ତୁମେ ମୋର ଜୀବନର ଗୋଟିଏ ଅଭୁଲା ବ୍ୟକ୍ତିତ୍ଵ। ପାଖରେ ଚକୋଲେଟ ଥାଉ ବା ନ ଥାଉ ତୁମେ ନିଶ୍ଚୟ ଥାଅ। ମୋର ଜୀବନ ଯୁଦ୍ଧରେ ତୁମେ ଗୋଟାଏ ସାହାସୀ ସୈନ୍ୟ। ତୁମେ ମୋର ବନ୍ଧୁ।

By Jayanta Janapriya Mahakur