Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,



JitendraNath Gahir  

"Literary Colonel"


ଶାଶ୍ବତ ପ୍ରେମ

Romance

ପ୍ରେମ ପ୍ରକୃତିର ବରଦାନ ଅଟେ ଦୁଇଟି ହୃଦୟ ପାଇଁ ଆକାଶ ଗର୍ଭରେ ଚନ୍ଦ୍ର ଶୋଭାପାଏ ସରସୀରେ ଉଏଁ କଇଁ



1    2 1

ଜୀବନର ବାସ୍ତବତା

Tragedy

ଚୁନା ଚୁନା ହେଲା ମୋ ସୁନା ସପନ ଭବିଷ୍ଯତ ହେଲା ଅତୀତ କାଳବୈଶାଖୀର କଳା ମେଘ ଯୋଗୁଁ ଜୀବନ ଲାଗେ ଦୁଃଖିତ ।



1    3 0

ସ୍ୟାହୀ

Tragedy

"ସ୍ୟାହୀ ନ ଥିବାରୁ ଆଖିର ଲୁହକୁ ଦେଲି କଲମରେ ଭରି ଲେଖି ଦେଇ ଥିଲି ଭଙ୍ଗାମନ କଥା ଛାତିକୁ ପଥର କରି



1    1 0

ଶହୀଦଙ୍କ ସ୍ମୃତିରେ

Tragedy

ଏ ମାଟିର ଛାତି ବହୁତ ସହିଛି କେତେଦିନ ଆଉ ସହିବ, ଦିନେନା ଦିନେତ ହୃଦୟୁ ତାହାର ସହିବାର ସୀମା ଟପିବ



1    48 2

ଅତିପ୍ରିୟ ବହି

Others

ସଦଜ୍ଞାନ ସଦବୁଦ୍ଧି ଦିଏ ମୋତେ ନିତି ତାକୁ ଦେଖି ଏ ଜୀବନ ଯାଉ ମୋର ବିତି



1    48 2

ସପନ ଭାଙ୍ଗିଲେ ମନର ବେଦନା

Others

ସ୍ବପ୍ନରେ ମଣିଷ ହୁଏ ମଣିଷ ସୌଦାଗର ସପନେ ଆଲୋକ ନିଦ ଭାଙ୍ଗିଲେ ଅନ୍ଧାର



1    617 6

ମୋ ଗାଁ

Others

ମୋ ଗାଁର ଦେବା ଦେବୀ ସାହା ଭରସା ଆମର ସୁଖେ ଦୁଃଖେ ସବୁବେଳେ ଉଭା ହୋଇଛି ସତ୍ବର।



1    4.7K 8

ସ୍ମୃତି ଏକ ରୂପାଜହ୍ନ

Others

ଗୋପନରେ ବନ୍ଧା ପଡେ ମନପାଖେ ତାର ସାଥୀ ହୋଇ ସ୍ମୃତି ଚିରଦିନ ।



1    6.9K 6

କଲମ ର ଦୁଃଖ

Others

ଆଗ ପରି ସିଏ ଆଜି ବି କହୁଛି ଛାଡ ଛୁରୀ କରବାଳ , ତୁମରି ଛୁଆଁରେ ଫଳପ୍ରସୂ ହେବି ଏଇ ଅଭିଳାଷ ମୋର ।



1    6.9K 1

ଭଙ୍ଗା ହୃଦୟ

Inspirational Others

ସ୍ଯାହି ବଦଳରେ ଆଖିର ଲୁୁୁହ କୁ ଦେଲି କଲମରେ ଭରି ଲେଖିଦେେଇ ଥିଲିି ଭଙ୍ଗାା ମନ କଥା ଛାତିକୁ ପଥର କରି,



1    7.0K 5

ଅନାବିଳ ବନ୍ଧୁତ୍ବ

Tragedy

ଶେଷ ଥର ପାଇଁ ଆସ ବନ୍ଧୁ ଥରେ ଦୁହେଁ ଯାଇ ଭେଟି ଆସିବା, ତୁମକୁ ଦେଖିକି ଯଦି ବୁଝି ଯାଏ ପିଲାଦିନ ଫେରି ପାଇବା ।



1    6.4K 5

ତୁମେ

Romance

ବିଦଗ୍ଧ କବି ର ନାୟିକା ଗୋ ତୁମେ ଦଗ୍ଧ ହୃଦୟର ସ୍ପନ୍ଦନ ପାହାଡ ଛାତିର ଅଳସି କନ୍ୟା ଗୋ ଅଫେରା ରାତିର ସପନ ତୁମେ ଅଫେରା ରାତିର ସପନ ।



1    6.8K 4

ତୁମେ

Romance

ଦଗ୍ଧ ହୃଦୟର ସ୍ପନ୍ଦନ ପାହାଡ ଛାତିର ଅଳସି କନ୍ୟା ଗୋ ଅଫେରା ରାତିର ସପନ ତୁମେ ଅଫେରା ରାତିର ସପନ ।



1    7.1K 4

ନର ରୂପି ରାକ୍ଷସ

Others

କୁକୁର ମାନଙ୍କ ପାଇଁ ତ ସାଜିଲୁ କଅଁଳିଆ ସ୍ବାଦ ମାଂସ କାହା ଭୁଲ ଯୋଗୁ ଶାସ୍ତି ତୁ ପାଇଲୁ କ'ଣ ବା ତୋହର ଦୋଷ ......



1    6.6K 5

ମୌସୁମୀ

Inspirational

ମନଭରି ଶୋଷିନିଏ ସବୁ ତକ ରିମଝିମ ବର୍ଷାର ଗଜଲକୁ.....



1    6.8K 12

ଦିଶା

Inspirational Others

ଚେତନ ମାନସରୁ ନବ ଆଲୋକର ଭାଷା, କାଳେ ସେ ଭାଷାର ଆଲୋକରୁ ମିଳି ଯାଇପାରେ ଏ ସଂଗ୍ରାମୀ ଜୀବନକୁ ଜୀଇଁବାର ନୂଆ ଏକ ଦିଶା ।



1    6.9K 8

ଅସମ୍ଭବ ପ୍ରଶ୍ନ

Inspirational

ଶିଶୁ ଟିଏ ହୋଇ ଜନମିବା କଣ ବଡ ଅପରାଧ ହେଲାକି ମୋର?



1    1.4K 11

ମାଁ

Inspirational

ମାଁ ଏକ ମନ୍ତ୍ର....



1    6.6K 11

ଚିନ୍ତନ

Inspirational Others

ରାଜା ଯଦି କୌଶଲ୍ୟାନନ୍ଦନ ପ୍ରଜା ହିତେ ଜାନକୀଙ୍କୁ ପଠାଇବ ବାଲ୍ମିକୀ ସଦନ, ହେ ସୁଧୀଜନ ନିସ୍ତାର ନାହିଁ ଏ ମଣିଷ ଜୀବନ ଏ କଥା ରଖିଥା ସ୍ମରଣ ।



1    6.6K 7

ଭାଷାପ୍ରୀତି

Inspirational

ଅଭିଳାଷ ତୋର ଆକାଶ ରେ ଯିବୁ ଉଡି ମାଁ ଥାଉ ଥାଉ ଅନାଥ ଆଜି ତୁ କି ହେଲାରେ ସତେ ଏତେ ଡିଗ୍ରୀ ଥିଲେ ପଢ଼ି ।



1    6.8K 11