Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,



Tapan Dixit

  Literary Colonel

ସୁନେଲି ସ୍ମୃତିର ଅଭୁଲା ଅତୀତ

Others

ଗାଁ ଦାଣ୍ଡେ ଭିଜି ଭିଜି ଭସାଇ ଥିବା ସେ କାଗଜର ଡଙ୍ଗା ସୁଅ ଧାରେ ଧାରେ ଖୋଜି ,

1    32 1

ରାଣ କହିଦିଅ ଥରେ ତୁମେ 'ତୁମ'

Fantasy

ଶେଫାଳି ଆୟୁଷେ ନିତିସଞ୍ଜେ ଫୁଟି ରାତିଶେଷେ ଯାଏ ଝରି

1    6.7K 4

ଭକତିରେ କାହୁଁ ବାନ୍ଧିବାକୁ ଶକ୍ତି

Inspirational Abstract Others

ଘଟ ଘଟଣାକୁ କିଏ ବା ଜାଣିବ ପେଟ ପାଟଣାର ଭବେ...

1    6.8K 6

କବିତା

Romance Abstract Others

ତୁଠୁ ମାଠିଆକୁ କାଖେଧରି ତୁମେ ରୁଣୁଝୁଣୁ ଶବଦରେ...

1    1.1K 5

ଅଗ୍ନିଉତ୍ସଵ

Others

ଜଳିବାରେ ସାଥି ସେ ଯେଉଁ ଆନନ୍ଦ ଆଉବା ହୋଇବ କାହୁଁ

1    6.6K 4

ଖାଲି ପିଆଲାଟା ନିଠେଇ ଦେଖୁଛି

Fantasy Others

ଉଙ୍କି ମାରିଗଲା ଦଗ୍ଧଫଗୁଣଟା ପଳାସରେ ବୋଳି ରଙ୍ଗ

1    6.5K 3

ସତୀତ୍ଵ

Fantasy Others

ବିସ୍ମରି ଯାଇନି ସ୍ମରଣେ ଅଛି ମୋ ଏବେବି ସେ ସ୍ମୃତି ତାଜା

1    7.0K 6

ସ୍ଵପ୍ନ

Fantasy

ହସରେ ହସକୁ ଚୋରାଇ ନେଇଛ ହସିବି କିପରି କୁହ ।।

1    6.6K 2

ଚନ୍ଦ୍ରଚୂଡେ ତ୍ରାହି ତ୍ରାହି

Inspirational Abstract Others

ଚାରୁବାଳା ମୋର ଲୀଳା କରେ ଯାହା ହୃଦୟ କନ୍ଦରେ ରହି...

1    13.4K 5

ଆଙ୍କିଲ ଯେଉଁ ଛବି

Romance

ସପନରେ ଦେଲ କୃଷ୍ଣଚୂଡ଼ାର ରଙ୍ଗ ଅବିର ବୋଳି ଶ୍ରାବଣ ବର୍ଷାରେ ଭିଜିଲେ ବି ଆଜି ଦେହଟା ଯାଉଛି ଜଳି ।।

1    6.9K 7

ତୁମେ ମୋ ମନର ମନମଇନା ଗୋ

Fantasy

ମୁଁ ଯେ ତୋତାଟିଏ ପ୍ରେମ ପଞ୍ଜୁରୀର ଜପେ ରାଧେ ରାଧେ ନାମ ,

1    6.4K 6

ଶ୍ରୀ ଛାମୁରେ ବେଳାର ବିନତି

Abstract Others

ଭକତ ପାଖରେ ବନ୍ଧା ପଡ଼ି ଯାନ୍ତି ବାନ୍ଧି ହୋଇ ଭକତିରେ ,

1    6.8K 2

ହେ ଈଶ୍ୱର ! ଆସ

Others

ହେ ଈଶ୍ୱର !ଏ ବିବର୍ଣ୍ଣ ପୃଥିବୀକୁ ଆସ ନାହିଁ ....ଆଉ ଆସନାହଁ .. ଏଠି ସବୁ ନିଶାଗ୍ରସ୍ତ 'ମୁଁ' ର ମଦିରା ପିଇ

1    6.8K 4

ରଙ୍ଗ ପକ୍ଷୀ

Romance Abstract Others

ଋତୁ ବଇଶାଖୀ ବହିଯାଉଥିବ ଝରି ପଡ଼ୁଥିବେ ପତ୍ର...

1    6.3K 4

ଶୁଭରାତ୍ରୀ

Abstract

ତୁମେ ଜାଳି ଜଳୁଥାଅ

1    1.1K 4

ଶୁଭ ସକାଳର ସପ୍ରେମ ନମସ୍କାର ***

Others

ଏତେ ସପନକୁ ବେଳ ଅବା କାହିଁ କାଳ ଜଗିଅଛି ବାଟରେ ନିଶ୍ୱାସ ବପୁଡା ଖେଳ ଖେଳୁଅଛି ଓଲଟି ଏ ମାଟି ଘଟରେ,

1    13.3K 4

ଏଇକି ! ସେ ତୁମ ପ୍ରେମ

Romance Abstract Others

ଅଳସ ତନ୍ଦ୍ରାରେ ସପନ ଦେଖିଛି...

1    1.2K 8

ପେଟ ପାଟଣାର ହାଟ

Abstract Others

ବଞ୍ଚିବା ହେଉବି ହଳା ହଳ ବିଷ ଚାଲିବାକୁ ହେବ ବାଟ ,

1    6.3K 0

କଦମ୍ବ ବାସର ରାତି *************

Romance

ଭିଜାଦେହେ ତୁମ କାନର ଝୁମୁକା କରୁଥିବ ନାହିଁ ନାହିଁ ପାଦର ପାଉଁଜି ମେଘ ମହ୍ଲାର ସୁର ତୋଳୁଥିବ ରହି

1    6.8K 2

ସୁପ୍ରଭାତ ହାଲପା ପ୍ରେମ

Romance Others Abstract

ତୁମେ ହରଚଣ୍ଡୀସାହି ଝିଅ ବୋଲି ଜାଣେ ଆମର ବି ଘର କ୍ୟାପିଟାଲ୍...

1    6.4K 1

ଭୁଲ ଅଟେ ଅପେକ୍ଷା କରିବା

Others

ବର୍ତ୍ତମାନ ସ୍ରୋତ ସଙ୍ଗେ ଚାଲିଯିବା ଭଲ.......

1    6.3K 6

ଅନ୍ୟତମା

Romance Abstract Others

ଏକ ପ୍ରେମ କବିତା...

1    1.1K 5

କେତେ ଆଉ ଲୁଚାଇବ

Abstract

ଲୁହର ସ୍ରବନ୍ତୀ କୂଳେ ଡାକୁଥିବି

1    6.4K 0

ଫରମାସ

Abstract Inspirational

ଶୀତ କୁହୁଡିରେ ଧୂଆଁ ଧୂଆଁ ଖାଲି ....

1    6.7K 8

ନିଶିଗନ୍ଧା

Romance Abstract Others

ନିକ୍ଷ୍ପନ୍ଦ ହୃଦୟେ ସଞ୍ଚରି ଶତ କାମନା ତରଙ୍ଗ ରାଜି...

1    6.6K 3

ଏ ଦେହ ଖୋଜିଲେ ସାହାରା କାହାର …

Romance

ପ୍ରଣୟ ଲିପିରେ ଥାଏଁ ବା ନଥାଏଁ ହୃଦୟ ଶିଳାରେ ତୁମ ରହିଥିଲା.ଅଛି .ରହିଛି..ରହିବ ତୁମ ପାଇଁ ମୋର ପ୍ରେମ ….

1    6.8K 4

ହୁଏ ତ ! ଫେରିବ ତୁମେ

Abstract Fantasy

ବୟସର କମ୍ବଳକୁ ଢାଙ୍କି ...,

1    6.6K 6

ବନ୍ଦେ ଉତ୍କଳ ଜନନୀ

Others

ଲଭିନି ଏ ହତଭାଗ୍ୟ ତୋ ଚରଣ ସେବାର ସୌଭାଗ୍ୟ, ତଥାପି ମୁଁ ଭାଗ୍ୟବାନ ଲଭି ତୋର ସନ୍ତାନ ଗୌରବ

1    1.3K 5

ତୁମ ଛବି

Abstract Inspirational

ସଞ୍ଜ ସଳିତାର ପ୍ରଦୀପ ଜାଳୁଛି .....

1    7.2K 7

ସ୍ମୃତି

Abstract Inspirational

ସ୍ମୃତି ପଡି ଅଛି ବାସ୍ତବ ହଜିଛି ଅତୀତର ସେଇ ପଥେ....

1    6.7K 2

କବିତା

Romance

ତୁମେ ଟୋପି ଟୋପି ହୋଇ ଘାସଫୁଲ ଓଠେ ସଜ ହେଉଥାଅ ବସି ମୁଁ ଟୁପ୍ ଟାପ୍ ହୋଇ ଭସା ବାଦଲରୁ ଝରି ଯାଇ ହୁଏ ଖୁସି

1    6.6K 5

ପ୍ରେମ

Romance

ସପନେ ଲାଗଇ ରଙ୍ଗର ମେଳଣ....

1    6.6K 4

ନିଘୋଡ଼ ନିଦରେ ଶିଳ୍ପେ ମଗନ

Romance

ଜାଣେନା ଅଜଣା କେଉଁ ତନ୍ଵୀର ରୂପ ଦିଏ ବାରମ୍ବାର ନିଗୂଢ଼େ କାହିଁକି ଗଢ଼େ ବସି ଆଜି ସେଇ ପ୍ରତିରୂପ ତାର ,

1    1.2K 2

ମୃତ୍ୟୁ ରୂପସୀ

Abstract

ଫେରିବାକୁ ହେବ ମଧୁ ଯାମିନୀକୁ

1    6.7K 6

ଆଦିମ ତୃଷ୍ଣା

Romance

ଝଙ୍କୃତ ହେଉ ନୂପୁରରୁ ତୁମ ଜୀବନ ମହ୍ଲାର ସୁର, ମୁକୁଳା କୃଷ୍ଣ କବରୀରେ ଖେଳୁ ବଳାହକ ଶ୍ରାବଣର ,

1    6.8K 5

ନୀଳ ଲହରୀରେ ଯା’ ଚରଣ ଧୁଏ

Inspirational Abstract

ଭକ୍ତିରେ ବା କାହୁଁ ବାନ୍ଧିବାକୁ ଶକ୍ତି

1    7.1K 3

କବିତା

Abstract

କୋକେଇ ଟା ସାଥି ଆଗଣା ବାହାରେ

1    1.2K 5

ରୂପ ସହରର…ମଧୁଶାଳା

Romance

ରୂପ ମଧୁଶାଳା ଜନଶୂନ୍ୟ ଥିଲା ପିଆଲାର ରାଣ ଖାଇ, ମୁଁ ଫେରୁଥିଲି ଟଳମଳ ପାଦେ ନିର୍ଲଜ ଗଣ୍ଠିଲି ନେଇ .

1    1.1K 4

ସ୍ମରପ୍ରିୟା...ସରି ଆସେ ଜହ୍ନରାତି

Abstract Fantasy

ତୁମପାଇଁ ପଥ ଚାହିଁ ଲାଜବନ୍ତୀ ଅଶାର ଆକାଶି ଗଛେ

1    6.9K 2

ଅକିଞ୍ଚନ 'ବେଳା' ଅଳି

Others

ପତିତ ଜନଟେ ଶରଣ ମାଗୁଛି ଆହେ ପ୍ରଭୁ ଭାଵଗ୍ରାହୀ ଭବବନ୍ଧନରେ ଛଟପଟ ହୋଇ ଡାକେ ପ୍ରଭୂ ତ୍ରାହି ତ୍ରାହି,

1    6.5K 1

କିଛି ବହିଯାଏ ସମୟ ସୁଅରେ

Abstract

କିଛି ବହିଯାଏ ସମୟ ସୁଅରେ

1    6.3K 3

ମୃତ୍ୟୁ

Others

ଏମିତି ପରମସତ୍ୟ, ସଭିଏଁ ତା ଆନୁଗତ୍ୟ ଶୈଶବ, କୈଶୋର, ଜରା , ଯୌବନ ବି ନତମସ୍ତ ।।

1    6.6K 4

ମହୁଲି ନିଶାରେ......

Fantasy

ତୁମପାଇଁ ସାଥି ବସି ମୁଁ ରହିଛି ହୃଦୟ ଝରକା ଖୋଲି ,

1    6.7K 7

ନରମ ଜାଡର ସରମୀ ସକାଳର ସୁପ୍ରଭାତ

Romance

ମନେପଡ଼ ତୁମେ ଗଡିଆ ପାଣିରେ ଜହ୍ମର ଗାଧୁଆ ବେଳେ, ନରମ ଜାଡର ସଞ୍ଜ ନଇଁଲେ, ଶିରି ଶିରି ଝଲକେ ଶୀତୁଆ ପବନ ପାଖ ଦେଇ ବହ...

1    6.7K 8

ପ୍ରିୟା ଗୋ

Abstract Fantasy

ବିନ୍ଦୁ ବିନ୍ଦୁ ଲୁହେ ବିଦାୟ ଜଣାଇ ତୁମେ ସିନା ଗଲ ଫେରି

1    6.6K 4

ବାଲିଘର

Abstract Fantasy

କୁହୁଡ଼ିରେ ଘେରା ଉଆସ ଭିତରେ ସ୍ୱପ୍ନରେ ହଜି ହଜି

1    7.0K 4

ସାକ୍ଷାତେ.... ସ୍ଵାକ୍ଷର

Abstract Fantasy

ଜହ୍ନର ରୋଷଣୀ ଦେହ ଜଳାଏନା ଫିକା ଫିକା ଲାଗେ ପ୍ରୀତି ,

1    6.6K 5

ତୃଷ୍ଣା

Abstract Fantasy

ତୃଷ୍ଣାତ ମେଣ୍ଟିନି କଣ୍ଠ ରୁ ମୋର ଢାଳିଦିଅ ଆଉ କିଛି

1    6.6K 3

ଶାନ୍ତିବନର ଛାଇ

Abstract Fantasy

ନିର୍ଜନ ରାତ୍ରିର ଶୂନ୍ୟଶେଯେ ମୁଁ ଯେ ଝଲକାଏ ଥଣ୍ଡା ବାଆ,

1    6.8K 8

ମୃତ୍ୟୁ ରୂପସୀ

Abstract

କାହିଁକିବା ବନ୍ଧୁ ଆଉଟି ପାଉଟି ତୃଷ୍ଣାରେ ଯିବା ବଞ୍ଚି

1    6.7K 2

ବାସ୍ତବ

Abstract

ବାସ୍ତବକୁ ହତ୍ୟା କରି, କେବେ ପୁଣି ଏକ

1    1.2K 7

‘ଆମେରେ ଓଡ଼ିଆ’

Inspirational

ଆସନ୍ତା କାଲିର ଆମେରେ ସୈନିକ ଜନନୀ ର ବରାଭୟ

1    6.4K 3

ନୀଳମାଧଵ ହେ …….(ଭାବ ସାଗର)

Inspirational Abstract Others

ସଂସାରୀ ଟିଏ ମୁଁ ସଂସାର ସାଗରେ ମାୟା ତରୀ ଯାଏ ବାହି...

1    6.6K 4

ବିରହ

Romance

ବେଦନା ଜଡିତ ହୃଦୟର ଦୁଃଖ କାହାକୁ ହୁଏ ନା କହି .. ବୁଝିଲେ ବୁଝିବେ ଅନ୍ତର ବେଦନା ଜହ୍ନ ଆଉ ନୀଳ କଇଁ .. ।

1    6.8K 7

ପ୍ରତୀକ୍ଷା

Abstract

ପାନ୍ଥଶାଳା ହେଲା ଆଶରା ମୋର ଯା' ରୂପ ସହରରେ ତୋର .....

1    1.1K 3

କବିତା

Romance Abstract Others

ଭିଜିଯାଏ ଗଙ୍ଗଶିଉଳିଟା ଜହ୍ନ ଲୁଚେ ...

1    6.7K 5

ଅନୁଚିନ୍ତା

Inspirational

''ସର୍ବେ ଭବନ୍ତୁ ସୁଖୀନଃ ସର୍ବେସନ୍ତୁ ନିରାମୟା'' ଆଜି ପାଇଁ ଆମ ଏହା ହେଉ ଅନୁଚିନ୍ତା ...

1    6.5K 5

କବିତା

Romance Others Abstract

ଭାବିଛି ଲେଖିବି ନାଁଟିକୁ ତୋର ହୃଦୟର ଏକ କୋଣେ...

1    7.0K 5

ସୁପ୍ରଭାତ

Inspirational Fantasy

ଗାଁ ଦାଣ୍ଡେ ବୁଲି କୁକ୍କୁଟ କହିଲେ ଉଠ ନକରିଣ ମଠ

1    6.6K 2

ଜୟ ...ଅଲେଖ ନିରଞ୍ଜନ

Inspirational Abstract Others

ଅଲେଖ ଅଲେଖେ ହେଜି ହେଜ ଥରେ କହେ 'ବେଳା'ପର କାଳକୁ...

1    6.5K 6

ଶିଉଳି ଫୁଟିଲେ ବାଉଳାହୁଏ ମୁଁ

Romance

ମହକେ ଦହକ ଖେଳି ବୁଲୁଥାଏ ଗାଁର ସେ ଉପକଣ୍ଠେ, ସପନ ପିଆଲା ହାତେ ନେଇ ବିତେ ଆଦିମ ପିପାସା କଣ୍ଠେ,

1    1.3K 4

ଜୀବନର ହିସାବ ଡାୟେରୀ ଟିଏ

Abstract Fantasy

ବେଦନା ପ୍ରଦୀପ ଜାଳି କିଛି ଅପଢାରେ ପଡି ରହିଯାଏ

1    6.9K 5

ଅଦେହୀ ଶବର ଅବନା ସପନ

Abstract Others Romance

ଜହ୍ନ ଆସେ ବୁଡି ବୁଡି ..

1    6.2K 6

ତୁମେ ସତ ଏକା ପ୍ରେମଗ୍ରନ୍ଥେ ମୋର

Tragedy

କାଳ ଶକୁନିଟା ଲୋଲୁପ ଦୃଷ୍ଟିରେ ଡେଣା ମେଲି ବୟସର ବଟେ ନିତିଭାବେ ବସି ଉଠାଇ ନେବାକୁ ପଞ୍ଝା ମାରି ତାର ନଖ ଥଣ୍ଟେ

1    1.2K 7

ନୀଳ ତୃଷ୍ନା

Fantasy

ଭାବନା ବୃନ୍ତରୁ ଶବ୍ଦ ତୋଳୁଥିବା ମୁଁ କବି ବିରହ ଦୁଃଖ

1    1.3K 3

ପ୍ରୀତି ଜର

Romance Abstract Others

ଏକ ପ୍ରେମ କବିତା...

1    1.1K 5

ଶୁଭ ଅପରାହ୍ନ ଅଭିନନ୍ଦନ

Romance

ଆଜିର ଦିନକୁ କେବେ ଯଦି ସେଇ କାଲିଟା ଚୋରାଇ ନିଏ ଅତୃପ୍ତ ଆତ୍ମାଟା ଘୁରିବୁଲୁଥିବ ମୁକ୍ତି ନପାଇବା ଯାଏଁ ,

1    1.3K 8

ନିଃସଙ୍ଗ କାକଳୀ

Abstract Fantasy

ଆଉ ବା ତୁମକୁ ସାଥି ଦେବାପାଇଁ କିବା ଅଛି କୁହ?

1    6.5K 0

ଲିଭିବି ଲିଭିନି..… ତୁମେ ଆସି.....

Romance Abstract Others

ଏବେବି ତୁମର ଗଜରାର ବାସ ଘୁରିବୁଲେ ନିଶ୍ୱାସରେ...

1    6.6K 4

କହିଦେ ତୁ ରାମ୍ ରାମ୍

Romance

ମରଣ ବୀଣାରେ ଦେଇ ଜନ୍ମର ଝଙ୍କାର...… ଜରା ଦେହେ ଆଣିଦେବି ଯୌବନ ଜୁଆର,

1    6.7K 9

କହିଦେ ତୁ

Abstract Fantasy

ଏ ଛାତିଟା ଫାଟିଗଲେ ଫାଟିଯାଉ ପଛେ

1    1.2K 4

କ୍ଷଣ ଭଙ୍ଗୁର ଜୀବନ ଯାତ୍ରାରେ....

Abstract Others Inspirational

କ୍ଷଣ ଭଗୁର ୟେ ଜୀବନର ଯାତ୍ରା...

1    6.6K 2

ବିଟପ ହୃଦୟ ବାସ୍ତବ ଏଡାଏ

Romance

ବାଟସାରା ନାଲିଛିଟା ଯେବେ ପଡେ ତୁମ ସରୁ ଅଳତାରେ, ପଳାଶ ଫୁଲରେ ଫଗୁଣ ଫେରଇ ବାଟଭୁଲା ବସନ୍ତରେ,

1    6.6K 6

ଶୁଭ ସନ୍ଧ୍ୟାର ସପ୍ରେମ ନମସ୍କାର

Abstract Inspirational

ପରଶମଣି ନିଶ୍ଚେ ତୋ ଉରଜ ନିୟତେ ନିୟମ ନୀତି ଭୁଲି ଆଜ,

1    6.8K 4

ରାତିଏ ଆୟୁଷ ଦେଵି

Inspirational Abstract Others

ତୋ ନାମକୁ ଲେଖିଦେବି ସାରା ଶତାବ୍ଦୀରେ...

1    7.1K 4

ଜୟ ଜଗନ୍ନାଥ

Others

କୋକେଇ ଯାଉ ତୋ ସରଗ ଦୁଆର ‘ ଜଗନ୍ନାଥ ନାମସାଥେ ।।

1    1.3K 1

ପଲ୍ଲୀବାଳା

Abstract Fantasy

ପଥ ପିଠିପରେ ଶୋଇ ଶୋଇ ଆଙ୍କେ ପ୍ରଣୟର ଅନୁରାଗ ,

1    6.3K 2

ଶୁଭ ସକାଳର ସାରସ୍ୱତ ପ୍ରଣାମ

Inspirational Others Abstract

କାଳିଆ ଠାକୁର ଚରଣରେ ଏକ ପାର୍ଥନା...

1    6.7K 3

ଶୁଭରାତ୍ରୀ

Romance

ହେଲେ ତୁମେ ଥାଅ ବାସ୍ତବ ସାଉଁଟି ନିମ୍ନ ମନା ସମାଜରେ କେହି କାଳେ କିଛି ବୋଲିବେ ତୁମକୁ ନିନ୍ଦା ଅପବାଦ ଡରେ ।।

1    1.2K 4

ପ୍ରତୀକ୍ଷା

Fantasy Abstract

ହେଲେ ମୁଁ ଗଣୁଛି ମୋର କଣ୍ଟାପିଟା ଛାତି ଶବଦକୁ

1    6.9K 6

ଶୁଭ ରାତ୍ରି

Romance Abstract Others

ଲୋଟି ନଯାଉ ଏ ଶରୀରଟା କାହିଁ ତୁମ ନାମ ନେଇ ଓଠେ...

1    6.9K 3

ପ୍ରେମ

Romance

ଜଳିବା ଯନ୍ତ୍ରଣା ଜାଣେ ଏକା ସେହି ଯେ ଜଳିଛି ପ୍ରେମ ପାଇଁ ଆଉ ଜାଣେ ସେହି ଛୋଟ ପତଙ୍ଗଟେ ଯେ ଜଳୁଛି 'ଶିଖା'ପାଇଁ ।।

1    1.2K 7

ଶୁଭ ସକାଳର ସପ୍ରେମ ନମସ୍କାର ସହିତ

Fantasy

ବତୀଘର ପରି ପଥ ଦେଖୁଥିବି ଚନ୍ଦ୍ରଭାଗା ବେଳା ପରେ

1    6.8K 3

ଶୁଭ ସନ୍ଧ୍ୟା

Romance Abstract Others

କୋଳେ ତୋଳି ଜାଳି ପ୍ରଣୟ ପ୍ରଦୀପ...

1    1.5K 5

ମାର୍ଗଶୀର ଗୁରୁବାରର ଅଭିନନ୍ଦନ

Tragedy

ଗାଁ ଦାଣ୍ଡ ଧୂଳି ସଢ଼େଇରେ ଭରି ଚୁଲି ପାରୁଥିଲି ଯେବେ ବୋହୁଚୋରି ଖେଳେ ବୋହୁ ହୋଇ ତୁମେ ରାନ୍ଧି ଦେଉଥିଲ ସେବେ,

1    1.1K 6

ତୁମେ ପୁଞ୍ଜି ଶବଦର

Abstract

ପ୍ରଣୟ ମଦିରା ପିଆଲାରେ ଢାଳି ପଢେ ତାକୁ ଥର ଥର,

1    6.5K 6

ଜୟ ଜଗନ୍ନାଥ

Inspirational Others Abstract

ପ୍ରଭୁଙ୍କ ନିକଟରେ ଏକ ପାର୍ଥନା...

1    6.7K 3

କବିତା

Fantasy

ରାଧାରାଣୀ ପାଇଁ ପ୍ରେମ ପାଗଳ ସେ ଧରିଛି କହ୍ନେଇଁ ବେଶ,

1    6.5K 4

ମୋ ଗାଁ ଶୀତ

Inspirational Abstract Others

ଗରମ ପକୁଡି-ଆଳୁଚପ ଆଉ ଗରମ ବାଦାମ ଭଜା ..,

1    6.4K 4

ଶୀତ ଆସେ

Abstract Fantasy

ରାତିଟା କୁହୁକ ଭରା ନିଦଟା ଅଳସୀ ସବୁକିଛି ତୁମଠାରେ ଶେଷ ହୁଏ

1    6.5K 2

ତୋ ପାଇଁ ଆଜି ମୁଁ 'ବେଳାଭୂମି'

Fantasy Inspirational

ବେଳା ବତୀଘର ତଳେ ଅବା ଫୁଟି ପୁଣି ଝରି ପଡି ଯାଏ

1    6.8K 5

ଅଳସୀ ରୁପସୀ …କ୍ରିଷ୍ଣ୍ଣା

Fantasy Romance

କଡ ଲେଉଟାଏ ଅଶାନ୍ତ ମନଟା କଣ୍ଠେ ଆଦିମ ତୃଷ୍ଣା

1    6.5K 2

ଭାବ ସାଗର

Inspirational

ଆଖିରେ ତୋ ରୂପ ଶ୍ୟାମ, ଚକାଆଖି ଥାଉ ପଲକେ ମୋ ଲୁଚି

1    7.1K 3

ଶେଫାଳି

Abstract Fantasy

ତଥାପି ବି ନିତି ସଞ୍ଜ ନଇଁଲେ ମହକାଏ ମହକରେ

1    1.3K 6

ଅଜଣା ସମ୍ପର୍କ

Abstract Inspirational

ଲୁହକୁ ଲୁଚାଇ ବଂଚିବାକୁ ପଡେ ‘ସର୍କସ ଜୋକେର’ ପରି

1    6.6K 7

ନିଦାଘେ ଚିଲିକା

Inspirational Fantasy

ସନ୍ତରନ୍ତି ଜଳେ ବିହଙ୍ଗମ ଦଳ ଯୁଗଳ ବନ୍ଧନେ ହୋଇ ମାଳ ମାଳ ,

1    6.4K 4

ବୋଧହୁଏ ! ଯେଉଁଦିନ ପୁଂସତ୍ୱ ହାରିବି

Inspirational Romance

ମୁଁ କିନ୍ତୁ ତୁମ ପାଇଁ ଆଜିବି ଶ୍ରୀଖଣ୍ଡି, ଆଉ ଜମ୍ମା କହିବିନି ମୁଁ ତୁମକୁ ଭାରି ଭଲପାଏ

1    1.2K 3

ଶ୍ରୀ ଛାମୁରେ ବେଳାର ବିନତି

Abstract Inspirational

ଛନ୍ଦା ଚରଣଦରେ ବନ୍ଧା ପଡି ଥାଉ 'ବେଳା' ର ଜୀବନ ଡୋର …….।।

1    13.4K 3

ତୁଣ୍ଡେ ଥାଉ ନାମ ମୁଣ୍ଡେ ମୋ ତିଳକ

Inspirational

ଶବ ଯାଉ ମୋର ସ୍ୱର୍ଗଦ୍ୱାର ଦେଇ ତୋ ସିଂହ ଦୁଆର ପଥେ …..…।।

1    6.9K 2

ଗରବେ କହିବି ଓଡ଼ିଆ ପୁଅ ମୁଁ

Inspirational Abstract Others

ସୁଜଳା ସୁଫଳା ଚାରୁ ଲାସ୍ୟମୟୀ ସେଇ ମୋ ଦେଶ ଓଡିଶା...

1    12.7K 4

ପ୍ରେମ ଅନୁକମ୍ପା

Romance Tragedy

ହୃଦୟର ଦାହ ପରେ ଦହନର ପ୍ରହସନ କିମ୍ପା ?

1    1.4K 4

ଭାବ

Abstract

କେବେ ବା 'ବିଲୀନ'ସମାଧି ରେ ରହି ହଂସ ଓ ପରମ ଦୁଇ ମିଶାଇ ଦୁହିଁଙ୍କୁ ଯୋଗ ସାଧୁଥାଏ 'ପରମହଂସ' ମୁଁ ହୋଇ,

1    7.0K 4

ଆଉ ଦୋଷ ଦେବ ନାହିଁ

Abstract Fantasy

ରାତି ସପନକୁ ଆସିବାକୁ ବନ୍ଧୁ ଏବେ ଠାରୁ ଦେଲି କହି ସକାଳୁ ସକାଳୁ କହି ନାହିଁ ବୋଲି

1    1.3K 6

ଆଉ ଦୋଷ ଦେବ ନାହିଁ

Romance Abstract Others

ସ୍ବପ୍ନରେ ଆସିବେ କେହି ଜଣେ....

1    13.5K 3

କେମିତି କହିବି ଖୋଲି ?

Abstract Fantasy

କେଉଁ ଏକ ନିରୋଳା ପହରେ ଜହ୍ନର ମଶାଲ ଫୁଙ୍କି

1    1.2K 4

ଜାଣେନା କାହିଁକି ଆଜି

Abstract Others Inspirational

ହ୍ରୁଦୟଟା ବାରମ୍ବାର ତୁମ ନାମ କୁହେ....

1    13.2K 4

ପ୍ରଣୟ ପ୍ରଦୀପ

Romance

କୋଳେ ତୋଳି ଜାଳି ପ୍ରଣୟ ପ୍ରଦୀପ ବୋକ ଦେଉଥିବି ଗଣ୍ଡେ ପ୍ରଣୟ ମଦିରା ପରଶି ହରଷେ ଅଧରର ମଧୁଭାଣ୍ଡେ

1    1.2K 7

ଜନମୁଖ ବାଣୀରେ ମୁଁ

Fantasy Abstract

ଜନମୁଖ ବାଣୀରେ ମୁଁ ସାଜିଲି ବିଦଗ୍ଧ, ଭାବନାର ଆରୋହଣ

1    1.3K 7

ଶେଷ ଯଉବନ କ୍ଲାନ୍ତ ପଥିକ ମୁଁ

Romance Abstract Others

ପ୍ରେମ କବିତା...

1    13.5K 3

ଶେଷ ଯଉବନ କ୍ଲାନ୍ତ ପଥିକ ମୁଁ

Tragedy

ଜରାର କରଇ ଆବାହନ , ରୁଗ୍ଣ ନୁହେଁ ମୁଁ ମନୋଭଗ୍ନ ପ୍ରଣୟର ଏଇ ତୋରଣ ନିକଟେ (ଆଜି )କାହିଁକି ବା ମାନ ଅଭିମାନ ?

1    1.1K 4

ଦେଖ ଶରତ ଆସିଛି ଫେରି

Inspirational

ଖେତ ଖମାରରେ ସୁନାର ଫସଲ ଚଷା ଭାଇ କରେ ନୂଆଖାଇ ଭେଟ ଢ଼ୋଲ କରତାଳ ମାଦଳ ମୃଦଙ୍ଗ

1    6.9K 4

ଦେଖ ଶରତ ଆସିଛି ଫେରି

Inspirational Abstract Others

ଦେଖ ଶରତ ଆସିଛି ଫେରି......

1    12.8K 5

କଳ୍ପ ଯୁଗର ଗଳ୍ପ

Tragedy

ତୁମେ ସିନା ସାଥୀ ଅଳକା ପୁରୀର ସ୍ୱପ୍ନିଳ ନୀଳ ପରୀ ହେଲେ ମୁଁ ନିଃସଙ୍ଗ ନୀଶିଥର ଏକ ନିଷ୍ପେସିତ ପଥଚାରୀ

1    1.2K 5

ହୃଦୟ ମୃତ୍ୟୁର ଶୋକେ

Fantasy Action

ଅଦେଖା ପ୍ରଣୟ ଚୟନରେ ସାଥୀ ନୟନେ ଲୁହର ବନ୍ୟା

1    1.2K 3

ଭାବର ପରଶ

Abstract Inspirational Others

ଦାରୁବ୍ରହ୍ମ ରୁପୀ ପରମାତ୍ମାଙ୍କୁ କେବଳ ଭାବର ପରଶ ଟିକେ ହାତପାତି ମାଗ...

1    13.6K 5

ପାଗଳ କୁହନ୍ତି ସଂସାରୀ ସଭିଏଁ ଜୟ

Others

ପାଗଳ କୁହନ୍ତି ସଂସାରୀ ସଭିଏଁ ହେଲେ ବେଶି ଭାବାବେଶ ।।

1    6.5K 3

ପାଦ ଅଳତାରେ

Fantasy Inspirational

ପାଦ ଅଳତାରେ ନାଁ ଲେଖିଦେଇ ଚଲା ବାଟେ ଯାଇଥିବ

1    1.3K 2

ଶୂନ୍ୟତାର ଅନ୍ତଃସ୍ୱର

Romance Abstract Others

ଶୂନ୍ୟତା ଆସି ଦସ୍ତକ ଦିଏ ସଞ୍ଜ ନଇଁଲା ପରେ...

1    13.8K 3

ମୁଁ **

Fantasy

କେବେ ସମାଧି ରେ ଥାଇ ସଂଭୋଗ ରଚେ ବିକାର ବିହୀନ ଚିତ୍ତେ,

1    6.9K 2

କିଏ ଜାଣେ କେବେ ପରୱାନା ନେଇ

Fantasy Inspirational

କିଏ ଜାଣେ କେବେ ପରୱାନା ନେଇ ମୃତ୍ୟୁ ଆସିବ ଦ୍ୱାରେ

1    1.2K 4

ତୁମେ ମନେପଡ଼ ଜହ୍ନ ଉଠିଲା ବେଳେ….

Romance Fantasy Others

ଶୂନ୍ୟତା ଯେବେ ତୁମ କଥା କୁହେ...

1    12.9K 3

ନିଦାଘ ନୁହେଁ ମୁଁ.....

Tragedy

ପଲକ ତଳରୁ ତନ୍ଦ୍ରା ହଜିଛି ଅଳକାପୁରୀର ପଥ କଂଟକେ ଭରା - ବାଟ ନିରିଜନ ନିକାଞ୍ଚନ ଏ ନିଶୀଥ

1    13.4K 6

କଳସେ ଭରିଛି ଅଳସୀ ରାତିର ସପନର

Fantasy Inspirational Abstract

ଶେଫାଳି ଆୟୁଷେ ନିତିସଞ୍ଜେ ଫୁଟି ରାତି ଶେଷେ ଯାଏ ଝରି ରାଣ କହିଦିଅ ଥରେ ତୁମେ

1    1.1K 4

କଳ କାକଳୀରେ ମୁଖର ଦିଗନ୍ତ

Abstract Others Romance

ନୀଳକଇଁ ସାଜେ ଅଭିସାର ବେଶ...ହୃଦୟ ବିଳପି ଉଠେ

1    66 3

କଳ କାକଳୀରେ ମୁଖର ଦିଗନ୍ତ

Others

ଦିହୁଡ଼ି ଜଳାଇ ଜହ୍ନ ଆସିଲାଣି ଫୁଟିଲେଣି ତାରା ଫୁଲ

1    13.8K 7

ଛମ ଛମ ତୁମ ପାଉଜି ଶବଦ

Fantasy

ଛମ ଛମ ତୁମ ପାଉଜି ଶବଦ ଛମକେ ଗଡିଆ ତୁଠେ,

1    6.7K 3

‘’ଗରବେ କହିବି ଓଡ଼ିଆ ପୁଅ ମୁଁ

Inspirational Others Abstract

ବନ୍ଦେ ଉତ୍କଳ ଜନନୀ...

1    13.7K 3

ରାତିର ଛାତିରୁ ଶୂନ୍ୟତା ସାଉଁଟି

Tragedy Abstract

ରାତିର ଛାତିରୁ ଶୂନ୍ୟତା ସାଉଁଟି ସେଇ ସହରକୁ ଖୋଜେ

1    1.1K 1

ମୁଁ ଖୋଜୁଥିବି ଜରା ଦେହେ ଯେବେ

Abstract Others Inspirational

ଏକ ନିଆରା ମିଳନ...

1    6.8K 9

ବିରହୀ ଶିଳ୍ପୀ

Inspirational Abstract

ବିରହୀ ଶିଳ୍ପୀ ସାଜି ଭଗ୍ନ କରନା ଭାବନାକୁ ତୁମେ ମଗ୍ନ ମୁଁ ନିଦ୍ରା ତେଜି ,

1    6.6K 2