Aminilu Ray
Literary Captain
AUTHOR OF THE YEAR 2020 - NOMINEE

98
Posts
151
Followers
1
Following

ଶିକ୍ଷାଗତ ଯୋଗ୍ୟତା - ବି.ଏସ୍.ସି , ଡିପ୍ଳୋମା , ପି.ଜି.ଡି.ସି.ଏ ( କଂପ୍ୟୁଟର ), ଓଡିଆରେ ଡି.ଟି.ପି । ଋଚି - ସାହିତ୍ୟ ପତ୍ର ପତ୍ରିକା ପଢିବା, ନୀୟମିତ ଗଳ୍ପ ଓ ପ୍ରବନ୍ଧ ଲେଖିବା ଇତ୍ୟାଦି । ୧୧. ସାହିତ୍ୟିକ ପୁରସ୍କାର - ବି.ଏସ୍.ସି ପଢୁଥିବାବେଳେ ସାଇନ୍ସ ସୋସାଇଟ୍... Read more

Share with friends
Earned badges
See all

ଭାଲେନଟାଇନ୍ ଦିବସଟି ଶାଶ୍ୱତ ପ୍ରେମର ପ୍ରତୀକ ଭାବେ ପ୍ରତୀୟମାନ ହୋଇଥାଏ । ଯାହା ଜିଓଫ୍ରେ ଚସର୍‌ଙ୍କର ଚତୁର୍ଦ୍ଦଶ ଶତାବ୍ଧୀର ବଳୟ ଭିତରେ ଆବଦ୍ଧ ଯେତେବେଳେ ଏହା ଦେଶର ପ୍ରଥା ଅନୁସାରେ ମନରେ ପ୍ରେମ ଧାରଣା ଉଜ୍ଜିବୀତ କରିଥାଏ ।

ଆଜିର ସମାଜରେ ଯୁବବର୍ଗଙ୍କ ବାଣୀ ହେବା ଦରକାର - ନିଶା ଛାଡ, ଦେଶ ଗଢ । -ଅମିନୀଲୁ ରାୟ

ପ୍ରେମ ପ୍ରେମ ଶାଶ୍ୱତ, ପ୍ରେମ ଚିରନ୍ତନ, ପ୍ରେମ ବାସ୍ତବ । ପ୍ରେମ ହିଁ ସତ୍ୟ, ଶିବ, ସୁନ୍ଦର ।

ହୃଦୟର ଇଛା ଜୀବନକୁ ସରସ ସୁନ୍ଦର କରି ଗଢିତୋଳିବା ହେବ ନୂଆ ବର୍ଷ ପାଇଁ ନୂଆ ସଂକଳ୍ପ ।

ସ୍ୱାସ୍ଥ୍ୟ ଦୁନିଆରେ ସବୁଠାରୁ ମୂଲ୍ୟବାନ ସଂପଦ ହେଉଛି ସ୍ୱାସ୍ଥ୍ୟ । ଏହାକୁ ନଷ୍ଟ କରିଦେବା ଯେତିକି ସହଜ, ଗଢିବା ସେତିକି କଷ୍ଟ ।

ସାହିତ୍ୟ ପୁରସ୍କାର ଆଶାରେ ସାହିତ୍ୟ ସର୍ଜନା କରାଯାଇ ନଥାଏ । ଓଡିଆ ସାହିତ୍ୟକୁ ଆହୁରି ମଜଭୂତ କରିବା ସବୁ ଓଡିଆଙ୍କ କର୍ମ ଓ ଧର୍ମ ।

ଅନୁଭୂତି ନିଜର ଅନୁଭୂତିକୁ ପାଥେୟ କରି ଆଉ ଗୋଟେ କିଛି ନୂଆ ସୃଷ୍ଟି କରି ହେବ । ଅନୁଭୂତିପୂର୍ଣ୍ଣ ଜୀବନ ପ୍ରତିଟି କ୍ଷେତ୍ରରେ ବାସ୍ତବତାର ରୂପ ନେଇଥାଏ ।

କ୍ରୋଧ କ୍ରୋଧର ବଶବର୍ତୀ ହୁଅ ନାହିଁ । କ୍ରୋଧୀ ମଣିଷ, ପଛରେ ସଦାବେଳେ ପଶ୍ଚାତାପ କରିଥାଏ । ତେଣୁ ଏହାଠୁ ଦୂରେଇ ରହିବା ବୁଦ୍ଧିମାନର କାର୍ଯ୍ୟ ।

ଖରାପ ଅଭ୍ୟାସ ଜୀବନର ଚଲାପଥରେ ଖରାପ ଅଭ୍ୟାସର ବଶବର୍ତୀ ହୋଇ ପରିବାର ତଥା ସମାଜକୁ ନଷ୍ଟ କରିବା କେତେଦୂର ସମିଚୀନ ? ଏକଥା ଯୁବବର୍ଗ ଚିନ୍ତା କରିବା ଉଚିତ


Feed

Library

Write

Notification
Profile