Quotes New

Audio

Forum

Read

Contests


Write

Sign in
Wohoo!,
Dear user,



Pranati Mahapatra   Author of the Year 2018 - Nominee

  Literary Brigadier

ଷ୍ଟୋରିମିରର ଓ ଆମେ

Others

ତୁମେ ସ୍ରଷ୍ଟା, ତୁମେ ସୃଷ୍ଟି ତୁମେ ତ ସାହିତ୍ୟର ମହାରଥୀ। ଏମିତି ସୁନ୍ଦର ବାକ୍ୟ ଥାଏ ପଲ୍ଲବିନୀ ଓ ବିଭୁ ବା...

1    257 4

ଚାହେଁ ନା

Thriller

ସତ ଉପଦେଶ ଯଦି ଦେଇଦେବୁ ସେଦିନୁ ସମ୍ପର୍କେ ପଡ଼ଇ ଭଟ୍ଟା । କହନ୍ତି ୟାକୁ ଚିହ୍ନୁନା । ମୁଁ ସମ୍ପର୍କ ଚାହେଁ ...

1    29 0

ହୃଦୟର କାନଭାସ୍

Inspirational

ତିନିଭାଗ ଜଳ ଏକଭାଗ ସ୍ଥଳ ତା ମଧ୍ୟେ ଜଙ୍ଗଲ କିଛି, କଳକାରଖାନା ପାଇଁ ଏ ମଣିଷ ତା ବଂଶ ବିନାଶେ ପୋଛି ପାଛି।

1    12 0

ଦେବତ୍ଵ ପ୍ରାପ୍ତି

Others

ବାରମ୍ବାର ଧିକ୍କାରର ହାତୁଡି ପ୍ରହାର ପାଖରେ ମଧୁର ଚୁମ୍ବକୀୟ ଶବ୍ଦ ଜିଇଁବାର ଅଦ୍ଭୁତ ନିଶା ଜଗାଏ। ଶରୀରରେ, ...

1    44 2

ଆହା ଏମିତି ଦେଶ

Others

ଏ ମାଟି ମାଆ ଜୟଗାନ କରେ ଗରବ ବି କରୁଥାଏ, ତା ପୁଅଙ୍କ ପାଇଁ ଯଶ କୀର୍ତ୍ତି ତାର ସଦା ଅକ୍ଷୁର୍ଣ୍ଣ ରହେ। ସ...

1    89 1

ଆସରେ ପିଲେ ବଣକୁ ଯିବା

Children Stories Others

ଖାଲି ଜାଗା ଦେଖି ବୃକ୍ଷ ରୋପିବା ଖତ, ସାର, ପାଣି ଦେଇ ତାକୁ ବଞ୍ଚାଇବା ସିଏ ବଞ୍ଚିଲେ ଆମେ ବଞ୍ଚିବା ସଭିଙ୍କୁ...

1    49 2

ଶ୍ରେୟ ମାଆ ଭାରତୀର

Others

ତିନି ରଙ୍ଗ ଶ୍ଵେତ, ନାରଙ୍ଗୀ ସବୁଜ ଅଶୋକ ଚକ୍ର ମଝିରେ, ସାହସ,ଶାନ୍ତି, ବିଶ୍ଵାସ ରେ ଭରା ଧରମର ବାର୍ତ୍ତା ସବ...

1    66 2

କିଏ ହେବ ତା'ର ସରି

Inspirational

ଏମିତିକା ରତ୍ନ ,ଯେ ତାକୁ ଅରଜେ କେହି କିଛି କରି ପାରେ ନାହିଁ, ନିଆଁ,ପାଣି ଅବା ଝଡ଼ କି ବତାସ ଚୋର ସବୁ ଯାଆନ...

1    194 2

ସୃଷ୍ଟିର ସୃଷ୍ଟ

Inspirational

ପରଝିଅ ଟିକୁ ବୋହୂ କରିଆଣି ନିଜ ଘର ଲକ୍ଷ୍ମୀ ପରି ଦେଖ, ଶୈଶବ କୈଶୋର ପିତାଳୟୈ ସିନା ବୃଦ୍ଧବେଳେ ସ୍ଵାମୀ ପାଖ...

1    26 0

ଏହି ମନ ଆତ୍ମା ଓ ହୃଦୟ

Others

ବାମନ ହୋଇ ଚାନ୍ଦ ଛୁଇଁ ବାକୁ ତ ମଙ୍ଗଳ ଗ୍ରହରେ ସୁନେଲି ପ୍ରାସାଦ ତୋଳିବାକୁ, ଶୂନ୍ୟ ଶୂନ୍ୟ ମହାଶୂନ୍ୟରେ ଉଡି...

1    111 4

ସିଏ ମାଆ ଏହି ଧାମେ

Inspirational

ବିଶୁଦ୍ଧ ପବନ,ଶୁଦ୍ଧ ପରିବେଶ ନିୟନ୍ତ୍ରଣ ରହେ ବିଶ୍ଵ, ଉଦ୍ ଭ୍ରାନ୍ତ ମଣିଷ ମୋହେ ମୋହାଛନ୍ନେ ନିପାତେ ତାହାର ...

1    91 2

ପ୍ରତିଦାନ

Inspirational

ନାନା ପ୍ରଲୋଭନେ ମନ ମୋହି ପୁଅ କରି ନିଜଠୁ ଅନ୍ତର, ସେବା ବଦଳରେ ଶକ୍ତ ଧକ୍କା ଦେଇ ବୃଦ୍ଧାଶ୍ରମ ଉପହାର।

1    94 3

ମୃତ୍ୟୁମୁଖ

Others

ଅନ୍ୟାୟ ପଥେ ବହୁ ଧନ, ପାଇଁ ଲାଳାୟିତ ତାଙ୍କ ମନ, ଲୋଭହୁଁ ପାପ ବଢିଯାଏ, ପାପରୁ ମୃତ୍ୟୁ ମୁଖେ ଯାଏ।

1    23 1

ଅଜବ ଏ ମଣିଷ

Others

ନଜର ଥାଏ କେତେଜଣ ଆପଣାର କରୁଛନ୍ତି। ଏହି ଯେମିତି ସାହିତ୍ୟ, କଳା,ରାଜନୀତି, କ୍ଷେତ୍ରରେ। ଅନ୍ୟକୁ ଭଲ ପାଇଲେ ...

1    62 1

ଅଜବ ମଣିଷ

Others

ହେଲେ ନିଜକୁ ନିଜେ ଭଲ କହିବାକୁ ସଫେଇ ଦିଆଯାଏ ଲମ୍ବା ଲମ୍ବା ତାଲିକା। ଏଠି ଭଲ ପାଇବାକୁ କାହାକୁ ସମୟ ହୁ...

1    347 4

ପ୍ରତିଯୋଗିତା

Others

ପ୍ରତିଦ୍ଵନ୍ଦୀ ସମସ୍ତେ, ଜିତିବାର ଅଦମ୍ୟ ଲାଳସା ସମସ୍ତଙ୍କର, ଗଡ଼ ଜିତିବା ନିଶାରେ ଫିକା ପଡିଯାଏ ସମ୍ପର୍କ,

1    217 0

ଗୋଟିଏ ମାଆର ସନ୍ତାନ

Others

ଭୁଲି ହିଂସା, ଦ୍ଵେଷ ଆଉ ପରଆପଣାର, ରାମରାଜ୍ୟ ସ୍ଵପ୍ନ ଥିଲା ଆମ ବାପୁଙ୍କର। ସେହି ସ୍ଵପ୍ନ ନିଶ୍ଚେ ଦିନେ କରିବା ...

1    105 3

ଯୌବନ କାନ୍ଦୁଛି

Others

ହୋଇଅଛି ବଡ଼ ବାବୁ ସିନା ଅଛି ଗାଡ଼ି ଘୋଡା ଟଙ୍କା ସୁନା, ସେଭଳି ମୂହୁର୍ତ୍ତ ସେକାଳ ମଣିଷ ହଜିଛି ଆଖି ଆଗରୁ, ...

1    333 1

ମୁଁ ମହୀୟସୀ ପୁଣି କାଳଭୈରବୀ

Others

ପଣତ ଯା ପାଇଁ ଶ୍ରୀମନ୍ଦିର ନେତ ସେ ନେତ ଉଡାଇ ଦିଏ, ଦୁର୍ଗା କାଳୀ,ରଣଚଣ୍ଡୀ ପାଲଟେ ଉଚିତ୍ ଶିକ୍ଷା ବି ଦିଏ।

1    270 3

ସହୀଦ ସଲାମ

Others

ଜୀବନକୁ ବାଜି ଲଗାଇଣ ଦେଇ ଶତୃ ସହିତ ରଣ କ୍ଷେତ୍ରରେ, ରଣ ହୁଙ୍କାରରେ ଯୁଦ୍ଧ କରି କରି ଶତୃମୁଣ୍ଡ ଗଡାଇଥାଏ ଭୂ...

1    107 3

ଭାଙ୍ଗିଯାଏ ସ୍ଵପ୍ନ

Others

ଘର ମେରୁଦଣ୍ଡପରି ଥାଆନ୍ତି ତ ବାପା ବାୟୁପାଣି ଦାନ ପରି ଦାନ ତାଙ୍କ ସଫା, ଧରିତ୍ରୀଠୁ ବଡ଼ ପୁଣି ଆକାଶଠୁ ଉଚ୍ଚ ,...

1    319 0

ତୁ ଏକା ସର୍ବବିଦ୍ୟ ଜଗନ୍ନାଥ

Others

ଅରୂପରେ ରୂପ ଦେବାପାଇଁ ତୋର ନାହିଁ ପାଖେ ମୋର ଭାଷା, ତୁହି ମୋ ଜୀବନ ତୁହି ମୋର ଧନ ତୁହି ମୋ ଆଶା ଭରସା।

1    85 3

ମୁକସାକ୍ଷୀ ଆଜି ଦଣ୍ଡାୟମାନ

Others

ଏଇମିତି କିଛି କିଛି ଦିନ ବ୍ୟବଧାନରେ, ନିୟମିତ ଆସୁଛି, ବେଳୁବେଳ ପ୍ରବଳରୁ ଅତି ପ୍ରବଳ ବଳ ପ୍ରୟୋଗ କରି ନି...

1    238 40

ଆତ୍ମବିଶ୍ବାସ

Others

ଯୁଗେ ଯୁଗେ ମାତା ସନ୍ତାନ ପାଇଁ ସହିଥାଏ କେତେ କ୍ଳେଶ, ଅଧିରା ସନ୍ତାନ ଭାଗ୍ୟରୁ ଦୁଃଖ ଦୂରାଇ ଦେଇଥାଏ ମୁଖେ ହ...

1    407 50

ଜୀବନର ଲକ୍ଷ୍ୟ

Others

ଯେମନ୍ତେ ଶ୍ରୀରାମ ସୀତା ବିବାହରେ ଲକ୍ଷ୍ୟ ସଫଳ ହୋଇଲେ, ସେମନ୍ତେ ଶବର ପୁତ୍ର ଜରା କଷ୍ଟେ ବିଦ୍ୟାଶିକ୍ଷା କରି...

1    284 38

ସ୍ଵପ୍ନ ଏବେ ରାମରାଜ୍ୟ

Others

ଆସିଲେ ଶହଶହ ରାବଣ, କଂସ ଲଙ୍କାପୁରୀ ପାଲଟି ଗଲା, ମୋର ଏହି ରାମରାଜ୍ୟ କରିଦେଲେ ସବୁ କିଛି ଧ୍ଵଂସ

1    47 1

ଚିହ୍ନା ସାଥି ଅଚିହ୍ନା ସ୍ମୃତି

Inspirational

ସେ ଭାବ ଶରୀର କ୍ଷତ କରେନାହିଁ ମନକୁ କ୍ଷତାକ୍ତ କରେ, କେବେବି ଭରେନି ସେ କ୍ଷତର ସ୍ଥାନ ମନେ ଅନ୍ଧକାର ଭରେ।

1    147 3

ମୁଁ ଦିଗ୍ ବିଜୟ ସମ୍ରାଟ

Others

ଅସମ୍ମତ ହେଲେ ମୁଁ ମୋ ରାସ୍ତାରୁ ହଟେଇ ଦିଏ ସବୁଦିନ ପାଇଁ। ଯେମିତିକି ଚେସ୍ ପଟାର ସୈନିକ ମାନଙ୍କ ପରି ।

1    86 1

ବିଚିତ୍ର ଶବ୍ଦ ସେ ମାଆ

Others

ମଧୁଠୁ ମଧୁର ଅମୃତଠୁ ବଳି ବିଚିତ୍ର ଅଟେ ଏ ଧରାରେ, ସଭିଙ୍କ ପାଇଁ ସେ ଅଦ୍ଭୁତ ଶବ୍ଦଟେ ଦେବୀଠାରୁ କମ୍ କେଉଁ ଗ...

1    357 14

ଅସହ୍ୟ

Others

ସହରକୁ ଗାଆଁ ଭାବିବୁ ଯେବେ, ସୁଖରେ ହସିବ ସଂସାର ତେବେ। ନ ହେଲେ ମାଳିକା ବଚନ ଭାଇ, ବ୍ୟର୍ଥ ନହୋଇ ସତ ଯିବ ହୋ...

1    112 1

ଦୁନିଆଁର ଶ୍ରେଷ୍ଠ ବନ୍ଧୁ

Others

ପୂଣ୍ୟମୟୀ ଜନନୀ ସେ ସ୍ନେହମୟୀ ମାଆ, ଦୟାର ଭଣ୍ଡାର ତାର ଅପାର କରୁଣା।

1    248 18

ଜୀବନର ପ୍ରଶ୍ନ

Others

ରହିଯାଇଛି ସେହି ଚାରିଚଉତା କାଗଜ ଖଣ୍ଡକରେ ଅସମାହିତ ପ୍ରଶ୍ନର ସହଜ ସମାଧାନ ରୁଟ୍ ଟୁ ଏକ ଅପରିମେୟ ସଂଖ୍...

1    47 0

ଆଉ କି ଆସିବ ଫେରି

Others

ପାଣିଫୋଟକା,ଚିତା ପହଁରା ବୁଡା ପହଁରା ଦେଉ, କୂଳରୁ ଡେଇଁ ସାଧନ ଭାଙ୍ଗୁ କରାମତି ଦେଖାଉ।

1    52 1

ଭାରି ମନେ ପଡେ

Fantasy Others

ଜେଜେ ଜେଜେମା ତ କହନ୍ତି କେତେ ତୋର କାହାଣୀ, ତୋ ପାଇଁ କାଳେ ଖୁସି ଆସେ ଆମ ଘରକୁ ପୁଣି ।

1    145 3

କଣ ତୁ କଲୁ

Fantasy Others

ପୁରୀ, ଭୁବନେଶ୍ବର, କଟକ, ଯାଜପୁର, ଭଦ୍ରକ, ବାଲେଶ୍ଵର, ବାରିପଦା ର ଜନଜୀବନ ଅସ୍ତବ୍ୟସ୍ତ । କିଏ ଦେବ ସାନ୍ତ୍...

1    186 5

ସେ ଆମ ପୂର୍ବଜ

Classics Others

ସେ ଆମ ବାନ୍ଧବ,କୁଟୁମ୍ବ ଥିଲେ ପୂର୍ବ ଜନ୍ମରେ, ଆମ ଆଦର ଓ ସ୍ନେହରେ ସେ ରହିଥାନ୍ତି ଆମ ପାଖରେ ।

1    43 1

ମଦିରା ଉପହାର

Fantasy Others

ଯେତ ହଲାପଟା ଭଙ୍ଗାରୁଜାର ହୁଏ ନାହିଁ ସୁଫଳ ଯେମିତି ଚାଲିଛି ଚାଲିବ ଶୀଘ୍ର ଆସିଯିବ ମହାକାଳ ।

1    53 1

ସୃଷ୍ଟିର ଶ୍ରେଷ୍ଠ ସମ୍ପଦ ମଣିଷ

Inspirational Others

ଆଲିଏନ ନାମ ତାହାର ଦେଇଛି ଏ ମଣିଷ, ଅଦ୍ଭୁତ ପରାଏ ଜୀବ ସେ କାଳେ ସେ ସୃଷ୍ଟି କରିବ ନାଶ।

1    92 2

ହେଜରେ ମର୍ତ୍ତ୍ୟର ନର

Others

ଘୋଟି ଆସିବ ତ ମହାପ୍ରଳୟ ଚେତନା ଜାଗ୍ରତ କର, ଧ୍ଵଂସ ହୋଇଯିବ ଶଶାଗରା ଧରା ହେଜରେ ମର୍ତ୍ତ୍ୟର ନର।

1    66 2

ବିକଳାଙ୍ଗ ଖଟିଖଟି

Others

ତଥାପି କାହିଁକି ଉଦର ପୁରେନି ସଦା ହାହାକାର ହୁଏ, ସଭିଙ୍କ ମୁହଁରେ ଦାନା ଗଣ୍ଡେ ପାଇଁ ଦାଦନ ମୁଁ ଖଟୁ ଥାଏ।

1    364 42

ଈଶ୍ୱର ଯେ ଏକ

Inspirational Others

ନିତି ଚାଲେ ଧର୍ମ ଦାଣ୍ଡେ ଧରମକୁ ଟଣା, ବୁଝି ପାରେନା ମଣିଷ ହୁଏ ବାଟ ବଣା ।

1    270 43

ଶୀତ ତ ଡ଼ରି ଛାନିଆଁ

Others

ମାଘ ମାସର ଏ ବାଘୁଆ ଶୀତଟା ହାର ମାନେ ଆମ ପାଖେ, କାଠ କରିଦେଉ ଆମ ଏ ଦେହକୁ ଶୀତ ବଡ଼ବଡିଆଙ୍କୁ ଦେଖେ।

1    125 2

ଦୁର୍ବାର ଆଶା

Others

ଅଜବ ନିଶା, ବୁଦ୍ଧି, ଜ୍ଞାନ ଓ ବଳରେ ସବୁକିଛି ଜୟ କରିବାର ଅଦମ୍ୟ ଲାଳସା, ପରିବର୍ତ୍ତନ କରିବାକୁ ଚାହେଁ ନ...

1    109 3

ଚେତାବନୀ ଏକ ଆତ୍ମାର

Action Others

ସେମିତି ପାଇବ। ଏକା ନେବନି,ମିଳିମିଶି ନିଅ । କ୍ଷଣିକ ଦୁଷ୍କର୍ମ ର ଫଳ କେମିତି ବିଭୀଷିକା ମୟ ହୁଏ ଆଖିଫା...

1    46 1

ତୁମେ ସତ୍ୟ ସନାତନ

Abstract Inspirational

ରାମନାମ ସତ୍ୟ ହରିନାମ ସତ୍ୟ ତୁମେ ସତ୍ୟ ସନାତନ ଶୈଶବକୈଶୋର, ଯୌବନବାର୍ଦ୍ଧକ୍ୟ ସବୁ ତୁମରି ଭିଆଣ। ତୁମେ ...

1    68 2

ସୃଷ୍ଟିର ଗୋଲକ ଧନ୍ଦା

Thriller Others

ଅଜଣା ଅଶୁଣା ଅଦେଖା ଜୀବନ କ୍ଷଣେ ପଡିଥାଏ ବନ୍ଧା, ଏମିତି ଡୋରରେ ବାନ୍ଧି ହୋଇଯାନ୍ତି ଏ ବଡ଼ ଗୋଲକ ଧନ୍ଦା।

1    119 3

ସାମ୍ପ୍ରତିକୀ

Others

ଏତେ ତ ଯୋଜନା, ବିକାଶ ହେଉଛି ଯଦି ମଦକୁ କର ଜବତ, କେତେ ନାରୀ, ମାଆ,ଭଉଣୀଙ୍କ ଘର ହୋଇଯିବ ସୁରକ୍ଷିତ।

1    309 31

ଆସ ତୁମେ

Abstract Inspirational

ସଭିଙ୍କ କର୍ଣ୍ଣ ପଟଳରେ ସଦା ଗୁଞ୍ଜରିତ ହେଉ ଗୀତ, ବାଇବେଲ,କୋରାନର ପୂତପବିତ୍ର ମୋକ୍ଷ ଶବ୍ଦ, ଅପଥରୁ ସୁପଥରେ ପରି...

1    178 4

ଆତ୍ମ ଚିନ୍ତନ

Inspirational Others

ଆଗ ପଛ ତିନି ଥର ଚିନ୍ତନ ସୁପଥରେ କରୁଥିଲେ ଗମନ ମନକୁ କେବେ ଧୋକା ନ ମିଳିବ ସୁଖଶାନ୍ତିରେ ଦିନ ଗଡି ଯିବ।

1    151 3

ଯୌବନ କାନ୍ଦୁଛି

Others

ସଞ୍ଜ ଓ ସଳିତା,ଘିଅ ଦୀପ ଗୁଡା ବେଦମନ୍ତ୍ର ଶୁଣିବା ପାଇଁ, ମାଆର ପଣତ ଆସୁନାହିଁ ଜମା ଲୁହକୁ ପୋଛିବା ପାଇଁ

1    119 2

ଭଗବାନ ଛୁଟିରେ ଅଛନ୍ତି

Others

ତିଳତିଳ ହୋଇ ଜଳିଜଳି ଆଲୋକିତ କରିଥିବା ମହାନ ଦୀପଟିକୁ ଏତେ ନିନ୍ଦା କାହିଁକି ?

1    70 2

ଜଳ

Others

ଗଙ୍ଗାର ଗୋଟିଏ ଧାରରୁ ବାହାରି ଜଗତ କଲ୍ୟାଣ ଆସିଥିଲୂ ସମସ୍ତଙ୍କୁ ତୋ ପବିତ୍ର ଜଳରେ ଶୁଦ୍ଧ କରିଦେଲୁ,

1    436 43

ବଜ୍ର ଶପଥ

Tragedy

ମରିଯିବା ପଛେ ଛାଡିବାନି ତାଙ୍କୁ ଦେବା ଉଚିତ ଜବାବ, ସ୍ଵଚକ୍ଷୁରେ ଦେଖୁ ବେଇମାନ ଶତ୍ରୁ ଜାଗ୍ରତ ସିପାହୀ ଭାବ।

1    274 20

ମାନସ ସନ୍ତାନ

Others

ଅବ୍ୟକ୍ତ ଭାବନା ସବୁ ଉବୁଟୁବୁ ହୁଏ ମୋ ମନ ଆଇନାରେ, ମନ୍ଦ ମଧୁର ମଳୟ ବହୁଥାଏ ସଦା ମୋ ହୃଦକନ୍ଦରେ।

1    163 13

ମୋ ସାଥି

Others

ତୁମେ ମୋର ଆଶା ଓ ବିଶ୍ୱାସ, ତୁମ ପାଇଁ ସଭିଙ୍କ ପାଖରେ ଆଜି ମୁଁ ପରିଚିତ

1    172 5

ଫଗୁଣଝୁରୁଛି

Others

ଯେମିତିକା ଥିଲା ମୋ ଗାଆଁରକୋଳ ଆଜି ବଦଳିଛି ଚିତ୍ର ତା'ର, ଆଗଭଳି ଆଉ ନାହିଁ ସେ ମଉଜ ନାହିଁ ଖୁସିର ଜୁଆର।

1    52 2

ସେ ନାରୀ

Others

ଅକୁଣ୍ଠିତ ଚିତ୍ତରେ ଜନସମାଜକୁ ଦାନ କରୁଥିବା ମମତବୋଳା ସମୀରଟିଏ।

1    359 21

କାହିଁକି କେଜାଣି

Others

ଆଜି ସମାଜରେ କାହିଁକି କେଜାଣି ସଭିଏଁ ଅସଫଳ, ପରାଜୟ ଗ୍ଲାନି ଜାବୁଡ଼ି ଧରିଛି ମନପ୍ରାଣ ଯେ ବିଫଳ।

1    299 17

କାହିଁକି କେଜାଣି

Others

ଆପଣା ସ୍ଵାର୍ଥକୁ ଭୁଲିଯାଇ ଆମେ ଅନ୍ୟକୁ ସଜାଡି ନେବା, ହତୋତ୍ସାହ କେବେ ନ ହେବା ଜୀବନେ, ଚେଷ୍ଟା ଜାରି ରଖିଥିବା।

1    88 3

କାହିଁକି କେଜାଣି

Others

ଆଜି ସମାଜରେ କାହିଁକି କେଜାଣି ସଭିଏଁ ଅସଫଳ, ପରାଜୟ ଗ୍ଲାନି ଜାବୁଡ଼ି ଧରିଛି ମନପ୍ରାଣ ଯେ ବିଫଳ।

1    69 2

ମୁଁ ଏମିତି ବେଟା

Inspirational

କର୍ମବୀର ମୁହିଁ ବାକ୍ୟବୀର ନୁହେଁ କରିବାର ଜିଦ୍ ରଖି, ହାରିନି ଏଯାଏଁ(ମୁଁ) ଯଦି ହାରିଥିବ କିଏ(ମୋ ଠାରୁ) ବଡ଼ ଭାଗ୍...

1    83 3

ଏ କେମିତିକା ଉପହାର

Others

ସତ୍ୟପଥେ ଆଉ ଧର୍ମପଥେ ରହି କରି ପର ଉପକାର, କିଛି ଟଙ୍କା ଆଉ ଶୋକପାଳନରେ କର୍ତ୍ତବ୍ୟ ସାରନ୍ତି ବରାବର।

1    226 16

ଏମିତି ବି ହୁଏ

Others

ଯାହାର କ୍ଷୟ ନାହିଁ, ଏବେବି ସାଇତା ହୋଇ ରହିଛି ହୃଦୟର ଅମୁହାଁ ଦେଉଳରେ,

1    152 6

ଅନେକ ଫୁଲର ଗୋଟିଏ ମାଳ

Others

ସନ୍ତାନ ପ୍ରତି ମମତା ଭାବ ନାହିଁ, ସମାଜକୁ ସ୍ଵଛ କରିବାର ଶପଥ ଭାବ ନାହିଁ, ତେବେ ଏ ମିଛ ପ୍ରହସନ କଣ ପାଇଁ?

1    295 52

ଆସୁଛି କଳାପାହାଡ଼

Inspirational

ଭାଙ୍ଗିବ କୀରତି ନେଇଯିବ ଲୁଟି ଫିଙ୍ଗିବ ସହସ୍ର ଦୁଃଖର ଝଡ଼। ଓଡିଶାର ଅନ୍ତ ଫାଡି କାଢିଦେବ କରିଦେବ ବିବସନା,

1    158 4

ମନକଥା ଦିନେ କହିବି ଯାଇ

Others

ସାଗର ପାଖରେ ଅସରା ଲୁହର ପସରାକୁ ମୋର ମେଲି ଥୋଇଲି, ତୁମ ଗରଭର ସାଇତା ମୁକୁତା ଉପହାର ଦେବି ଦିଅ କହିଲି।

1    80 2

ଅପୂର୍ବ ବୈକୁଣ୍ଠ ଇଏ

Others

ବାପା, ଗୋସିବାପା,ତାଙ୍କ ବାପାଙ୍କର ଜଳେ ଏନ୍ତୁଡି ଯେଉଁଠି, କେଡ଼େ ଭାଗ୍ୟବାନ ସେ ଏନ୍ତୁଡିଶାଳେ ଜଳିଲା ଏନ୍ତୁଡି କା...

1    52 1

ଅପୂର୍ବ ବୈକୁଣ୍ଠ ଇଏ

Others

ସଭିଏଁ କହିଲେ ଏଇ ମୋର ଘର ସେନେହ ମମତା ଅଛି, ଏଇଠି ଅଛନ୍ତି ଦେବା ଦେବୀ ମୋର ଆଉ ମୁଁ ନ ଲୋଡେ କିଛି।

1    131 5

ଭାରି ମନେପଡେ ଅଫେରା ଅତୀତ

Tragedy

ଯାହା ଗଣ୍ଠିଧନ ହୋଇଛି ସେହି ବିହଙ୍ଗ ଟିର, ସାରାଜୀବନ ର ସାଇତା ମୁକୁତା, ଅପ୍ରାପ୍ତି ର ପ୍ରାପ୍ତି, ଅମୂଲ ମୂଲ। ଶ୍...

1    61 1

ଦୀନବାନ୍ଧବ ଦଇତାରି

Others

ହାତପାଦ ନାହିଁ ଚଉଦ ଭୂବନ ବୁଲି କରୁ ଚକ୍ରଧାରୀ, ନିର୍ବାକ,ନିଶ୍ଚଳେ ଦେଖୁଥାଉ କାହିଁ ଯିବକି କଳିର ଆୟୁଷ ସରି।

1    115 3

ତୁମେ ସାଗର, ମୁଁ ଲହରୀ

Others

ନିଃସଙ୍ଗତା ବେଳେ ମନେ ପଡେ ଅତୀତର କୀର୍ତ୍ତିରାଜି ସବୁ,

1    62 3

ଆମର ପ୍ରିୟ ସାଥୀ

Others

ସବୁକଥାର ସମାଧାନ ତା ଭିତରେ ଲୁପ୍ତ ଥାଏ, ତାକୁ ଯେ ଯେତେ ଆପଣା କରେ ସେ ତାକୁ ଭଲପାଏ।

1    87 3

ସ୍ମୃତି ମୋ ଅମର

ସ୍ମୃତି ମୋ ଝଲସେ ମନ ଆଇନାରେ ଆଶାର ନୂଆ ଆଲୋକେ, ସାଇତା ମୁକୁତା ଅମୂଲ ମୂଲ ତା ହସ ଉକୁଟାଏ ମୁଖେ।

1    133 6

କରେ ପ୍ରଣିପାତ

Others

ତୁମେ ଲୀଳାମୟ, ପ୍ରଭୁ ତୁମେ ଲୀଳାମୟ। ଶଙ୍ଖରେ ପୁରାଇ ଚକ୍ର ଉହାଡେ ରଖୁଥାଅ।

1    141 6

ଆମେ ଓଡ଼ିଆ

Others

ଇଂରାଜୀ ମାସର ଏକ ତାରିଖଟା ନୁହେଁ ଆମ ନୂଆ ବର୍ଷ, ଚୈତ୍ରମାସ ଶୁକ୍ଳପ୍ରତିପଦା ତିଥି ପଡେ ହିନ୍ଦୁ ନବବର୍ଷ। ହିନ୍ଦୁ...

1    166 8

ମଣିଷ ପ୍ରବୃତ୍ତି

Others

ନମୋଃ ନୀଳାଦ୍ରି ବିହାରୀ ହେ ପାଦେ କରେ ଗୁହାରୀ, ମଣିଷ ଜୀବନ ମଧ୍ୟୁ କୁପ୍ରବୃତ୍ତି ନିଅ ହରି।

1    70 3

ଆସ ହେ ନୂଆବରଷ

Others

ବର୍ଷକର ପୂଣ୍ୟ ଆଶାରେ ଧାଇଁ ଆସିବେ, ଭାଗ୍ୟବାନ ମାନେ ଏ ପ୍ଲାଟ୍ ଫର୍ମର ଯଜ୍ଞ ବେଦୀକୁ।

1    111 4

କାହିଁକି ଏମିତି କଲ

Tragedy

ଦୂରରୁ ଦୂରକୁ ସବୁ ଗଲା ପରେ ତୁ ମୋତେ କଲୁ ହତାଦର। ସତ କହ ସାଥି ସତ କହ, କି ଭୁଲ ଥିଲା ମୋର।

1    469 4

କାହିଁକି ଏମିତି କଲ

Tragedy

ଦୂରରୁ ଦୂରକୁ ସବୁ ଗଲା ପରେ ତୁ ମୋତେ କଲୁ ହତାଦର। ସତ କହ ସାଥି ସତ କହ, କି ଭୁଲ ଥିଲା ମୋର।

1    719 4

ସ୍ଵପ୍ନରେ ଯମଙ୍କ ହଟହଟା

Tragedy

ଯମରାଜ ଦେଲେ ମୋତେ ମୃତ୍ୟୁ ଦଣ୍ଡ ଏଥକୁ ଉପାୟ କୁହ, ଆୟୁଷ ଥାଉ ଗଲି ଯମପୁର ଚାହି ବିଚାର ଦୟାମୟ। ଏସବୁ ଦେଖି ଯମଗଣ ଅତ...

1    2.8K 5

ମୋ ଗାଆଁ, ମୋ ମାଆ

Inspirational Others

ଯେତେଦୁଷ୍ଟ ହେଲେଯେତେକଷ୍ଟ ଦେଲେ ସହେ ମାଆ ମୋ ଗାଆଁ, ପରକରି ଦେଇ କେମିତି ରହୁଛୁ କହିବୁ କି ଥରେ ମାଆ।

1    9.9K 6

ଅଭୁଲା ସ୍ମୃତି

Others

ଚନ୍ଦ୍ରମା ମଧ୍ୟରେ କଳଙ୍କ ସଦୃଶ ଲାଗେ ଆଜି ଅପରାଧି, ଏ ପରିବାରରେ ସୁଖ ବାଣ୍ଟିବାକୁ,ଗାଡ଼ି ମାଡିଗଲା ଗୋଡ଼ ଅଧାଅଧି।

1    6.2K 5

ଆସ ହୋ ବଡ଼ବଡୁଆ

Others

ନିଶାରେ ନିଶାରେ ନିତି ନିଶାର୍ଦ୍ଧରେ ଖୋଜେ ମୁଁ ତୁମକୁ ପାଇବା ନିଶାରେ, ତୁମରି ସେନେହ କରିଛି ପାଗଳ ଜାଗରଣେ ଆସ କର ଉ...

1    6.6K 5

ଆସ ହୋ ବଡ଼ବଡୁଆ

Others

ଆଲୋକ ର ଦୀପ ଜାଳି ସର୍ବଗୃହେ ଦହନେ ସବୁରି ରିଷ୍ଟ, ସ୍ନେହ ପ୍ରୀତିର ବନ୍ଧନରେ ବାନ୍ଧି ହର ମା ସବୁରି କଷ୍ଟ।

1    6.9K 2

ମାଆ ଆସିଥିଲା

Others

ମହାବାତ୍ୟା କାହୁଁ ଲଘୁଚାପ ରୂପେ ସବୁ ଆଶା ମୋର ଉଡେଇ ଦେଲା। କେତେ ଆଶା ମୋର ଥିଲା, କହି ନ ପାରିଲି କିଛି କଥା ସିନା ...

1    6.7K 9

ଜୟ ମାଆ ଦୁର୍ଗା

Others

ସତ୍ୟର ବିଜୟ ଧ୍ଵଜା ତୁ ଉଡାଉ ଅସତ୍ୟକୁ କରି ନାଶ, ଅନୀତି ଅନ୍ୟାୟ ଦୂରକୁ ଦୂରାଉ ଜଗତକୁ ସତ୍ୟେ ବଶ।

1    6.9K 5

ଜୟ ମା ଦୁର୍ଗା

Others

ପାପ,ଅଧର୍ମର ଧ୍ଵଂସ କରୁଥାଉ ରଚୁ ପୂଣ୍ୟ ର ବଂଶ, ଅନ୍ଧାର ହଟେଇ ଆଲୋକ ଜାଳୁ ଢାଳି ସର୍ବ ମୁଖେ ହସ।

1    6.9K 10

ଯୋଦ୍ଧା ସୈନିକ

Inspirational

ତୁ ତ ଗୋଟିଏ ନୀରବ ସାଧକ। ତୋ ଅମୂଲ୍ୟ ପରଶରେ ନିମିଷକେ ଚଞ୍ଚଳା ଖେଳିଯାଏ। ବରଷିଯାଏ ମୂଷଳ ବାରି ଧାରା ।

1    13.4K 12

ତୋଆଖିରେମୋର

Others

ତୁ ମୋ ପାଖରେ ନଥାଆ ପଛକେ ତୁ ମୋ ଜୀବନ ମିତ, ପ୍ରତିଟି ମୂହୁର୍ତ୍ତ ମୋ ପାଶେ ତୁ ଥାଉ ଏମିତି ଭାବନା ହୁଏ।

1    6.4K 8

ଫେରି ଆସ ବାପା

Inspirational

ଡାକଶୁଣି ବାରେ ଫେରିଆସ ବାପା ମୋ ପାଶକୁ ଆଜି ତୁମେ, ତବ , ନିର୍ଭୀକ ଛାଇରେ ଠିଆହୋଇ ଗର୍ବେ

1    6.7K 4

ପୂଣ୍ୟମୟୀ ଜନନୀ ମୋ ମାଆ

Inspirational

ଘେନ ପ୍ରଣିପାତ ଘେନ ପଞ୍ଚମାତ ଆଶୀଷ ଦିଅ ହେ ଢାଳି, ଅବୋଧ ସନ୍ତାନ ଦୋଷ କ୍ଷମ ଆମ କରୁଅଛୁ ଏହି ଅଳି।

1    6.7K 8

ରଜ ମଉଜ

Others

ଆମ୍ବ,ପଣସ ,କଦଳୀ,ସାଥିରେ, ନାନାଦି ବ୍ୟଞ୍ଜନ, ଖିରି ପୁରୀରେ, ଚୁନାମାଛ ସାଥେ ଖାଇଣ ପିଠା, ଆମ୍ବ ବରଡାଳେ ପଟାଦୋଳି ରେ।

1    6.8K 5

ବେଦନା

Others

ଛାର ଶରୀରର ଭୋଗ ବିଳାସରେ ମାତି ପାଉ କି ବେଦନା; ହରି ପାଦପଦ୍ମେ ଧ୍ୟାୟୀଥିଲେ ପ୍ରାଣ ମୋକ୍ଷ ପାଇଯିବୁ ସିନା।

1    6.8K 3

କାଳିଆ ଲୀଳା

Others

ଆସ ଆସ କଳାକାହ୍ନୁ ହେ ଜଗତ ଅଧିପତି, ଜଗତର ଶ୍ରେଷ୍ଠ ପୁରୁଷ ଶ୍ରୀଲକ୍ଷ୍ମୀଙ୍କ ଶ୍ରୀପତି।

1    6.8K 8

ବାହୁଡାରଥରେଗଲାବାହୁଡି

Others

ଶ୍ରୀହୀନ ହୋଇବ ମୋର ଏହି ପୁର ଦୁଃଖେ ସେହିକଥା ଭାଳେ। ଧନମାଳି ସିନା ଚାଲିଯାଉଅଛି ଝୁରୁଥିବ ଏକା ଏକା,

1    6.7K 6

ମୁଁ ମୁକ୍ତି ଚାହେଁ

Others

ଆସ ହେ ଦେବ ସନ୍ତାନ, ଦେବରୂପେ ଦାନବଙ୍କୁ ବିନାଶ କର କର ମୋ ଦୁଃଖ ମୋଚନ, କର ମୋ ଦୁଃଖ ମୋଚନ।

1    6.9K 7

କିଛିବ୍ୟଥା

Inspirational

କାଗଜ, କଲମ ଆଉ ଭାଷଣରେ, ଯେଉଁଠି ଗୋଟିଏ ଦୁଃଶାସନ କରିଥିଲା, କୁରୁସଭାତଳେ ଦୌପଦୀର ବସ୍ତ୍ରହରଣ,

1    6.6K 7

କାନ୍ଦୁଛି ଭାରତ ମାତା

Others

ଜାଗିଉଠ ଆଜି ରଣହୁଙ୍କାରେ ବନ୍ଦ ଡାକରା ଦେଇ, ବଳାତ୍କାର ପରେ ମର ଶରୀରରେ ଖେଳୁଥାଅ କାହିଁ ପାଇଁ?

1    6.7K 4

ସଦ୍ ବୁଦ୍ଧି ଦିଅ ମାଆ

Inspirational

ଝରୁଥାଉ ସଦା ଲେଖନୀ ରୁ ମୋର ତୋ ପ୍ରେମ ଅମ୍ବୃତ ଝର, ଜନମନ ତୋଷି ହଟାଇ କାଳିମା କରି ବିକାଶ ଭାଷାର।

1    6.9K 1

ଫକୀରମୋହନ

Inspirational

ରେବତୀ ଗଳ୍ପରୁ ଆଠଗୁଣ୍ଠ ଯାଏ ସବୁଥିରେ ଥିଲା ବାକ୍ୟବାଣ, ଓଡ଼ିଆ ଭାଷାର ସ୍ଵୀକୃତି ଆଣିଲେ କରିଲେ ଆମକୁ ଧନ୍ୟ।

1    6.5K 7

ରାମନାମ ବୋଲି

Inspirational

ଗଭୀର ଚିନ୍ତନ କରିଲେ ତ ସର୍ବେ ଗର୍ବ ଗାରିମାକୁ ଭୁଲି, ଜଗତ ଲାଗିବ ଜଗନ୍ନାଥ ମୟ ଯିବା ରାମନାମ ବୋଲି।

1    7.0K 9

ହୋଲି

Others

ଭୁଲି ହିଂସା ଦ୍ଵେଷ, ଧର୍ମ ଓ ଅଧର୍ମ ମାଖି ଦେହରେ ଅବିର, ଆପଣାର ମଣି ଭାଇଚାରା ବୁଣି ଆମେ ସନ୍ତାନ ଗୋଟିଏ ମା...

1    6.7K 2

ହେବା ରଙ୍ଗ ବୋଳାବୋଳି

Others

ଆସ ସର୍ବେ ମିଶି ହର୍ଷୋଲ୍ଲାସ ମଧ୍ୟେ ଅବିର ଦେହେ ବୋଳିବା, କୋଳାକୋଳି ହୋଇ ସ୍ଵାଗତ କରିବା ଫଗୁ ମାଖି ଦୁଃଖ ଭୂଲ...

1    6.6K 4

ମୁଁ ଖାଣ୍ଟି ଓଡ଼ିଆ

Inspirational

କହିବି ଗରବେ କୁହରେ ସରବେ ମୋ ମାତୃଭୂମି ମହାନ, ତା କୋଳେଜନମି ସୁଯୋଗ୍ୟଦାୟାଦ ଓଡ଼ିଆଭାଷା ମୋ ମୂଲ୍ୟବାନ । ମୁଁ ଯେ ...

1    6.6K 6

ଆମ ମାନସିକତା

Others

ଯେଉଁଠି ବି ଶୁଣ କନ୍ୟା ଆଉ ନାରୀ ହେଉଛି ଆଜି ଲାଞ୍ଛିତା, ମାତୃଗର୍ଭ ମଧ୍ୟ ବାଦ୍ ପଡେନାହିଁ ପାଏ ବି ସେଠି ଯ...

1    7.0K 8

ଆମେ ହେଲୁ ସ୍ଵାଧୀନ

Inspirational

ଫରଫର ହୋଇ ଉଡିଲା ଝଣ୍ଡା ଦିଲ୍ଲୀ ଲାଲ୍ କିଲ୍ଲାରେ, ସ୍ଵାଧିନ ଭାରତ ସନ୍ତାନ ବୋଲି ଛାତି ଫୁଲାଇ କହୁରେ।

1    6.8K 8

ଗଢିବା ସୁନାର ଭାରତ

Inspirational

ମୁକ୍ତିର ମଶାଲ ସବୁଠି ଜାଳିବା ସତ୍ୟ,ଧର୍ମ ପଥେ ରହି, ସୁନାର ଭାରତେ ସୁଖରେ ରହିବା ଉଜ୍ଜ୍ଵଳ ହୋଇବ ମହୀ ।

1    6.7K 6

ମାଆ

Inspirational

ନାରୀ ରୂପୀ ସର୍ବଂସହା ଜନନୀ ମୋହର, ମମତା ମୟୀ ମୋ ମାଆ ସେନେହ ଭଣ୍ଡାର।

1    6.7K 4

ଭାବର ବନ୍ଧନ

Inspirational

ହସ ଖୁସିର ଏ ରକ୍ଷା ବନ୍ଧନରେ ସର୍ବେ ହୋଇ ହର୍ଷ ମୁଖ, ରକ୍ଷାର ବନ୍ଧନ ରକ୍ଷା କବଚକୁ ବାନ୍ଧି ଭରି ଦେବା ସୁଖ।

1    7.0K 7

ଗୁହାରିକରେ ମାଆ

Inspirational

ଗଗନ,ପବନ ପ୍ରକମ୍ପିତ ହେଉ ଗୁହାରି କରୁଛି ମାଆ ତୁ ଆ। ଦୁର୍ଗତି ନାଶିନୀ ଦୁଷ୍ଟ ବିନାଶିନୀ ମାଆ ଦୁର୍ଗେ ଦଶଭୂଜା,

1    6.9K 8

ମାଆ

Others

କଷଣ,ଯାତନା ସହି ଦିଏ ସୁଖ ଭାର। ନାରୀ ରୂପୀ ସର୍ବଂସହା ଜନନୀ ମୋହର, ମମତା ମୟୀ ମୋ...

1    6.9K 10

ଅବ୍ୟକ୍ତଭାବନା

Fantasy

ଜୀବନ ଥାଏ ଦୋମୁହାଁ ଛକରେ, ହଁ ଆଉ ନାହିଁ ର ଦୋଛକିରେ, ସବୁ ମୂଲ୍ୟହୀନ ହୋଇଯାଏ,

1    6.9K 7

ଆଜି ଏଠାରେ

Inspirational

ସଭିଏଁ ହୋଇବେ ଯଦି ସଚେତନ ପୁରୁଷ ପାଇବ ସମ୍ମାନ, ନା ନାରୀ କେବେ ହେବେ ନିର୍ଯାତିତା ନା ହୋଇବେ ଅସମ୍ମାନ।

1    6.6K 7

ଫେରି ଆସନ୍ତାନି

Fantasy

ସଭିଙ୍କ ଅଜାଣତରେ ପ୍ରିୟ ସଖୀ ହାତରେ ପଠାଇ ଦିଅନ୍ତି, ଭାରି ଇଚ୍ଛା ହୁଏ। ଫେରି ଆସନ୍ତାନି...।

1    6.9K 8

ତୁ ସଖାବନ୍ଧୁ ମୋର

Inspirational

ତୁ ମୋର ଆତ୍ମା ତୁ ପରମାତ୍ମା ତୁ ସଖା ବନ୍ଧୁ ମୋର, ଉଷା କିରଣଠୁ ନିଶି ଶେଷ ଯାଏ ...

1    6.8K 3

ପୁଣି ଆସ ଏ ମହୀରେ

Others

କିଛି କ୍ଷଣ ପାଇଁ ଗଗନ ପବନ ନିରବି ମୁକ ହୋଇଯାଇଥିଲା, ତୁମ ଓଠର ସେ ଲୋଭନୀୟ ହସ କୃତି ଯୁଗଯୁଗ ରହିଲା।

1    6.9K 5

ପରିବେଶ ପ୍ରଦୂଷଣ ଓ ନିୟନ୍ତ୍ରଣ

Inspirational

ହୁ ହୁ ହୋଇ ବଢୁଛି, ଧୂଳି ଧୂଆଁ, ଶବ୍ଦ, ଦୁର୍ଗନ୍ଧ ଗ୍ୟାସ ପ୍ରଦୂଷଣ ହେଉଅଛି। ଧୀରେ ଧୀରେ ବିଶୁଦ୍ଧ ବାତାବରଣ ଦୂଷିତ ହେବ...

1    6.8K 3

ଆସ ଫେରି ହେ ଅଟଳ

Others

ଆଉଥରେ ଆସ ଆମ ଗହଣକୁ ପୁଣି ସେ ଅଟଳ ନାମେ, ସୁନାର ଭାରତେ ସୁଶାସନ ଦେଇ ବିତରି ଯାଅ ସୁକର୍ମେ। ଆଉଥରେ ଆସ ଆମ ଗହଣକୁ ପୁଣି...

1    6.9K 5

କାଳିଆ

Others

ମୋ ଭାଗ୍ୟ ତୁ ଲେଖିଛୁରେ ପଥର ତଳେ, ଦୁଃଖର ପାହାଡେ ବସି ଲୁହ ମୁଁ ...

1    6.6K 4

କାହିଁକିଏପରିହୁଏ

Inspirational

ଏଇମାନେ ନାରୀ ପୁଣି ନାରୀ ରୂପେ ନାରାୟଣୀ। କୁନ୍ତି,ମନ୍ଦୋଦରୀ ପୁଣି ଲକ୍ଷ୍ମୀ ବାଇ ରାଣୀ।

1    6.8K 5

ଜୟଜୟ ମୋ ଉତ୍କଳ

Inspirational

ବନ୍ଦନା କରନ୍ତି ନଦନଦୀ ଏଠି ଦେଇ ଧ୍ଵନି କଳକଳ। ଜୟ ଜୟ ମୋ ଉତ୍କଳ।

1    6.8K 6

ଲୋଡାନାହିଁ ସ୍ୱଛ ଅଭିଯାନ

Inspirational

ଯୁଆଡେ ଚାହିଁଲେ ପୂତିଗନ୍ଧମୟ, ଅର୍ଥ ଲାଳସାରେ ବନ୍ଧା ସଭିଏଁ। ଯୁଆଡେ ଚାହିଁଲେ ସବୁଠି ମଇଳା,

1    6.6K 6

ବଙ୍କୁଲୀବାଡ଼ି

Others

ଆଉ ଶେଷ ସମୟର ଆସରା ମୋହର। ତୁ ହୋଇଥାଉ ମୋ ଶେଷ ଠିକଣା। ତୁ ପରା ମୋର ବଙ୍କୁଲୀ ବାଡ଼ି।

1    6.6K 6

ଜୟ ଜୟ ମୋ ଭାରତ

Inspirational

ଗଙ୍ଗା ଯାହାର ଚରଣ ପଖାଳେ ହିମାଳୟ ଯା ମୁକୁଟ, ସେ ବୀରାଜନନୀ ସନ୍ତାନ ମୁହିଁ ଗାଇବି ତା ଗାନ ଜୟ।

1    6.5K 9

ଜୟ ଜୟ ମୋ ଭାରତ

Inspirational

ଜୟ ଭାରତ, ଜୟ ତ୍ରିରଙ୍ଗା ଜୟ ଜୟ ମୋ ଉତ୍କଳ, ବନ୍ଦନା କରନ୍ତି ନଦନଦୀ ଏଠି ଦେଇ ଧ୍ଵନି କଳକଳ। ଜୟ ଜୟ ମୋ ଉତ...

1    6.8K 5

ଭାବ ଡୋରେ ବନ୍ଧା ଥିଲି

Others

ସ୍ଵୟଂ ଆପେ ଆସି ଭାବବନ୍ଧନରେ ସିଏ ସବୁ କରିଗଲା, କହିବାକୁ ମୋର ଅନେକ ତ ଥିଲା ହେଲେ ତୁଣ୍ଡେ ମୋର ତାଲ...

1    6.7K 4

ସହସ୍ର ସଲାମ

Inspirational

ଜଗନ୍ନାଥ ପାଶେ ଏତିକି ଗୁହାରୀ ଥାଉ ଦେଶପ୍ରିତୀ ତୁମ, ଭକ୍ତି ପୁଷ୍ପାଞ୍ଜଳି ଢାଳୁ ତୁମ୍ଭପାଦେ ତୁମ୍ଭକୁ ଶତ ସଲାମ..

1    6.6K 6

ସ୍ୱୟଂଲୀଳା ଶ୍ରୀପୁରୁଷୋତ୍ତମ

Inspirational

ସାମ୍ବତ୍ସରିକ ଦ୍ଵାଦଶ ଯାତ୍ରା ମଧ୍ୟେ ଯାତ୍ରା ଅଟେ ସର୍ବଶ୍ରେଷ୍ଠ, ରଥ ବାମନର ଦୃଶ୍ୟ ଦରଶନେ ପୁନଃ ଜନ୍ମର ନ ଥାଏ କଷ୍ଟ।

1    7.3K 8

ଶାଶ୍ୱତ ପ୍ରେମ

Others

ସେହି ପ୍ରେମବୋଳା ଅବଢାକୁ ଖାଇ ସର୍ବେ ହେବା ଆହ୍ଲାଦିତ, ପ୍ରେମିକପ୍ରବର କାଳିଆ ଠାକୁର ପାଦେ କୋଟି ପ୍ରଣିପାତ।

1    6.8K 7

ବେଦନା

Inspirational

ହରି ପାଦପଦ୍ମେ ଧ୍ୟାୟିଥିଲେ ପ୍ରାଣ ମୋକ୍ଷ ପାଇଯିବୁ ସିନା। ନ ହେଲେ ଖାଲି ବେଦନା, ନହେଲେ ଖାଲି ବେଦନା।

1    7.3K 8

ତୁମକୁଦେଖି ଇଛାହୁଏ

Inspirational

ଦିଅ ମଥାରେ ମୋ ବିଜୟର ଟିକା, ଲଲାଟରେ ଭରିଦିଅ ବାତ୍ସଲ୍ୟ ଚୁମ୍ବନ, ହସ୍ତେଦିଅ ବିଜୟର ତରବାରୀ,

1    6.9K 10

ତଥାପିଚାଲିବି

Inspirational Tragedy

ତୁମେ ଥିଲ ବୋଲି ଦୃଢଚିତ୍ତେ ମୁହିଁ ଡିଏଁ ମୁଁ ଅମଡାବାଟ, ଦୂରେଇ ଦେଲ ଯେ ପର କରିଦେଲ ହେଉଛି ମୁଁ ଛଟପଟ...

1    6.8K 9

କହରେ କାଳିଆ

Others

ସୁଦାମା,ସୁବଳ ନୁହେଁ ସିନା ମୁହିଁ ଶବରୀଟେ ନିଶ୍ଚେ ହେବି, କହରେ କାଳିଆ ତୋ କୈବଲ୍ୟରେଣୁ କାହିଁକି ...

1    6.7K 5

ଅବିସ୍ମରଣୀୟ

Inspirational

ଦୀର୍ଘ ସମୟର ବ୍ୟବଧାନ ପରେ ଅଭୁଲା ସେ ଅନୁଭୂତି, ଭୁଲି ହେବନାହିଁ ସେ ସ୍ନେହର ମୂଲ ଅବିସ୍ମରଣୀୟ ପ୍ରୀତି।

1    6.6K 6

କୋଟି ପ୍ରଣାମ

Inspirational

ଶ୍ରୀମନ୍ଦିର ଆସି ସ୍ଵର୍ଗଦ୍ଵାର ଯିବ ଭକ୍ତପାଦେ ପ୍ରାଣ ଯାଉ, କାଳିଆ ପାଖରେ ନିଜକୁ ସମର୍ପି ଭଜନ ଗାଇବ କେ ...

1    6.8K 8

ମୋ ଓଡ଼ିଶା

Others

ପୁରାଣ ପୃଷ୍ଠାରେ ରହିଲାଣି ସବୁ ବାର ଓଷା ତେର ପରବ, ଐତିହ୍ୟ, ସଂସ୍କୃତି ଲୋପ ପାଇଯାଏ ଆଉ ଭାବିଲେ...

1    6.8K 2

ରଥେ କାଳିଆ ଠାକୁର

Inspirational Others

ଶ୍ରୀମନ୍ଦିର ଆଜି ଶ୍ରୀହୀନ ଦିଶେ ଗହଳି ନାହିଁ, ଶ୍ରୀଲକ୍ଷ୍ମୀ ମାତା ଚାହିଁଛନ୍ତି ତାଙ୍କ ପଥକୁ ଭାଇ।

1    7.0K 7

ରଥେ କାଳିଆ ଠାକୁର

Others

ଶ୍ରୀମହାପ୍ରସାଦକୁ ଲକ୍ଷ୍ମୀ ଆଉ ପାଆନ୍ତି ନାହିଁ, ଶ୍ରୀଚନ୍ଦନ ଛଡ଼ା ତୁଳସୀ ପାଇଁ ହୋ ହାଲ୍ଲା ନାହିଁ।

1    6.5K 2

ମୁଁ ମୁକ୍ତି ଚାହେଁ

Tragedy

ମୁଁ ମୁକ୍ତି ଚାହେଁ, ମୁଁ ମୁକ୍ତି ଚାହେଁ, କିଏ ମୋତେ ମୁକ୍ତି ଦେବ? କିଏ ମୋତେ ଶାନ୍ତି ଦେବ?

1    7.0K 8

ବାହୁଡା ରଥରେ ଗଲା ବାହୁଡି

Others

ପୋଡପିଠା ଖାଇ ସ୍ନେହ ଶ୍ରଦ୍ଧା ନେଇ ଫେରିବ ରତ୍ନ ଆସନେ, ପୁଣି ଚାହିଁଥିବ ଆରବରଷକୁ ଗଣୁଥିବ ମନେ ମନେ।

1    7.1K 8

ଏତିକି ସୁଦୟା କର ମହାବାହୁ

Others

ଗହଳ ଚହଳ ଫାଟି ପଡୁଥାଏ ନିତି ପ୍ରତି ମୂହୁର୍ତ୍ତରେ, ନର ପଶୁପକ୍ଷୀ କୀଟୁ ବ୍ରହ୍ମ ଯାଏ ସର୍ବେ ଆନନ୍ଦ ବିଭୋରେ।

1    6.9K 6

ଯିବୁ ତୁ ବୈକୁଣ୍ଠପୁର

Inspirational

ଆସିଅଛୁ ଏକା ଲଙ୍ଗଳା ହୋଇତୁ ଯିବୁ ବି ଲଙ୍ଗଳା ଏକା, ଧନ ଐଶ୍ୱର୍ଯ୍ୟ ପଛରେ ରହିବ ନ ହେବେ କେହି ତୋ ସଖା।

1    6.8K 8

ମାଆ

Inspirational

ତା ଅମୂଲ ଦାନ ସୁଝି କେ ପାରିବ ହେ ମାଆ ତୋତେ କୋଟିକୋଟି ନମସ୍କାର। *ମାଆ ଘେନ ପ୍ରଣାମ ମୋହର*

1    6.6K 9

କାଳିଆ ଲୀଳା

Others

ଆସ ଆସ କଳାକାହ୍ନୁ ହେ ଜଗତ ଅଧିପତି, ଜଗତର ଶ୍ରେଷ୍ଠ ପୁରୁଷ ଶ୍ରୀଲକ୍ଷ୍ମୀଙ୍କ ଶ୍ରୀପତି।

1    6.5K 6

ଏତିକି ସୁଦୟା କର

Others

ତୁମ୍ଭ ପଦଧ୍ୟାୟୀ ତୁମ୍ଭ ନାମଗାଇ ବିତି ଯାଉ ଦିନ ମୋର। ଏତିକି କରୁଣା କର ମହାବାହୁ ଏତିକି ସୁଦୟା କର।

1    6.9K 6

କରୁଛି ଗୁହାରୀ

Others

ଜଗତର ନାଥ ତୁମେ ସବୁଦେଖୁଅଛ, ବଡ଼ଦିଅଁ ହୋଇ କିଆଁ ଏସବୁ ସହୁଛ? ନ୍ୟାୟଧୀଶ ହୋଇ ସତ୍ୟ କର ଉତ୍ଥାପନ, ଧର୍ମର ବିଜୟ ବାନା ଉ...

1    7.0K 11

ମାଆ

Inspirational

ସଦା ତା ପାଦେ ଜୁହାର, ତା ଅମୂଲ ଦାନ ସୁଝି କେ ପାରିବ ହେ ମାଆ ତୋତେ କୋଟିକୋଟି ନମସ୍କାର। ମାଆ ଘେନ ପ୍ରଣାମ ମୋହର.......

1    7.5K 8

ଓଁ ନମୋ ଭଗବତେ ବାସୁଦେବାୟ

Tragedy

କିଛି ବେଳ ଗଡିଗଲା ଭୁଲି ଯାଇଥିଲି ମୁହିଁ, ମିଛ ମାୟା କୁହୁଡିରେ

1    6.6K 6

ଆହେ ଭାବଗ୍ରାହୀ

Others

ରଥ ଅଟକାଇ ଚାଲିଯାଏ ସିଏ ବସିବାକୁ ବାଲିରଥ। ମୁଁ ଦୀନ ଅନାଥ ଆହେ ଜଗନ୍ନାଥ ଚାହିଁଛି ତୁମରି ପଥ,

1    7.3K 8

ପଟିଦିଅଁ ମୋର କଳାଗୋସାଁଇ

Inspirational

ବରଷକେ ଥରେ ସୁଗନ୍ଧ ଚନ୍ଦନେ ଢାଳି ସୁନାକୁଅ ପାଣି, ମହାଆନନ୍ଦରେ ମହାସ୍ନାନ କରୁ ସାଥେ ଭାଇ ଓ ଭଉଣୀ।

1    6.6K 5

ଆହେ ଭାବଗ୍ରାହୀ

Others

ଟାଣିନେବ ପାଶେ ନାଥ। ଆହେ ଜଗନ୍ନାଥ ଜଗତର ନାଥ ଭକ୍ତ ବନ୍ଧୁ ଭାବଗ୍ରାହୀ, ମୋ କୂଡିଆ ଘରେ ଭକ୍ତିଭାବ ମୋହେ ରଥଯାତ୍ରା ଦେଖ...

1    7.0K 14

ଆହେ ଭାବଗ୍ରାହୀ

Others

କେବେତୁମଡୋର ମୋଦେହରେ ଭିଡ଼ି ଟାଣିନେବ ପାଶେ ନାଥ। ଆହେ ଜଗନ୍ନାଥ ଜଗତର ନାଥ ଭକ୍ତ ବନ୍ଧୁ ଭାବଗ୍ରାହୀ, ମୋ କୂଡିଆ ଘରେ ଭ...

1    331 7

ପ୍ରେମ ପ୍ରଣତି-92

Others

କିଏ ସେହି ମୋତି ଚୋରାଇ ନେଇଛି ଲହରୀ କହୁଛି ତୁ ଆଜି ଏକା। ଦୂର ଦିଗ୍ ବଳୟ ଦିଶୁନି ଆଖିକୁ ବହୁଦୂର ଯାଇଅଛି,

1    6.9K 5

କଳା ଗୋସାଁଇ

Others

ଆକୁଳବିକଳେ କରପତ୍ରଯୋଡି ଚାହିଁ ଛି ତୋ କରୁଣାକୁ, ପଟିଦିଅଁ ଆଉ ଅଲାରନାଥରେ ଦେଖିବି ମୋ କାଳିଆକୁ।

1    7.0K 11

ଅମାନିଆ ବୟସ

Romance

ପ୍ରେମ ଏକ ଅମାନିଆ ନଈ, କୂଳ ଖାଇ ବହିଯାଏ ଦିଗହରା ହୋଇ ପ୍ରେମ ତ ସବୁଜିମା ଭରା ସୌନ୍ଦର୍ଯ୍ୟ, ବାସ୍ତବ ହେଉ ଅବା ସମ୍ଭାବନ...

1    6.6K 6

ଜେଜେମା,କୁନାର ବର୍ଷାଳାପ

Others

ଜୀବନ ରହିଲେ ଜଞ୍ଜାଳ ରହିବ ସମସ୍ୟା ରହିବ କିଛି, ସମାଧାନ ପାଇଁ ସଂଗ୍ରାମ କରିଲେ ଅବଶ୍ୟ ପାରିବା ବଞ୍ଚି।

2    6.8K 9

ପଟିଦିଅଁମୋର କଳାଗୋସାଇଁ

Tragedy

ଲୀଳାମୟ ପୁଣି କେତେ ଲୀଳାଖେଳା କରୁ ଏ ମର୍ତ୍ତ୍ୟ ମଣ୍ଡଳେ, ଚିତ୍ରଶିଳ୍ପୀ ଙ୍କର ବେଉସା ବଢାଉ ପଟିଦିଅଁ ପୂଜା ମେଳେ।

1    6.7K 4

କାଳିଆକୁ ଚିଠିଟିଏ - ୪

Others

ହଜିଯାଏ ଅଙ୍ଗବସ୍ତ୍ର ଦେଖୁଥାଉ ସତ, ତଥାପି ତୁ ରହିଅଛୁ ଜଗଜ୍ଜନ ମେଳେ। ମୋ ଭାଗ୍ୟ ତୁ ଲେଖିଛୁ.....

1    6.7K 11

ବସିଛିରେ ତୋତେ ଚାହିଁ

Others

ପ୍ରୀତି ଉପହାର ରଖିଛି ସମ୍ପାଦି ବୋଳିବି ଶ୍ରୀ ଅଙ୍ଗ ସାରା, ମଧୁରେ ମଧୁରେ ମଧୁମୟ ଆଉ ପୁଲକିତ ହେବ ଧରା।

1    6.5K 9

କମିଲା ବୟସ

Inspirational Others

ସଭିଙ୍କ ଖୁସିରେ ଖୁସି ହେବା ପାଇଁ ଯନ୍ତୁପତି ର ଆହ୍ୱାନ, ଗୋଟିଏ ଗୋଟିଏ ପାହାଚ ସରୁଛି ଏ ତ ସଂସାର ମାୟା ବନ୍ଧନ।

1    7.1K 8

ଏବେବି ସାବିତ୍ରୀ

Inspirational

ଅନ୍ୟ ଗୋତ୍ରେ ଯାଇ ପରଘରକୁ ସେ କର୍ମ କରେ ଆପଣା ମଣି....

1    6.3K 6

ସରିନି ସପନ

Tragedy

ଶରୀରଟା ସିନା ବୋଲ ମାନିଯାଏ ମନ ଜମା ଥୟ ଧରେନା, ଝାଞ୍ଜି ପବନର ଯାତନାକୁ କେବେ ଭୁଲିବି ଭୁଲି ପାରେନା।

1    6.7K 11

ରହିଛି ଚାହିଁ ତୋ ପଥ

Romance

ଗଭାର ଗଜରା ଛଟିକି ପରାୟେ ଚାହିଁଛି ତୋହରି ପଥ, ତୋ ଦେହ ବାସ୍ନାରେ ପୁଲକିତ ହୁଏ ମୋର ଏ ଜୀବନ ରଥ।

1    6.8K 5

କରୁଛି ଗୁହାରି ନୀଳାଦ୍ରିବିହାରୀ

Inspirational Others

ଜଗତର ନାଥ ତୁମେ ସବୁଦେଖୁଅଛ, ବଡ଼ଦିଅଁ ହୋଇ କିଆଁ ଏସବୁ ସହୁଛ? ନ୍ୟାୟଧୀଶ ହୋଇ ସତ୍ୟ କର ଉତ୍ଥାପନ, ଧର୍ମର ବିଜୟ ବାନା ଉ...

1    6.9K 5

ଉଷା ବିନତି

Inspirational

ଉଷାର ଆଲୋକେ ଧରା ଆଲୋକିତ କରନ୍ତି ତପନ ସାଇଁ....

1    6.7K 9

କାଳିଆକୁ ଚିଠିଟିଏ- ୩

Others

ସପନେ ଥିଲି କି ଜାଗ୍ରତରେ ଥିଲି ତଥାପି ଦେଲି ଚିଟାଉ, ମାଆ, ମାଟି, ମାତୃଭାଷା ର ସୁରକ୍ଷା ଜୀବନର ବ୍ରତ ହେଉ।

1    6.9K 5

ବେଶ ବଦଳାଇ ପୁଅ ହେବା

Others

ଚୁଟି ଛୋଟ କରି ପ୍ୟାଣ୍ଟ ସାର୍ଟ ପିନ୍ଧି କରନ୍ତି ପୁଅଙ୍କ ଭଳି, ନରଖାଦକ ମାନେ ଜମା ଆଉ ଚିହ୍ନି ନ ପାରନ୍ତି ଯେଭଳି।

1    6.8K 7

ଧନ୍ୟ ମୋ ଓଡିଶା

Inspirational

ପାଇକ ବୀର ସାହସୀ ପୁଣି ଯୋଦ୍ଧା ପୁଅ ଓଡ଼ିଶାର....

1    6.6K 1

ଓଁ ନମୋ ଭଗବତେ ବାସୁଦେବାୟ

Inspirational

କିଛି ବେଳ ଗଡିଗଲା ଭୁଲି ଯାଇଥିଲି ମୁହିଁ, ମିଛ ମାୟା କୁହୁଡିରେ ଫସି ଯାଇଥି...

1    6.6K 5

ସୁନ୍ଦର ଧରା

Inspirational

ସୁନେଲି କିରଣେ ସୁନ୍ଦର ବନାନୀ ପ୍ରକୃତି ଯେ ମନଲୋଭା, ଶସ୍ୟଶ୍ୟାମଳା ସୁନ୍ଦର ବୃକ୍ଷେ ଜାତି ଜାତି ପୁଷ୍ପେ ଶୋଭା।

1    6.6K 5

ତୁମେ ମୋ ବାପା

Inspirational

ରୂପ ଅଛି, ନା ରଙ୍ଗ ସେଥିପାଇଁ ତ ତୁମେ ମହାନ। କେହି ସିନା ଦେଖିପାରନ୍ତି ନାହିଁ ହେଲେ ଗଭୀରକୁ ଯାଇ

1    6.6K 6

ଦୁହିତା

Others

ସତ୍ୟ ଧର୍ମ ନ୍ୟାୟ ଆଲୋକ କୁ ଦେଇ ଦୁହିତା ନାମରେ ଯାଏ ସେ ଜଳି।

1    6.7K 2

ସୁଯୋଗ୍ୟସନ୍ତାନ

Inspirational Tragedy

ବୀରପ୍ରସବିନୀ ପୂର୍ଣ୍ଣଗର୍ଭା ଏହି ଭାରତ ଭୂମିରେ କି ଅବା ନାହିଁ; ବକ୍ଷରୁ ଅମୃତ ନିଗାଡି ଦେଇଛି ଯୁଗ...

1    13.1K 9

ଦୋଳନ:ମନର,ସୁଖ:ସମର୍ପଣର

Inspirational

ଜୀବନ ଜିଇବା କଳା ଶିଖିଗଲି ଯେବେ....

1    6.9K 5

କଳିର ମଣିଷ

Inspirational

ୠତୁଚକ୍ର ଏବେ ବଦଳି ଗଲାଣି ତୀବ୍ର ହୁଏ ସୂର୍ଯ୍ୟତାପ....

1    6.6K 5

ମୋ ଗାଆଁ

Inspirational

କାନ୍ଧରେ ବସ୍ତାନି,କାଳିଦୁଆତଟେ ବରଡାପତ୍ର ଆସନ, ମୁଣ୍ଡରେ ପଖିଆ ଦେଇ ବରଷାରେ କଟେ ଇସୁକୁଲୁ ଦିନ।

1    13.3K 2

ହୁଏ ମୁଁ ସୁମନ

Inspirational

ବୀର ସହିଦଙ୍କ ଅମର ଶରୀରେ ଅବା ପାଦ ତଳେ ଥାଉ...

1    7.0K 8

କିଛିକଥା ଅନେକବ୍ୟଥା

Tragedy

ସତରେ କଣ ଏସବୁର ଯଥାର୍ଥତା ଅଛି? ଏକଥା ମୁଁ କହୁନାହିଁ, ମୋ ବିବେକ ମୋତେ ବାରମ୍ବାର ଏ ପ୍ରଶ୍ନ କରି କ୍ଷତବିକ୍ଷତ କ...

1    6.7K 7

ମିଛ ମଣିଷ

Tragedy

ନୟନୁ ଲୋତକ ରୋକିପାରେ ନାହିଁ ମୁଁ ମରିବି ମରି ପାରେନା।

1    6.6K 5

ଫଗୁରେ ଫଗୁରେ ହେବା ବୋଳାବୋଳି

Inspirational

ଫଗୁଣେ ଫଗୁରେ ବୋଳାବୋଳି ହେବେ ନବପଲ୍ଲବୀତ ବେଶେ ଧରା...

1    6.9K 6

ହୋଲି

Inspirational

ଆମେ ସନ୍ତାନ ଗୋଟିଏ ମାଆର...

1    6.7K 5

ଆମର ମାନସିକତା

Inspirational Abstract

ଝିଅଟିଏ ହେଲେ ନାକଟେକା ହୁଏ ଅଣଦେଖା ଅଣହେଳା...

1    7.0K 6

ମୁଁ ଯେ ଖାଣ୍ଟିଓଡ଼ିଆ

Inspirational

ଓଡ଼ିଆ ଭାଷା ମୋ ମୂଲ୍ୟବାନ...

1    6.8K 4

ବିଶ୍ୱାସ

Others

ଏମିତିକି ସବୁଦିନ, ଦେହରେ ରକ୍ତ,ମାଂସ ଆଉ, ପିଣ୍ଡରେ,ପ୍ରାଣ ଥିବା ଯାଏ, ସ୍ପନ୍ଦନ ହେଉଥିବା ଯାଏ,

1    7.1K 8

ଭାବୁଛି ଗୋଲାପ ହେବି

Romance Abstract Others

ତୁମ ନରମ ହାତର ସ୍ପର୍ଶ ପାଇବି...

1    1.1K 13

ଏମିତି ଲାଗିଲା

Others

ଭ୍ରମ ସୃଷ୍ଟି ହୋଇଥିଲା ସତେ, ସବୁ ମରୀଚିକା... କାରଣ,ଏସବୁଉଚ୍ଚାରଣେ ସତ୍ୟଯୁଗ, ଆଚରଣେ, କଳିର କଳ୍ମୁଷ ମଧ୍ୟେଏବେବି...

1    6.9K 7

ହେଉ ଧର୍ମ ସଂସ୍ଥାପନ

Inspirational Abstract Others

ସ୍ଵପ୍ନର ରାମରାଜ୍ୟ ଆଜି ଧ୍ଵସ୍ତବିଧ୍ୱସ୍ତ...

1    6.8K 3

ନିଆରା ଢଙ୍ଗରେ ପ୍ରେମ

Others

ସେ ପ୍ରେମିକ ମୋର ଆଉ କେ ନୁହନ୍ତି ଅଟନ୍ତି ମୋ ଆପଣାର, ଗଳ୍ପ ଓ ନାଟକ ,କବିତା ତିନିହେଁ ମୁଁ ଯେ ପ୍ରେମିକା ତାଙ୍କର।

1    6.6K 6

କାଳିଆକୁଚିଠିଟିଏ - ୨

Others

ସବୁଯୁଗେ ପରା ଭକତ ଆଖିରେ ଜଗତକୁ ଦେଖୁଥିଲୁ, ଅସତ୍ୟ,ଅନ୍ୟାୟ,ଅକର୍ମ ଦୂରେଇ ସତ୍ୟସ୍ଥାପନା କରୁଥିଲୁ।

1    6.9K 5

କାନ୍ଦୁଛି ଭାରତ ମାତା

Inspirational Abstract Others

ଧନ୍ୟ ତୁମେ ପ୍ରଶାସନ, ଧନ୍ୟ ହେ ତୁମେ ଓଡିଶା ବାସୀ...

1    13.0K 6

ମା’ ସରସ୍ଵତୀ ତୋ ପାଦେ ପ୍ରଣତି

Inspirational Abstract Others

ଝରୁଥାଉ ସଦା ଲେଖନୀରୁ ମୋର ତୋ ପ୍ରେମ ଅମ୍ବୃତ ଝର...

1    6.8K 8

ଭାଷାର ପିତା

Inspirational

ତାଙ୍କରିଦାୟାଦ ଅଯୋଗ୍ୟ ଆମେରେ ପରିଚୟ ଭୁଲୁ ତାଙ୍କର।

1    6.9K 7

ପ୍ରକୃତିର ପ୍ରକୃତ ମଣିଷ

Inspirational Abstract Others

ପ୍ରକୃତିର ସେ ମଣିଷ, ରାଗହିଂସା,ଦ୍ଵେଷ, କିଛି ନାହିଁ ତାଙ୍କ ସଦାମୁଖ ହସହସ...

1    6.3K 6

ପ୍ରେମପ୍ରଣତି

Abstract Others

କେତେ ମିଠାକଥା ଅନ୍ତରାଳେ ଶୁଣି କହେ ଦେଖୁଥା ତୁ ଆଖି।

1    6.5K 6

ପ୍ରକୃତିର ପ୍ରକୃତ ମଣିଷ

Abstract Others

ନୂଆ ବସ୍ତ୍ର ପରିଧାନ କରାଇଣ ଦେଲେ ଷଢରସେ ପାନ। ଧାଙ୍ଗଡା ନାଚିବା ପାଇଁ ଅନୁନୟେ ନେଇଗଲେ ଜଙ୍ଗଲକୁ,

1    6.6K 2

ପ୍ରେମପ୍ରଣତି - ୫୫

Others

ପ୍ରେମ ମନ୍ଦିରରେ ଯୌବନର ଢେଉ ପ୍ରତି ମୁହୂର୍ତ୍ତରେ ଆସେ,

1    6.7K 3

ସୁନାର ଭାରତେ ଆମେ ଯୁବଗୋଷ୍ଠୀ

Inspirational Others

ଆଗେଇ ଆସ ମୋ ଯୁବଶକ୍ତି ବନ୍ଧୁ କରିବା ମହତ କାମ, ସୁନାର ଭାରତେ ସୁନାର କିରଣ ବିଞ୍ଚିବା କରି କରମ।

1    6.7K 2

ଲୋଡାନାହିଁସୁଖ ମୋର

Abstract Others

ଦୁଃଖେ ଅଛିବୋଲି ତୋ ଭାବନା ଆସେ ମନକୁ ନିଇତି ଚାଲି, ସୁଖେ ଥିଲେ ମାୟା ବନ୍ଧନରେ ପଡି ତୋତେ ଯାଆନ୍ତିରେ ଭୁଲି।

1    6.7K 5

କା ଆଗେ କରିବି ପ୍ରଣତି

Others

ନାରୀ ମାଂସଲୋଭୀ କାମୁକ ନାରୀଙ୍କୁ କରୁଥାଏ ବଳାତ୍କାର।

1    6.6K 4

ବନ୍ଧୁ

Others

ବନ୍ଧୁ ନ ହୋଇ ବନ୍ଧୁକ ହୋଇ ଯାଉଛନ୍ତି, ଯେଉଁଠି ଥାଏ କିଛି ପିପାସା,

1    6.6K 4

କେମିତି ଏ ସଂପର୍କ

Tragedy

ଦୁର୍ଭାଗ୍ୟ ଥିଲା ତ ମୋର... ଶବ୍ଦକୁ ଶବ୍ଦରେ ଖଞ୍ଜି ଦେଲି ସିନା ସୃଷ୍ଟି କଲି କେତେ କେତେ,

1    6.7K 5

ମୋ ମାଆ

Others

କେହି ଜଣେ କହିଥିଲେ.... ବନ ପୋଡିଗଲେ ସମସ୍ତେ ଜାଣନ୍ତି ମନ ପୋଡିଗଲେ କିଏ ବା ଜାଣେ?

1    6.5K 5

ହେ କଳାବିନ୍ଧାଣୀ

Others

ସଚରାଚରରେ ଲଭେ ତୁମ ପଦଚିହ୍ନ, ପ୍ରତ୍ୟକ୍ଷ ପରୋକ୍ଷେ ଥାଏ ତବ ଅବଦାନ ।

1    6.3K 7

ସବୁଠି ତୁମେ

Romance Abstract Others

ଜହ୍ନରେ ଲେଖିଛି ତୁମରି ନାଁ ମୁଁ ତାରା ରେ ବି ତୁମ ନାଁ...

1    6.5K 8

ପ୍ରେମ ପ୍ରଣତି

Tragedy

ପ୍ରେମର ଶକତି କଳି ପାରିଲୁନି ପାଦରେ ଦେଲୁ ଆଡେଇ, ପ୍ରକୃତ ପ୍ରେମକୁ ଯେବେ ତୁ ବୁଝିବୁ ଯାଇଥିବି କା'ର ହୋଇ ...

1    6.8K 5

ସତେ ହୋଇବ ସେ ଉଦ୍ଧାର

Others

ଯୁଗ ଯୁଗ ଧରି ରହିଥାଉ ସିଏ ହୋଇଣ ଅହଲ୍ୟା ପଥର, କୃଷ୍ଣ ମନ ନେଇ ଥରେ ଦେଲେ ଛୁଇଁ ସତେ ହୋଇବ ସେ ଉଦ୍ଧାର ।

1    6.8K 6

କେମିତି ଏ ସଂପର୍କ

Others

ଭାବୁଛି ଏବେ କି ପୁରୁଣା ସ୍ମୃତିକୁ କରିବି କିଛି ପାଥେୟ, ସେହି ଆଶାରେ ବି ଗଢିବି ଗୋଟିଏ ସୁନାର ତାଜମହଲ ହୋଇଲେ ନୂତ...

1    1.3K 6

।। ତଥାପି ଚାଲିବି।।

Abstract

ମାନସ ପଟରେ ତୁମ ସ୍ମୃତି ନେଇ....

1    6.7K 5

ଶୀତରେ କମଳ ମିତ

Fantasy Others

ଶୀତ, କମଳ, ମିତ ଶୀତ ଆସିଲେ ତୁ ଆସୁ

2    7.0K 5

ବାପା

Tragedy

ବାପା ନ ଥିବା ପିଲା ଏ ସମାଜରେ

1    6.7K 5

କବିମାନେ ପରା ରାତି ରାତି ଚେଇଁ

Inspirational

ଅକ୍ଷର ସାଥିରେ ଅକ୍ଷରକୁ ଯୋଡି ସତ୍ୟର ସନ୍ଧାନ ଦିଅନ୍ତି, ସାରା ଜଗତରୁ ଅନ୍ଧାର ହଟାଇ ଧର୍ମର ମଶାଲ ଜାଳନ୍ତି

1    6.7K 5

ମାତା କଷ୍ଟ ମୁହିଁ ଲଙ୍ଘିବା ପାଇଁ

Inspirational Fantasy

ଗୁପ୍ତରେ ରହିଲି ଯେ ଗୋପପୁରେ, ଲବଣୀ ଖାଇଲି ମୁଁ ହରଷରେ।

1    6.7K 6

ମା ,ମାତୃଭାଷା ସୁରକ୍ଷିତ ବୋଲି

Others

ମା ,ମାତୃଭାଷା ସୁରକ୍ଷିତ ବୋଲି ସବୁଠି ତ ଶୁଭେ ନାରା, ପ୍ରକୃତି,ଜଙ୍ଗଲ ସୁରକ୍ଷା ଯେ ଖାଲି ଫାଇଲ ଭିତରେ ପରା।

1    1.1K 4

ପରିଣତ ବୟସରେ ସ୍ଵାର୍ଥେ ଅନ୍ଧ ହୋଇ,

Inspirational Abstract

ପିତାମାତା ପରି ଦେବତାର କରି ଅପମାନ, ଦିଏ ତାଙ୍କୁ ଘରୁ ଘଉଡାଇ,

1    6.3K 3

ସାଙ୍ଗସାଥି ଭାବ ଅତ୍ୟନ୍ତ ନିବିଡ଼

Others

ଏବେ ନାହିଁ ଆଉ ସେହି ପିଲାବେଳ ବୁଡୁ ସଂସାର ମଧ୍ୟରେ, କର୍ମ ସନ୍ଧାନରେ ଯେ ଯୁଆଡେ ଯାନ୍ତି ରହନ୍ତି ତ କେତେ ଦୂରେ।

1    6.5K 3

କାଳିଆକୁ ଚିଠିଟିଏ

Others

ଚକାଆଖି ଖୋଲି ସବୁ ତୁ ଦେଖୁଛୁ ମଉନ ରହୁଛୁ କିଆଁ? ଦୋଷୀ କୁ ତୁ ଦଣ୍ଡ ଦେଇଦେଲେ କିବା ନିନ୍ଦା ରଟିବ ଦୁନିଆଁ?

1    6.9K 4

ଜୀବନର କେତେ ରଙ୍ଗ

Fantasy Inspirational

ଅପେକ୍ଷା ମଳୟ ପବନକୁ, ପରଶରେ ଫଳ ଫଳିବାକୁ,

1    7.0K 7

ଜୀବନ

Abstract Inspirational

ଏ ଭବ ସାଗରୁ ପାରି ହେବି ନିଶ୍ଚେ ବିଶ୍ୱାସ ହରାଇ ନାହିଁ।

1    6.9K 7

ହୃଦୟ

Tragedy Abstract

ଭଙ୍ଗା ଆଇନାର କାଚ ପରି ଆଜି ଭାଙ୍ଗିଛି ମୋର ହୃଦୟ,

1    1.1K 4

ଶୁଭ ସକାଳ

Inspirational Abstract Others

ଅଶାନ୍ତ ପୃଥିବୀ ଶାନ୍ତ ହୋଇ ଗାଉ ଭାଷାର ଅମୂଲ୍ୟ ଗାଥା...

1    6.7K 3

ଜାଗ୍ରତ ହୁଅ

Inspirational

ହାତେ ହାତ ଛନ୍ଦି, ମନେ ମନ ବାନ୍ଧି କରିବା ଭାଷା ସମୃଦ୍ଧି,

1    1.1K 4

ନାରୀ ସିଏ ଜଗନ୍ମାତା

Inspirational Abstract Others

ଯେ ଜନ ନାରୀଙ୍କୁ ଜନନୀ ବିଚାରି ଦେଉଥାଏ ସନମାନ, ଜୀବନଟା ତା'ର ସାର୍ଥକ ହୁଅଇ....

1    13.4K 7

ବାଃ ବାଃରେ ଦୁନିଆଁ

Inspirational Abstract

କେମିତି ହୋଇବ ଦେଶ ଅଗ୍ରଗତି ବଢିବେ ଭବିଷ୍ୟ ଗଣ ?

1    1.1K 5

ଗୁହାରୀ ଶୁଣ ବାରେ

Inspirational

ତୋର ବଡଦାଣ୍ଡ ଧୂଳି କଣିକାଟେ ବାଜିନି ମୋହର ପାଦେ ,

1    1.2K 9

ଦୀପାବଳୀ

Inspirational

ଖୁସି ମନେଇବା ଆନନ୍ଦ ଉଲ୍ଲାସେ ହୋଇମିଳି ସର୍ବେ ଦୀପଜାଳି, ପୂଜା ପାଇବେ ଯେ ମାଆ ମହାଲକ୍ଷ୍ମୀ ଦୂରିତନାଶିନୀ ମହାକାଳୀ।

1    6.8K 7