Audio

Forum

Read

Contests

Language


Write

Sign in
Wohoo!,
Dear user,



Umasankar Sahu  


ବାସିଫୁଲ

Others

କହିବାକୁ ସିନା ଭୁଲି ଯାଏ ମୁହିଁ ରାତି ସରେନାହିଁ ମୋର, ଅନିଦ୍ରା ହେଲିଣି କେତେ ରାତି ମୁଁ ଯେ ହିସାବ ରଖିନି ତା'ର



1    356 10

ବାସିଫୁଲ

Others

କହିବାକୁ ସିନା ଭୁଲି ଯାଏ ମୁହିଁ ରାତି ସରେନାହିଁ ମୋର, ଅନିଦ୍ରା ହେଲିଣି କେତେ ରାତି ମୁଁ ଯେ ହିସାବ ରଖିନି ତା'ର ।।



1    83 2

ଅମର ପ୍ରେମ:

Romance

ସମୁଦ୍ର ମନ୍ଥନେ ଅବା ସୁଧା’ର ସନ୍ଧାନ, ସକାଳ ଅରୁଣ ପ୍ରାୟେ ସ୍ବର୍ଣ୍ଣିମ ବଦନ ।। ଚାପଳତା ତୋର ଯେହ୍ନେ ବିଜୁଳିର ଗତି, ରୂପ ସମ୍ଭାରରେ ଲଜ୍ଜା...



1    346 24

ଚଷା

Inspirational Others

ଡିବିରି ଜଳାଇ ସଞ୍ଜକୁ ଚିରା ଗାମୁଛାରେ ବାନ୍ଧି ଲାଜକୁ.. ପେଟକଥା ବୁଝେ ଜନ ଜଗତର, ଫସଲ ଯୋଗାଏ ରାଇଜ ଯାକକୁ ଭୋକରେ ଶୁଆଇ ନିଜକୁ ।।



1    73 3

ବଣମଲ୍ଲୀ

Romance

ନିଦରେ ଥାଇ ମୁଁ ସ୍ୱପ୍ନରେ ଯେବେ ରାତିରେ ତୁମକୁ ଦେଖଇ, ଛାତିରେ ମୋ’ର ସ୍ପନ୍ଦନ ବଢେ ପାରେନି ମନକୁ ବୁଝାଇ



1    153 13

ମୌସୁମୀ

Inspirational Others

ପୁଲକିତ ମନ, ଏକାକୀ ହୃଦୟ, ଷ୍ପନ୍ଦିତ ଓଠ, ତୁମରି ହିଁ ଅପେକ୍ଷାରେ.... ସୁନ୍ଦରୀ ଗୋ ତୁମେ ମୌସୁମୀ ସାଜି ବରଷି ଜିବକି ଥରେ ।।



1    87 1

ପାରିଜାତ

Others

ରୂପ ମାଧୁର୍ଯ୍ୟରେ ତୁମେ ଚୀର ବସନ୍ତ, ମନ ମାନସରୋବରେ ତୁମେ ପାରିଜାତ ।।



1    85 3

ପ୍ରଥମ ମିଳନ:

Others

ନିଝୁମ ବର୍ଷା ଭିଜା ଅନ୍ଧାର ରାତିରେ ଝିଙ୍କାରିର ଝିଇଁ-ଝିଇଁ ସ୍ଵନ ଆଜିବି ତୁମ ନୁପୁରର ରୁଣୁଝୁଣୁ ଶବ୍ଦ ଭଳି ମନେ ହେଉଛି ॥



1    11 0

ପାହାଡ଼ି କନ୍ୟା

Fantasy Others

ଗ୍ରୀଷ୍ମ ପ୍ରାୟେ ଉଷ୍ଣ ଶ୍ୱାସେ ଶିହରି ଉଠେ ପ୍ରାଣ, ମଳୟ ସମ ମର୍ମଛୁଏଁ, ତୋ'କୋମଳ ଆଲିଙ୍ଗନ ।



1    48 2

ଭସା ବାଦଲର ଛାଇ

Others

କେବେ ତୁମେ ସାଜ ଇନ୍ଦ୍ରଧନୁ ଗଗନ ବଳୟେ ଥାଇ ବିମୋହିତ କର ମହି,



1    146 5

ରାବଣ ଉବାଚ

Others

ସେହି ପରମ୍ପରା ଜାରି ରହୁ ଆଜି ମୁ ଯଦି 'ପାପୀ', ମୋତେ ଜାଳିବାକୁ 'ରାମ' ଟିଏ ଆଣ ରାମ ବେଶେ ଆନ ରାବଣର ଲୋଡ଼ା ନାହିଁ ।



1    150 6

ସୁକ୍ଷ୍ମ ଆଲିଙ୍ଗନ

Others

ଗୋରାଦେହ ଅବା ପୁନେଇଁର ଜହ୍ନ କେଶ ଅମାବାସ୍ୟା ରାତି, ନହୁଲି ଦେହରେ ରୂପର ସମ୍ଭାର ମାଦକତା ଭରା କାନ୍ତି ।।



1    93 4

ଗାଁ'କୁ ଯିବା

Others

କୁହୁଡି କାକର ଶୀତ ସକାଳ, ଦୂରୁ ଶୁଭୁଥିବ ଗାଈ ହମ୍ବାଳ



1    61 3

ପ୍ରତୀକ୍ଷା

Others

ଶ୍ରାବଣରେ ଥରେ କଳାମେଘ ସାଙ୍ଗେ ବରଷା ହେଇ ତୁ ଆ, ଅନ୍ତ ହେଉ ମୋର ପ୍ରତୀକ୍ଷାର କ୍ଷଣ ଭିଜେଇ ଦେଇ ତୁ ଯାଆ ।।



1    66 2

ଗଙ୍ଗଶିଉଳିର ବାସ୍ନା

Others

ମୁଖ ମଣ୍ଡଳେ ବିଭା ବରଷାଇ ଶରଦ ପୁନେଇଁ ଚନ୍ଦ୍ରମା, କେଶ ବିନ୍ୟାସେ ବିରାଜଇ ସତେ ଘନ ନିଦାଘର କାଳୀମା



1    135 6

ହତ୍ୟା

Abstract Tragedy Others

ଦିନ ଦି'ପହରେ ଏଠି ଘଟିଯାଏ ହତ୍ୟା...



1    13.4K 4

ଅନ୍ତର୍ଯ୍ୟାମୀ

Others

ଜଗନ୍ନାଥ ଙ୍କ ଜଣାଣ।



1    6.9K 6

ମା...

Others

ମା'ର ପ୍ରେମ ନିସର୍ତ୍ତ, ମାଁ'ର ସ୍ନେହ ନିସ୍ୱାର୍ଥ



1    13.1K 5

ହିଂସା

Others

ହିଂସା



1    6.7K 6