Kalpana Kumari Pradhan
Literary General
AUTHOR OF THE YEAR 2021 - NOMINEE

630
Posts
61
Followers
24
Following

I'm Kalpana Kumari and I love to read StoryMirror contents.

Share with friends
Earned badges
See all

ଯାହା କହିବାର ଅଛି ଆଜି କହିଦିଅ, କିଏ ଜାଣେ ଆଉ ସେ ସମୟ ଆସିବ କି ନାହିଁ l

'ସମୟ ବଦଳେ, ପରିସ୍ଥିତି ବଦଳେ କିନ୍ତୁ ଆପଣାର ମଣିଷ ବଦଳିଯାଏ ଭାରି ଦୁଃଖ ହୁଏ '

'କିଛି କଥା ମନ କୁ ଭାରି କରିଦିଏ, ତାକୁ ପ୍ରକାଶ କରିଦେଲେ ଭାରି ହାଲୁକା ଲାଗେ '

ସବୁ ବେଳେ ସମୟ ସହିତ ଚାଲିବା ଶିଖନ୍ତୁ ତେବେ ସଫଳତା ର ବାଟ ତୁମପାଇଁ ସଦା ଉନ୍ନକ୍ତ ରହିବ l

ନିଜ ବଚନରେ କାହାକୁ ଆଘାତ ଦେବା ଆଗରୁ ଥରେ ଚିନ୍ତା କର, ତୁମକୁ ସେ ଆଘାତ ସହିଲେ କିପରି ଲାଗିବ ?

ହସ ଏପରି ଏକ ଔଷଧ ଯାହା ଯେକୌଣସି ରୋଗ ର ଉପଚାର ରେ ସହାୟକ ହୁଏ

ଯାହା ତ୍ୟାଗ କରିବାର ଅଛି ତାହା ଅଭିମାନ ଏବଂ ଯାହା ଗ୍ରହଣ କରିବାର ଅଛି ତାହା ଜ୍ଞାନ l

ସୁନ୍ଦର ପ୍ରଭାତ ରେ ସୁନ୍ଦର ଭାବନା ସାରା ଦିନ କୁ ଆନନ୍ଦ ମୟ କରେ l

ଯାହା କହିବାର ଅଛି କହି ଦିଅ କିନ୍ତୁ ମନ ଭିତରେ ରଖି ତାକୁ କ୍ରୋଧ ଆଉ ଇର୍ଷା ର ରୂପ ଦିଅ ନାହିଁ l


Feed

Library

Write

Notification
Profile