ନୀଳ ନୀଳ ଛାଇଟିଏ ମୋ ଭାଗ୍ୟ ରେଖାରେ ।।



1    12.5K 1

ଭିଜା ଭିଜା ସ୍ମୃତି

Fantasy Others Romance

ନିସର୍ତ୍ତ ଆଜାଡି ଦେଇଥିଲ ସବୁତକ ଭଲପାଇବା ଓ କୋମଳ ଦରଦି ହୃଦୟ ତୁମର କହିଁକି ନା ମୋ ଠାରୁ ଅଧିକ ଭଲପାଉଥିଲ ତୁମେ ଏପରିକି ନିଜ ଜୀବନ ଠାରୁ ଆହୁରି



1    13.7K 7

ସମ୍ପର୍କର ସ୍ବର

Fantasy Others Romance

ବଦଳିଯାଉଛି ସମ୍ପର୍କର ଋତୁ ବଢିଯାଏ ବ୍ୟବଧାନ ତମ ଓ ମୋ ମଧ୍ୟେ ଯୋଜନ ଯୋଜନ ବଂଶୀର ସ୍ବର ଅସ୍ପଷ୍ଟ ଶୁଭୁଛି ଯାହା ନିର୍ଜନ ନିକୁଂଜେ ।।



1    6.5K 7

ବିଦାୟ ଲଗ୍ନରେ ମା'

Others

ବାଣ ରୋଷଣୀ ରେ ଫାଟି ପଡିଲାଣି ଯାଅ ମାତ ମହାମାୟା ମୋ ବିଦାୟ ବେଳେ ଜୁଇ ଜଳୁଥିବ ଦେଖୁଥିବି ତା'ର କାୟା ।।



1    13.4K 3

ଦେବୀ ଦଶଭୂଜା

Others

ପଥହରା ମୁଁ ଯେ ଅନ୍ଧକାର ବାସୀ ସ୍ବାର୍ଥର ଫାଶରେ ବନ୍ଦୀ ପ୍ରାର୍ଥନା କରୁଛି ପିନ୍ଧେଇ ଦିଏ ମା' ଆଶିଷର ପୂର୍ଣ୍ଣ ବିନ୍ଦି ।।



1    13.2K 6

ଶରତ ଆସିଛି ଫେରି

Abstract Others

ଶରତ ଆସିଛି ସୌଭାଗ୍ଯ ଉଇଁଛି ଦେବୀ ମା' ଆବିର୍ଭୂତା ଧର୍ମସଂସ୍ଥାପନୀ ପବିତ୍ରକାରିଣୀ ହିରଣ୍ମୟୀ ଜଗଜ୍ଜିତା ।।



1    14.4K 3

ମୃଣ୍ମୟୀ ପ୍ରତିମା

Abstract Others

ସମସ୍ତେ ବିଭୋର,ଅଶ୍ରୁସିକ୍ତ ଓ ସ୍ବପ୍ନସିକ୍ତ ସେ ଆଦ୍ୟାଶକ୍ତି ଙ୍କ ଆରଧନା ଓ ଆଶିଷର ମହମହ ଅମୃତ ବାସ୍ନାରେ ପ୍ରତୀକ୍ଷା ଯାହା ଅନନ୍ତ କାଳର ।।



1    13.0K 4

ଦେବୀ ମା'

Others

ଅଜାଡି ଦିଏ ମା' ଆଶିଷର ଧାରା ହୃଦୟ ହେଉ ତଲ୍ଲୀନ ତୋ ମନ୍ତ୍ର ମହକ ସ୍ତୁତିର ସ୍ତବକ ଚିରନ୍ତନ ଗରୀୟାନ ।।



1    13.6K 2

ଦାରୁବ୍ରହ୍ମ

Others

ଚନ୍ଦନ କସ୍ତୁରୀ ବାସୁ ମହମହ ଗଳାରେ ଦୟଣା ମାଳ ସୃଷ୍ଟି ତୁ ସ୍ରଷ୍ଟା ତୁ ପୁଣି ଆଦି ଅନ୍ତ ଏ ଜଗତ ଆଦିମୂଳ ।।



1    7.1K 9

ଶରତ ଆସିଛି

Others

ନୀଳ ଉର୍ମିମଳା ଗାଉଛି ସଂଗୀତ ସାଗରର ବୁକୁ ଛୁଇଁ ବେଳାଭୂଇଁ ନାଚେ ସେ ସଂଗୀତ ସୁରେ ତା ଥେଇ ତା ଥେଇ ଥେଇ ।।



1    13.7K 7

ଶୂନ୍ୟତା ର ପଥେ

Abstract Others

ମରୁରେ ଉଦ୍ୟାନ ଅନ୍ଧାରେ ଆଲୋକ ହାତ ପାହାନ୍ତାରେ ନାହିଁ ଆଶାର ଶେଫାଳୀ ଆଲୋକ ବର୍ଣ୍ଣାଳୀ ଲୁଚକାଳି ଖେଳୁଥାଇ ।।



1    6.8K 6

ଜହ୍ନରେ ତୋତେ ପୁନେଇଁ ରାଣ

Romance

କଦମ୍ବ ପତ୍ରେ ଶିଶିର ବିନ୍ଦୁ ତା ମଧ୍ୟେ ଖେଳେ ତା ରୂପ ବିନ୍ଦୁ ଢଳ ଢଳ ତା ରୂପ ମାଧୁରୀ ରବିର ତେଜେ ଝଟକୁ ଥାଏ ଝରଇ ସୁଖ ଶୀରି ।



1    6.7K 10

ତାଣ୍ଡବ

Others

ଅଗ୍ନିପଥେ ଯାତ୍ରୀ ଏ ସଭ୍ୟ ମାନବ ଧ୍ବଂସମୁଖୀ ତାଙ୍କ ଗତି ପ୍ରକୃତି ର ନୃତ୍ୟ ଚିରନ୍ତନ ସତ୍ୟ ମାଡି ଆସେ କାଳ ରାତି ।।



1    7.2K 8

ତୁମେ ପ୍ରିୟା ମୋର

Others Romance

ବର୍ଷା ବସନ୍ତ ର ସାକ୍ଷୀ ତୁମେ ମୋର ବୈଶାଖେ ଶୀତଳ ଧାରା ମୋ ମନ ଉଦ୍ୟାନେ ପଲ୍ଲବିତ ତରୁ ମୋ ଜୀବନ ମୋତି ହୀରା



1    6.7K 4

ଭିଜା ଭିଜା ସ୍ମୃତି

Others

ତୁମର ଠିକଣା,ତୁମ ଲାଜ ଲାଜ ମୁହଁ ଆହୁରି ବି ମନେ ଅଛି ତୁମ ଗାଁ ଦାଣ୍ଡ କିଆ-କେତକୀର ମହମହ ବାସ ତୁମ ବାଡିରେ ଥିବା ବରକୋଳି ଗଛ ତୁମ ଗାଁ ନଈର...



1    7.0K 6

ତୁମେ ପ୍ରିୟା ମୋର

Others

କଣ୍ଟକିତ ପଥେ ଝରୁ ପଛେ ରକ୍ତ ଦେବି ମୁଁ ଗୋଲାପ ସ୍ପର୍ଶ ତୁମେ ପ୍ରିୟା ମୋର ହୃଦୟର ରାଣୀ ମୋ ଜୀବନ ମଧୁମାସ ।।



1    7.5K 7

ତାଣ୍ଡବ

Others

ଅଗ୍ନିପଥେ ଯାତ୍ରୀ ଏ ସଭ୍ୟ ମାନବ ଧ୍ବଂସମୁଖୀ ତାଙ୍କ ଗତି ପ୍ରକୃତି ର ନୃତ୍ୟ ଚିରନ୍ତନ ସତ୍ୟ ମାଡି ଆସେ କାଳ ରାତି ।।



1    13.4K 5

ସମ୍ପର୍କର ସ୍ବର

Others

ଚାଲ ଚାଲିଯିଡା ଡେଇଁ ସାତ ଦରିଆ ତେର ନଈ ନିର୍ଜନତାର ସୁରେ ସୁର ପୁନଶ୍ଚ ଗଢିବା ସମ୍ପର୍କର ମହଲଟିଏ କେଉଁ ଏକ କୁହୁକ ଦ୍ବୀପରେ



1    6.6K 6

ତୁମେ ଓ ମୁଁ

Others

ଆଖି ର ଇଶାରା କହୁଥିଲା କଥା ଉଡୁଥିଲା ପ୍ରେମପକ୍ଷୀ ଆକଶରୁ ରଂଗ ଝରି ପଡୁଥିଲା ବିଜନତା ଥିଲା ସାକ୍ଷୀ



1    6.7K 5

କନ୍ୟା ରତ୍ନ

Inspirational

ସୃଷ୍ଟିକାରିଣୀ ମୁଁ ସଂହାରକାରିଣୀ ଝଲମଲ ଅଗ୍ନିପିଣ୍ଡ ଅବଳା ଦୁର୍ବଳା ଯେତେ ଅପବାଦ ହେବ ସିନା ଖଣ୍ଡ ଖଣ୍ଡ ।।



1    6.8K 6

ତୁମେ ଓ ମୁଁ

Tragedy

କୁଳୁକୁଳୁ ସୁରେ ଗାଉଥିଲା ଗୀତ କାମନାର ନିର୍ଝରିଣୀ ଗୋଲାପୀ ବେଳାରେ ତୁମ ସ୍ମୃତି ରେଖା ତୋଳୁଥିଲା ଆବାହନୀ ।।



1    13.0K 7

କନ୍ୟା ରତ୍ନ

Inspirational

ଅଗ୍ନି ସମ୍ଭୁତା ମୁଁ ଦୁଇ କୁଳ ହିତା ବେଦରୂପା ବେଦସିଦ୍ଧା ବିଶ୍ବର କଲ୍ୟାଣେ ଜାତ ମୁଁ କଳିକା କନ୍ୟା ମୁଁ ଯେ ସ୍ବୟଂସିଦ୍ଧା ।।



1    14.0K 3

ଝରା ଶ୍ରାବଣରେ ପ୍ରିୟା ତୁମେ

Romance

ଚାଲିରୁ ତୁମର ଝରିପଡେ କେବେ ଫଗୁଣର ଫୁଲ ଝରା କେବେ ମୌନବତୀ ଅଳସୀ ବାସନ୍ତୀ କେବେ ତୁମେ ମୋତି ହୀରା



1    6.9K 4

ସାଧବ ବୋହୂ

Others

ଝଡ ବରଷା ତ ମାଡି ଆସଇ ପବନ ବୁହୁଛି ଝାଇଁକି ଝାଇଁ ।। ମେଘ ଘଡ ଘଡି ଚଅଡ ଚ'ଡ ମଥାନ ଶୁଭୁଛି ରଅଡ ର'ଡ ।।



1    1.2K 1

ହେ ମୋର କଲମ !

Inspirational

ଚୂର୍ଣ୍ଣ ହୋଇଛି ଦର୍ପ ଦାବାନଳ ଭଗ୍ନହୋଇଛି ଶୃଙ୍ଖଳ ଗର୍ବ ଅହଙ୍କାର ଜୁଇରେ ଜଳିଛି ଫୁଟିଛି ନୀଳ କମଳ ।



1    13.7K 5

ହେ ବନ୍ଧୁ !

Tragedy

ଅନ୍ତିମ ଯାତ୍ରା ର ଶେଷ ପ୍ରହରରେ ପାଖେ ପାଖେ ରହିଥିବ ଜୀବ ଗଲାବେଳେ ତୁଣ୍ଡରେ ମୋହର ନିର୍ମାଲ୍ୟ ଟିକିଏ ଦେବ ।।



1    14.1K 4

ବନ୍ଧୁତ୍ବ

Others

ବନ୍ଧୁତ୍ବର ପଥ କେତେଯେ ବନ୍ଧୁର କେବେ କଣ୍ଟା କେବେ ଫୁଲ ହସ ଲୁହେ ଭରା ବନ୍ଧୁତ୍ବର ଧାରା ଚିର ଅମ୍ଳାନ ଶାଶ୍ବତ।। ସୁଖ ଦୁଃଖ ସାଥୀ ହୃଦୟର



1    12.9K 9

ଧୂସର ବଳୟ

Others

ଯାତନା ବଳୟେ ଜୀବନ ଜଳୁଛି ଶୂନ୍ୟ ଶୂନ୍ୟ ମହାଶୂନ୍ୟ ଶୂନ୍ୟ ଦିଗବଳୟେ ଖୋଜେ ପୂର୍ଣ୍ଣ ଇନ୍ଦୁ ପୁଣ୍ୟତାରେ ପରିପୂର୍ଣ୍ଣ ।।



1    13.7K 4

ମୃତ୍ୟୁ

Others

ମୃତ୍ୟୁ ଆବାହନୀ ଶାଶ୍ବତ ରାଗିଣୀ ଛନ୍ଦ ତୋଳେ ମୂର୍ଚ୍ଛନାରେ ତନୁ ମନ ମୋର ପୁଲକିତ ହୁଏ ନିଦାଘରେ ବାରି ଝରେ ।



1    7.1K 6

ପ୍ରିୟା ତୁମେ (ସନେଟ)

Others Romance

ପ୍ରିୟା ତୁମେ କେବେ ଦୂର ଶାଳବଣ ଅନନ୍ତ ସବୁଜ ଶୋଭା କେତେବେଳେ ତୁମେ ମରୁରେ ଉଦ୍ୟାନ କେବେ ପ୍ରୀତିକୁଞ ଆଭା



1    6.5K 5

କନକ ବରନା (ସନେଟ)

Others

କିଆ-କେତକୀର ମହମହ ବାସେ ଫାଟିପଡୁଥିଲା ଧରା ଆକାଶ ପଥରୁ ମଧୁ ଝରୁଥିଲା ସତେକି ପାହାନ୍ତି ତାରା ।। କଳକଳ ନଈ ଯାଉଥିଲା ବହି ମଳୟ ମୂର୍ଚ୍ଛନା ତାଳ



1    6.7K 4

ହେ କୃଷ୍ଣ ! ଫେରିଆସ ଥରେ

Others

ଆଉ ନୁହେଁ ବିଭାଜନ କୂଟଚକ୍ର ପ୍ରଲୋଭନ ମୁକ୍ତି ର ମଶାଲ ହାତ ଠାରି ଡାକେ ଫେରି ଆସ ଫେରି ଆସ ତୁମେ ଆଉ ଥରେ ଏ ଧରା ପୃଷ୍ଠ କୁ ।।



2    13.5K 3

ଧୂପର ବଳୟ

Tragedy

ଲୁହ ଧାର ଯେତେ ମାଟିରେ ଭିଜଇ ମାଟ ହୁଏ ଅଶ୍ରୁସିକ୍ତା ମହ ମହ ବାସେ ଭିଜା ମାଟି ବାସ୍ନା ବ୍ୟାକୁଳିତ ପ୍ରାଣ ସତ୍ତା ।। ନିଃସଙ୍ଗତା କେତେ ହାତ



1    6.7K 2

ବିଘ୍ନ ବିନାଶକ ( ସନେଟ)

Others

ରକ୍ଷାକର ପ୍ରଭୁ ତୁମେ ଏ ଧରା ପୃଷ୍ଠକୁ ରହୁ ତୁମ ଯଶ ଖ୍ୟାତି ଯୁଗରୁ ଯୁଗକୁ ।।



1    6.8K 2

ବାପା-ଭିନ୍ନ ଏକ ମଣିଷ

Inspirational

ବାପର ଗୌରବ ସନ୍ତାନ ବଢାଏ ପିତୃତ୍ବ ହୁଅଇ ଧନ୍ୟ ଆନନ୍ଦ ର ଅଶ୍ରୁ ପ୍ଳାବିତ ହୁଅଇ କୋଟିରେ ହୁଏ ସେ ମାନ୍ୟ ।।



1    6.6K 5

ବାପା

Others

ବଜ୍ର ଶପଥ ନେଇଥନ୍ତି ବାପାମାନେ ହସଟିକେ ଦେଖିବାକୁ ନିଜ ସନ୍ତାନ ମୁହଁରେ କାରଣ ସେ ବାପା , କେବଳ ବାପା ବାପା ବିନା ଅନ୍ୟକିଛି ନୁହେଁ ତା ପରିଚ



2    6.8K 3

ହେ ତୃତୀୟ ଈଶ୍ବର ! ପ୍ରଣାମ ତୁମକୁ

Inspirational Others

ଅଚଳ ଅଟଳ ଧୈର୍ଯ୍ଯର ପ୍ରତୀକ ଶତୃ ର ହୃଦେ କମ୍ପନ ହେ ବୀର ଅମର "ତୃତୀୟ ଈଶ୍ବର " କୋଟି ପ୍ରଣାମ ମୋ ଘେନ ।।



1    13.9K 5

ସ୍ଵାଧୀନତାର ଅନ୍ତରାଳେ

Inspirational Others

ବୢଥା ଅହମିକା ର କଳଙ୍କିତ ଚିତ୍ରପଟ୍ଟ, ସ୍ବାଧୀନତାର ଛତ୍ର ଛାୟା ତଳେ ପ୍ରଗତି ର ମୂର୍ଚ୍ଛନା ତୋଳୁଥିବା ଏ ଜାତି ଏବେବି ପରାଧୀନ,ବିଦୀର୍ଣ୍ଣ ...



2    6.7K 4

ଚିର ନମସ୍ୟ

Inspirational

ହେ ଚିର ନମସ୍ୟ ହେ ଚିର ଭାସ୍ବର ଦୀପ୍ତିମନ୍ତ ଜାତିସ୍ମର ଅସ୍ତମିତ ରବି ଦୂର ଚକ୍ରବାଳେ ଘେନ କୋଟି ନମସ୍କାର ।।



1    6.7K 3

ଝରା ଶ୍ରାବଣରେ ପ୍ରିୟା ତୁମେ

Others Romance

ପ୍ରିୟା ! ଥରେ ଆସ ଶ୍ରାବଣ ରାତିରେ ଭିଜି ଭିଜି ବରଷାରେ ତୁମ ପାଦର ନିକ୍ବଣେ ଝରୁଥିବ ମହୁ ଭିଜୁଥିବି ପ୍ରେମ ଧାରେ ।।



1    6.6K 2

ଜହ୍ନ ଓ ମୋ ନୀରବତା

Fantasy Others

ତଥାପି ସେମିତି ଜହ୍ନ ହସୁଥିଲା ଆକାଶ ଛାତିରେ କିରିକିରି ଅବୋଧ ଶିଶୁଟିଏ ଭଳି ଜହ୍ନ ର ଶୀତଳ ଆଲୋକରେ ମୁଁ ସ୍ପଷ୍ଟ ଦେଖିପାରୁଥିଲି ମୋ ନୀରବତାକୁ.



1    6.5K 3

ରାକ୍ଷୀ

Inspirational Others

ଲମ୍ବି ଥାଏ ତୋ ମଧୁର ପଣତ ମାଟିରୁ ଆକାଶ ଝରୁଥାଏ ସୋହାଗ ଅମୃତ ଝଂକାର ତୋଳେ ତୋ ଜୈତ୍ର ଗୀତି ଯୁଗ ଯୁଗ ଯାଏ ।।



1    6.8K 8

ହେ କୃଷ୍ଣ ! ଫେରିଆସ ଥରେ

Others

ଆଉ ନୁହେଁ ବିଭାଜନ କୂଟଚକ୍ର ମୁକ୍ତି ର ମଶାଲ ହାତ ଠାରି ଡାକେ ଫେରି ଆସ ଫେରି ଆସ ତୁମେ ଆଉ ଥରେ ଏ ଧରା ପୃଷ୍ଠକୁ ।।



2    6.7K 4

ମା'ର ମମତା

Inspirational Others

ମା' ର ମମତା କଳ କଳ ନଈ ଧୋଇଦିଏ ଦୁଃଖ ହସ ଫୁଟୁଥାଇ ଆଶିଷ ର ନୀଳକଇଁ ଜୀବନ ଯାତ୍ରା ର ଶେଷ ପରିଧି ରେ ମା' କୋଳ ଝୁରୁଥାଇ ।।



1    7.1K 3

ମା'ର ପଣତ

Inspirational

ସରଗଠୁ ବଡ ନିର୍ମଳ ନିଶ୍ଚଳ ଦୟାର ପୂର୍ଣ୍ଣ ନିର୍ଝରୀ ଦୁଃଖ ରେ ସୁଖରେ ଲୁହରେ ଲହୁରେ ବରଷେ ମମତା ବାରି ।।



1    13.3K 0

ବିବର୍ଣ୍ଣା ଧରିତ୍ରୀ

Others

ମୃତ୍ୟୁ ରୁ ଅମୃତ୍ୟୁକୁ ଯାତ୍ରା ହେଉ ଆଜିର ଆହ୍ବାନ କୁଢ କୁଢ ହାଡ ଓ ମାଂସ ର ଗଦାରୁ ସୃଷ୍ଟିହେଉ ସୃଜନର ମଧୁର ସମ୍ମୋହନ।।



1    13.7K 1

କଳ୍ପନାରେ ଜଗନ୍ନାଥ

Others

ମହୋଦଧି ତୀରେ ଚାଲିଯିବି ଧୀରେ ଦେଖିବି ସେଠାରେ ତୋ ପାଦ ଚିହ୍ନ ଢେଉ ନାଚୁଥିବ ତୋ ମହିମା ଗାଇ ଚହଲା ପାଣିରେ ଦେଖିବି ତୋ ମୁହଁ ତୋ ପ୍ରତିବିମ୍ବ ।।



1    13.9K 9

ଅନ୍ବେଷଣ

Inspirational Romance

ସାଗର ସୈକତେ ଖୋଜେ ପାଦ ଚିହ୍ନ ସ୍ମୃତି ନଇଁ ନଇଁ ଆସେ ହଜିଲା ଅତୀତ ହାତ ଠାରି ଡାକେ ଦିନ ମହମହ ବାସେ ।।



1    6.7K 3

ଖୋଜେ ମୁଁ ତୁମକୁ

Others

ଏ କୂଳେ ସୂରୁଯ ସେ କୂଳେ ଚନ୍ଦ୍ରମା ମଝିରେ ଉଛୁଳା ନଈ ପ୍ରେମ ଝୁଲଣାରେ ଝୁଲୁଛି ମୋ ପ୍ରିୟା ହାତ ମୋର ପାଉ ନାହିଁ ।।



1    14.3K 13

କାଳିଆ ରଜା

Others

ପଣ୍ଡା ପଢିହାରୀ ଭକତଙ୍କ ଭିଡ ଆଲଟ ଚାମର କେତେ ବେତ ମାଡ ସାତ ଜନ୍ମ ପୂଣ୍ୟ ଫଳ , ଭାଇ ଭଉଣୀ ଙ୍କ ସାଥେ ଘୋଷଯାତ ଶୋଭୁଛି ଦୟଣା ମାଳ ।।



1    7.1K 7

ବର୍ଷାର ସ୍ବର

Others

କୃଷ୍ଣା-କାବେରୀଙ୍କ ହିଲ୍ଲୋଳିତ ମନ ପହିଲି ବର୍ଷା ର ମଧୁର ବର୍ଷଣ ଭିଜନ୍ତି ବଉଦ ଧାରେ, ଅଶ୍ରୁସିକ୍ତ ମନ ଖୋଜେ ଟିକେ ପ୍ରୀତି....



1    13.6K 7

ବିବର୍ଣ୍ଣା ଧରିତ୍ରୀ

Inspirational

ଏକ ନୂତନ ସୂର୍ଯ୍ୟଦୋୟ ସମ୍ଭାବନା ନୂଆ ସକାଳର କୁଳୁକୁଳୁ ସ୍ବର ପାହାଡିକନ୍ୟାର,



1    6.8K 7

ମେଘ ସବାରୀରେ ବରଷା ଆସୁଛି

Others

ମାଟିରୁ ଆକାଶ,ଆକାଶରୁ ମାଟି ଚହଟିବ କେତେ ବାସ , ମେଘ ସବାରୀରେ ବରଷା ଆସୁଛି ସାଜି ନବବଧୂ ବେଶ ।।



1    6.6K 16

ପ୍ରିୟତମା

Romance

ତମେ ଗୋ ରୂପସୀ ଚମ୍ପକ ବରନା ପ୍ରୀତିଲଗ୍ନା ପ୍ରୀତିପୂର୍ଣ୍ଣା , ସଂସାର ଧରମେ ବେଦ ବିଚାରରେ ମୋ ଗୃହରେ ଅନ୍ନପୂର୍ଣ୍ଣା ।।



1    7.0K 5

ସ୍ମୃତି ଏକ ଅଭୁଲା ଦିନର

Romance

ସ୍ମୃତିର ଦୀପାଳି ଜଳି ଜଳି ଯାଏ ଆଶାର ଆକାଶ ତଳେ ଝରିଝରିଯାଏ ପ୍ରେମ ନିର୍ଝରିଣୀ ମୋ ମନର ଉପକୂଳେ...



1    7.0K 8

ଅମୃତ ସନ୍ତାନ

Others

ମୁଁ ତତ୍ତ୍ବଦର୍ଶୀ,ଉଛ୍ବାସ ନିଶ୍ବାସ ଯାତ୍ରା ମୋର ନିଶ୍ଚେତନ ରୁ ଚେତନ ମହନ୍ଧକାରେ ମୁଁ ଆଶା ର କିରଣ ମୁଁ ମଣିଷ ମୁଁ ଅମୃତ ସନ୍ତାନ ।।



1    13.3K 7

ସ୍ଵପ୍ନଭଙ୍ଗ

Others

ତମେ ନାହଁ , ତାରା ନାହିଁ ,ଦୀପ୍ତି ନାହିଁ ଜହ୍ନ ନାହିଁ ,ଜୌସ୍ନା ନାହିଁ ନଦୀ ନାହିଁ ,ଢେଉ ନାହିଁ ଖାଲି ଧୂସର ଶୂନ୍ୟତା



1    13.6K 5

ଦୁଃଖର ପରିଧି

Inspirational

ମୋ ଭିତରେ ବିଜୁଳିର ଚମକ ବରଂ ହୋଇପାରେ ଭୂମିକମ୍ପର ପୂର୍ବାଭାସ...



1    7.0K 5

ମୁଗ୍‌ଧ ମୂର୍ଚ୍ଛନା

Others

ତମେ ସତ୍ୟ ତମେ ନିତ୍ୟ ତମେ ପରଂବ୍ରହ୍ମ ସନାତନ ତମରି ଅନନ୍ତ ଲୀଳା ପରିବ୍ୟାପ୍ତ ଅନ୍ତରରୁ ଅନ୍ତରୀକ୍ଷ ଯାଏ ।



1    6.7K 3

ମୁକ୍ତି

Others

ଯନ୍ତ୍ରଣାକ୍ତ ଓ ନିର୍ମମ ସମୟ ଯାହା ଅପଚେଷ୍ଟା ନିଜ ସହ ଯୁଦ୍ଧ ଆକାଶକୁ ଛୁଇଁବା ଆଶାରେ ।।



1    7.2K 9